Home Left

ଚାଷ ପାଇଁ ପାଣି ନାହିଁ: ମେଗା ପ୍ରକଳ୍ପ ଅଫିସ୍‌ରେ ତାଲା ପକାଇଲେ ଚାଷୀ

ଘଣ୍ଟାପଡା, ୧୯।୭ (ଡି.ଏନ.ଏ): ଅନିୟମିତ ବର୍ଷା ଯୋଗୁ ଘଣ୍ଟାପଡା ଅଞ୍ଚଳରେ ଧାନଚାଷ ଉଜୁଡିବାକୁ ବସିଲାଣି । ଆଷାଢ଼ ମାସ ସରି ଶ୍ରାବଣ ହେଲା, ବର୍ଷାର ନାଁ ଗନ୍ଧ ନାହିଁ । ପ୍ରଥମ ଲଘୁଚାପ ବର୍ଷାରେ ବୁଣା ହୋଇଥିବା ଧାନ ଓ ତଳି…

ବିକାଶ ଲାଗି ଅଣ୍ଟା ଭିଡିଲା ରୂପ୍‌ସା ଆଞ୍ଚଳିକ ବିକାଶ ପରିଷଦ

ରୂପ୍‌ସା,୧୯।୭(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ରୂପ୍‌ସା ଡାକବଙ୍ଗଳାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରୂପ୍‌ସା ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହଯୋଗ କାମନା କରାଯାଇଛି। ବୈଠକରେ ବିକାଶ ପରିଷଦର ସଭାପତି ଭଗବାନ…

ବ୍ୟାପୁଛି ଜଣ୍ଡିସ୍‌, ୨ ମୃତ: ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ବାଲେଶ୍ୱର ଅଫିସ,୧୯।୭-ବାଲେଶ୍ୱର ମ୍ୟୁନିସିପାଲିଟି ଅଧୀନ ୧ନଂ. ଓ ୨ନଂ. ୱାର୍ଡ଼ରେ ଜଣ୍ଡିସ୍‌ରେ ୨ଜଣ ପ୍ରାଣ ହରାଇଥିବାବେଳେ ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ‘ଆଚ୍ଛା’ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.…

ଇଣ୍ଡୋନେସିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ: ସେମିରେ ସିନ୍ଧୁ

ଜାକର୍ତ୍ତା,୧୯।୭(ପି.ଟି.)-ଏଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତୀୟ ମହିଳା ତାରକା ପି.ଭି. ସିନ୍ଧୁ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ସେ ଜାପାନର ନୋଜୋମି ଓକୁହାରାଙ୍କୁ ପରାସ୍ତ କରି ଅଗ୍ରଗତି କରିଛନ୍ତି। ଟୁର୍ନାମେଣ୍ଟରେ ପଞ୍ଚମ ସିଡ ମାନ୍ୟତା ପାଇଥିବା ଅଲିମ୍ପିକ୍ସ ରୌପ୍ୟପଦକ…

ଡୋପିଙ୍ଗ୍‌: ସଞ୍ଜିବନୀ ଯାଦବ ୨ ବର୍ଷ ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୧୮ା୭ (ପି.ଟି.)-ଡୋପିଙ୍ଗ ନିୟମ ଉଲ୍ଲଂଘନ କରିଥିବାରୁ ଲଙ୍ଗ୍‌ ଡିଷ୍ଟାନ୍ସ ଧାବିକା ସଞ୍ଜିବନୀ ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ୍ସ(ଆଇଏଏଏଫ୍‌)ର ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌(ଏଆଇୟୁ) ଦ୍ୱାରା ଦୁଇ ବର୍ଷ ସସ୍‌ପେଣ୍ଡ ହୋଇଛନ୍ତି। ଏହି ୨୩ ବର୍ଷୀୟା ଆଥଲେଟ୍‌ ୨୦୧୯ ଏସିଆନ ଚାମ୍ପିୟନଶିପ୍‌…

ସ୍ନାତକୋତ୍ତର ପରୀକ୍ଷାଫଳ: ୫ ବିଭାଗରେ ଛାତ୍ରୀ ଟପ୍ପର

ଭଦ୍ରକ ଅଫିସ, ୧୯।୭ – ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଶୁକ୍ରବାର ସ୍ନାତକୋତ୍ତର(ପିଜି) ପରୀକ୍ଷାଫଳ ପ୍ରକାଶ ପାଇଛି। ମୋଟ ୭ଟି ବିଭାଗ ମଧ୍ୟରୁ ୫ଟିରେ ଛାତ୍ରୀ ଟପ୍ପର ହୋଇଛନ୍ତି। ରସାୟନ ବିଜ୍ଞାନରେ ଲକ୍ଷ୍ମୀପ୍ରଭା ରାଉତ ୯୯୦ ସର୍ବାଧିକ ନମ୍ବର ରଖି ଟପ୍ପର ହୋଇଥିବା…

