Home Left

ମାତୃତ୍ୱ ଯୋଜନାର ଲାଭ ଉଠାଇବା ପାଇଁ ମୃତ ଶିଶୁ ବଦଳରେ ଅଟା ପିଣ୍ଡୁଳାକୁ ନେଇ ହସ୍ପିଟାଲ ଗଲେ ମହିଳା

ଭୋପାଳ,୨୪।୮: ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ୩ଜଣ ମହିଳା ନିଜର ମାତୃତ୍ୱ ଭାବନାକୁ ବି ବଳି ପକାଇବାକୁ ପଛଘୁଞ୍ଚା ଦେଇନାହାନ୍ତି। ମା’ ହେବା ଜଣେ ମହିଳାଙ୍କ ପାଇଁ ସର୍ବୋତ୍ତମ ମୁହୂର୍ତ୍ତ ହୋଇଥିବା ବେଳେ ଏବେ କିନ୍ତୁ ଜଣେ ମହିଳା ଶିଶୁଙ୍କୁ…

ସିନ୍ଧୁଙ୍କ ରୌପ୍ୟ ପକ୍କା

ବାସେଲ(ସୁଇଜରଲାଣ୍ଡ),୨୪।୮(ପି.ଟି.): ଦେଶର ତାରକା ମହିଳା ଶଟଲର ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପରେ ରୌପ୍ୟ ପଦକ ପକ୍କା କରିଛନ୍ତି। ଶନିବାର ଅନୁଷ୍ଠିତ ସେମିଫାଇନାଲରେ ସିନ୍ଧୁ ଚାଇନାର ଚେନ ୟୁ ଫେଇଙ୍କୁ ସିଧାସଳଖ ସେଟ୍‌ରେ ହରାଇ ଦେଇଛନ୍ତି। ମ୍ୟାଚ୍‌କୁ…

ପୁସ୍ତକ ଉନ୍ମୋଚନରେ ଭୁଲ୍‌ କଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନାୟିକା ଜାହ୍ନବୀ କପୁର ଏବେ ସୋସିଆଲ ମିଡିଆରେ ୟୁଜର୍ସଙ୍କ ଟ୍ରୋଲର ଶିକାର ହୋଇଛନ୍ତି। ନିକଟରେ ସେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବଡ ଭୁଲ୍‌ କରିଛନ୍ତି। ତେବେ କଲିଙ୍ଗ ସହମତ ନାମକ ଏକ ପୁସ୍ତକ…

ଡ୍ରେନ୍‌ ସଫାକଲେ ଜିଲାପାଳ

ରାମପୁର,୨୪।୮: ଉତ୍ତର ପ୍ରଦେଶ ରାମପୁର ଜିଲାର ଜିଲାପାଳ ଅନଜାନେୟ କୁମାର ସିଂ ଡ୍ରେନ୍‌ ସଫା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଜିଲାପାଳ କହିଛନ୍ତି ଡ୍ରେନ୍‌ ସଫା ରଖିଲେ ହିଁ ଲୋକେ ସୁସ୍ଥ ରହିବେ। ଜିଲାକୁ ରୋଗମୁକ୍ତ ରଖିବାକୁ ଏହି…

ୟୁଏସ୍‌ ଓପନ ମୁଖ୍ୟ ପର୍ଯ୍ୟାୟରେ ନାଗାଲ

ନ୍ୟୁୟର୍କ,୨୪।୮(ପିଟି): ଭାରତୀୟ ଟେନିସ ଖେଳାଳି ସୁମିତ ନାଗାଲ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଖେଳିବାର ସ୍ବପ୍ନ ପୂରା କରିଛନ୍ତି। ସିଜନର ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନର ମୁଖ୍ୟ ପର୍ଯ୍ୟାୟରେ ଖେଳିବା ପାଇଁ ସେ ଯୋଗ୍ୟତା ହାତେଇଛନ୍ତି। କ୍ୱାଲିଫାୟର୍ସର ଅନ୍ତିମ ରାଉଣ୍ଡରେ ନାଗାଲ ବ୍ରାଜିଲ…

ଆଗୁଆ ନୂଆଁଖାଇ ପର୍ବ ପାଳନ: ଜୋରରେ ଚାଲିିଛି ପ୍ରସ୍ତୁତି ପର୍ବ

ଭବାନୀପାଟଣା,୨୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଅଧୀନ କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତ ପଥର୍ଲା ଗାଁରେ ଆଗୁଆ ନୂଆଁଖାଇ ପର୍ବ ପାଳନ କରାଯାଇଥାଏ। ଏଣୁ ପଥର୍ଲା ନୂଅଁାଖାଇକୁ ଆଉ ମାତ୍ର ଆଠ ଦିନ ବାକି ରହିଛି। ଏହି ଗାଁର ଲୋକେ ୩୦ ତାରିଖ ସପ୍ତପୁରୀ…

