Home Left

ଶ୍ରାବଣ ଶେଷ ସୋମବାର: ଛେଣ୍ଡିପଦାର ସମସ୍ତ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଛେଣ୍ଡିପଦା,୧୨।୮(ଡିଏନଏ): ଅନୁଗୋଳ ଜିଲାର ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠ ତଥା ଶିବ ମନ୍ଦିରରେ ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା। ପ୍ରତ୍ୟୁଷରୁ ସା ପର୍ଯ୍ୟନ୍ତ ବିଭିନ୍ନ ପ୍ରାନ୍ତରୁ ତଥା ଦୂରଦୂରାନ୍ତରୁ ପହଞ୍ଚି…

ବିଭିନ୍ନ ଦାବିନେଇ ଜିନ୍ଦଲ କ୍ଷତିଗ୍ରସ୍ତ ପ୍ରଜାଙ୍କ ଜନ ଆନ୍ଦୋଳନ: ଜାତୀୟ ରାଜପଥ ଅବରୋଧ

ଛେଣ୍ଡିପଦା,୧୨।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ଜରଡ଼ାଠାରେ ସୋମବାର ଜିନ୍ଦଲ କ୍ଷତିଗ୍ରସ୍ତ ପ୍ରଜା ସଂଘ ପକ୍ଷରୁ ଜନ ଆନ୍ଦୋଳନ ଦେଖିବାକୁ ମିଳିଛି। ବିଭିନ୍ନ ମୌଳିକ ସୁବିଧାନେଇ କ୍ଷତିଗ୍ରସ୍ତ ପ୍ରଜା ସଂଘ ପକ୍ଷରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ…

ବିଭୋରଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ନେହା

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ତାଙ୍କ ସୁମଧୁର କଣ୍ଠ ପାଇଁ ବେଶ୍‌ ପରିଚିତ। ବହୁ ସଂଘର୍ଷ କରି ସଫଳତା ପାଇଥିବା ନେହା ଏବେ ତାଙ୍କ ରିଲେସନଶିପକୁ ନେଇ ମୁହଁ ଖୋଲିଛନ୍ତି। ନିକଟରେ ତାଙ୍କର ବ୍ରେକ୍‌ ଅପ୍‌ ହୋଇ ଯାଇଥିବା ବେଳେ…

ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କଲା ଏହି ଫଟୋ

ନୂଆଦିଲ୍ଲୀ, ୧୨।୮: ଏବେ ଭାରତର କିଛି ରାଜ୍ୟରେ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି। ବନ୍ୟାରେ ଏପର୍ଯ୍ୟନ୍ତ ୧୭୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ବି ଅନେକ ଲୋକ ପାଣି ଘେରରେ ଅଛନ୍ତି। ତେବେ ବନ୍ୟା ପାଣିକୁ ଭ୍ରୂକ୍ଷେପ ନ କରି ସୁରକ୍ଷାକର୍ମୀ…

କଶ୍ମୀର ସେଓକୁ ଝୁରୁଛନ୍ତି ଲାଲୁ

ରାଞ୍ଚି,୧୨।୮: ଜେଲ୍‌ରେ ବନ୍ଦୀ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ବର୍ତ୍ତମାନ ନିଜ ପସନ୍ଦର କଶ୍ମୀର ସେଓକୁ ଝୁରୁଥିବା ଜଣାପଡ଼ିଛି। କାରଣ କଶ୍ମୀର ସେଓ ବହୁ ମିଠା ସହ ଭରପୂର ସ୍ବାଦ ରହିଥିବାରୁ ଲାଲୁଙ୍କୁ…

କୋହଲିଙ୍କ ଶତକ, ଭୁବିଙ୍କ ଘାତକ ବୋଲିଂରେ ଭାରତ ବିଜୟୀ

ତ୍ରିନିଦାଦ,୧୨।୮- ପୋର୍ଟ ଅଫ୍‌ ସ୍ପେନସ୍ଥିତ କୁଇନ୍ସ ପାର୍କ ଓଭାଲଠାରେ ପ୍ରଥମେ ବିରାଟ କୋହଲିଙ୍କ ଶତକ ଓ ପରେ ଭୁବନେଶ୍ୱର କୁମାର (ଭୁବି)ଙ୍କ ଘାତକ ବୋଲିଂ ବଳରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌କୁ ଭାରତୀୟ ଦଳ ଡିଏଲଏସ୍‌ ନିୟମରେ ୫୯ ରନ୍‌ରେ…

