Home Left

ଇଦ୍‌-ଉଲ୍‌-ଜୁହା ଉପଲକ୍ଷେ ବାଂଲାଦେଶ ସୀମାରେ ମିଠା ଅଦଳବଦଳ କଲେ ସେନା

ଫୁଲବାରି,୧୨।୮: ସାରା ବିଶ୍ୱରେ ସୋମବାର ପାଳନ କରାଯାଉଛି ‘ଇଦ୍‌-ଉଲ୍‌-ଜୁହା’। ଏହି ଅବସରରେ ଭାରତ-ବାଂଲାଦେଶ ସୀମାରେ ଥିବା ଫୁଲବାରିଠାରେ ଭାରତର ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସ୍‌ଏଫ୍‌) ଯବାନମାନେ ପରସ୍ପର ମଧ୍ୟରେ ମିଠା ଅଦଳ ବଦଳ କରିଛନ୍ତି। ପ୍ରତିବର୍ଷ ପାକିସ୍ତାନ ସୀମାରେ ଏଭଳି ଦୃଶ୍ୟ ଦେଖାଯାଉଥିବା…

ଗୀତ ଗାଇଲେ ପାଣ୍ଡ୍ୟା

ମୁମ୍ବାଇ, ୧୨।୮: ଭାରତୀୟ କ୍ରିକେଟଦଳ ଏବେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଏକ ଦିବସୀୟ ସିରିଜ୍‌ ଖେଳୁଛି। ଏହି ସିରିଜ୍‌ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି। ଏବେ ସେ ପରିବାର ସହ ସମୟ ବିତାଉଛନ୍ତି। ନିକଟରେ ତାଙ୍କ ଭାଇ କୃନାଲ ପାଣ୍ଡ୍ୟା…

୨୦ ଫୁଟ ଗଭୀର କୂଅରେ ଖସିପଡ଼ିିଥିବା ଭାଲୁ ଉଦ୍ଧାର

ଛେଣ୍ଡିପଦା,୧୨।୮(ସ୍ବ.ପ୍ର.) : ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳର କୋଶଳା ନିକଟସ୍ଥ ଭାଗଲାକଟା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ କୂଅ ଭିତରେ ଭାଲୁ ପଡ଼ିଥିଲା। ନିକଟସ୍ଥ କୋଶଳା ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ଆସିଥିବା ଭାଲୁଟି ଭାଗଲାକଟା ଗ୍ରାମର…

ଆରଡ଼ି ପୀଠରେ ଜଳଲାଗି କଲେ ହଜାର ହଜାର ଶ୍ରଦ୍ଧାଳୁ

ଆରଡ଼ି,୧୨।୮(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିିରେ ଶେଷ ସୋମବାରରେ କାଉଡିଆମାନେ ଜଳଲାଗି କରିଛନ୍ତି । ଏହି ଉପଲକ୍ଷେ ପୀଠରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ରବିବାର ସନ୍ଧ୍ୟାରୁ ପୀଠର ବିଭିନ୍ନ ଗହଳି ସ୍ଥାନରେ ପୋଲିସ ମୁତୟନ…

୧୫ ଜିଲାକୁ ବଜ୍ରପାତ ସତର୍କତା

ଭୁବନେଶ୍ୱର, ୧୨।୮(ବ୍ୟୁରୋ): ସୋମବାର ରାଜ୍ୟର ଅନେକ ଜିଲାରେ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଛି। ଏଥିପାଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ନ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ସତର୍କ ରହିବାକୁ ୧୫ଟି ଜାଲାବାସୀଙ୍କୁ ପରାମର୍ଶ…

ବନ୍ୟାରେ ଯବାନଙ୍କ କାମଦେଖି ସାଲ୍ୟୁଟ କଲେ କୁନିଝିଅ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୨।୯: ଚଳିତ ବର୍ଷ ବନ୍ୟାରେ ଦେଶର ଅଧାଭାଗ ବୁଡି ଯାଇଥିବା ବେଳେ ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି। ତେବେ ଏହି ସମୟରେ ଏକ ଭିଡଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ…

ମାନସିକ ଶାନ୍ତି ପାଇଁ କ୍ରିକେଟରୁ କିଛିଦିନ ଛୁଟି ନେଲେ ଏହି କ୍ରିକେଟର୍‌

ଢାକା,୧୨।୮: ବାଲାଂଦେଶର ଷ୍ଟାର୍‌ ଖେଳାଳି ତମିମ୍‌ ଇକବାଲ୍‌ କ୍ରିକେଟରୁ କିଛିଦିନ ଦୂରେଇ ଯାଇଛନ୍ତି। ମାନସିକ ଶାନ୍ତି ପାଇଁ ସେ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ସେ ଏନେଇ ବାଂଲାଦେଶ କ୍ରିକେଟ ବୋର୍ଡକୁ ଚିଠି ଲେଖି ଜଣାଇଥିଲେ। ଯାହାକୁ ବୋର୍ଡ ମଞ୍ଜୁରୀ ଦେଇଛି।…

