ତୃପ୍ତି ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା: ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ଅବରୋଧ
ଭୁବନେଶ୍ୱର,୩୧।୭(ବ୍ୟୁରୋ): ରସୁଲଗୁଡ଼ସ୍ଥିତ ତୃପ୍ତି ହୋଟେଲ ମାଲିକ ବୁଲୁ ସାମନ୍ତରାୟଙ୍କୁ ମଙ୍ଗଳବାର ରାତିରେ ଆକ୍ରମଣ କରି ସୁନାଚେନ୍, ବ୍ରେସଲେଟ୍ ଓ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ଏହାର ପ୍ରତିବାଦ ସହ ଅଭିଯୁକ୍ତଙ୍କ ଗିରଫ ଦାବିରେ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ବାସିନ୍ଦା ଟାୟାର ଜାଳି…
ମାଲକାନଗିରିରେ ବନ୍ୟା ପରିସ୍ଥିତି: କ୍ଷୟକ୍ଷତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ
କୋରୁକୋଣ୍ଡା,୩୧।୭(ଡି.ଏନ୍.ଏ.): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡୀ ବୁଧବାର ମାଲକାନଗିରି ଗସ୍ତରେ ଯାଇ ବନ୍ୟା ଜନିତ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ଗତ ୪ ଦିନ ଧରି ଲଗାଣ ବର୍ଷାରେ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ,…
କ୍ରିକେଟ୍ ଦୁର୍ନୀତି ମାମଲା: ଫାରୁକ୍ ଅବଦୁଲ୍ଲାଙ୍କୁ ଇଡି ପକ୍ଷରୁ ଜେରା
ଚଣ୍ଡିଗଡ, ୩୧।୭: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଜେରା କରାଯାଇଛି। ଜମ୍ମୁ କଶ୍ମୀର କ୍ରିକେଟ ଆସୋସିଏସନ (ଜେକେସିଏ) ଦୁର୍ନୀତି ମାମଲାରେ ଇଡି ଏହି ଜେରା କରିଛି। ବୁଧବାର ଫାରୁକଙ୍କ ଚଣ୍ଡିଗଡସ୍ଥିତ କାର୍ଯ୍ୟାଳୟରେ ଇଡି…
କାଓ ଥେରାପି : ଘଣ୍ଟାଏ ପାଇଁ ଦେବାକୁ ପଡ଼େ ୫ହଜାର ୨୦୦ ଟଙ୍କା
ଡଗ୍ ଏବଂ କ୍ୟାଟ୍ ଥେରାପି ସମ୍ପର୍କରେ ଜାଣିଥିବେ। କିନ୍ତୁ କାଓ ଥେରାପି ସମ୍ପର୍କରେ ଜାଣିଛନ୍ତି କି, ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ୟୁରୋପରେ କାଓ ଥେରାପି ବହୁ ଲୋକପ୍ରିୟ ବୋଲି ପୂର୍ବରୁ ଜାଣିଛନ୍ତି। କିନ୍ତୁ ବର୍ତ୍ତମାନ ଆମେରିକାରେ ମଧ୍ୟ…
ଏନଟିଆର୍ ଥିଲେ ବାହୁବଳୀ; ମାତ୍ର ଚନ୍ଦ୍ରାବାବୁ କଟପ୍ପା: ସୁନୀଲ୍ ଦେଓଘର
ହାଇଦ୍ରାବାଦ୍,୩୧।୭: ତେଲୁଗୁ ଦେଶମ୍ ପାର୍ଟିର ସଂସ୍ଥାପକ ଏନ୍ଟିଆର୍ ବାହୁବଳୀ ଥିଲେ। ଅପରପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ହେଉଛନ୍ତି କଟପ୍ପା। ପ୍ରକୃତ ପକ୍ଷେ ଚନ୍ଦ୍ରାବାବୁ ହେଉଛନ୍ତି ଚନ୍ଦାବାବୁ। ଏଭଳି କହିଛନ୍ତି ରାଜ୍ୟ ଭାଜପା ସହ-ପ୍ରଭାରୀ ସୁନୀଲ୍ ଦେଓଘର। ରାଜ୍ୟରେ ଓ୍ବାଇଏସ୍ଆର୍ କଂଗ୍ରେସ…
ବିରାଟଙ୍କ ଏହି ଗୁଣ ମୋତେ ଆଶ୍ଚର୍ଯ୍ୟ କରିଛି: ଅନୁଷ୍କା
ଆଇସିସି ବିଶ୍ୱକପ୍ରେ ଭାରତ ସେମିଫାଇନାଲରୁ ବିଦାୟ ନେବା ପରେ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏବେ ଖୁବ୍ ଆଲୋଚନା ଚାଲିଛି। ସାଥୀ ଖେଳାଳି ରୋହିତ ଶର୍ମାଙ୍କ ସହ ତାଙ୍କୁ ମତାନ୍ତର ଯୋଗୁ ଭାରତ ହାରିଲା ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପଡିଆରେ…
