ଚର୍ଚ୍ଚାରେ ଅକ୍ଷୟଙ୍କ ‘ମିଶନ ମଙ୍ଗଲ’ ଟିଜର
ମୁମ୍ବାଇ: ବଲିଉଡ୍ ଖିଲାଡି ବୟେ ଅକ୍ଷୟ କୁମାରଙ୍କ ଅପ୍କମିଙ୍ଗ ଫିଲ୍ମ ‘ମିଶନ ମଙ୍ଗଲ’ର ପୋଷ୍ଟର ଆସି ସାରିଥିବା ବେଳେ ଏବେ ଏହାର ଟିଜରକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହା ଆସନ୍ତା ଅଗଷ୍ଟ ୧୫ରେ ରିଲିଜ୍ ହେବାକୁ ଥିବା ବେଳେ ଏଥିରେ…
ଓଜନ କମ୍, ହାର୍ଟ ସୁସ୍ଥ ରଖିବା ପାଇଁ ଚଢ଼ନ୍ତୁ ଶିଡ଼ି
ଓଜନ କମ୍ ପାଇଁ ନିୟମିତ ରୂପେ ଜିମ୍ ଯିବା ସହ ଡାଏଟ୍ କରିବା ଲାଭଦାୟକ। ଏହା ଶରୀରକୁ ସୁସ୍ଥ ରଖିଥାଏ। ଯଦି ଆପଣ କର୍ମଜୀବୀ ଏବଂ ଆପଣଙ୍କ ପାଖରେ ସମୟର ଅଭାବ ରହିଛି ତେବେ କିଛି ସହଜ ଉପାୟରେ ମଧ୍ୟ ଆପଣ…
ଶ୍ରୀକ୍ଷେତ୍ରରେ ଲଜ୍ଜା: ବସ୍ ଭିତରେ ନାବାଳିକାଙ୍କୁ ବଳାତ୍କାର, ହେଲପର ଅଟକ
ପୁରୀ ଅଫିସ, ୯।୭: ଚାଲିଛି ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା। ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି। ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ୨୪ ଘଣ୍ଟିଆ ପୋଲିସ ଡ୍ୟୁଟି କରୁଛନ୍ତି। ଏହା ସତ୍ତ୍ୱେ ସୋମବାର ବିଳମ୍ବିତ ରାତିରେ ଘଟିଛି ଏକ ଲଜ୍ଜାକର ଘଟଣା। ଗୁଣ୍ଡିଚା…
୧୬ଥର ଡବ୍ଲୁଡବ୍ଲୁଇ ବିଶ୍ୱଚାମ୍ପିଅନ୍ ଛାଡିଲେ କୋହଲିଙ୍କ ଏମିତି ଫଟୋ, ୟୁଜର୍ସ ଦେଖି ହେଲେ ଆଶ୍ଚର୍ଯ୍ୟ
ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଦୁଇଥରର ଚାମ୍ପିଅନ ଟିମ ଇଣ୍ଡିଆର ସାମ୍ନା ନ୍ୟୁଜିଲ୍ୟାଣ୍ଡ ସହ ହେବ। ଭାରତର ନଜର ତୃତୀୟ ବିଶ୍ୱକପ ଟାଇଟଲ ଉପରେ ରହିଥିବାବେଳେ ନ୍ୟୁଜିଲ୍ୟାଣ୍ଡ ପ୍ରଥମଥର ପାଇଁ ଏହି ଟ୍ରଫି ପାଇବା ଆଶା ରହିଛି। ମଙ୍ଗଳବାର…
ଅନଶନରେ ବସିବେ ମରିୟମ୍
ଇସ୍ଲାମାବାଦ,୯।୭: ଜେଲ୍ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଯଦି ବର୍ତ୍ତମାନର ସରକାର ତାଙ୍କର ପିତାଙ୍କୁ ଘରର ଖାଦ୍ୟ ଖାଇବାକୁ ଅନୁମତି ନ ଦିଅନ୍ତି ତାହେଲେ ସେ…
ହସାଇଲା ଜୋମାଟୋ
ନୂଆଦିଲ୍ଲୀ,୯।୭: ଫୁଡ୍ ଡେଲିଭରି ଆପ୍ ଜୋମାଟୋ ନିକଟରେ ଏମିତି ଏକ ମଜାଳିଆ ଟୁଇଟ୍ କରିଛି ଯାହାକୁ ପଢି ଲୋକେ ଏହାର ମଜା ଉଠାଉଛନ୍ତି। କେହି କେହି ଏହାକୁ ପଢି ହସିହସି ବେଦମ୍ ମଧ୍ୟ ହେଉଛନ୍ତି। ଗ୍ରାହକଙ୍କ ଉଦ୍ଦେଶ୍ୟରେ ଏଥିରେ ଟୁଇଟ୍ କରାଯାଇଛି…
କୋର୍ଟରେ ଆତ୍ମସମର୍ପଣ କଲେ ବ୍ରାଉନ୍ସୁଗାର ବ୍ୟବସାୟୀ, ନିରାଶ ହୋଇ ଫେରିଲେ ଏସ୍ଟିଏଫ୍ ଟିମ୍
