Home Left

ପ୍ରତିଶ୍ରୁତି ପାଳନ ନ କରି ପାରିବାରୁ ନିଜକୁ ଦଣ୍ଡ ଦେଲେ ମେୟର: ମହିଳାଙ୍କ ପୋଷାକ ପିନ୍ଧି ବୁଲିଲେ

ମେକ୍ସିକୋ ସିଟି,୬।୮: ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରି ପାରିବାରୁ ଜଣେ ମେୟର ନିଜକୁ ଦଣ୍ଡ ଦେଇଛନ୍ତି। ସେ ସର୍ବସାଧାରଣ ସ୍ଥଳରେ ମହିଳାଙ୍କ ପୋଷାକ ପିନ୍ଧି ବୁଲିଛନ୍ତି। ମେକ୍ସିକୋର ଚିୟାପାସ୍‌ ସ୍ଥିତ ସୈନ୍‌ ଏଣ୍ଡ୍ରସ୍‌ ପ୍ୟୁଟୋ ରିକୋ ସହରର ମେୟର…

ଗର୍ଭାବସ୍ଥାରେ ସମସ୍ୟା ଓ ଥାଇରଏଡ୍‌

”ଯେତେବେଳେ ଥାଇରଏଡ୍‌ ଗ୍ରନ୍ଥିରୁ ଯଥେଷ୍ଟ ପରିମାଣର ହରମୋନ୍‌ ଉପତ୍ନ୍ନ ହୋଇ ନ ଥାଏ ସେତେବେଳେ ଏହା ଓଭ୍ୟୁଲେଶନ ସମୟରେ ଡିମ୍ବାଶୟରୁ ଡିମ୍ବାଣୁର ନିଷ୍କାସନ ଏବଂ ପ୍ରଜନନତାକୁ ହ୍ରାସ କରାଇଥାଏ । ସାଧାରଣ ଲକ୍ଷଣ ଯାହାକି ଆପଣଙ୍କର ହାଇପୋଥାଇରୋଡିଜିମ୍‌ ଗୁଡ଼ିକ ଅବସନ୍ନତା କିମ୍ବା…

ସିଙ୍କ୍‌ ସଫା କରିବାର ସରଳ ଉପାୟ

ସିଙ୍କ୍‌ର ଉପଯୁକ୍ତ ଯତ୍ନ ନ ନେଲେ ସେଥିରେ ଖାଦ୍ୟ ପଦାର୍ଥର ଅବଶିଷ୍ଟାଂଶ ଜମା ହୋଇ ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ। ତେବେ ଏହାକୁ ଦୂର କରିବାକୁ ନିମ୍ନୋକ୍ତ ଟିପ୍ସ ଆପଣେଇ ପାରନ୍ତି… ନ୍ୟାପ୍‌ଥାଲିନ୍‌ ଗୋଲି : ଦୁର୍ଗନ୍ଧ ଦୂର କରିବାକୁ ହେଲେ ଏହା…

ରାଜଧାନୀରେ ସିରିଜ୍‌ ଏନ୍‌କାଉଣ୍ଟର ଘଟଣା: ଲୁଟ୍‌ କାର୍‌ରେ ରାତି କାଟୁଥିଲେ ଗ୍ୟାଙ୍ଗ୍‌ ସଦସ୍ୟ

ଭୁବନେଶ୍ୱର,୬।୮(ବ୍ୟୁରୋ): କମିଶନରେଟ ପୋଲିସ ରାଜଧାନୀରେ ଗୋଟିଏ ଗ୍ୟାଙ୍ଗ୍‌ର ୫ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରିବା ପରେ ସେମାନଙ୍କ ସମ୍ପର୍କରେ ବହୁ ଗୁମର ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ପୋଲିସର ପଞ୍ଚମ ଗୁଳିରେ ଆହତ ରବି ରାଓ ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ ଥିବାବେଳେ ସିଲୁ…

ସିକ୍ରେଟ୍‌ କାଶ୍ମୀର ମିଶନ୍‌: ବରିଷ୍ଠ ମନ୍ତ୍ରୀଙ୍କୁ ବି ଜଣା ନ ଥିଲା ମୋଦିଙ୍କ ଚାଲ୍‌

ଶ୍ରୀନଗର, ୬।୮: ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଠିବା ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ‘ମିଶନ୍‌ କଶ୍ମୀର’ ନିଷ୍ପତ୍ତି ଗୁପ୍ତ ଭାବରେ ନିଆଯାଇଥିଲା, ଏପରିକି ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀଙ୍କୁ ମଧ୍ୟ ଏନେଇ କୌଣସି ସୂଚନା…

