ସପ୍ତାହେ ହେଲା ବ୍ରାହ୍ମଣୀଗାଁ ଅଞ୍ଚଳରେ ବିଦ୍ୟୁତ, ମୋବାଇଲ ସେବା ବାଧାପ୍ରାପ୍ତ
ଦାରିଙ୍ଗବାଡ଼ି,୧୧।୮(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ସମେତ ଦାରିଙ୍ଗବାଡ଼ିରେ ଗତ କିଛିଦିନ ହେଲା ମୋବାଇଲ ସେବା ବାଧାପ୍ରାପ୍ତ ହୋଇଛି। ବ୍ରାହ୍ମଣୀଗାଁ ସମେତ ଗଦାପୁର, ତାଜୁଙ୍ଗିଆରେ ଏକ ସପ୍ତାହ ହେଲା ଏହି ସେବା ବନ୍ଦ ରହିଥିବା ବେଳେ ଦାରିଙ୍ଗବାଡ଼ିରେ…
ଶହୀଦ ସ୍ପୋର୍ଟିଂ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର : ରାଜେଶ, ପ୍ରିୟଙ୍କା ପୁରସ୍କୃତ
ଭୁବନେଶ୍ୱର, ୧୧।୮(ସ୍ପୋଟର୍ସ ବ୍ୟୁରୋ): ଜଣାଶୁଣା କ୍ରିକେଟ କ୍ଲବ ଶହୀଦ ସ୍ପୋର୍ଟିଂ ଆନୁକୂଲ୍ୟରେ ରବିବାର ବାର୍ଷିକ କ୍ରୀଡ଼ା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି। ରାଜ୍ୟର ଦୁଇ ସଫଳ କ୍ରିକେଟର ରାଜେଶ ମହନ୍ତି ଓ ପ୍ରିୟଙ୍କା ପ୍ରିୟଦର୍ଶନୀ ସାହୁଙ୍କୁ ଶହୀଦ ସ୍ପୋଟର୍ିଂ- ମାରୁତି ଇଷ୍ଟେଟ…
କଶ୍ମୀରକୁ ନେଇ ପୁଣି ଥରେ ସମସ୍ତଙ୍କୁ ଚମକାଇ ପାରନ୍ତି ମୋଦି
ନୂଆଦିଲ୍ଲୀ,୧୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଥର କିଛି ନା କିଛି ବଡ ପଦକ୍ଷେପ ନେଇ ସମସ୍ତଙ୍କୁ ଚମକାଇ ଦେଇଥାଆନ୍ତି। ବିମୁଦ୍ରିକରଣ ହେଉ ଅବା ତିନ୍ ତଲାକ ଏହାପରେ ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ହଟାଇବା ପ୍ରସଙ୍ଗ ହେଉ ଏସବୁ ସାଧାରଣ ଜନତାଙ୍କୁ ଚମକାଇବା…
ହରିୟାଣା ବିଧାନସଭା ନିର୍ବାଚନ: ବିଏସ୍ପି-ଜେଜେପି ମଧ୍ୟରେ ହୋଇପାରେ ମେଣ୍ଟ
ନୂଆଦିଲ୍ଲୀ,୧୧।୮: ଆସନ୍ତା ନଭେମ୍ବରରେ ହରିୟାଣାରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେଠାରୁ ସବୁଦଳ ପ୍ରସ୍ୁତିରେ ଲାଗି ପଡିଲେଣି। ଏଥିରେ ଜନ ନାୟକ ଜନତା ପାର୍ଟି(ଜେଜେପି) ଓ ବହୁଜନ ସମାଜ ପାର୍ଟି(ବିଏସ୍ପି) ମିଳିତ ଭାବେ ବିଧାନସଭା ନିର୍ବାଚନ ଲଢିବେ ବୋଲି ସ୍ଥିର…
ପାକିସ୍ତାନରେ ଶୋ’ କରି ଅଡୁଆରେ ମିକା ସିଂ
ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂ ପାକିସ୍ତାନରେ ଏକ ସଙ୍ଗୀତ ଶୋ’ କରି ଅଡୁଆରେ ପଡିଯାଇଛନ୍ତି। ଉଭୟ ଭାରତ ଏବଂ ପାକିସ୍ତାନର ଦର୍ଶକ ତାଙ୍କୁ ସୋସିଆଲ ମିଡିଆରେ ଗାଳି ଦେଇଛନ୍ତି। ଜମ୍ମୁ-କଶ୍ମୀରୁ ୩୭୦ ଉଚ୍ଛେଦ ପରେ ଉଭୟ ଦେଶ ସମ୍ପର୍କ ତିକ୍ତତା…
ଫଟୋ ଶେୟାର କଲେ ଅନନ୍ୟା: ଦର୍ଶକେ କହିଲେ ବେଟର୍ ନୁହେଁ ହଟର୍
ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ଅନନ୍ୟା ପାଣ୍ଡେ ଗୋଟିଏ ଫିଲ୍ମରେ କାମ କରିଥିବା ବେଳେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା କିନ୍ତୁ ବହୁତ ଅଧିକ। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକା ଅନେକ ସମୟରେ ନିଜର ଫଟୋ ଶେୟାର କରିଥାଆନ୍ତି। ହେଲେ…
ବିରାଟଙ୍କ ବୋତଲ କ୍ୟାପ୍ ଚ୍ୟାଲେଞ୍ଜ
