Home Left

ହୃଦ୍‌ରୋଗୀଙ୍କ ପାଇଁ ନୂଆ ମୋବାଇଲ ଆପ୍‌

ଚିକିତ୍ସା ବିଜ୍ଞାନ ଦିନକୁ ଦିନ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆଣୁଛି। କେବଳ ସେତିକି ନୁହେଁ, ବିଭିନ୍ନ ରୋଗର ନିଦାନ ପାଇଁ ନୂଆ ତଥା ସରଳ ଚିକିତ୍ସା ପ୍ରଣାଳୀକୁ ଚିକିତ୍ସକମାନେ ଅନୁସରଣ କରୁଛନ୍ତି। ନିକଟରେ ଭାରତ ଏବଂ ଅଷ୍ଟ୍ରେଲିଆର ଗବେଷକମାନେ ଏପରି…

ସ୍ପୋର୍ଟିଂ ରୋବୋ

ଆଜିକାଲି ରୋବୋକୁ ବିଭିନ୍ନ କାମରେ ନିୟୋଜିତ କରାଯାଉଛି। ବିଶେଷ ଭାବରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାର ସହାୟତାରେ ଅପରେଶନ ପରି ଗୁରୁତ୍ୱପୂର୍ଣ୍ଣ କାମ ସମ୍ପାଦିତ ହୋଇପାରୁଛି। ନିକଟରେ ଜାପାନର ବୈଜ୍ଞାନିକମାନେ ଏକ ସ୍ପୋର୍ଟିଂ ରୋବୋ ପ୍ରସ୍ତୁତ କରିଛନ୍ତି। ଏହି ରୋବୋ ମଣିଷ…

ପ୍ରିୟଙ୍କା ହୁଅନ୍ତୁ କଂଗ୍ରେସ ଅଧ୍ୟକ୍ଷ: ଶତ୍ରୁ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ ବୋଲି ଟୁଇଟ୍‌ କରି ଇଚ୍ଛା ପ୍ରକାଶ କରିଛନ୍ତି କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା।…

ବିଞ୍ଝାରପୁରରେ ନବବଧୂଙ୍କୁ ତଣ୍ଟିକାଟି ହତ୍ୟା: ପୋଲିସର ତଦନ୍ତ ଆରମ୍ଭ

ଯାଜପୁର ଅଫିସ,୨୨।୭: ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଙ୍ଗରା ଗ୍ରାମ ଗୁଣ୍ଡିରିପଡ଼ା(ବିଲସାହି)ରେ ରବିବାର ବିଳମ୍ବିତ ରାତିରେ ଜଣେ ନବବଧୂଙ୍କୁ ଧାରୁଆ ଅସ୍ତ୍ରରେ ତଣ୍ଟିକାଟି ହତ୍ୟା କରାଯାଇଛି । ଏ ନେଇ ସୋମବାର ବିଞ୍ଝାରପୁର ଥାନାରେ ଅଭିଯୋଗ ହୋଇଛି। ସେ ହେଲେ…

ବଲିଉଡ୍‌ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ମିଥୁନଙ୍କ ସାନପୁଅ ନମାଶି, ‘ବ୍ୟାଡ୍‌ ବୟ’ ଚଳଚ୍ଚିତ୍ରରେ ଆସିବେ ନଜର

ମୁମ୍ବାଇ: ବଲିଉଡ୍‌ ସିନେମା ଜଗତରେ ‘ଡିସ୍କୋ ଡ୍ୟାନ୍ସର’ ଭାବେ ମିଥୁନ୍‌ ଚକ୍ରବର୍ତ୍ତୀ ପରିଚିତ। ଅଭିନୟ ସାଙ୍ଗକୁ ଚମତ୍କାର ନୃତ୍ୟ ପ୍ରଦର୍ଶନ ତାଙ୍କୁ ଏଭଳି ସ୍ବତନ୍ତ୍ର ପରିଚୟ ଦେଇଛି। ଜଣେ କଳାକାର ହିସାବରେ ମିଥୁନ୍‌ ସଫଳ ହୋଇଥିବା ବେଳେ ଏବେ ତାଙ୍କ ସାନପୁଅ…

 ୨ ଶହ କିମି ଚାଲି ଚାଲି ଅଢ଼େଇ ଦିନ ପରେ ମାଲିକଙ୍କ ପାଖକୁ ଫେରିଲା କୁକୁର

ମସ୍କୋ,୨୨।୭: କୁକୁର ମଣିଷର ଅତି ବିଶ୍ୱସ୍ତ ପ୍ରାଣୀ ବୋଲି କୁହାଯାଇଥାଏ। ହୁଏତ ମାଲିକ କୁକୁରକୁ ଭୁଲି ପାରେ ମାତ୍ର କୁକୁର ମାଲିକଙ୍କୁ ଭୁଲି ପାରେନା। ଏପରି ଏକ ଉଦାହରଣ ରୁଷିଆରେ ଘଟିଛି। ୬ ମାସର ମାରୁ ନାମକ କୁକୁରକୁ ମାଲିକ ଅନ୍ୟ…

