ମାନେଶ୍ୱର ରାବଣ ପୋଡ଼ି: ରାମଙ୍କ ବଦଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ; ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ
ସମ୍ବଲପୁର,୯।୧୦ (ବ୍ୟୁରୋ): ସମ୍ବଲପୁର ସହର ଉପକଣ୍ଠ ସାର୍ବଜନୀନ ଦୁର୍ଗାପୂଜା ଧୁମ୍ଧାମ୍ରେ ପାଳନ ହୋଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ରାବଣ ପୋଡି ପାଇଁ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ସରିଥିଲା । ରୀତିନୀତି ଅନୁସାରେ ରାମ, ଲକ୍ଷ୍ମଣ ଶୋଭାଯାତ୍ରାରେ ଆସି ରାବଣ ଦେହରେ ଅଗ୍ନି ସଂଯୋଗ…
ମହାନଦୀରେ ଯୁବତୀ ଭାସିଯିବା ଘଟଣା: ୭୨ ଘଣ୍ଟା ପରେ ବି ମିଳିନି ପତ୍ତା
ସମ୍ବଲପୁର,୯ା୧୦(ବ୍ୟୁରୋ): ସମ୍ବଲପୁର ଦେଇ ବହିଯାଇଥିବା ମହାନଦୀକୁ ଗାଧୋଇବାକୁ ଯାଇ ରବିବାର ୬ ଯୁବତୀ ନଦୀରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ମାତ୍ର କ୍ଷେତରାଜପୁର ଥାନା ବଙ୍ଗଳାପଡ଼ାର ପିଙ୍କି ବିଶ୍ୱକର୍ମା(୧୪)ଙ୍କର ୭୨ ଘଣ୍ଟାପରେ ବି କୌଣସି ପତ୍ତା ମିଳିପାରି…
କାର୍ତ୍ତିକ-କିଆରାଙ୍କ ଅଭିନୀତ ‘ଭୁଲ ଭୁଲୈୟା-୨’ର ସୁଟିଂ ଆରମ୍ଭ
ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ୟନ ଏବଂ ଅଭିନେତ୍ରୀ କିଆରା ଆଡଓ୍ବାନୀଙ୍କ ଆଗାମୀ ଫିଲ୍ମ ‘ଭୁଲ ଭୁଲୈୟା-୨’ର ସୁଟିଂ ଆରମ୍ଭ ହୋଇଛି। କାର୍ତ୍ତିକ ନିଜେ ଇଷ୍ଟାଗ୍ରାମ୍ରେ ଏକ ଫଟୋ ଶେୟାରକରି ପ୍ରଶଂସକଙ୍କୁ ଏହା ଜଣାଇଛନ୍ତି। ଫଟୋରେ ଅର୍ଜୁନଙ୍କ ସହ କିଆରାଙ୍କୁ ମଧ୍ୟ ଦେଖିବାକୁ…
ଭାଙ୍ଗିଲା ଶହେ ବର୍ଷର ପରମ୍ପରା: ଯମୁନାରେ ହେଲାନାହିଁ ଦୁର୍ଗାଙ୍କ ବିସର୍ଜନ
ନୂଆଦିଲ୍ଲୀ,୯।୧୦: ଦୂର୍ଗାପୂଜାକୁ ନେଇ ଏଥର ଇତିହାସ ରଚିଛି ରାଜଧାନୀ ