Home Left

ସର୍ଟଶର୍କିଟରୁ ଟ୍ରକ୍‌ରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ହେଲପର

ବଡ଼ବିଲ, ତା ୪.୧୦ (ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଭଦ୍ରାସାହି-ବଡବିଲ ରାଜ୍ୟରାଜପଥର କାଠ ଡିପୋ ନିକଟରେ ଶୁକ୍ରବାର ସକାଳେ ଏକ ଚଳନ୍ତା ଟ୍ରକରେ ନିଆଁଲାଗି ସମ୍ମୁଖଭାଗ ଜଳିଯାଇଛି। ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା…

ପାକିସ୍ତାନର ଗୋଟିଏ ହାତରେ ବନ୍ଧୁକ, ଅନ୍ୟ ହାତରେ ବୋମା: ଶଶି ଥରୁର

ନୂଆଦିଲ୍ଲୀ,୧୦।୯: କଶ୍ମୀର ପ୍ରସଙ୍ଗରେ ଅନ୍ୟ ଦେଶର ମଧ୍ୟସ୍ଥତା ଆବଶ୍ୟକ ଆବଶ୍ୟକ ନାହିଁ। ଆମକୁ ପାକିସ୍ତାନ ସହିତ କଥାବାର୍ତ୍ତା କରିବାରେ କୌଣସି ଆପତ୍ତି ନାହିଁ। ଯଦି ପାକିସ୍ତାନ ଗୋଟିଏ ହାତରେ ବନ୍ଧୁକ, ଅନ୍ୟ ହାତରେ ବୋମା ରଖିବ ତେବେ କଥାବାର୍ତ୍ତା ସମ୍ଭବ ନୁହେଁ…

ନୂଆ ସ୍ପ୍ରିଣ୍ଟ ସେନ୍‌ସେସନ କୋଲମେନ

ଦୋହା ବିଶ୍ୱ ଚାମ୍ପିୟନଶିପ୍‌ରେ ୧୦୦ମି.ରେ ସ୍ବର୍ଣ୍ଣ ପଦକ ହାସଲ କରି ଆମେରିକୀୟ ଯୁବ ଧାବକ ଖ୍ରୀଷ୍ଟିଆନ କୋଲମେନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାତ୍ର ୯.୭୬ ସେକେଣ୍ଡ ସମୟ ନେଇ ସେ ଇତିହାସର ଷଷ୍ଠ ଦ୍ରୁତତମ ଧାବକ ସାବ୍ୟସ୍ତ ହୋଇଛନ୍ତି। ୨୩…

ଆଇରନ ମ୍ୟାନ୍‌ ସୌଭାଗ୍ୟ

ଦିନେ ସେ ଏକ ସମୟରେ ୨୦ ମିନିଟ୍‌ ଯାଏ ଦୌଡି ପାରୁ ନ ଥିଲେ । ୨୦ ମିନିଟ୍‌ ଧରି ଦୌଡି ସାରିଲା ପରେ ହାଲିଆ ହୋଇ ବସିପଡି ଭାବୁଥିଲେ ଲୋକଙ୍କ ଷ୍ଟାମିନା ଆଉ ପରଫରମାନ୍ସର କଥା। କେମିତି ଲୋକମାନେ ଏକସମୟରେ…

ମହାତ୍ମା ଗାନ୍ଧୀଙ୍କ ଅସ୍ଥି ଚୋରି: ମାମଲା ରୁଜୁ

ଭୋପାଳ,୪।୧୦: ଗତ ଅକ୍ଟୋବର ୨ରେ ସାରା ଦେଶରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ଜୟନ୍ତୀ ଧୂମଧାମରେ ପାଳନ କରାଯାଇଥିବା ବେଳେ ମଧ୍ୟପ୍ରଦେଶର ରିଓ୍ବା ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବାପୁ ଭବନରେ ରଖାଯାଇଥିବା ମହାତ୍ମା ଗାନ୍ଧୀଙ୍କ…

ଟ୍ରକ୍‌କୁ ଧକ୍କାଦେଲା ଯାତ୍ରୀବାହୀ ବସ୍‌: ୮ଗୁରୁତର

କେନ୍ଦୁଝର, ୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ନେକଡ଼ାଘର, ୨୦ ନମ୍ବର ଜାତୀୟ ରାଜପଥରେ ଗୁରୁବାର ରାତିରେ ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୨୦ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ…