ଏମ୍ସ ଗଲେ ଉନ୍ନାଓ ପୀଡିତାଙ୍କ ଓକିଲ

ଲକ୍ଷ୍ନୌ,୬।୮: ଉତ୍ତର ପ୍ରଦେଶ ରାୟବରେଲିରେ ଗତ ମାସରେ ଦୁର୍ଘଟଣାର ଶିକାର ହୋଇଥିବା ଉନ୍ନାଓ ବଳାତ୍କାର ପୀଡିତାଙ୍କ ଓକିଲ ମଙ୍ଗଳବାର ଦିଲ୍ଲୀରେ ଥିବା ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)କୁ ସ୍ଥାନାନ୍ତର ହୋଇଛନ୍ତି। ଉଭୟ ପୀଡିତା ଓ ତାଙ୍କ ଓକିଲ ଦୁର୍ଘଟଣାରେ…

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବାୟୁସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୬।୮: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେବା ଅନୁଚ୍ଛେଦ ୩୭୦ ହଟାଯିବା ପରେ ଏବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସଜାଗ ରହିବାକୁ କହିଛନ୍ତି। ଏହାକୁ ନେଇ ଦେଶର ସବୁ ସ୍ଥାନରେ ଶାନ୍ତି ଓ ସୌହାର୍ଦପୂର୍ଣ୍ଣ…

ଶ୍ରୀଲିଙ୍ଗରାଜଙ୍କ ଜମିରେ ରହିତାଦେଶ ପ୍ରସଙ୍ଗ:ଶୁକ୍ରବାରକୁ ଘୁଞ୍ଚିଲା ଶୁଣାଣି

ପୁରୁଣା ଭୁବନେଶ୍ୱର, ୬। ୮ (ଡି.ଏନ୍‌.ଏ.): ମହାପ୍ରଭୁ ଶ୍ରୀଲଙ୍ଗରାଜଙ୍କ ନୂଆଗାଁ ମୌଜା ଗଙ୍ଗୁଆ ବ୍ରିଜ୍‌ ନିକଟରେ ରହିଥିବା ଏ୨.୬୩୦ ଡିସିମିଲ ପରିମିତ ଜାଗାରେ ବେଆଇନ ଗୃହ ନିର୍ମାଣ ଚାଲିଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ସିଆରପିସି ଧାରା ୧୪୪ ଅନୁଯାୟୀ ଏହାକୁ ବେଆଇନ…

ସିଂହଦ୍ୱାରରେ ଦୀପଦାନ, ମିଠା ବଣ୍ଟା

ପୁରୀ ଅଫିସ, ୬।୮: ଦୀର୍ଘବର୍ଷ ଧରି ଅନୁଚ୍ଛେଦ ୩୭୦କୁ ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିିଛି। ଜମ୍ମୁ-କଶ୍ମୀରରୁ ଉଚ୍ଛେଦ ହୋଇଛି ଏହି ଅନୁଚ୍ଛେଦ। ଏହାକୁ ନେଇ ଦେଶବ୍ୟାପୀ ଖୁସିର ଲହରି ଖେଳିଯାଇଥିବା ବେଳେ ସିଂହଦ୍ୱାର ସମ୍ମୁଖରେ ମଧ୍ୟ…

ବାବା ବେଶରେ ଲୁଟେରା

ଭୁବନେଶ୍ୱର,୬।୮(ବ୍ୟୁରୋ): ଲୁଟେରାଙ୍କୁ ସାବାଡ୍‌ କରିବାକୁ କମିଶନରେଟ ପୋଲିସ ଏନ୍‌କାଉଣ୍ଟର ପରେ ଏନ୍‌କାଉଣ୍ଟର କରୁଥିବାବେଳେ ସୋମବାର ରାଜଧାନୀରେ ଘଟିଛି ଅଭିନବ ଲୁଟ୍‌। ଲୁଟେରାମାନେ ବାବା ବେଶରେ ଆସି ଜଣେ ନୋଟାରିଙ୍କଠାରୁ ୩୪ହଜାର ଟଙ୍କା ଓ ସୁନାମୁଦି ଆଦି ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର…

‘ମୋଦିଙ୍କୁ ମିଳୁ ଭାରତ ରତ୍ନ’

ନୂଆଦିଲ୍ଲୀ,୬ା୮: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ସୋମବାର ଉଚ୍ଛେଦ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଭଳି ସାହସିକତାର ନିଷ୍ପତ୍ତି ପାଇଁ ତାଙ୍କୁ ଭାରତ ରତ୍ନ ଦିଆଯାଉ ବୋଲି ଦାବି କରିଛନ୍ତି ଭାଜପା…

ପ୍ରବଳ ବର୍ଷା: ଜାତୀୟ ରାଜପଥରେ ବଡ଼ ଫାଟ

ବେଙ୍ଗାଲୁରୁ,୬।୮: ପ୍ରବଳ ବର୍ଷାଯୋଗୁ କର୍ନାଟକର କେତେକ ଜିଲାର ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସ୍ଥାନୀୟ ବେଲଗାବି ଜିଲାର ନିପ୍ପାନି ଠାରେ ଥିବା ଜାତୀୟ ରାଜପଥ-୪ରେ ପ୍ରବଳ ବର୍ଷା ଯୋଗୁ ବଡ଼ ଫାଟ ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିରେ ଏହି ଜାତୀୟ ରାଜପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?