ଆଜି ଐତିହାସିକ ବଳଦଯାତ୍ରା: ଦୁଲୁକୁଛି ଭୁବନ
ଭୁବନ, ୮।୧୦(ଡି.ଏନ.ଏ.)-ଐତିହାସିକ ବଳଦଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଭୁବନ। ରଙ୍ଗବେରଙ୍ଗର ଆଲୋକମାଳା, ସୁଉଚ୍ଚ ତୋରଣ ସାଙ୍ଗକୁ ମେଢ ସାଜସଜ୍ଜା ଯାତ୍ରାକୁ କରିଦେଇଛି ଅଧିକ ଆକର୍ଷଣୀୟ। ବାଜାବାଣରେ ସହର ଦୁଲୁକୁଥିବାବେଳେ ବନ୍ଧୁବାନ୍ଧବଙ୍କ ଭିଡ଼ ସୃଷ୍ଟି କରିଛି ଉତ୍ସବମୁଖର ପରିବେଶ। ଚଳିତ ବର୍ଷ ଭୁବନରେ…
ଡେନମାର୍କ ଭିଜା ଲାଗି ସହାୟତା ଲୋଡ଼ିଲେ ସାଇନା
ହାଇଦ୍ରାବାଦ, ୮।୧୦: ଭାରତୀୟ ଷ୍ଟାର ଶଟଲର ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତ ଆସନ୍ତା ସପ୍ତାହରେ ହେବାକୁ ଥିବା ଡେନମାର୍କ ଓପନରେ ଅଂଶଗ୍ରହଣ କରି ନ ପାରନ୍ତି। ସେମାନଙ୍କୁ ଏ ପର୍ଯ୍ୟନ୍ତି ଭିଜା ମିଳିନାହିଁ। ଅଲିମ୍ପିକ୍ ଯୋଗ୍ୟତା ପ୍ରଦାନ କରାଯାଉଥିବା ବର୍ଷରେ…
ମଦ ବିରୋଧୀ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଲେ ମହିଳା
ଆନନ୍ଦପୁର,୮।୧୦(ସ୍ବ.ପ୍ର.)- ଖାଇବାକୁ ଗଣ୍ଡେ ପାଇଲୁନି କି ପିନ୍ଧିବାକୁ ଖଣ୍ଡେ ପାଇଲୁନି। ଆମ ପୁରୁଷମାନେ ମଦ ପିଇ ମାତାଲ ହେଲେ। ପୋଲିସକୁ ଜଣାଇଲୁ ହେଲେ ପୋଲିସ କହିଲା ଦଶହରା ସରୁ ଆମେ ଦେଖିବୁ। ଶେଷରେ ବାଧ୍ୟ ହୋଇ ମଦ ଦୋକାନ ଏବଂ ମଦୁଆଙ୍କୁ…
ସଫେଇ କର୍ମଚାରୀଙ୍କୁ ଆକ୍ରମଣ ପ୍ରତିବାଦରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ବାରିପଦା ଅଫିସ,୮ା୧୦- ବାରିପଦା ପୌର ପରିଷଦର ସଫେଇ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ କର୍ମଚାରୀମାନେ ମଙ୍ଗଳବାର ସକାଳେ ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ସୁରକ୍ଷା ଦାବି କରି ସଫେଇ କାର୍ଯ୍ୟ ବନ୍ଦ କରିଛନ୍ତି ।…
ପିତାଙ୍କ ଫିଲ୍ମରେ କାମ କରିବେ ଜାହ୍ନବି
ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ଭାବେ ପ୍ରଥମେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଶ୍ରୀଦେବୀଙ୍କ ଲଳନା ଜାହ୍ନବି କପୁର। ଏବେ ସେ ତାଙ୍କ ପିତା ବୋନି କପୁରଙ୍କ ପ୍ରଯୋଜିତ ଫିଲ୍ମ ‘ବମ୍ବେ ଗର୍ଲ’ରେ କାମ କରିବେ ବୋଲି ଶୁଣିବାକୁ ମିଳିଛି। ଏହାର…
ସାହାରପଡ଼ା ବ୍ଲକରେ ବିଜେଡିର ପଦଯାତ୍ରା
ପାଟଣା,୮ା୧୦( ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତ ନିକଟ ପଡ଼ିଆରୁ ମଙ୍ଗଳବାର ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ବଡ଼ବିଲ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଜିଲା ଯୁବ ବିଜେଡି ସଭାପତି ସୌମ୍ୟଶଙ୍କର ଚକ୍ରଙ୍କ ସଂଯୋଜନାରେ…
