୪ ସନ୍ତାନ ଜନ୍ମ ଦେଲେ ମହିଳା
ସୁବର୍ଣ୍ଣପୁର,୮।୧୦(ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ଝିଙ୍କି ଗାଁର ଜଣେ ମହିଳା ମଙ୍ଗଳବାର ୪ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ତେବେ ନବଜାତ ୪ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପୂର୍ଣ୍ଣବିକଶିତ ହୋଇ ନ ଥିବାରୁ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ ଅସୁସ୍ଥ ଅଛନ୍ତି।…
ବିଦ୍ୟାଳୟରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ଘଟଣା: ପ୍ରେମିକାଙ୍କୁ ଉଠାଇ ଆଣିଲା ପୋଲିସ
ଜଗତ୍ସିଂହପୁର ଅଫିସ,୮ା୧୦: ବାଲିକୁଦା ଥାନା ଅଢଙ୍ଗ ପଞ୍ଚାୟତ ଦାଗାଁ ବିଦ୍ୟାଳୟ (ବାତ୍ୟା ଆଶ୍ରୟସ୍ଥଳ) ବିଲ୍ଡିଂରେ ଗତ ୫ତାରିଖ ରାତିରେ ସନ୍ଦେହଜନକ ଭାବେ ପୋଡ଼ି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ପ୍ରଥମେ ମୃତକଙ୍କ ପରିଚୟ ମିଳି ନ ଥିବାବେଳେ ଗତ ୭ତାରିଖରେ…
୧୦ରୁ ମୌସୁମୀର ପ୍ରତ୍ୟାବର୍ତ୍ତନ
ଭୁବନେଶ୍ୱର,୮ା୧୦(ବ୍ୟୁରୋ): ଚଳିତବର୍ଷ ବିଳମ୍ବରେ ଆସିଥିବା ମୌସୁମୀ ଏ ପର୍ଯ୍ୟନ୍ତ ପ୍ରତ୍ୟାବର୍ତ୍ତନ କରିନାହିଁ। ଆସନ୍ତା ୧୦ତାରିଖରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ। ମୌସୁମୀର ଏହା ସବୁଠାରୁ ବିଳମ୍ବିତ ପ୍ରତ୍ୟାବର୍ତ୍ତନ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଦକ୍ଷିଣ-ପଶ୍ଚିମ…
‘ଛୋଟୁ ରିପୋର୍ଟର୍’ ସୋସିଆଲ୍ ମିଡିଆରେ ଭାଇରାଲ୍
ଚଣ୍ଡିଗଡ,୮।୧୦: ଆଜିକାଲି ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଛୋଟୁ ରିପୋର୍ଟରଙ୍କ ଭିଡିଓ। ଯେଉଁ ବୟସରେ ପିଲା ସ୍କୁଲ ଯାଆନ୍ତି, ଖେଳରେ ମାତିଥାନ୍ତି ସେହି ବୟସରେ ହାତରେ ବୁମ୍ ଧରି ଗୋଲ୍ଡି ଗୋଏତ୍ ବିଭିନ୍ନ ରାଜନେତାଙ୍କ ବାଇଟ୍ ନେଉଛନ୍ତି। ଗୋଲ୍ଡିଙ୍କର ଏକ ୟୁଟ୍ୟୁବ୍…
ବାଲାକୋଟ ଏୟାର ଷ୍ଟ୍ରାଇକ୍ ୟୁନିଟ୍ ସମ୍ମାନୀତ
ନୂଆଦିଲ୍ଲୀ,୮।୧୦: ବାଲାକୋଟ ଏୟାର ଷ୍ଟ୍ରାଇକ୍ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୟୁନିଟ୍କୁ ମଙ୍ଗଳବାର ବାୟୁସେନା ଦିବସ ଅବସରରେ ସମ୍ମାନୀତ କରାଯାଇଛି। ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ୫୧-ସ୍କ୍ବାଡ୍ରନ୍କୁ ବାୟୁସେନା ସମ୍ମାନୀତ କରିଛି। କମାଣ୍ଡିଙ୍ଗ୍ ଅଫିସର ଗ୍ରୁପ୍ କ୍ୟାପଟେନ୍ ସତୀଶ୍ ପଓ୍ବାର ଏହି…
କଶ୍ମୀର ପାକିସ୍ତାନର: ମୁଶରଫ
ଇସ୍ଲାମାବାଦ,୮।୧୦: ପାକିସ୍ତାନର ପୂର୍ବତନ ସେନାମୁଖ୍ୟ ପରଭେଜ ମୁଶରଫ ପୁଣିଥରେ ସକ୍ରିୟ ରାଜନୀତିରେ ଯୋଗଦେବେ ବୋଲି ଶୁଣିବାକୁ ମିଳିଛି। ଆଉ ଫେରିବା ପୂର୍ବରୁ ସେ ପୁଣିଥରେ ଭାରତ ଉପରେ ଥିବା ତାଙ୍କର ରାଗକୁ ପ୍ରକାଶ କରିଛନ୍ତି। ମୁଶରଫ କହିଛନ୍ତି କଶ୍ମୀର ପାକିସ୍ତାନର ରକ୍ତରେ…
