ପେଟ୍ରୋଲ, ଡିଜେଲ ଦର ବଢ଼ିଲା
ନୂଆଦିଲ୍ଲୀ,୧୮-୯: ସୌଦି ଆରବର ତୈଳ ଭଣ୍ଡାର ଉପରେ ଡ୍ରୋନ ଆକ୍ରମଣ ପରେ ଅଶୋଧିତ ତେଲ ବଜାରରେ ହଇଚଇ ସୃଷ୍ଟି ହୋଇଛି। ଏହି କାରଣରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ଜୁଲାଇ ୫ରେ ସାଧାରଣ ବଜେଟ ଉପସ୍ଥାପନ ପରେ ସର୍ବବୃହତ ବୃହତ…
ସକାଳେ ୭ଟି ଏହି ପତ୍ର ରଖେ ମ୍ୟାଲେରିଆରୁ ଦୂରେଇ…
ମ୍ୟାଲେରିଆ ରୋଗରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ସହଜ ଘରୋଇ ଉପାୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ମ୍ୟାଲେରିଆ ଜ୍ୱର ହେଲେ ୭ଟି ଗଙ୍ଗ ଶିଉଳି ପତ୍ର, ୭ଟି ଗୋଲ ମରିଚ ସହ ବାଟି ଖାଲି ପେଟରେ ସକାଳେ ଓ ସନ୍ଧ୍ୟାରେ…
ଆଖିରେ ଆଲୁଅ ହୋଇଥିଲେ…
ଅତ୍ୟଧିକ ଗରମ ବା ପେଟ ଗରମ ହେଲେ ଆଖିପତାରେ ଆଲୁଅ ଉଠିଥାଏ। ଏହା ଖୁବ୍ ଯନ୍ତ୍ରଣାଦାୟକ। ଘରୋଇ ଉପଚାର ମାଧ୍ୟମରେ କିପରି ଏହାକୁ ଠିକ୍ କରାଯାଇ ପାରିବ, ଜାଣନ୍ତୁ… -ଗ୍ରୀନ୍ ଟି ବ୍ୟାଗକୁ ଏକ କପ୍ ଗରମ ପାଣିରେ ବୁଡାଇ ରଖନ୍ତୁ।…
ଅଧିକ ଆଞ୍ଚରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ବଢେ ହୃଦ୍ରୋଗ ଆଶଙ୍କା
ଅଧିକ ଆଞ୍ଚରେ ରନ୍ଧା ଖାଦ୍ୟ ଖାଇବା ଦ୍ୱାରା କ୍ୟାନସର୍ ଏବଂ ହୃଦ୍ରୋଗ ଆଶଙ୍କା ବଢ଼ିଥାଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜାଣିବାକୁମିଳିଛି। ଏଡିନବର୍ଗ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏହି ଗବେଷଣାର ତଥ୍ୟ ଅନୁଯାୟୀ, ଅଧିକ ଆଞ୍ଚରେ ଖାଦ୍ୟ ରାନ୍ଧିବା ଦ୍ୱାରା…
ଅଜବ ସଂଯୋଗ: ଏହି କ୍ରିକେଟରଙ୍କ ନାଁରେ ରହିଛି ବିଶ୍ୱର ବଡ ବଡ ସହର
ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି, ଯେଉଁମାନଙ୍କ ନାଁରେ ବିଶ୍ୱର ବଡ ବଡ ସହର ରହିଛି। ଅବଶ୍ୟ ଏହା ସଂଯୋଗ ମାତ୍ର। କିନ୍ତୁ ଏହି ଖେଳାଳିଙ୍କ କଥା ଉଠିଲେ, ସେହି ସହର କଥା ମନେପଡିଯାଏ। ସେମିତି କିଛି କ୍ରିକେଟରଙ୍କ ବିଷୟରେ ଜାଣନ୍ତୁ।…
ମୋଦିଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ ଅକ୍ଷୟ: ପରିବେଶ ସୁରକ୍ଷା, ସ୍ବଚ୍ଛତା ଉପରେ ଗୁରୁତ୍ୱ
ପୁରୀ ଅଫିସ, ୧୭ା୯ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସକୁ ମଙ୍ଗଳବାର ପୁରୀରେ ମୋଦିଙ୍କ ଫ୍ୟାନ ଭାବେ ପରିଚିତ ଅକ୍ଷୟ ଜୟସିଂ ନିଆର ଢ଼ଙ୍ଗରେ ପାଳନ କରିଛନ୍ତି। ଅକ୍ଷୟ ପରିବେଶ ଓ ପକ୍ଷୀ ସୁରକ୍ଷା, ପ୍ଲାଷ୍ଟିକ, ପଲିଥିନ ଓ ନିଶା…
ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଆକାଶ: ବରିଷ୍ଠ ନାଗରିକଙ୍କୁ ଶ୍ରୀକ୍ଷେତ୍ର ବୁଲାଇଲେ