ଜେଟ୍‌ଲୀଙ୍କ ବିୟୋଗ: ଭାଜପାର ରାଜ୍ୟସ୍ତରୀୟ କର୍ମଶାଳା ସ୍ଥଗିତ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ବରିଷ୍ଠ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ବିୟୋଗ ଯୋଗୁ ରବିବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ ହେବାକୁ ଥିବା କର୍ମଶାଳା ସ୍ଥଗିତ କରାଯାଇଛି। ଦଳୀୟ ସାଙ୍ଗଠନିକ ନିର୍ବାଚନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବାକୁ ଥିଲା।…

ପାକିସ୍ତାନ ସତ୍‌ଲେଜ ନଦୀରୁ ଆସୁଛି ବିଷାକ୍ତ ପାଣି: ରୋଗରେ ପଡୁଛନ୍ତି ପଞ୍ଜାବ ଲୋକେ

ଚଣ୍ଡିଗଡ଼,୨୪।୮: ଭାରତ ବିରୋଧରେ ପାକିସ୍ତାନ ନୂଆ ନୂଆ ଷଡ଼ଯନ୍ତ୍ର ରଚିବାରେ ଲାଗିଛି। ପାକିସ୍ତାନର ଚମଡା କାରଖାନାରୁ ନିର୍ଗତ ହେଉଥିବା ଗନ୍ଧଯୁକ୍ତ ରାସାୟନିକ ପଦାର୍ଥ ଓ ଆବର୍ଜନା ସବୁ ସତ୍‌ଲେଜ ନଦୀରେ ମିଶି ଜଳ ପ୍ରଦୂଷିତ କରୁଛି। ଫଳରେ ପଞ୍ଜାବ ସୀମାନ୍ତରେ ଥିବା…

ଜରୁରୀ କାଳୀନ ପରିସ୍ଥିତିରେ ୨୨ ବର୍ଷ ବୟସ୍କ ଜେଟଲୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ କରିଥିଲେ ସତ୍ୟାଗ୍ରହ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଜଣେ ନିର୍ଭୀକ ରାଜନେତା ଥିଲେ। ୧୯୭୫ରେ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଜାରି ସମୟରେ ଜେଟଲୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ସତ୍ୟାଗ୍ରହ କରିଥିଲେ। ୧୯୭୫ ଜୁନ୍‌ ୨୫-୨୬ ମଧ୍ୟ ରାତ୍ରରେ ଦେଶର…

କ୍ରିକେଟରଙ୍କ କଷ୍ଟକୁ ନିଜର ବୋଲି ଭାବୁଥିଲେ ଜେଟଲୀ

ନୂଆଦିଲ୍ଲୀ,୨୪।୮: ରାଜନୀତିର ମହାରଥି ଅରୁଣ ଜେଟଲୀ କେବେବି ବିସିସିଆଇର ଅଧ୍ୟକ୍ଷ ପଦରେ ନ ଥିଲେ। ହେଲେ କ୍ରିକେଟ ପ୍ରତି ତାଙ୍କର ଥିବା ଭଲପାଇବା ବେଶ୍‌ ବାରି ହୋଇ ପଡିଥିଲା। କାରଣ ଭାରତୀୟ କ୍ରିକେଟରମାନେ କେବେ କୌଣସି ଅସୁବିଧାରେ ପଡିଲେ ଜେଟଲୀଙ୍କୁ ମନେ…

ଲାହୋର, କରାଚୀଠାରେ ଖେଳିବ ଶ୍ରୀଲଙ୍କା

କରାଚୀ,୨୪।୮: ଶ୍ରୀଲଙ୍କା ଦଳ ଦିନିକିଆ ସିରିଜ୍‌ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବାକୁ ରାଜି ହୋଇଛି। ଏ ନେଇ ଦୁଇ ବୋର୍ଡ ମଧ୍ୟରେ ଚୁକ୍ତି ହୋଇଛି। ଏଥିଯୋଗୁ ଅକ୍ଟୋବରରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଏବେ ଡିସେମ୍ବରକୁ ଘୁଞ୍ଚତ୍ୟାଇଛି। ଶ୍ରୀଲଙ୍କା…

ଜେଟଲୀଙ୍କୁ କ୍ଷମା ମାଗିଥିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରୁଣ ଜେଟଲୀ ଆଉ ଆମ ଗହଣରେ ନାହାଁନ୍ତି ସତ। ହେଲେ ତାଙ୍କର କିଛି କାର୍ଯ୍ୟ ଏବେବି ଅନେକଙ୍କ ମନରେ ଅଭୁଲା ହୋଇ ରହିଯାଇଛି। ୬୬ ବର୍ଷ ବୟସରେ ଶନିବାର ଜେଟଲୀଙ୍କର ପରଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?