Home Left

ମଦ ପିଆକୁ କେନ୍ଦ୍ର କରି ଭୁଜାଲି ମାଡ଼: ଜଣେ ମୃତ, ୪ ଗୁରୁତର

ସୋହେଲା,୯।୧୦(ଡି.ଏନ.ଏ.): ବରଗଡ ଜିଲା ସୋହେଲାରେ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଖେଳ ପଡ଼ିଆରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଦେଖିବାକୁ ପଶ୍ଚିମ ଓଡ଼ିଶା ତଥା ଛତିଶଗଡ଼ ରାଜ୍ୟର ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ରାତି ପ୍ରାୟ ୧ଟା ସମୟରେ…

୧୩ ବର୍ଷର ବାଳକଙ୍କ ଉପରେ ପଡିଗଲା ରାବଣ ପ୍ରତିକୃତି

ନୂଆପଡା ଅଫିସ୍‌,୯।୧୦: ନୂଆପଡା ଜିଲା କୋମନା ଥାନା କାଣ୍ତେତରା ଗାଁରେ ରାବଣ ପ୍ରତିକୃତି ପଡି ଜଣେ ୧୩ ବର୍ଷର ବାଳକ ଗୁରୁତର ଆହତ ହୋଇଛି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, କାଣ୍ତେତରା ଗାଁରେ ରାବଣ ପୋଡି ଉତ୍ସବ…

ମୂର୍ତ୍ତି ବିସର୍ଜନବେଳେ ଅଘଟଣ: ପାଣିରେ ବୁଡି ଗଲା ୭ ଜଣଙ୍କ ଜୀବନ

ଢୋଲପୁର,୯।୧୦: ରାଜସ୍ଥାନର ଢୋଲପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନବେଳେ ବୁଡିଯାଇ ୭ଜଣଙ୍କ ମୃତ୍ୟୁ ଘଟିଛି। ପାର୍ବତ ନଦୀରେ ମୂର୍ତ୍ତି ବିସର୍ଜନବେଳେ ଏଭଳି ଅଘଟଣ ଘଟିଥିବା ଢୋଲପୁର ଜିଲାପାଳ ରାକେଶ ଜଶଓ୍ବାଲ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର…

କଂଗ୍ରେସର ଭବିଷ୍ୟତ ଅନିଶ୍ଚିତ:ସଲମାନ ଖୁର୍ସିଦ

ନୂଆଦିଲ୍ଲୀ,୯।୧୦:କଂଗ୍ରେସ ଏପର୍ଯ୍ୟନ୍ତ ନିର୍ବାଚନ ପରାଜୟକୁ ଭୁଲି ପାରିନାହିଁ। ଏବେ ବି ଦଳ ସଂଘର୍ଷ ଦେଇ ଗତି କରୁଛି, ଆଗକୁ ଏମିତି ଜାରି ରହିଲେ ଦଳର ଭବିଷ୍ୟତ ଅନିଶ୍ଚିତ ହୋଇଯିବ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସଲମାନ ଖୁର୍ସିଦ…

କୋଟିପତି ବେକେରି ମାଲିକାଣୀ ‘ଯଶମିନ୍‌’: ଯାହାଙ୍କ ପାଖରେ ହାର୍‌ ମାନିଛି କ୍ୟାନ୍‌ସର

ଇନ୍ଦୋର: ନୂଆ କରି ଆରମ୍ଭ କରିଥିଲେ ଛୋଟିଆ କେକ୍‌ ଦୋକାନଟିଏ। ୨ଜଣ ସହକର୍ମୀଙ୍କୁ ନେଇ ଆଗକୁ ବଢ଼ିବା ବେଳକୁ ଦାରୁଣ ହେଲା ସମୟ। ମାଡ଼ିବସିଲା ଦୁରାରୋଗ୍ୟ କର୍କଟ। ହେଲେ ସେ ମାନିଲେନି ହାର୍‌। ଜୀବନ ମରଣ ଦୋଛକିରେ ଛିଡ଼ା ହୋଇ ରୋଗଣା…

