ଶାଳଗଣ୍ଡି ସହ ପିକ୍ଅପ୍ ଜବତ, ୩ ଗିରଫ
ଜମନକିରା,୨।୮(ଡି.ଏନ୍.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍ ବାମରା ବନ୍ୟପ୍ରାଣୀ ବନଖଣ୍ଡସ୍ଥ ବଡ଼ରମା ରେଞ୍ଜ କାଣିବନ୍ଧଲି ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ଏକ ପିକ୍ଅପ୍ ସହ ୬ ଖଣ୍ଡ ଶାଳଗଣ୍ଡି ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ…
ବସ, ବାଇକ ଦୁର୍ଘଟଣା: ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରତିଶ୍ରୁତି ପରେ ହଟିଲାରାଜପଥ ଅବରୋଧ
କୋରାପୁଟ,୨।୮(ସ୍ବ.ପ୍ର.): କୋରାପୁଟ ଉପକଣ୍ଠ ଆଇଆର୍ବି ବାଟାଲିୟନଠାରେ ଗୁରୁବାର ହୋଇଥିବା ବସ, ବାଇକ ଦୁର୍ଘଟଣାରେ ମୃତ ମନୋଜ ମହାନନ୍ଦିଆ ପରିବାରକୁ କ୍ଷତିପୂରଣ ଦାବିରେ ୨୬ ନଂ. ଜାତୀୟ ରାଜପଥ ଅବରୋଧ ହୋଇଥିଲା। ଏ ନେଇ ବସ୍ ମାଲିକ ତଥା ଜୟପୁର ହାଇଟେକ କଲେଜ…
ନଏଡାରେ ଆରମ୍ଭ ହେଲା ଫିଙ୍କ୍ ଟଏଲେଟ
ନଏଡା,୨।୮: ମହିଳାଙ୍କ ସୁବିଧା ପାଇଁ ଦିଲ୍ଲୀର ନଏଡାର ସେକ୍ଟର-୫୦ ସ୍ଥିତ ଏକ ମାର୍କେଟରେ ପିଙ୍କ ଟଏଲେଟ ଆରମ୍ଭ ହୋଇଛି। ଗୁରୁବାର ନଏଡା ପ୍ରଶାସନର ଅଧ୍ୟକ୍ଷ ଆଲୋକ ଟଣ୍ଡନ ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରିତୁ ମହେଶ୍ୱରୀ ପ୍ରଥମ ପିଙ୍କ ଟଏଲେଟକୁ ଉଦ୍ଘାଟନ…
ଟିମ୍ ଇଣ୍ଡିଆର କୋଚ୍ ପଦ ଲାଗି ହୋଇଛି ୨ ହଜାର ଆବେଦନ
ମୁମ୍ବାଇ,୨।୮- ଭାରତୀୟ କ୍ରିକେଟ ଦଳର ବିଭିନ୍ନ କୋଚିଂ ଷ୍ଟାଫ ପଦ ଲାଗି ୨ ହଜାର ଆବେଦନ ଦାଖଲ ହୋଇଛି। ଏ ନେଇ ଇଂଲିଶ ଖବରକାଗଜ ମୁମ୍ବାଇ ମିରରରେ ଏକ ରିପୋର୍ଟ ପ୍ରକାଶ ପାଇଛି। କିନ୍ତୁ ଏମାନଙ୍କ ମଧ୍ୟରେ ଖୁବ୍କମ ବଡ଼ ନାମ…
ଲାଞ୍ଚ ନ ଦେବାରୁ ଗରିବ ବିଧବାଙ୍କୁ କୋଟିପତି ଦର୍ଶାଗଲା
ଅଯୋଧ୍ୟା,୨।୮: ବିକାପୁର ତହସିଲର ତାରାଦେବୀ ଗରିବ ଓ ବିଧବା। ନିକଟରେ ସେ ତାଙ୍କ ପୁଅ ଅମିତର ପାଠପଢା ଓ ଛାତ୍ରବୃତ୍ତି ପାଇଁ ବାର୍ଷିକ ଆୟ ପ୍ରମାଣ ପତ୍ର ବାହାର କରିବାକୁ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବହୁବାର ସେ ସେଠାକୁ ଦୌଡିବା ପରେ…
କୋରାପୁଟରେ ଟିଡିସିସି ମାଧ୍ୟମରେ ନିର୍ମାଣ ହେବ କଫି ପ୍ରକ୍ର୍ରିୟାକରଣ କେନ୍ଦ୍ର
କୋରାପୁଟ,୨।୮(ସ୍ବ.ପ୍ର.): କୋରାପୁଟରେ କଫି ଚାଷ ପାଇଁ ଉପଯୁକ୍ତ ଜଳବାୟୁ ରହିଥିବାବେଳେ ଏହି ଚାଷକୁ ଅଧିକ ଲୋକାଭିମୁଖୀ ନେଇ ଜିଲା କଫି ଉନ୍ନୟନ ଟ୍ରଷ୍ଟର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ା ଜିଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
କୋରାପୁଟରେ ୪୨୯.୪ ମିମି ବର୍ଷା ରେକର୍ଡ: କୋଟପାଡ଼ରେ ସର୍ବାଧିକ ୧୪୦ ମିମି
କୋରାପୁଟ,୨।୮(ସ୍ବ.ପ୍ର.): କୋରାପୁଟ ଜିଲାରେ ୪୨୯.୪ ମିମି ବର୍ଷା ହୋଇଥିବା ଶୁକ୍ରବାର ରେକର୍ଡ କରାଯାଇଛି। ତେବେ କୋଟପାଡ଼ ବ୍ଲକରେ ସର୍ବାଧିକ ୧୪୦ ମିମି ବର୍ଷା ହୋଇଥିବା ବେଳେ ଜିଲାର ବନ୍ଧୁଗାଁ ଓ ନାରାୟଣପାଟଣା ବ୍ଲକରେ ଆଦୈ ବର୍ଷା ହୋଇ ନ ଥିବା ଜିଲା…