କର୍ନାଟକ ବିଧାନସଭାର ନୂଆ ବାଚସ୍ପତି ବିଶେଶ୍ୱର ହେଗଡେ
ବେଙ୍ଗାଲୁର,୩୧।୭: କର୍ନାଟକ ବିଧାନସଭାର ନୂଆ ବାଚସ୍ପତି ଭାବେ ଭାଜପା ବିଧାୟକ ବିଶେଶ୍ୱର ହେଗଡେ କାଗେରୀ ବୁଧବାର ନିଯୁକ୍ତ ହୋଇଛନ୍ତି। ସେ ମଙ୍ଗଳବାର ବିଧାନସଭାରେ ବାଚସ୍ପତି ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। କର୍ନାଟକରେ କଂଗ୍ରେସ-ଜେଡିଏସ୍ର ମେଣ୍ଟ ସରକାର ଭାଙ୍ଗିବା ସହ ୧୪ମାସର…
ଭାରତର ପାକିସ୍ତାନ ଓ୍ବାଲି ଗଳିର ନାମ ପରିବର୍ତ୍ତନ ପାଇଁ ମୋଦିଙ୍କୁ ଚିଠି
ନୂଆଦିଲ୍ଲୀ,୩୧।୭: ଭାରତରେ ରହିଛି ପାକିସ୍ତାନ ଓ୍ବାଲି ଗଳି ନାମରେ ଏକ କଲୋନୀ। ଏହି କଲୋନୀ ଗ୍ରେଟର ନୋଏଡ଼ାଠାରେ ରହିଛି। ଏହାର ନାମ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମନ ସବୁବେଳେ ଦୁଃଖ। କଲୋନୀର ନାମ ପରିବର୍ତ୍ତନ ପାଇଁ ଏଠାକାର ବାସିନ୍ଦା ଏବେ ଅଣ୍ଟା…
ଆର୍ମିରେ କାର୍ଯ୍ୟ କରିବାରେ ଏକମାତ୍ର ଭାରତୀୟ କ୍ରିକେଟର ନୁହନ୍ତି ଧୋନୀ
ମୁମ୍ବାଇ,୩୧।୭(ପିଟି)- ଭାରତୀୟ ଆର୍ମିରେ ସମ୍ମାନଜନକ ଲ୍ୟୁଟ୍ନାଣ୍ଟ କଲୋନେଲ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାରଠାରୁ ଜମ୍ମୁ-କଶ୍ମୀରରେ ଭଲ୍ୟୁଣ୍ଟାରି କାର୍ଯ୍ୟ ଆରମ୍ଭ କରିଛନ୍ତି। ସେ ପାଟ୍ରୋଲିଂ ମଧ୍ୟ କରିବେ। ତେବେ ଆର୍ମି ଯବାନ ଭାବେ ଦେଶ ସେବା କରୁଥିବା ଧୋନୀ ପ୍ରଥମ…
‘ପ୍ରାର୍ଥନା କରୁଥିଲି, ସେହି ମୃତଦେହ ସିଦ୍ଧାର୍ଥଙ୍କର ହୋଇ ନ ଥାଉ’
ବେଙ୍ଗାଲୁରୁ, ୩୧।୭: ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ କନର୍ର୍ାଟକର ମେଙ୍ଗାଲୁରୁସ୍ଥିତ ନେତ୍ରବତୀ ନଦୀର ଏକ କୂଳରୁ ଉଦ୍ଧାର କରାଯାଇଛି। ସୋମବାର ସନ୍ଧ୍ୟାରୁ ନେତ୍ରବତୀ ନଦୀ ପୋଲରୁ ହିଁ କେଉଁଆଡେ ନିଖୋଜ ଥିଲେ ସିଦ୍ଧାର୍ଥ।…
ଉନ୍ନାଓ ଘଟଣା: ହସିି ଫଶିଗଲେ ଜୟା
ନୂଆଦିଲ୍ଲୀ, ୩୧।୭: ଉନ୍ନାଓ ବଳାତ୍କାର ପୀଡିତାଙ୍କ କାର୍ ଦୁର୍ଘଟଣାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ବୁଧବାର ଏହି ଘଟଣାକୁ ବିରୋଧ କରି ସମାଜବାଦୀ ପାର୍ଟ ଏବଂ ତୃଣମୂଳ କଂଗ୍ରେସର ଏମ୍ପିମାନେ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିଥିଲେ। ଏଥିରେ…
ଭାଜପାରେ ଯୋଗଦେଲେ କଂଗ୍ରେସ-ଏନସିପି ବିଧାୟକ ଓ ବହୁ ସମର୍ଥକ
ମୁମ୍ବାଇ,୩୧।୭: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ-ଏନ୍ସିପିର ୪ ବିଧାୟକ ବୁଧବାର ସେମାନଙ୍କ ସମର୍ଥକଙ୍କ ସହିତ ଭାଜପାରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍, ଭାଜପା ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ୍ ଏବଂ ମୁମ୍ବାଇ ଭାଜପା ମୁଖ୍ୟ ମଙ୍ଗଳ ପ୍ରଭାତ…