ପରଲୋକରେ ଓମ ପ୍ରକାଶ ଚୌତାଲାଙ୍କ ସ୍ତ୍ରୀ

ହରିୟାଣା,୧୨।୮: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କ ସ୍ତ୍ରୀ ସ୍ନେହଲତାଙ୍କର ରବିବାର ପରଲୋକ ହୋଇଛି। କିଛିଦିନ ହେବ ଅସୁସ୍ଥ ଥିବା ସ୍ନେହଲତାଙ୍କର ୮୧ ବର୍ଷ ବୟସରେ ରବିବାର ଗୁରଗାଓଁର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିବା ସୂଚନା ମିଳିଛି। ନ୍ୟାଶନାଲ…

ଜମ୍ମୁ-କଶ୍ମୀରରେ ରହୁଥିବା ଏହି କ୍ରିକେଟରଙ୍କ ପାଇଁ ରକ୍ଷକ ସାଜିଲେ ସେନା, ଘରେ ନେଇ ପହଞ୍ଚାଇଲେ ଔଷଧ

ଶ୍ରୀନଗର, ୧୨।୮: ଜମ୍ମୁ-କଶ୍ମୀରରେ ରହୁଥିବା ଦିଲ୍ଲୀ ରଣଜୀ ଟିମର ପୂର୍ବତନ ଅଧିନାୟକ ମିଥୁନ ମାନହସ୍‌ଙ୍କ ପରିବାର ଲୋକଙ୍କ ପାଇଁ ରକ୍ଷକ ସାଜିଛନ୍ତି ଭାରତୀୟ ସେନା। ମିଥୁନଙ୍କ ଜେଜେ-ଜେଜେମା’ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେନା ତାଙ୍କ ଘରେ ନେଇ ଔଷଧ ଏବଂ ଅତ୍ୟାବଶକୀୟ…

ଇଦ୍‌-ଉଲ୍‌-ଜୁହା : ଜମୁଛି ଖାଦ୍ୟର ଆସର

ମୁସଲମାନ ସମ୍ପ୍ରଦାୟର ପ୍ରମୁଖ ଦୁଇ ପର୍ବ ହେଉଛି ଇଦ୍‌-ଉଲ-ଫିତର ଓ ଇଦ୍‌-ଉଲ-ଜୁହା। ସୋମବାର ଇଦ-ଉଲ-ଜୁହା। ପବିତ୍ର ରମଜାନ ମାସର ଶେଷ ଦିନ ପରେ ଇଦ୍‌-ଉଲ-ଫିତର ପାଳନ କରାଯାଉଥିବା ବେଳେ ଏହାର ପ୍ରାୟ ଦୁଇ ମାସ ପରେ ଇଦ୍‌-ଉଲ-ଜୁହା ପର୍ବ ଆସେ। ଏହି…

ପରିବାର ପୋଷିବା ପାଇଁ ଦିନେ ଚୋରି କରିଥିଲେ, ଏବେ ଭାଙ୍ଗିଲେ ଲାରାଙ୍କ ରେକର୍ଡ

ପୋର୍ଟ-ଅଫ୍‌-ସ୍ପେନ୍‌,୧୨।୮: ସ୍ଥାନୀୟ କୁଇନ୍ସ ପାର୍କ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଭାରତ ୫୯ରନ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଧଷ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରାଙ୍କ ରେକର୍ଡ ଭାଙ୍ଗିଛନ୍ତି। ପୂର୍ବରୁ ଲାରା…

କେନ୍ଦ୍ରାପଡାରେ ଇଦ୍‌-ଉଲ୍‌-ଜୁହା ପାଳିତ

କେନ୍ଦ୍ରାପଡ଼ା ଅଫିସ, ୧୨।୮: କେନ୍ଦ୍ରାପଡ଼ା ଜିଲାର ମୁସଲମାନ ବହୁଳ ଅଞ୍ଚଳରେ ଇଦ୍‌-ଉଲ୍‌-ଜୁହା ସୋମବାର ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି। ଏଥିପାଇଁ ବିଭିନ୍ନ ଇଦ୍‌ଗାହଠାରେ ସମୂହ ନମାଜ ପାଠ ପାଇଁ ବ୍ୟବସ୍ଥା ହୋଇଥିଲା। ସଲଫିଆ ଇଦ୍‌ଗାହ ଓ ପୁରୁଣା ଇଦ୍‌ଗାହରେ ସକାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?