ଶେରଗଡ଼ ଆଖପାଖ ଅଞ୍ଚଳରେ ଓଷାକୋଠି ଆରମ୍ଭ
ଶେରଗଡ଼,୮ା୧୦(ଡି.ଏନ.ଏ.)- ଶେରଗଡ଼ ରମୁଣିସାହି ଓ ହରିଜନସାହିରେ ଓଷାକୋଠି ଯାତ୍ରା ଆରମ୍ଭ ହୋଇଛି। ଦୁଇ ସାହି ଲୋକେ ନିଜ ସାହିର କୋଠ ଘରେ ଏକତ୍ରିତ ହୋଇ ଓଷାକୋଠି ଚିତ୍ର ଆଙ୍କିଥିବା କାନ୍ଥରେ ଫୁଲଚନ୍ଦନ ଦେବାପରେ ମା’ ରାମଚଣ୍ଡୀଙ୍କ ଆଜ୍ଞାମାଳ ଆଣିଥିଲେ। ହରିଜନ ସାହିରେ…
୫୦ ହଜାର ଟଙ୍କାର ଶାଗୁଆନ କାଠ ଜବତ: ୩ ଗିରଫ
ଆନନ୍ଦପୁର,୮।୧୦(ସ୍ବ.ପ୍ର.)- ଆନନ୍ଦପୁର ବନଖଣ୍ଡ ଅଧୀନସ୍ଥ ପୀତାନାଉ ସଂରକ୍ଷିତ ଜଙ୍ଗଲର ବରକନ୍ୟା ଘାଟି ନିକଟରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଶାଗୁଆନ କାଠ ଜବତ ହୋଇଛି। ଏହି ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ…
ସିଦ୍ଧିଦାତା ବେଶରେ ଦର୍ଶନ ଦେଲେ ମା’ ଅମ୍ବିକା
ବାରିପଦା ଅଫିସ,୮ା୧୦- ବାରିପଦାର ଇଷ୍ଟଦେବୀ ମା’ ଅମ୍ବିକାଙ୍କ ପୀଠରେ ପାର୍ବଣ ଉପଲକ୍ଷେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ସୋମବାର ମା’ ସିଦ୍ଧିଦାତା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଦେବୀଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହୁଥିବା ଦେଖିବାକୁ ମିଳୁଛି।
ବିଦ୍ୟୁତ୍ଲତାଙ୍କ ଜୀବନ ନେଲା ବିଦ୍ୟୁତ୍, ବଞ୍ଚାଇବାକୁ ଆସି ପ୍ରାଣ ହରାଇଲେ ମମତା
ବାଣପୁର/ବାଲୁଗାଁ,୮ା୧୦(ଡି.ଏନ୍.ଏ.): ମଙ୍ଗଳବାର ଦଶହରା ପାଇଁ ସବୁଠି ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥିବାବେଳେ ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଧୀନ ବିଷ୍ଣୁପୁର ପଞ୍ଚାୟତର ତେନ୍ତୁଳିଡିହ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ସକାଳ ପ୍ରାୟ ୧୦ଟାରେ ଗ୍ରାମର ୨ଜଣ ମହିଳାଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ…
ରାବଣ ପୋଡ଼ି ପାଇଁ ପ୍ରସ୍ତୁତ ରାଜଧାନୀ
ଭୁବନେଶ୍ୱର, ୮ା୧୦(ବ୍ୟୁରୋ): ବିଜୟା ଦଶମୀରେ ପାପ, ଅହଙ୍କାର, ଅସତ୍ୟର ପ୍ରତୀକ ସ୍ବରୂପ ଦୁଷ୍ଟଶକ୍ତି ରାବଣ ଦହନ କରାଯିବ। ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ବଧ କରି ଧରାପୃଷ୍ଠରୁ ପାପଭାର ମୁକ୍ତ କରିଥିଲେ। ଏଥିପାଇଁ ଆଜି ଦିନରେ ରାବଣ ପୋଡ଼ି ଉତ୍ସବ…
ବଞ୍ଚିଥିବା ଯାଏ କରିବେ ଅଭିନୟ
ମୁମ୍ବାଇ: ବଲିଉଡ୍ ନାୟିକା କରିନା କପୁର ଖାଁ ବେବୋ ନାଁରେ ବେଶ୍ ପରିଚିତ। ତାଙ୍କ ଅଭିନୟକୁ ନେଇ ସେ ଯେତିକି ଚର୍ଚ୍ଚିତ ତାଙ୍କ ପର୍ସନାଲ ଲାଇଫକୁ ନେଇ ମଧ୍ୟ ସେ ସେତିକି ଚର୍ଚ୍ଚିତ। ନିକଟରେ ଏକ ସାକ୍ଷାତ୍କାରରେ କରିନା କହିଛନ୍ତି, ଅଭିନୟ…