ଏମିତି ଇଦ୍‌ ପାଳିଲେ ନୌଶାଦ୍‌, ଲୋକେ କହିଲେ ବାଃ ବାଃ

ଥିରୁଭାନନ୍ତପୁରମ୍‌,୧୨।୮: ଦେଶର ଚାରି ରାଜ୍ୟ କେରଳ, କର୍ନାଟକ, ମହାରାଷ୍ଟ୍ର ଏବଂ ଗୁଜରାଟରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇଛି। ଏହି ୪ଟି ରାଜ୍ୟରେ ବନ୍ୟା ଯୋଗୁ ୧୭୪ଜଣଙ୍କ ମୃତ୍ୟୁ ହେଲାଣି। କେବଳ କେରଳରେ ୭୨ରୁ ଅଧିକ ଜଣ ବନ୍ୟାରେ ପ୍ରାଣ ହରାଇଲେଣି। ୨.୨୭ଲକ୍ଷ…

ଭାଜପାରେ ବବିତା, ବାପା ମହାବୀର

ନୂଆଦିଲ୍ଲୀ,୧୨।୮- ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକଧାରୀ ବବିତା ଫୋଗଟ ଓ ତାଙ୍କ ବାପା ତଥା କୋଚ୍‌ ମହାବୀର ଫୋଗଟ ସୋମବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗ ଦେଇଛନ୍ତି। ପୂର୍ବରୁ ଜନନାୟକ ଜନତା ପାର୍ଟି (ଜେଜେପି) ସ୍ପୋଟର୍‌ସ ସେଲ୍‌ର ମୁଖ୍ୟ ଥିଲେ…

ସିବିଏସ୍‌ଇ ବୋର୍ଡ ପରୀକ୍ଷା ଫି ବୃଦ୍ଧି ପ୍ରସଙ୍ଗ: ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ବିରୋଧ

ଭୁବନେଶ୍ୱର, ୧୨।୮(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫି ବୃଦ୍ଧି କରିଛନ୍ତି। ହଠାତ୍‌ ଏପରି ପରୀକ୍ଷା ଫି ବୃଦ୍ଧିକୁ ଓଡ଼ିଶା ଅଭିଭାବକ ମହାସଂଘ ସୋମବାର ବିରୋଧ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ…

ଲଚ୍ଛା

ଆବଶ୍ୟକ ସାମଗ୍ରୀ : କାଜୁ, ପିସ୍ତାବାଦାମ, ଚେରି, କେଶର, ଗୁଜୁରାତି, ଚିନି, କ୍ଷୀର ଓ ଲଚ୍ଛା ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଆବଶ୍ୟକ ଅନୁଯାୟୀ କ୍ଷୀର ନେଇ ଏକ ପାତ୍ରରେ ଫୁଟାଯାଏ। କ୍ଷୀରରେ ଆବଶ୍ୟକ ପରିମାଣର ଚିନି, କାଜୁ, ପିସ୍ତାବାଦାମ, କେଶର…

‘ମୁଁ ଜଣେ ପାକିସ୍ତାନୀ, ଦୟାକରି ମୋତେ ଚାପୁଡା ମାରନ୍ତୁ ନଚେତ୍‌ କୋଳାଗ୍ରତ କରନ୍ତୁ’

କୋଲକାତା, ୧୨।୮:ପଶ୍ଚିମବଙ୍ଗର କୋଲକାତା ସହରର ଗଳିରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ପାକିସ୍ତାନକୁ ନେଇ ଲୋକଙ୍କ ଧାରଣା ଜାଣିବାକୁ ଜଣେ ଯୁବକ ପୋଷ୍ଟର ଧରି ଛିଡାହୋଇଛନ୍ତି। ଯେଉଁଥିରେ ଲେଖାଅଛି, ମୁଁ ଜଣେ ପାକିସ୍ତାନୀ, ଦୟାକରି ମୋତେ ଚାପୁଡା ମାରନ୍ତୁ ନଚେତ୍‌…

ଇଦ୍‌-ଉଲ୍‌-ଜୁହା ଅବସରରେ ଶ୍ରୀନଗରରେ ମିଠା ବାଣ୍ଟିଲେ ପୋଲିସ

ଶ୍ରୀନଗର,୧୨।୮: ଜମ୍ମୁ-କଶ୍ମୀରରେ ସୋମବାର କଡ଼ା ସୁରକ୍ଷା ବଳୟରେ ଇଦ୍‌-ଉଲ୍‌-ଜୁହା ପାଳନ କରାଯାଇଛି। ଅନୁଚ୍ଛେଦ ୩୭୦ ହଟିବା ପରେ ଘାଟିରେ ୧୪୪ ଧାରା ଲାଗୁ ରହିବା ସହ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହାରି ଭିତରେ କଶ୍ମୀରବାସୀ ଇଦ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?