ଖୋର୍ଦ୍ଧା ଅଫିସ, ୯।୭: ଖୋର୍ଦ୍ଧା ଜିଲାର ଜଣେ ବ୍ରାଉନ୍ସୁଗାର ବ୍ୟବସାୟୀ ଶୁଭ୍ରାଂଶୁ ପରିଡ଼ା ଓରଫ ଛୋଟା(୪୫) ମଙ୍ଗଳବାର ମଧ୍ୟାହ୍ନରେ ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିବାକୁ ଯାଇଥିଲେ। ଏହି ସମୟରେ କ୍ରାଇମ୍ବ୍ରାଞ୍ଚର ଏକ ୫ ଜଣିଆ ଟିମ୍ ଶୁଭ୍ରାଂଶୁଙ୍କୁ ଗିରଫ କରିବାକୁ ଉଦ୍ୟମ…
ଏମ୍ପିଙ୍କୁ ୧୫୦ କିଲୋମିଟର ଚାଲିବାକୁ କହିଲେ ମୋଦି
ନୂଆଦିଲ୍ଲୀ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଭାଜପା ଏମ୍ପିମାନଙ୍କୁ ନୂଆ ନୂଆ କାମ ଦେଉଛନ୍ତି। ମୋଦି କହିଛନ୍ତି ଗାନ୍ଧୀ ଜୟନ୍ତୀ ଅର୍ଥାତ୍ ଅକ୍ଟୋବର ୨ରୁ ପଟେଲ ଜୟନ୍ତୀ ମାନେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ୧୫୦ କିଲୋମିଟର…
ବିବାହ ପୂର୍ବରୁ ହେବ ଏଚ୍ଆଇଭି ପରୀକ୍ଷା: ଗୋଆ ସରକାର
ପଣଜି,୯।୭: ବିବାହକୁ ନେଇ ନୂଆ ନିୟମ ତିଆରି କରିବାକୁ ଯାଉଛନ୍ତି ଗୋଆ ସରକାର। ଏହି ନିୟମ ଅନୁଯାୟୀ ଗୋଆରେ ଯେକୌଣସି ବ୍ୟକ୍ତି ବିବାହ କରିବା ପୂର୍ବରୁ ଏଚ୍ଆଇଭି ଟେଷ୍ଟ କରିବା ବାଧ୍ୟତାମୂଳକ ହେବ। ଏହି ନିଷ୍ପତ୍ତିକୁ ନେଇ ଗୋଆ ସରକାର ବିଚାର…
ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବା ପୂର୍ବରୁ ଭାରତୀୟ ଖେଳାଳି କରିଥାନ୍ତି ଏହିସବୁ କାମ
ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ମଙ୍ଗଳବାର ମାଞ୍ଚେଷ୍ଟରରେ ଫାଇନାଲ ଟିକେଟ୍ ପାଇଁ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ। ତେବେ ମ୍ୟାଚ୍ ଖେଳିବା ପୂର୍ବରୁ ଭାରତୀୟ ଖେଳାଳିମାନଙ୍କ ଅନ୍ଧବିଶ୍ୱାସକୁ ନେଇ କିଛି ଖାସ୍…
ବସ୍ ବାଇକ୍ ମୁହାଁମୁହିଁ: କଲେଜ ଛାତ୍ରୀଙ୍କ ସହ ୨ ମୃତ
ଦେବଗଡ଼,୯।୭(ଡି.ଏନ୍.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ହଦମୁଣ୍ଡା ଘାଟି ନିକଟସ୍ଥ ୫୩ ନଂ ଜାତୀୟ ରାଜପଥରେ ମଙ୍ଗଳବାର ଏକ ବସ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ କଲେଜ ଛାତ୍ରୀଙ୍କ ସହ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ…
ଯୋଗୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ବାଧ୍ୟରେ ୨୨ ପୋଲିସ ନେଲେ ଅବସର
ଭୋପାଳ,୯।୭: ଭ୍ରଷ୍ଟାଚାର ଓ ଅଳସୁଆ କର୍ମଚାରୀଙ୍କ ବିରୋଧରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି କ୍ରମରେ ବାରାଣସୀରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ୨୨ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏମାନଙ୍କ ନାଁରେ ଭ୍ରଷ୍ଟାଚାର, ଅସଦାଚରଣ…