ଲୋ ବ୍ଲଡ୍‌ପ୍ରେସର

ସାଧାରଣତଃ ବ୍ଲଡ୍‌ପ୍ରେସର ଦୁଇ ପ୍ରକାର- ଲୋ ଏବଂ ହାଇ। ଲୋ ବ୍ଲଡ୍‌ପ୍ରେସର ଥିଲେ କେତେକ ବିଷୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ପଡିଥାଏ। ଖାଦ୍ୟ ତାଲିକାରେ ଆଇରନ୍‌ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ବିଶେଷ ଭାବରେ ସବୁଜ ପନିପରିବାରେ ଆଇରନ୍‌ ପ୍ରଚୁର ପରିମାଣରେ…

ସିଗାରେଟ୍‌ : ଜୀବନ ଘାତକ

‘ପ୍ରାୟ ଦୁଇ ଦଶକ ପୂର୍ବେ ସ୍ବାସ୍ଥ୍ୟ ଉପରେ ଧୂମପାନର ଭୟାବହ ପରିଣାମ କ୍ରମେ ଜଣାଗଲା । ସେଥିରୁ ଜଣାପଡ଼ିଲା ଯେ, ସିଗାରେଟ୍‌ ଧୂଆଁରେ ଥାଏ ପ୍ରାୟ ୭୦୦ରୁ ଊର୍ଦ୍ଧ୍ୱ ବିଷାକ୍ତ ରସାୟନ । ତନ୍ମଧ୍ୟରୁ ପ୍ରମୁଖଗୁଡ଼ିକ ହେଲା ନିକୋଟିନ୍‌ ,ଏସିଟୋନ, ଆମୋନିଆ,…

ମାଲେଗାଓଁ ବିସ୍ଫୋରଣ ମାମଲା: ଅଗଷ୍ଟ ୨କୁ ଘୁଞ୍ଚିଲା ଶୁଣାଣି

ମୁମ୍ବାଇ,୨୨।୭: ମାଲେଗାଓଁରେ ୨୦୦୮ ରେ ହୋଇଥିବା ବିସ୍ଫୋରଣ ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ଅଗଷ୍ଟ ୨କୁ ଘୁଞ୍ଚାଇ ଦିଆଯାଇଛି। ସୋମବାର ବମ୍ବେ ହାଇକୋର୍ଟ ଏହି ଶୁଣାଣିକୁ ଅଗଷ୍ଟ ୨କୁ ଘୁଞ୍ଚାଇ ଦେଇଛନ୍ତି। ଲ୍ୟୁଟନାଟ୍‌ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ ଦ୍ୱାରା କରାଯାଇଥିବା ଆବେଦନର…

ସେନାରେ ବଡ଼ ଧରଣର ଅଦଳବଦଳ: ନରାଓ୍ବନେ ଉପମୁଖ୍ୟ ହେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୨।୭: ଭାରତୀୟ ସେନାରେ ବଡ଼ ଧରଣର ଅଦଳବଦଳ ହେବାର ସମ୍ଭାବନା ରହିଛି। ସେନା ଉପମୁଖ୍ୟଙ୍କ ନିଯୁକ୍ତି ସହିତ ଅନ୍ୟ କମାଣ୍ଡର ପଦବୀ ସମ୍ପର୍କରେ ମଧ୍ୟ ଘୋଷଣା କରାଯିବ ବୋଲି କୁହାଯାଉଛି। ସେନା ଉପମୁଖ୍ୟ ଭାବେ କମାଣ୍ଡର ଲ୍ୟୁଟ୍‌ନାଟ୍‌ ଜେନେରାଲ ଏମ୍‌.ଏମ୍‌. ନରାଓ୍ବନେଙ୍କୁ…

ନିଶ କାଟିଦେବାରୁ ବାରିକଙ୍କ ନାଁରେ ମାମଲା ରୁଜୁ କଲେ ଯୁବକ

ନାଗପୁର, ୨୨।୭: ମହାରାଷ୍ଟ୍ରର ନାଗପୁରରେ ଏକ ଅଜବ ଘଟଣା ଘଟିଛି। ବିନା ଅନୁମତିରେ ନିଶ କାଟିଦେବାରୁ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି ଜଣେ ଯୁବକ। ଏଭଳି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ବାରିକ ସଂଗଠନ ପକ୍ଷରୁ ଏହାକୁ ବିରୋଧ…

ଶ୍ରାବଣ ମାସ ପ୍ରଥମ ସୋମବାର: ଜଳାଭିଷେକ ପାଇଁ ବିଭିନ୍ନ ଶୈବପୀଠରେ ଭିଡ଼

ବାଲିଗୁଡ଼ା,୨୨।୭(ଡି.ଏନ୍‌.ଏ.): ଶ୍ରାବଣ ମାସ ପ୍ରଥମ ସୋମବାରରେ ମହାଦେବଙ୍କୁ ଜଳାଭିଷେକ ଲାଗି ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଜମିଛି। ପ୍ରତ୍ୟୁଷରୁ ଖଡ଼ଗ ନଦୀ ନିକଟରେ କାଉଡ଼ିଆଙ୍କ ଭିଡ଼ ଲାଗିଥିଲା। ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳ ଏବଂ ରାଜ୍ୟ ତଥା ରାଜ୍ୟ ବାହାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?