ବୟଫ୍ରେଣ୍ଡ୍ଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁନାହାନ୍ତି ସଞ୍ଜୟଙ୍କ ଝିଅ ତ୍ରିଶାଳା, ଫଟୋ ଶେୟାର କରି ଲେଖିଲେ ହୃଦୟସ୍ପର୍ଶୀ ବାର୍ତ୍ତା
ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା ବୟଫ୍ରେଣ୍ଡ୍ଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ବୟଫ୍ରେଣ୍ଡ୍ଙ୍କ ମୃତ୍ୟୁ ପରେ ସେ ବହୁ ଭାଙ୍ଗି ପଡ଼ିଛନ୍ତି। ନର୍ମାଲ ସ୍ଥିତିକୁ ଆସିବା ପାଇଁ ବହୁ ଚେଷ୍ଟା କରୁଥିଲେ ମଧ୍ୟ ପାରୁନାହାନ୍ତି ତ୍ରିଶାଳା। ଖାସ୍ କରି ସମ୍ପର୍କକୁ ତାଜା…
ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ୮୦୦ କିମି ପଛୁଆ ଚାଲି ଚାଲି ଆସୁଛନ୍ତି ଏହି ବ୍ୟକ୍ତି
ଜାକର୍ତ୍ତା: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ମେଦି ବସ୍ତୋନୀ(୪୩ ବର୍ଷ) ନାମକ ଜଣେ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି। ପଛୁଆ ୮୦୦ କିମି ଚାଲି ଚାଲି ସେ ରାଷ୍ଟ୍ରପତି…
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଜନତାଙ୍କ ପ୍ରଶ୍ନ: ବର୍ଦ୍ଧିତ ପେଟ୍ରୋଲ ଦର କ’ଣ ଆମ ପାଇଁ ଉପହାର
ଇସଲାମାବାଦ,୨।୮: ପାକିସ୍ତାନ ବେଳକୁ ବେଳ ଆର୍ଥିକ ସଙ୍କଟ ମଧ୍ୟକୁ ଚାଲି ଯାଉଥିବା ବେଳେ ପେଟ୍ରୋଲର ଦର ବୃଦ୍ଧି ଏବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଅଡୁଆରେ ପକାଇଛି। ପାକିସ୍ତାନରେ ଏବେ ପେଟ୍ରୋଲ ଲିଟର ପହଞ୍ଚିଛି ୧୧୭ ଟଙ୍କାରେ। ଆଉ ଏହାକୁ ଦେଖିବା ପରେ…
କେନ୍ଦ୍ର ସରକାରଙ୍କ ଶ୍ରମ ବିରୋଧୀ କାର୍ଯ୍ୟ ପ୍ରତିବାଦ: କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
କେନ୍ଦୁଝର,୨।୮(ସ୍ବ.ପ୍ର.): କେନ୍ଦ୍ର ସରକାରଙ୍କ ଶ୍ରମ ବିରୋଧୀ କାର୍ଯ୍ୟ ପ୍ରତିବାଦରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଶୁକ୍ରବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ବହୁ ସଂଖ୍ୟାରେ ଶ୍ରମିକ ଏଥିରେ ସାମିଲ ହୋଇଥିଲେ। ବ୍ୟାନର ଓ ପତାକା ଧରି ନଗର ଭବନ ପଡ଼ିଆରୁ…
ହାଟଡ଼ିହୀ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରେ ଯୋଗଦେଲେ କ୍ଷୀରୋଦ କୁମାର
ହାଟଡିହୀ,୨।୮(ଡି.ଏନ୍.ଏ/ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଶିକ୍ଷାଧିକାରୀ ଭାବେ କ୍ଷୀରୋଦ କୁମାର ତ୍ରିପାଠୀ ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ପୂର୍ବରୁ ସେ ଆନନ୍ଦପୁରରେ ଏବିଇଓ ରୂପେ କାର୍ଯ୍ୟ କରୁଥିଲେ। ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ବିଆରସିସି ବିନୋଦ ରାଉତ, ଏବିଇଓ ସୁରେଶ ଜେନା,…

