କରନ ଦେଓଲଙ୍କ ଅଭିନୀତ ଫିଲ୍ମର ଟିଜର ରିଲିଜ୍
ମୁମ୍ବାଇ: ବଲିଉଡ୍ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରନ ଦେଓଲଙ୍କ ଅଭିନିତ ଫିଲ୍ମ ‘ପଲ ପଲ ଦିଲ୍ କେ ପାସ’ର ଟିଜର ରିଲିଜ୍ ହୋଇଛି। ଏହା କରନଙ୍କର ଡେବ୍ୟୁ ଫିଲ୍ମ ହୋଇଥିବା ବେଳେ ଏଥିରେ କରନଙ୍କ ଅପୋଜିଟରେ ଅଛନ୍ତି ସହର ବାମ୍ବା।…
ମାଧୁରୀ-ସଲମାନଙ୍କ ଅଭିନୀତ ଫିଲ୍ମର ହୋଇପାରେ ସ୍ପେଶାଲ ସ୍କ୍ରିନିଂ
ମୁମ୍ବାଇ: ବଲିଉଡ୍ ନାୟିକା ମାଧୁରୀ ଦୀକ୍ଷିତ ଓ ନାୟକ ସଲମାନଙ୍କ ଅଭିନୀତ ଫିଲ୍ମ ‘ହମ୍ ଆପକେ ହୈ କୌନ’କୁ ପୂରିଛି ୨୫ ବର୍ଷ। ଏବେ ଏହି ହିଟ୍ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ କରିବାକୁ ନିର୍ମାତା ସ୍ଥିର କରିଥିବା ଶୁଣିବାକୁ ମିଳିଛି। ଏହି…
ଆଖୁବାଡ଼ିରେ ନିଆଁ ଲଗାଇବା ସମୟରେ ଜୀବନ୍ତ ଦଗ୍ଧ
ବସ୍ତା,୫।୮(ସ୍ବ.ପ୍ର) : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତ ଗିଲାଜୋଡ଼ି ଗ୍ରାମରେ ସୋମବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏହି ଗ୍ରାମର କାଳୀଚରଣ ଜେନା(୬୭) ନିଜ ଆଖୁବାଡ଼ିକୁ ଯାଇ ଅମଳ ପରେ ଥିବା ଆଖୁପାଳରେ ନିଆଁ ଲଗାଇ…
କ୍ଷମତା ନିଶାରେ ଧାରା ୩୭୦କୁ ହଟାଇଛି ଭାଜପା: ଗୁଲାମ୍ ନବୀ ଆଜାଦ୍
ନୂଆଦିଲ୍ଲୀ,୫।୮: ଜମ୍ମୁ-କଶ୍ମୀରରୁ ୩୭୦ ଧାରା ହଟାଇବା ନେଇ କଂଗ୍ରେସର ବରିଷ୍ଠ ନେତା ଗୁଳାମ୍ ନବୀ ଆଜାଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି। କ୍ଷମତା ନିଶାରେ ଭାଜପା ଏଭଳି କରିଥିବା ଗୁଲାମ୍ ନବୀ ଅଭିଯୋଗ କରିଛନ୍ତି। ଏହାଦ୍ୱାରା ଗଣତନ୍ତ୍ର ତଥା…
ବ୍ରାଉନ୍ସୁଗାର ଜବତ, ଜଣେ ଗିରଫ
ଖୋର୍ଦ୍ଧା ଅଫିସ, ୫।୮: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ସୋମବାର ସତ୍ସଙ୍ଗବିହାରଠାରେ ଚଢ଼ାଉ କରାଯାଇ ୧୩ ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରାଯାଇଛି। ଏହି ଘଟଣାରେ ଖୋର୍ଦ୍ଧା ଦମକଳ କଲୋନୀର ମାନୁଲି ବେହେରା(୨୦)ଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନ୍ସୁଗାରର ମୂଲ୍ୟ ପ୍ରାୟ ୧…
ବଡ଼ ଭାଇଙ୍କୁ ନେଇ ଧୋନୀ ମୁହଁ ଖୋଲନ୍ତି ନାହିଁ କାହିଁକି
ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ କିଛିଦିନ ପାଇଁ ଦୂରେଇ ଯାଇଛନ୍ତି। ଏହି ସମୟ ମଧ୍ୟରେ ନିଜକୁ ସେନାରେ ସାମିଲ କରିଛନ୍ତି ମାହି। କେବଳ କ୍ରିକେଟ ନୁହେଁ, ଫୁଟବଲ୍ ଖେଳିବାରେ ମଧ୍ୟ ସେ ମାହିର୍। ଧୋନୀଙ୍କ…
ଜୀବନକାଳ ମଧ୍ୟରେ ପାଣି କି ବିଜୁଳି ପାଇଲେ ନାହିଁ ଆଦର୍ଶ ମତଦାତା
