କନ୍ଧମାଳ ଜିଲା କମ୍ପ୍ୟୁଟର ଶିକ୍ଷକ ସଂଘର ଆନ୍ଦୋଳନ ଚେତାବନୀ
ବାଲିଗୁଡ଼ା,୨୨।୭(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ନିକଟସ୍ଥ ସାରଙ୍ଗଡ଼ସ୍ଥିତ ସଦ୍ଭାବନା ଗୃହ ପରିସରରେ ଜିଲା ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ ତଥା କମ୍ପ୍ୟୁଟର ଶିକ୍ଷକ ସଂଘର ସଭାପତି ବିନୋଦ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ସମସ୍ତ କମ୍ପ୍ୟୁଟର…
୨୦୦ ଟଙ୍କା ପାଇଁ କ୍ରିକେଟ ଖେଳୁଥିଲେ, ଏବେ ମିଳିଲା ଭାରତୀୟ ଦଳରେ ସ୍ଥାନ
ଓ୍ବେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଗସ୍ତ ପାଇଁ ଭାରତୀୟ ଦଳରେ ଅନେକ ନୂଆ ଚେହେରା ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ନବଦୀପ ସଇନି ଅନ୍ୟତମ। ୨୦୧୯ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳୁଥିବା ନବଦୀପ…
ନାସାର ଚନ୍ଦ୍ର ମିଶନ ଆର୍ଟିମିସ୍: ପ୍ରଥମେ ଯିବେ ମହିଳା; ଖର୍ଚ୍ଚ ହେବ ୩୦ ଶହ କୋଟି ଡଲାର
ଓ୍ବାଶିଂଟନ,୨୨।୭: ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଏହାର ଚନ୍ଦ୍ର ମିଶନ ଆର୍ଟିମିସ୍ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ରେ ଏହି ମିଶନ ହେବାର ସମ୍ଭାବନା ରହିଛି। ଏଥିରେ ମହିଳାଙ୍କୁ ପଠାଯିବାର ଯୋଜନା କରାଯାଇଛି। ଏଥିପାଇଁ ୩୦ ଶହ କୋଟି ଡଲାର…
ଚନ୍ଦ୍ରୟାନ-୨: ମହିଳା ବୈଜ୍ଞାନିକଙ୍କ ଉପରେ ଗୁରୁ ଦାୟିତ୍ୱ
ବେଙ୍ଗାଲୁରୁ,୨୨।୭: ଚନ୍ଦ୍ରାୟାନ-୨ର ନେତୃତ୍ୱ ୨ ମହିଳା ବୈଜ୍ଞାନିକଙ୍କୁ ଦିଆଯାଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମହାକାଶ ମିଶନରେ ଏହା ପ୍ରଥମ ଥର ହେବାକୁ ଯାଉଛି। ଏଥିରେ ଭନିଥା ମୁଥୈୟା ପ୍ରୋଜେକ୍ଟ ଡାଇରେକ୍ଟ ଭାବେ କାମ କରୁଥିବା ବେଳେ ରିତୁ କାରିଢାଲ…
କୃଷକଙ୍କ କ୍ଷେତରୁ ମିଳିଲା ୬୦ ଲକ୍ଷ ଟଙ୍କାର ହୀରା, ଖୁସି ପରିବର୍ତ୍ତେ କରୁଛନ୍ତି ପଶ୍ଚାତାପ
ଆନ୍ଧ୍ରପ୍ରଦେଶର କୁରନୁଲ ଜିଲାରେ ଜଣେ କୃଷକ ରାତାରାତି ଲକ୍ଷପତି ହୋଇଯାଇଛନ୍ତି। କୃଷକ ଜଣଙ୍କ କ୍ଷେତରେ କାମ କରୁଥିଲାବେଳେ ଏକ ହୀରା ଖଣ୍ଡ ପାଇଥିଲେ। ଏହି ହୀରା ଖଣ୍ଡର ମୂଲ୍ୟ ୬୦ ଲକ୍ଷ ଟଙ୍କାର ହେବ ବୋଲି ଆକଳନ କରାଯାଇଛି।
ଅଗଷ୍ଟରେ ମୋଦିଙ୍କ ୨ ଦିନିଆ ଭୁଟାନ ଗସ୍ତ
ନୂଆଦିଲ୍ଲୀ,୨୨।୭: ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଭୁଟାନ ଗସ୍ତରେ ଯିବେ। ଦୁଇଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ଲକ୍ଷ୍ୟ ବୋଲି ପିଏମ୍ଓ ପକ୍ଷରୁ କୁହାଯାଇଛି। ଏହି ଗସ୍ତ ସମୟରେ ଦୁଇଦେଶ ମଧ୍ୟରେ କେତେକ ଦ୍ୱିପାକ୍ଷିକ…
ଚନ୍ଦ୍ରୟାନ -୨ର ସଫଳ ଉତ୍କ୍ଷେପଣ ପାଇଁ କାନପୁରରେ ପୂଜାର୍ଚ୍ଚନା
