Home Left

ପ୍ରବଳ ବର୍ଷାରେ ବେହାଲ୍‌ ଆମେରିକା : ହ୍ବାଇଟ୍‌ ହାଉସରେ ପଶିଲା ପାଣି

ଓ୍ବାଶିଂଟନ,୯।୭: ଗତ ସୋମବାର ଆମେରିକାରେ ପ୍ରବଳ ବର୍ଷା ହେବା ଫଳରେ ବିଭିନ୍ନ ସହର ଜଳମଗ୍ନ ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏମିତିକି ଆମେରିକାର ରାଷ୍ଟ୍ରପତି ଭବନର ବେସ୍‌ମେଣ୍ଟରେ ଯେଉଁଠାରେ ଖବରଦାତାମାନେ ବସିଥାଆନ୍ତି ସେଠାରେ ମଧ୍ୟ ପାଣି ଭର୍ତ୍ତି ହୋଇଯାଇଥିବା…

ପଦାର୍ପଣ ମ୍ୟାଚ୍‌ରେ ୧୦ ରନ୍‌ ଦେଇ ୭ ଉଇକେଟ୍‌ ନେଇ ଇତିହାସ ରଚିଲେ ୧୭ ବର୍ଷୀୟ ରାଜ୍‌

ନ୍ୟୁୟର୍କ, ୯।୭: ପଦାର୍ପଣ ମ୍ୟାଚ୍‌ରେ ୧୦ ରନ୍‌ ଦେଇ ୭ ଉଇକେଟ୍‌ ନେଇ ଇତିହାସ ରଚିଛନ୍ତି ୧୭ ବର୍ଷୀୟ ବୋଲର ରାଜ୍‌ ବ୍ୟାସ। ୟୁଏସ୍‌ ଅଣ୍ଡର-୧୯ ଦଳ ପକ୍ଷରୁ ଖେଳୁଥିବା ରାଜ୍‌ ଭାରତରେ ଜନ୍ମ ହୋଇଛନ୍ତି। ଆମେରିକାର ଆରିଜୋନାରେ ରହୁଥିବା ରାଜ୍‌…

ମିଲିନ୍ଦ ଦେଓରାଙ୍କ ଇସ୍ତଫା ପରେ କର୍ମୀଙ୍କ ଉପରେ ଦୋଷ ଲଦିଲେ କଂଗ୍ରେସ ନେତ୍ରୀ ଉର୍ମିଳା

ମୁମ୍ବାଇ,୯।୭: ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ମିଲିନ୍ଦ ଦେଓରା ଇସ୍ତଫା ଦେବା ପରେ ଦଳରେ ସଙ୍କଟ ବଢିବାରେ ଲାଗିଛି। ଏବେ ବଲିଉଡ୍‌ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକର ଏକ ଚିଠି ଲେଖି କଂଗ୍ରେସକର୍ମୀଙ୍କୁ ଦୋଷାରୋପ କରିଛନ୍ତି। ଉର୍ମିଳା ଏକ ଲମ୍ବା…

ସୁକମା ଏନ୍‌କାଉଣ୍ଟର: ମହିଳା ମାଓବାଦୀ ମୃତ

ରାୟପୁର,୯।୭: ଛତିଶଗଡ଼ର ମାଓବାଦୀ ପ୍ରଭାବିତ ସୁକମା ଜିଲାରେ ମାଓବାଦୀ ବିରୋଧୀ ଅଭିଯାନ ସଫଳ ହୋଇଛି। ମଙ୍ଗଳବାର ଚିନ୍ତାଗୁମ୍ପା ଅଞ୍ଚଳର ଡବ୍ବାକୋଣ୍ଟା ଗଁା ନିକଟସ୍ଥ ଜଙ୍ଗଲରେ ଥିବା ମାଓବାଦୀ ଶିବିରରେ ଏସ୍‌ଟିଏଫ୍‌, ଡିଆରଜି ଓ ସିଆରପିଏଫ୍‌ର କୋବ୍ରା ବାଟାଲିଅନ ମିଳିତ ସର୍ଚ୍ଚ ଅପରେଶନ…

କଳାସୁନା ଉଦ୍ଭାବନ କଲେ ଭାରତୀୟ ବୈଜ୍ଞାନିକ: ସୌରରଶ୍ମୀ ଅବଶୋଷକ ଭାବେ କରିବ କାର୍ଯ୍ୟ

ନୂଆଦିଲ୍ଲୀ,୯।୭: ସୁନା ଦେଖିବାକୁ ହଳଦିଆ। ତେବେ କେତେକ ଭାରତୀୟ ବୈଜ୍ଞାନିକ ଏବେ କଳାସୁନା ଉଦ୍ଭାବନ କରିବାକୁ ସକ୍ଷମ ହୋଇଛନ୍ତି। ଟାଟା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ(ଟିଆଇଏଫ୍‌ଆର୍‌)ର ବୈଜ୍ଞାନିକ ଏଭଳି ଚମତ୍କାର କରିଛନ୍ତି। ଏହାର ରଙ୍ଗ କଳା। କଳାସୁନା କାର୍ବନ ଡାଇଅକ୍ସାଇଡ୍‌ ଏବଂ…