କୁଲ୍ଲୁ,୫।୮: ହିମାଚଳ ପ୍ରଦେଶର କୁଲୁ ଜିଲାରେ ଥିବା ଶାକ୍ଟି ମରେଡରେ ଆଜି ପର୍ଯ୍ୟନ୍ତ ବିଜୁଳି କି ପାନୀୟ ଜଳର ସୁବିଧା ନାହିଁ। ତେବେ ଗାଁର ବିକାଶକୁ ଲକ୍ଷ୍ୟ କରି ପ୍ରତିଥର ଉତ୍ସାହର ସହ ମତଦାନ କରୁଥିବା ୧୧୦ ବର୍ଷୀୟା ଶାଦି ଦେବୀଙ୍କର…
୪୪ ବର୍ଷ ପୂର୍ବେ ଷ୍ଟାଡିୟମରେ ପଶି ଏହି ଭାରତୀୟ ଖେଳାଳିଙ୍କୁ ଚୁମ୍ବନ ଦେଇଥିଲେ ଶାଢ଼ି ପିନ୍ଧା ମହିଳା
ଏବେ ସୋସିଆଲ ମିଡିଆରେ ଶାଢ଼ି ଟ୍ରେଣ୍ଡ୍ ଚାଲିଛି। ସେଲିବ୍ରିଟିମାନେ ଶାଢ଼ି ପିନ୍ଧି ଫଟୋ ଶେୟାର କରୁଛନ୍ତି। ଏସବୁ ଭିତରେ ଏବେ ଏକ ଶାଢ଼ି ପିନ୍ଧା ମହିଳାଙ୍କ ୪୪ ବର୍ଷ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଶାଢି ପିନ୍ଧି…
ଧାରା ୩୭୦: ପୂରଣ ହେଲା ବାଲା ସାହେବ, ବାଜପେୟୀଙ୍କ ସ୍ବପ୍ନ
ନୂଆଦିଲ୍ଲୀ,୫।୮: ରାଜ୍ୟ ସଭାରେ ସୋମବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଧାରା ୩୭୦କୁ ହଟାଇବାକୁ ପ୍ରସ୍ତାବ ଦେଇଥିଲେ। ଏହାସହ ରାଜ୍ୟ ପୁନର୍ଗଠନ ପାଇଁ ମଧ୍ୟ ଶାହ ପ୍ରସ୍ତାବ ଦେଇଥିଲେ। ଏହାକୁ ଦେଖି ଭାଜପାର ସହୟୋଗୀ ଦଳ ଶିବସେନା ମୁଖ୍ୟ ଉଦ୍ଦବ ଠାକରେ ପ୍ରତିକ୍ରିୟା…
ପାକିସ୍ତାନ ଦଳର ନେତୃତ୍ୱରେ ପରିବର୍ତ୍ତନ ଦରକାର: ଆର୍ଥର
କରାଚୀ,୫।୮(ପି.ଟି.)- ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ପଦରୁ ସର୍ଫରାଜ ଅହମ୍ମଦଙ୍କୁ ହଟାଇବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟ କୋଚ୍ ମିକି ଆର୍ଥର। ଏଥିସହିତ ପିସିବି କ୍ରିକେଟ କମିଟିକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ତାଙ୍କୁ ଆଉ ୨ ବର୍ଷ କୋଚ୍ ପଦରେ…
ଜମ୍ମୁ-କଶ୍ମୀର ଜନସାଧାରଣଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି ମୋଦି ସରକାର: ଓମାର ଅବଦୁଲା
ଶ୍ରୀନଗର,୫।୮: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୋମବାର ଜମ୍ମୁ-କଶ୍ମୀରରେ ୩୭୦ ଧାରା ହଟିବା ନେଇ ଘୋଷଣା କରିଛନ୍ତି। ଏହା ସହିତ ଜମ୍ମୁ-କଶ୍ମୀରକୁ ଲଦାଖଠାରୁ ମଧ୍ୟ ଅଲଗା କରାଯାଇଥିବା ନେଇ ସୂଚନା ଦେଇଛନ୍ତି। ଏହାକୁ ନେଇ ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ପ୍ରଧାନମନ୍ତ୍ରୀ…
ଜମ୍ମୁ-କଶ୍ମୀରରେ ନେତାଙ୍କୁ ନଜରବନ୍ଦୀ ଘଟଣାକୁ ନିନ୍ଦା କଲେ ପୂର୍ବତନ ଅର୍ଥମନ୍ତ୍ରୀ
ଶ୍ରୀନଗର,୫।୮: ଜମ୍ମୁ-କଶ୍ମୀରରେ ନେତାଙ୍କୁ ନଜରବନ୍ଦୀ ରଖାଯିବା ଘଟଣାକୁ ନେଇ ରାଜନୈତିକ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହାକୁ କିଛି ନେତା ବିରୋଧ କରିଛନ୍ତି। ସୋମବାର ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ୍ ଏହି ଘଟଣାକୁ ନିନ୍ଦା…

