ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ ଅନୁଗୋଳ ଛାତ୍ର ନେତାଙ୍କ ମଧ୍ୟରେ ଅସନ୍ତୋଷ: ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ
ଅନୁଗୋଳ ଅଫିସ, ୨୪।୮: ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ରାଜ୍ୟ ସରକାର ବାତିଲ କରିବା ପରେ ଅନୁଗୋଳ ଛାତ୍ରନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏ ନେଇ ଅନୁଗୋଳ ଜିଲା ଛାତ୍ର କଂଗ୍ରେସ କମିଟି ପକ୍ଷରୁ ଶନିବାର ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ…
ଅଟୋ-ଟ୍ୟାକ୍ସିରେ ଲାଗିଲା କ୍ୟୁଆର୍ କୋଡ୍: ସ୍କାନ୍ କଲେ ମିଳିବ ଡ୍ରାଇଭରଙ୍କ ସମ୍ପୂର୍ଣ୍ଣ ସୂଚନା
ନୂଆଦିଲ୍ଲୀ,୨୪।୮: ଏବେ ଅଟୋ-ଟ୍ୟାକ୍ସିରେ ଯାତ୍ରା କରିବା ଅଧିକ ସୁରକ୍ଷିତ ହୋଇପାରିବ। ଦିଲ୍ଲୀର ୬ ହଜାରରୁ ଅଧିକ ଅଟୋ-ଟ୍ୟାକ୍ସିରେ କ୍ୟୁଆର୍ କୋଡ୍ ଲଗାଯାଇଛି। ଏହାକୁ ସ୍କାନ୍ କଲେ ସମ୍ପୃକ୍ତ ଡ୍ରାଇଭର୍ଙ୍କ ସମ୍ପୂର୍ଣ୍ଣ ସୂଚନା ମିଳିପାରିବ। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦିଲ୍ଲୀର ଉପରାଜ୍ୟପାଳ ଅନୀଲ…
ବୁମରା ଦ୍ରୁତତମ ଭାରତୀୟ
ନର୍ଥ ସାଉଣ୍ଡ (ଆଣ୍ଟିଗୁଆ),୨୪।୮: ଯଶପ୍ରୀତ ବୁମରା ଟେଷ୍ଟ ଫର୍ମାଟରେ ୫୦ ଉଇକେଟ ନେବାରେ ଦ୍ରୁତତମ ଭାରତୀୟ ବୋଲର ହୋଇଯାଇଛନ୍ତି। ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଡାରେନ ବ୍ରାଭୋଙ୍କୁ ଏଲବିଡବ୍ଲ୍ୟୁ କରାଇ ବୁମରା କ୍ୟାରିୟରର ୫୦ତମ ଉଇକେଟ…
ଭାଙ୍ଗିଲା ବିଦ୍ୟାଳୟ ଛାତ: ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର
ଦେବଗଡ଼,୨୪।୮(ଡି.ଏନ୍.ଏ.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଅଧୀନ କଲଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶନିବାର ସ୍କୁଲ ଛାତ ଭାଙ୍ଗି ଯାଇଛି। ସକାଳୁ ପାଠପଢ଼ା ଚାଲିଥିବା ସମୟରେ ଏପରି ଅଘଟଣ ଘଟିଥିଲା। ତେବେ ସୌଭାଗ୍ୟବଶତଃ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଛାତ୍ରୀଛାତ୍ର, ଶିୟୟିତ୍ରୀ,…
ଅବହେଳିତ କନ୍ଧଗୁଡ଼ା ପ୍ରାଥମିକ ବିଦ୍ୟାଳୟ: ଗୋଟିଏ କୋଠରିରେ ଚାଲିଛି ପାଞ୍ଚ ଶ୍ରେଣୀ
କୋରୁକୋଣ୍ଡା,୨୪।୮(ଡି.ଏନ୍.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ କନ୍ଧଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୮ ଜଣ ଛାତ୍ରୀଛାତ୍ର। ପ୍ରଥମରେ ୧୨, ଦ୍ୱିତୀୟରେ ୩, ତୃତୀୟରେ ୧, ଚତୁର୍ଥରେ…
ଘାସରେ ଖାଲିପାଦରେ ଚାଲିବା ଲାଭଦାୟକ: କେବେ ହେବନି ଏହି ରୋଗ