ପୁରୀ ଅଫିସ, ୧୭ା୯: ସାମ୍ପ୍ରତିକ ସମୟରେ ଜନ୍ମଦିନ ପାଳନ ଏକ ଫ୍ୟାଶନରେ ପରିଣତ ହେଲାଣି। ଅଧିକାଂଶ ଲୋକ ବଡ଼ ବଡ଼ ହୋଟେଲ, କ୍ଲବ, ମଣ୍ଡପରେ ବନ୍ଧୁବାନ୍ଧବ ଏବଂ ସାଙ୍ଗସାଥୀଙ୍କୁ ଏକାଠି କରି ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି। ପୁଣି ପାର୍ଟି ଓ…
ଝିଅକୁ ଏକାଧିକଥର ବଳାତ୍କାର ମାମଲା: ବଳାତ୍କାରୀ ବାପାଙ୍କୁ ଆଜୀବନ କାରାଦଣ୍ଡ
ଭୁବନେଶ୍ୱର,୧୭ା୯(ବ୍ୟୁରୋ): ଝିଅକୁ ଏକାଧିକଥର ବଳାତ୍କାର ମାମଲାରେ ଅଭିଯୁକ୍ତ ବାପାଙ୍କୁ ମଙ୍ଗଳବାର ସଜା ମିଳିଛି। ମାମଲାର ବିଚାର କରି ସ୍ବତନ୍ତ୍ର ପୋକ୍ସୋ କୋର୍ଟ ତାଙ୍କୁ ୨୦ହଜାର ଟଙ୍କା ଅର୍ଥ ଦଣ୍ଡ ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୧୩ଜଣ ସାକ୍ଷୀ ଓ ୨୪…
ଦୁର୍ଘଟଣାରୁ ରକ୍ଷା ପାଇଲା ଏୟାର ଇଣ୍ଡିଆ ବିମାନ: ଅଳ୍ପକେ ବର୍ତ୍ତିଲେ ୧୫୨ ବିମାନ ଯାତ୍ରୀ
ଭୁବନେଶ୍ୱର, ୧୭ା୯(ବ୍ୟୁରୋ): ଅଳ୍ପକେ ବର୍ତ୍ତିଯାଇଛନ୍ତି ୧୫୨ ଜଣ ବିମାନ ଯାତ୍ରୀ। ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏଆଇ-୬୬୯ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି। ସୋମବାର ମୁମ୍ବାଇ ବିମାନ ବନ୍ଦରରେ ଅବତରଣ ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାର ଆଶଙ୍କା କରାଯାଇଥିଲା। ମଙ୍ଗଳବାର…
କ୍ରିକେଟରୁ ଦୁର୍ନୀତିର ମୂଳୋତ୍ପାଟନ: ମ୍ୟାଚ୍ ଫିକ୍ସିଂ ଆଇନ ପାଇଁ ପରାମର୍ଶ
ମୋହାଲି,୧୭ା୯ (ପି.ଟି.)-ଭାରତୀୟ କ୍ରିକେଟରୁ ଦୁର୍ନୀତିକୁ ମୂଳୋତ୍ପାଟନ କରିବାକୁ ହେଲେ ଏକ ମ୍ୟାଚ ଫିକ୍ସିଂ ଆଇନର ଆବଶ୍ୟକତା ରହିଛି। ଏକଥା କହିଛନ୍ତି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦୁର୍ନୀତି ନିବାରଣ ଶାଖା (ଏସିୟୁ) ମୁଖ୍ୟ ଅଜିତ ସିଂ ଶେଖାଓ୍ବତ। ଏହାଛଡ଼ା ବେଟିଂକୁ…
ଇଞ୍ଜିନିୟର୍, ଏମ୍ବିଏ ଡିଗ୍ରୀ ହାସଲ କରିଥିବା ଏହି ବୋଲରଙ୍କୁ ଡରନ୍ତି ବ୍ୟାଟ୍ସମ୍ୟାନ୍
ଭାରତୀୟ କ୍ରିକେଟ ଦଳର ଅଫସ୍ପିନର୍ ରବିଚନ୍ଦ୍ରନ ଅଶ୍ୱିନଙ୍କ ଆଜି ୩୩ତମ ଜନ୍ମଦିବସ। କ୍ରିକେଟରେ ଅନେକ ବ୍ୟାଟ୍ସମ୍ୟାନ୍ଙ୍କ ନିଦ ହଜାଉଥିବା ଅଶ୍ୱିନ୍ ଜଣେ ଉତ୍ତମ ଛାତ୍ର ଥିଲେ। ସେ ଆଇଟିରେ ଇଞ୍ଜିନିୟରିଂ ପାସ୍ କରିଥିବାବେଳେ ଏମ୍ବିଏ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଏହାପରେ…
ମଧ୍ୟାହ୍ନଭୋଜନ ନିୟମକୁ ବେଖାତିର, ୧୫ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ
ରାଜନଗର, ୧୭।୯ (ଡି.ଏନ୍.ଏ.)- ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି। ପାଠପଢ଼ା ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି କରିବା ଲାଗି ଏହି ବ୍ୟବସ୍ଥା କରାଯାଇଥିବା ବେଳେ…