କାନପୁର,୨୨।୭: ଚନ୍ଦ୍ରୟାନ-୨ର ସଫଳ ଉତ୍କ୍ଷେପଣ ପାଇଁ ଉତ୍ତର ପ୍ରଦେଶର କାନପୁରରେ ସୋମାବାର ପୂଜାର୍ଚ୍ଚନା କରାଯାଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ୱାରା ପ୍ରସ୍ତୁତ ଚନ୍ଦ୍ରୟାନ -୨କୁ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଗତ ସପ୍ତାହରେ ଉତ୍କ୍ଷେପଣ କରାଯାଇ ନ ଥିଲା। ତେଣୁ ଏଥର…
କାହିଁକି ଅବିବାହିତ ଅଛନ୍ତି ପ୍ରତିଷ୍ଠିତ ବ୍ୟବସାୟୀ ରତନ ଟାଟା: ନିଜେ କଲେ ଖୁଲାସା
ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ରତନ ଟାଟା ଭାରତର ପ୍ରତିଷ୍ଠିତ ବ୍ୟବସାୟାଙ୍କ ମଧ୍ୟରୁ ଅନ୍ୟତମ। ୧୯୩୭ ଡିସେମ୍ବର ୨୭ରେ ଗୁଜରାଟର ସୁରତରେ ଜନ୍ମ ହୋଇଥିଲେ ରତନ ଟାଟା। ୧୯୬୧ରେ ସେ ଟାଟା ଗ୍ରୁପରୁ କ୍ୟାରିଅର ଆରମ୍ଭ କରିଥିଲେ। ସେତେବେବେଳେ ଭାରତ-ଚୀନ ଯୁଦ୍ଧ…
ଦକ୍ଷିଣ-ପଞ୍ଚିମାଞ୍ଚଳ ଡିଆଇଜି ରେଞ୍ଜ ପୋଲିସରେ ଅଦଳବଦଳ : ୮ ଇନ୍ସପେକ୍ଟର, ୩ ସବ୍ଇନ୍ସପେକ୍ଟର, ୪ ଏଏସ୍ଆଇଙ୍କ ବଦଳି
କୋରାପୁଟ,୨୨।୭(ସ୍ବ.ପ୍ର.): କୋରାପୁଟ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରେଞ୍ଜ ଅଧୀନରେ ପୋଲିସସ୍ତରରେ ଅଦଳବଦଳ ହୋଇଥିବା ରେଞ୍ଜ କାର୍ଯ୍ୟାଳୟର ବିଜ୍ଞପ୍ତିରୁ ଜଣାଯାଇଛି ା ଏଥିରେ ୮ ଜଣ ଇନ୍ସପେକ୍ଟର, ୩ ଜଣ ସବ୍ଇନ୍ସପେକ୍ଟର ଓ ୪ ଜଣ ଏଏସ୍ଆଇଙ୍କୁ ରେଞ୍ଜ ମଧ୍ୟରେ ବଦଳି କରାଯାଇଛି ା…
କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ଆବେଦନ କରିବେ ପୁଣେର ଇଞ୍ଜିନିୟର
ପୁଣେ,୨୨।୭: ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଏବେ ଏହି ସ୍ଥାନ ଖାଲି ପଡିଛି। ଏହାକୁ ନେଇ ଏବେ ଗଣିତ ଛିଡିପାରୁ ନାହିଁ। କିଏ ହେବେ କଂଗ୍ରେସ ଅଧ୍ୟକ୍ଷ ତାହା ସ୍ଥିର କରାଯାଇ ପାରୁନାହିଁ। ଇତିମଧ୍ୟରେ ବେଙ୍ଗାଲୁରର…
ସୋନଭଦ୍ରା ହତ୍ୟାକାଣ୍ଡକୁ ନେଇ କଂଗ୍ରେସ ଏମ୍ପିଙ୍କ ବିରୋଧ ପ୍ରଦର୍ଶନ
ନୂଆଦିଲ୍ଲୀ,୨୨।୭: ଉତ୍ତରପ୍ରଦେଶର ସୋନଭଦ୍ରାରେ ହୋଇଥିବା ଗୁଳିକାଣ୍ଡ ଘଟଣାକୁ ନେଇ କଂଗ୍ରେସ ଏମ୍ପିମାନେ ସୋମବାର ସଂସଦ ଭବନ ପରିସରରେ ବିରୋଧ ପ୍ରଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ଜମି ବିବାଦକୁ ନେଇ ସୋନଭଦ୍ରାରେ ୧୦ ଜଣଙ୍କୁ ଗୁଳିକରି ହତ୍ୟା କରାଯିବା ପରେ ଏବେ ଏହାକୁ ନେଇ…
କମରପଦା-କିଶୋରନଗର ଆର୍ଡି ରାସ୍ତା ଦବିଲା
କଟକସଦର,୨୨।୭(ଡି.ଏନ୍.ଏ.): କଟକ ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅନ୍ତର୍ଗତ କମରପଦା-କିଶୋରନଗର ଆର୍ଡି ରାସ୍ତାର କିଛି ଅଂଶ ସୋମବାର ସକାଳେ ଦବିଯାଇଛି। ବାଙ୍କାବଜାର ନିକଟରେ ୧୫ ଫୁଟ ଲମ୍ବ ପିଚୁ ରାସ୍ତା ଦବିଯିବାରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏହି ରାସ୍ତା ଦେଇ ଯାଉଥିବା…