ବଜ୍ରପାତରେ ଚାଷୀଙ୍କ ଜୀବନ ଗଲା
ଦିଗପହଣ୍ଡି, ୮ା୧୦(ଡି.ଏନ୍.ଏ.)- ଦିଗପହଣ୍ଡି ପୋଲିସ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୧ ଟା ରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚତ୍ ଜଣେ ଚାଷୀଙ୍କ ମୃତଦେହ ଜବତ କରିଛନ୍ତି। ସେ ହେଲେ ନିମଖଣ୍ଡିପେଣ୍ଠ ପଞ୍ଚାୟତ ପନାଡ ଗାଁ ଗୌଡସାହିର ରବି ଗୌଡ।…
ଉତ୍ତରପ୍ରଦେଶରେ ଆସନ୍ତା ୫୦ ବର୍ଷ ଧରି ଆସିବ ଭାଜପା ସରକାର: କେଶବ ପ୍ରସାଦ ମୌର୍ଯ୍ୟ
ଲକ୍ଷ୍ନୌ,୮।୧୦: ଉତ୍ତରପ୍ରଦେଶରେ ଆସନ୍ତା ୫୦ ବର୍ଷ ପର୍ଯ୍ୟନ୍ତ ଭାଜପା ସରକାର ଆସିବ ବୋଲି ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି। ପୂର୍ବରୁ ଅଖିଳେଶ ଯାଦବ କହିଥିଲେ ଯେ, ୨୦୨୨ରେ ରାଜ୍ୟରେ ସମାଜବାଦୀ ପାର୍ଟି ସରକାର ଗଠନ କରିବ। ଏହାର ଜବାବରେ…
୮୦ବର୍ଷିୟା ଆମ୍ମା ହେଲେ ଅନ୍ତର୍ଜାତୀୟ ଷ୍ଟାର୍
ଯୋଦ୍ଧାଇୟା ବାଇ ବୈଗା। ବୟସ ୮୦। ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଉମରିଆ ଜିଲାର ଏକ ଛୋଟ ଗ୍ରାମ ଲୋଢାରେ ରୁହନ୍ତି ସେ। ପାଠ ଆଦୌ ପଢି ନ ଥିଲେ ମଧ୍ୟ ନିଜ ଅଦ୍ଭୁତ କଳା ଯୋଗୁ ସେ ଆଜି ଅନ୍ତର୍ଜାତୀୟ ଷ୍ଟାର୍…
ସିମନବାଡ଼ିରେ ପାଳନ ହେଲା ଦଶହରା
ଦାରିଙ୍ଗବାଡ଼ି,୮।୧୦(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିରେ ଭାଇଚାରାରେ ପାଳନହେଲା ଦଶହରା ପର୍ବ ା ମା’ଦୁର୍ଗାଙ୍କ ମୃଣ୍ମୟ ମୁର୍ତ୍ତିକୁ ପୂଜାର୍ଚ୍ଚନା ସହ ଦର୍ଶନ ପାଇଁ ଭିଡ଼ ଜମିଥିଲା। ସେହିପରି ସିମନବାଡ଼ି ପାଟଖଣ୍ଡଢା ମନ୍ଦିର ସମେତ ମହାମାୟୀ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି…
ମହିଳାଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସଚେତନତା ପାଇଁ ହାତରେ ସାନିଟାରୀ ନାପ୍କିନ୍ ଧରି ଗରବା ନୃତ୍ୟ କଲେ ଶିକ୍ଷାର୍ଥୀ
ସୁରଟ,୮।୧୦: ଗୁଜରାଟରେ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନିଂ ଟେକ୍ନୋଲୋଜିର ଶିକ୍ଷାର୍ଥୀ ଏବଂ ଅଧ୍ୟାପକ ଏକ ନିଆରା ଢ଼ଙ୍ଗରେ ଗରବା ନୃତ୍ୟ କରିଛନ୍ତି। ଏହା ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେମାନେ ମହିଳାଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସଚେତନତା ପାଇଁ ହାତରେ ସାନିଟାରୀ…
କେନାଲ ବୁଡ଼ି ଜଣେ ମୃତ
ପରଜଙ୍ଗ, ୮।୧୦(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ କଟାବାହାଳ ଗ୍ରାମର ଜଣେ ବୃଦ୍ଧ କେନାଲରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଲେ ବସନ୍ତ ବେହେରା (୫୯)। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ସୋମବାର ମଧ୍ୟାହ୍ନରେ ବସନ୍ତ କଟାବାହାଳ ଶାଖା କେନାଲ ହୁଡା ଦେଇ…