କର୍ନାଟକ ନାଟକ: ସୁପ୍ରିମକୋର୍ଟ ଗଲେ କୁମାରସ୍ବାମୀ

ବେଙ୍ଗାଲୁରୁ,୧୯।୭: କର୍ନାଟକ ସଙ୍କଟ ବେଳକୁ ବେଳ ନୂଆ ରୂପ ନେଉଛି। ରାଜ୍ୟପାଳ ଭଜୁଭାଇ ଭାଲା ଶୁକ୍ରବାର ସନ୍ଧ୍ୟା ୬ଟା ପୂର୍ବରୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ଚିଠି ଲେଖି ଜଣାଇବା ପରେ ଏହାକୁ ଚ୍ୟାଲେଞ୍ଜ କରିଛନ୍ତି କୁମାରସ୍ବାମୀ। ଏବେ…

ଯେଉଁଠି ଟଙ୍କା ଦେଲେ ମିଳନ୍ତି ଗର୍ଲ ଫ୍ରେଣ୍ଡ

ଆଧୁନିକ ଯୁଗରେ ବୟ ଫ୍ରେଣ୍ଡ ଗର୍ଲ ଫ୍ରେଣ୍ଡ ଏକ ସାଧାରଣ ଘଟଣା। ହେଲେ ବେଳେବେଳେ କେତେଜଣ ଯୁବକ ଖୋଜିଲେ ମଧ୍ୟ ଗର୍ଲ ଫ୍ରେଣ୍ଡ ମିଳି ନ ଥାଆନ୍ତି। କିନ୍ତୁ ଚାଇନାର ଗୁଆଁଡୋଙ୍ଗରେ ଏମିତି ଏକ ଷ୍ଟୋର ରହିଛି ଯେଉଁଠି ଗର୍ଲ ଫ୍ରେଣ୍ଡ…

ସୋସିଆଲ ମିଡିଆରେ କମାଲ୍‌ କରୁଛି ଗଜେନ୍ଦ୍ର ବର୍ମାଙ୍କ ‘ୟାଦ କରକେ’ଗୀତ

ମୁମ୍ବାଇ: ସିଙ୍ଗର, ରାଇଟର ଓ ମ୍ୟୁଜିକ୍‌ କମ୍ପୋଜର ଗଜେନ୍ଦ୍ର ବର୍ମାଙ୍କ ଗୀତ ‘ତେରା ଘାଟା’ ପପୁଲାର ହେବା ପରେ ଏବେ ଧୁମ ମଚାଉଛି ‘ୟାଦ କରକେ’। ଏହା ଏକ ବ୍ରେକ୍‌ ଅପ୍‌ ସଙ୍ଗ ହୋଇଥିବା ବେଳେ ଏଥିପାଇଁ ଏବେ ଚର୍ଚ୍ଚାକୁ ଆସିଛନ୍ତି…

ଏମ୍‌ପିଙ୍କୁ କଡ଼ା ନିର୍ଦ୍ଦେଶ: ଭୋକ ଲାଗିଲେ କ୍ୟାଣ୍ଟିନକୁ ଆସ

ନୂଆଦିଲ୍ଲୀ,୧୯।୭: ସରକାରୀ ବାସଭବନ ନ ମିଳିବା ପର୍ଯ୍ୟନ୍ତ ଦିଲ୍ଲୀର ଓ୍ବେଷ୍ଟର୍ନ କୋର୍ଟରେ ନୂଆ ତିଆରି କରାଯାଇଥିବା ହଷ୍ଟେଲରେ ରହିଥିବା ୮୨ଏମ୍‌ପିଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଏମ୍‌ପିମାନେ ନିଜ ରୁମ୍‌ରେ ଖାଦ୍ୟ ଖାଇପାରିବେନି କି ତିଆରି ମଧ୍ୟ କରିପାରିବେ ନାହିଁ…

ରଣ୍‌ଜୀ ଟ୍ରଫି ନକ୍‌ଆଉଟରେ ବ୍ୟବହାର ହେବ ଡିଆରଏସ୍‌

ନୂଆଦିଲ୍ଲୀ,୧୯ା୭(ପିଟି)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଗାମୀ ରଣ୍‌ଜୀ ଟ୍ରଫିରେ ସୀମିତ ସଂଖ୍ୟକ ଡିଆରଏସ୍‌ (ଅମ୍ପାୟରଙ୍କ ନିଷ୍ପତ୍ତିର ପୁନଃ ବିଚାର) ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହା କେବଳ ରଣଜୀ ଟ୍ରଫିର ନକ୍‌ଆଉଟ୍‌ ପର୍ଯ୍ୟାୟରେ ବ୍ୟବହାର ହେବ। ଗତ…

ବିଜୁଳି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣବଳୟ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବିଜୁଳି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର କଳାହାଣ୍ଡି, କନ୍ଧମାଳ, ଦେଓଗଡ଼, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଅନୁଗୋଳ ଏବଂ ଢେଙ୍କାନାଳର ବିଭିନ୍ନ ସ୍ଥାନରେ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?