ସୋସିଆଲ ମିଡିଆରେ ଆଜିକାଲି ନୂଆ ନୂଆ ଚ୍ୟାଲେଞ୍ଜ ସବୁ ବାହାରିଲାଣି। ଗତ କିଛିଦିନ ହେବ ବୋତଲ କ୍ୟାପ୍ ଚ୍ୟାଲେଞ୍ଜ୍ ବହୁଳ ମାତ୍ରାରେ ଚାଲିଛି। ଏକ ନିଆରା ଢଙ୍ଗରେ ବୋତଲ ଠିପି ଖୋଲି ତାହାର ଏକ ଭିଡିଓ ୟୁଜର୍ସ ସୋସିଆଲ ମିଡିଆରେ ପୋଷ୍ଟ…
କଂଗ୍ରେସରେ ଚାଲିଛି ମ୍ୟୁଜିକାଲ ଚେୟାର ଖେଳ: ସୋନିଆଙ୍କ ପରେ ରାହୁଲ ଏବେ ପୁଣି ସୋନିଆ; କହିଲେ ସମ୍ବିତ୍ ପାତ୍ର
ନୂଆଦିଲ୍ଲୀ,୧୧।୮: କଂଗ୍ରେସ ଦିଗହରା ହୋଇ ଅଧ୍ୟକ୍ଷ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ଖୋଜି ପାଇପାରୁନି ବୋଲି ଭାଜପା ମୁଖପାତ୍ର ସମ୍ବିତ ପାତ୍ର ରବିବାର କହିଛନ୍ତି। ଦଳରେ ଏବେ ମ୍ୟୁଜିକାଲ ଚେୟାର ଖେଳ ଚାଲିଛି। ପୂର୍ବରୁ ଏହି ପଦବୀରେ ସୋନିଆ ଗାନ୍ଧୀ ଥିଲେ।…
ନାଗାବଳୀ ନଦୀପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର
ଭବାନୀପାଟଣା,୧୧।୮(ଡି.ଏନ୍.ଏ.): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ନାଗାବଳୀ ନଦୀପଠାରୁ ଜନୈକା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ ରାମପୁର ବ୍ଲକଫାଜିଖାଲ ଗ୍ରାମର ବେହେରା ମାଝିଙ୍କ ସ୍ତ୍ରୀ ସିନ୍ଧୁ ମାଝି (୨୫) ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ସିନ୍ଧୁ…
ବର୍ଷା ହେଲେ ସ୍କୁଲର ଅବସ୍ଥା ବେହାଲ: ବାହାରେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର
ଭବାନୀପାଟଣା,୧୧।୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୧ କି.ମି. ଦୂରରେ ଥିବା ଜାଗେଶପଦର ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ଛାତରୁ ପାଣି ଗଡ଼ି ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ୨ ବର୍ଷ ତଳେ…
ପାର୍ଶ୍ୱତଳି ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ଦାବି ନେଇ ବୈଠକ
ବ୍ରହ୍ମପୁର ଅଫିସ,୧୧।୮: ଗଞ୍ଜାମ ଜିଲା ବ୍ରହ୍ମପୁର ସହର ନିକଟ ତଥା ପାର୍ଶ୍ୱତଳି ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ଦାବି ସମ୍ପର୍କରେ ରବିବାର ଏକ ସତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ସହରତଳି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗୋବିନ୍ଦବିହାର ୫ମ ଗଳି…
ଝାରସୁଗୁଡ଼ାରେ ସ୍ପୋଟର୍ସ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ପକାଇଲେ ମନ୍ତ୍ରୀ
ଝାରସୁଗୁଡ଼ା,୧୧।୮(ଡି.ଏନ୍.ଏ.): ଝାରସୁଗୁଡ଼ା ଜିଲା ଏଚ୍. କଣ୍ଟାପାଲିଠାରେ ରବିବାର ଏକ ଇଣ୍ଟିଗ୍ରେଟେଡ଼ ସ୍ପୋଟର୍ସ କମ୍ପ୍ଲେକ୍ସ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ରବିବାର ଏଚ୍. କଣ୍ଟାପାଲିରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତରର ନେଇ…