ଓଡିଏମ୍‌କୁ ଭାରତର ଶ୍ରେଷ୍ଠ ପଞ୍ଚମ ସ୍କୁଲ ମାନ୍ୟତା

ଭୁବନେଶ୍ୱର,୪।୧୦(ବ୍ୟୁରୋ): ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲକୁ ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରାୟୋଗିକ ସଫଳତା ଏବଂ ଗ୍ରାଣ୍ଡ୍‌ ଜୁରି ର଼୍ୟାଙ୍କିଂରେ ୨୦୧୯-୨୦ ଶିକ୍ଷାବର୍ଷ ନିମନ୍ତେ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ପଞ୍ଚମ ସ୍କୁଲର ମାନ୍ୟତା ପ୍ରଦାନ କରାଯାଇଛି। ନୂଆଦିଲ୍ଲୀସ୍ଥିତ ‘ଏଜୁକେଶନ୍‌ ୱାଲର୍‌ଡ’ ତରଫରୁ…

ଇମ୍ରାନଙ୍କୁ ସେହ୍ବାଗଙ୍କ ଟାର୍ଗେଟ: ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜକୁ ଅପମାନିତ କରିବା ପାଇଁ ନୂଆ ଉପାୟ ଆପଣାଇଛନ୍ତି

ନୂଆଦିଲ୍ଲୀ,୪।୧୦: ହରଭଜନ ସିଂହ ଓ ମହମ୍ମଦ ଶାମିଙ୍କ ପରେ ଭାରତର ପୂର୍ବତନ କ୍ରିକେଟର୍‌ ବୀରେନ୍ଦ୍ର ସେହ୍ବାଗ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟାର୍ଗେଟ କରିଛନ୍ତି। ନିଜ ଟୁଇଟରରେ ଇମ୍ରାନଙ୍କ ଏକ ଭିଡିଓ ଶେୟାର କରି ସେ କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜକୁ…

ଆଜି ମହାଷଷ୍ଠୀ : ଝଲସୁଛି ମଣ୍ଡପ

ଭୁବନେଶ୍ୱର,୪।୧୦(ବ୍ୟୁରୋ) : ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସିଲାଣି ପୂଜା ମଣ୍ଡପ। ପ୍ରତୀକ୍ଷାର ଅନ୍ତ ଘଟାଇ ଧରାପୃଷ୍ଠରେ ଅବତରଣ କରିବେ ମା’ ଜଗଜ୍ଜନନୀ। ପାର୍ବଣ ମହକରେ ପୁରପଲ୍ଲୀ ମହକୁଥିବାବେଳେ ପୂଜାମଣ୍ଡପଗୁଡିକ ମା’ଙ୍କ ଆରାଧନା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିସାରିଲେଣି। ଶୁକ୍ରବାରଠାରୁ ମଣ୍ଡପରେ ଆରମ୍ଭ…

ବିଳମ୍ବରେ ଆସୁଥିବା ଡାକ୍ତରଙ୍କୁ ତାଗିଦ

ପୁରୁଣା ଭୁବନେଶ୍ୱର,୪।୧୦(ବ୍ୟୁରୋ) : ଗାନ୍ଧୀଜୟନ୍ତୀ ବୁଧବାରଠାରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୁରୁବାର ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ହଠାତ୍‌ ପୁରୁଣା ଭୁବନେଶ୍ୱରସ୍ଥିତ ବିଏମ୍‌ସି ହସ୍ପିଟାଲ ଗସ୍ତ କରି ବାସ୍ତବ ସ୍ଥିତି ଦେଖିଛନ୍ତି। ଡାକ୍ତରମାନେ ବିଳମ୍ବରେ ଆସୁଥିବା ଓ…

ପ୍ରମାଣପତ୍ର ଦାଖଲ ନ ହେଲେ ମିଳିବନି ପେନ୍‌ସନ୍‌: ବିଏମ୍‌ସି

ଭୁବନେଶ୍ୱର,୪।୧୦(ବ୍ୟୁରୋ) : ଆଧାର ଲିଙ୍କ୍‌ ସହ ଆବଶ୍ୟକ ମୂଳ ପ୍ରମାଣପତ୍ର ଦାଖଲ ନ କଲେ ମିଳିବନି ପେନ୍‌ଶନ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସମସ୍ତ ପେନ୍‌ଶନଧାରୀଙ୍କୁ ଚେତାବନୀ ନିଆଯାଇଛି। ଏନେଇ ଗତ ୨୪ ତାରିଖ ଦିନ ଏକ ବିଜ୍ଞପ୍ତି ପ୍ରକାଶ…

ନର୍ସ ନୀହାରିକା ହତ୍ୟା ଘଟଣା: ଏକାଧିକ ବ୍ୟକ୍ତି ସମ୍ପୃକ୍ତ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବିରେ ଓଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୪।୧୦(ବ୍ୟୁରୋ): ନର୍ସ ନୀହାରିକା ହତ୍ୟା ଘଟଣାରେ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ମା’ ଓ ବାପା। ସେମାନେ ପୋଲିସର ଦୂର୍ବଳ ତଦନ୍ତକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି। ଗୁରୁବାର ସେମାନେ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?