ଟ୍ରାଫିକ୍‌ କନଷ୍ଟେବଳ କଲେ ଏମିତି କାମ ଲୋକେ କଲେ ସାଲ୍ୟୁଟ

ଲକ୍ଷ୍ନୌ, ୯।୭: ଉତ୍ତର ପ୍ରଦେଶର ଅଯୋଧ୍ୟା ଟ୍ରାଫିକ୍‌ରେ କାମ କରୁଥିବା ଜଣେ କନଷ୍ଟେବଳ ଏକ ଛୋଟ କାମ କରି ରାତାରାତି ସେଲିବ୍ରିଟି ପାଲଟିଯାଇଛନ୍ତି। ତାଙ୍କୁ ଏବେ ଚାରିଆଡୁ ପ୍ରଶଂସା ମିଳୁଛି। ଜଣେ ବୃଦ୍ଧ ଟ୍ରଲିରେ ପ୍ରବଳ ଜିନିଷପତ୍ର ଲଦିଥିବାରୁ ଟ୍ରାଫିକ୍‌ ପାର୍‌…

ବିବାହରେ କନ୍ୟା ରଖିଲେ ସର୍ତ୍ତ: ଶହେ ବୃକ୍ଷଚାରା ରୋପଣ ପରେ ବରଯାତ୍ରୀ ନେଇ ଆସିବାକୁ କହିଲେ

ଗ୍ବାଲିୟର,୯।୭: ମଧ୍ୟପ୍ରଦେଶରେ ଜଣେ କନ୍ୟା ବିବାହ ପାଇଁ ଅଜବ ସର୍ତ୍ତ ରଖିଛନ୍ତି। ଶହେ ବୃକ୍ଷ ଚାରା ରୋପଣ ପରେ ବରଯାତ୍ରୀ ନେଇ ବିବାହ ଲାଗି ଆସିବାକୁ ସେ ବରଘରଙ୍କୁ ପରାମର୍ଶ ଦେଇଛନ୍ତି। ବରଘର ଏଭଳି ସର୍ତ୍ତ ଶୁଣି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିଲେ…

ସିଦ୍ଧୁ ଦରମା ନେଉଛନ୍ତି ହେଲେ କାମ କରୁନାହାଁନ୍ତି: ଭାଜପା ନେତା

ନୂଆଦିଲ୍ଲୀ,୯।୭: ପଞ୍ଜାବରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ନେଇ ରାଜନୈତିକ ଟଣା ଓଟରା ଲାଗି ରହିଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେବି ଲାଗି ରହିଛି। ଏହାକୁ ନେଇ ଏବେ ପଞ୍ଜାବର ଭାଜପା…

ବିବାଦରେ ହନି ସିଂ: ‘ମଖନା’ ଗୀତକୁ ନେଇ ମାମଲା ରୁଜୁ

ଚଣ୍ଡିଗଡ଼,୯।୭: ର଼୍ୟାପ୍‌ ଗାୟକ ହନି ସିଂ ପୁଣି ବିବାଦ ଘେରକୁ ଚାଲିଆସିଛନ୍ତି। ମୋହାଲିରେ ତାଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ହନି ସିଂଙ୍କ ନୂଆ ଗୀତ ‘ମଖନା’ରେ ମହିଳାଙ୍କୁ ନେଇ ଆପତ୍ତିଜନକ ଓ ଅଶ୍ଳୀଳ ଶଦ୍ଦର ବ୍ୟବହାର ହୋଇଥିବା…

ଝରଣାରେ ହଠାତ୍‌ ଆସିଲା ବନ୍ୟାଜଳ: ମାନବ ଶୃଙ୍ଖଳ ଦ୍ୱାରା ଶତାଧିକ ଶ୍ରଦ୍ଧାଳୁଙ୍କ ଜୀବନ ରକ୍ଷା କଲେ ସ୍ଥାନୀୟ ଯୁବକ

ପାଟନା,୯।୭: ବିହାର ସାସାରାମ୍‌ସ୍ଥିତ କୈମୁର ପାହାଡ଼ରୁ ବାହାରିଥିବା ଝରଣାରେ ହଠାତ୍‌ ବନ୍ୟାଜଳ ଆସିବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ଥିବା ତୁତଲା ଭବାନୀ ମନ୍ଦିରକୁ ସୋମବାର ଶତାଧିକ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା ପାଇଁ ଆସିଥିଲେ। ବନ୍ୟାଜଳ ଯୋଗୁ ଝରଣାର ଜଳସ୍ତର…

ନବ ନିର୍ବାଚିତ ଏମ୍‌ପିଙ୍କୁ ଟିପ୍ସ ଦେଲେ ସୋନିଆ, ରାହୁଲ

ନୂଆଦିଲ୍ଲୀ,୯।୭: କଂଗ୍ରେସର ନବ ନିର୍ବାଚିତ ଏମ୍‌ପିଙ୍କୁ ସଂସଦୀୟ କାର୍ଯ୍ୟକାରିଣୀ ଓ ସଂସଦରେ ଭାଗନେବାକୁ ନେଇ ଗ୍ରୁମିଙ୍ଗ କ୍ଲାସ ନେଇଛନ୍ତି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। କଂଗ୍ରେସର ଓ୍ବାର ରୁମ୍‌ ଅର୍ଥାତ୍‌ ୧୫ ଜିଆର୍‌ଜିରେ…

ପାଲକ ଡାଲ୍‌ ଖେଚୁଡ଼ି

ଆବଶ୍ୟକ ସାମଗ୍ରୀ: ଛୋଟ ଛୋଟ କଟା ପାଳଙ୍ଗ ଶାଗ ୧ କପ୍‌, ୧ଟି କଟା ପିଆଜ, ୨ଟି କଟା ଟମାଟୋ, ଦେଢ଼ କପ୍‌ ଚାଉଳ, ଡାଲି ୧ କପ୍‌, ୧ ଚାମଚ ଲେଖାଏଁ ଜିରା, ସୋରିଷ, ଧନିଆଗୁଣ୍ଡ, ହଳଦୀଗୁଣ୍ଡ, ଘିଅ, ଅଦା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?