ରାଫାଲ ବିମାନକୁ ଖରାପ ନଜରରୁ ରକ୍ଷା କରିବ ଲେମ୍ବୁ

ପ୍ୟାରିସ,୯।୧୦: ମଙ୍ଗଳବାରଠାରୁ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ରାଫାଲ। ଫ୍ରାନ୍ସ ଗସ୍ତରେ ଏହି ଡିଲ୍‌ର ପ୍ରଥମ ଯୁଦ୍ଧ ବିମାନ ଗ୍ରହଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଅବସରରେ ଫ୍ରାନ୍ସରେ ଭାରତୀୟ ପରମ୍ପରା ରୀତିନୀତିର ଝଲକ ଦେଖିବାକୁ…

ପିଲାମାନେ କାହିଁକି ହୁଅନ୍ତି ବାଉଁଆ ବା ଲେପ୍ଟି

ସାଧାରଣତଃ ଅଧିକାଂଶ ଲୋକେ ସବୁକାମ ପାଇଁ ଡାହାଣ ହାତର ବ୍ୟବହାର କରିଥାଆନ୍ତି। କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ବେଶି ବାମ ହାତ ବ୍ୟବହାର କରନ୍ତି। ଏଭଳି ପିଲାମାନଙ୍କୁ ବା ବ୍ୟକ୍ତିଙ୍କୁ ବାଉଁଆ ବା ଲେପ୍ଟି ବୋଲି କୁହାଯାଏ। ଏମାନେ…

ଗରମ ଚା’ ପିଉଥିଲେ…

ଗରମ ଚା’ ପିଇବା ଦ୍ୱାରା ଗଳା କ୍ୟାନସର୍‌ର ଆଶଙ୍କା ରହିଛି। ନିକଟରେ ହୋଇଥିବା ଏକ ଗବେଷଣା ତଥ୍ୟରୁ ଏହା ଜାଣିବାକୁ ମିଳିଛି। ଗବେଷଣାର ତଥ୍ୟ ଅନୁଯାୟୀ ଯେଉଁମାନେ ଦୈନନ୍ଦିନ ୭୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାର ଚା’ ପିଇଥାନ୍ତି, ସେମାନଙ୍କ ମଧ୍ୟରେ ଏହି…

ସିଝା କଦଳୀ ସ୍ବାସ୍ଥ୍ୟପାଇଁ ଭଲ

କଦଳୀ ଖାଇଲେ ଅନେକ ଲାଭ ମିଳିଥାଏ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି। ୟୁରୋପିଆନ ଏକାଡେମୀ ଅଫ୍‌ ଆୟୁର୍ବେଦର ସୂଚନା ଅନୁଯାୟୀ, ସିଝା କଳଦୀ ରାତିରେ ଖାଇଲେ ଏହା ଶରୀରରେ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। -କଞ୍ଚା କଦଳୀରେ ଥିବା କ୍ୟାଲସିୟମ…

ପେଟ ରୋଗରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ ନଖ ଉଷୁମ ପାଣିରେ ମିଶାଇ ଖାଆନ୍ତୁ ଏହାକୁ…

ଶରୀରକୁ ସୁସ୍ଥ ରଖିବା ପାଇଁ ପାକସ୍ଥଳୀରେ ଥିବା ଏସିଡ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେବେ ବେଳେବେଳେ କୌଣସି କାରଣରୁ ଏହା ସ୍ବାଭାବିକ ଭାବେ କାମ କରି ନ ଥାଏ। ଏହାକୁ ନିୟନ୍ତ୍ରିତ କରିବା ପାଇଁ ଆୟୁର୍ବେଦରେ ଅନେକ ପରାମର୍ଶ…

ଅନ୍ୟ ସମ୍ପ୍ରଦାୟରେ ବିବାହ କରିଛନ୍ତି ଏହିସବୁ କ୍ରିକେଟର

ଭାରତୀୟ କ୍ରିକେଟରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନେ ଅନ୍ୟ ସମ୍ପ୍ରଦାୟରେ ବିବାହ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେମିତି କିଛି କ୍ରିକେଟଙ୍କ ସମ୍ପର୍କରେ ଜାଣନ୍ତୁ ମହମ୍ମଦ କୈଫ୍‌ ଭାରତୀୟ କ୍ରିକେଟରେ ଜଣେ ଜବରଦସ୍ତ ଫିଲ୍ଡର ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?