ପାର୍କ ବା ଘାସ ଉପରେ ଖାଲିପାଦରେ ଚାଲିବା ଶରୀର ପାଇଁ ଲାଭଦାୟକ। ଏହା ଦ୍ୱାରା ଅନେକ ମାରାତ୍ମକ ରୋଗ ମଧ୍ୟ ଭଲ ହୋଇଥାଏ। ଜାଣିବା ସେ ସମ୍ପର୍କରେ- ଗୋଡ଼ ଫୁଲିବା ଦୂର ହୁଏ: ବୟସ ବଢ଼ିବା ସାଙ୍ଗକୁ ଗୋଡ଼ ଫୁଲିବା ପରି…
ବିଚାରପତିଙ୍କ ଡ୍ରାଇଭର୍ ଥିଲେ ପିତା: ୨୬ ବର୍ଷରେ ପୁଅ ହେଲେ ସିଭିଲ୍ ଜଜ୍
ଭୋପାଳ,୨୪।୮: ଇଛାଶକ୍ତି ଥିଲେ ସଫଳତା ନିଶ୍ଚୟ ମିଳିଥାଏ। ଏଭଳି ଏକ ଘଟଣା ମଧ୍ୟପ୍ରଦେଶ ଇନ୍ଦୋରରେ ଘଟିଛି। ଜଣେ ବିଚାରପତିଙ୍କ ଡ୍ରାଇଭର ଥିବା ବ୍ୟକ୍ତିଙ୍କ ପୁଅ ଏବେ ୨୬ ବର୍ଷରେ ସିଭିଲ୍ ଜଜ୍ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଗୋବର୍ଦ୍ଧନଲାଲ୍ ବଜାଡ୍ ଇନ୍ଦୋର…
୩୦ ବର୍ଷ ହେବ ୩ ସରକାରୀ ବିଭାଗରେ କାମ କରୁଥିଲେ ଇଞ୍ଜିନିୟର
ପାଟନା,୨୪।୮: ବିହାରର ସୁରେଶ ରାମ ନାମକ ଜଣେ ଇଞ୍ଜିନିୟର ୩୦ ବର୍ଷ ହେବ ଏକାସାଙ୍ଗେ ୩ଟି ବିଭାଗରେ କାମ କରୁଥିବା ଜଣାପଡିଛି। ସେ ୩ଜିଲାର ୨ ବିଭାଗରେ ୩ଟି ପଦବୀରେ କାମ କରିବା ସହ ସବୁଠାରୁ ଦରମା ମଧ୍ୟ ନେଉଥିଲେ। ଏବେ…
ବାନ୍ଦ୍ରା ରେଲଓ୍ବେ ଷ୍ଟେଶନର ୧୩୦ ବର୍ଷ ପୂର୍ତ୍ତି ଅବସରରେ ସ୍ପେଶାଲ ଡାକ ଟିକେଟ ଉନ୍ମୋଚନ କଲେ ଶାହରୁଖ
ମୁମ୍ବାଇ: ମୁମ୍ବାଇର ପପୁଲାର ବାନ୍ଦ୍ରା ଷ୍ଟେଶନକୁ ୧୩୦ ବର୍ଷ ପୂରିଛି। ଏହି ଅବସରରେ ଶୁକ୍ରବାର ବଲିଉଡ୍ ବାହଶାହ ଶାହରୁଖ ଖାନ ପୋଷ୍ଟାଲ ଏନ୍ଭଲପ୍ ଓ ଡାକ ଟିକେଟ ଉନ୍ମୋଚନ କରିଛନ୍ତି। ଏହି ସ୍ବତନ୍ତ୍ର ଅବସରରେ ବାନ୍ଦ୍ରା ରେଲଓ୍ବେ ଷ୍ଟେଶନରେ ଏକ କାର୍ଯ୍ୟକ୍ରମ…
ଶ୍ରୀସନ୍ତଙ୍କ ଘରେ ଲାଗିଲା ନିଆଁ
କୋଚି,୨୪।୮: ଭାରତୀୟ କ୍ରିକେଟ ଖେଳାଳି ଏସ୍ ଶ୍ରୀସନ୍ତଙ୍କ କେରଳର କୋଚିସ୍ଥିତ ଇଡାପାଲ୍ଲୀ ବାସଭବନରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଏକ ବଖରା ଘର ପୋଡିଯାଇଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡ ଘଟିବା ସମୟରେ ଘରେ ଶ୍ରୀସନ୍ତଙ୍କ ପରିବାର…
ଆଜମ୍ ଖାଁଙ୍କ ବିରୋଧରେ ୨ ହଜାରରୁ ଅଧିକ ଗଛ କାଟିବା ଅଭିଯୋଗ
ଲକ୍ଷ୍ନୌ,୨୪।୮: ଉତ୍ତରପ୍ରଦେଶ ରାମପୁର ଲୋକସଭା ଆସନରୁ ସମାଜବାଦୀ ପାର୍ଟିର ଏମ୍ପି ଥିବା ଆଜମ୍ ଖାଁଙ୍କ ବିରୋଧରେ ଏବେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ତାଙ୍କ ନିର୍ଦ୍ଦେଶରେ ୨ ହଜାର ଶହେ ୭୩ ଗଛ କଟାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ଦ୍ୱାରା…
ପ୍ରଶାସନର ବାରଣ ସତ୍ତ୍ୱେ କଶ୍ମୀର ଗସ୍ତ କରିବେ ରାହୁଲଙ୍କ ସମେତ ୧୨ ନେତା
ନୂଆଦିଲ୍ଲୀ,୨୪।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀର ଗସ୍ତ କରୁଛନ୍ତି। ଶନିବାର ରାହୁଲଙ୍କ ସହ ଗୁଲାମ ନବି ଆଜାଦ, କେସି ଭେଣୁଗୋପାଳ, ଆନନ୍ଦ ଶର୍ମା, ସୀତାରାମ ୟେଚୁରୀ, ଡି ରାଜା,…

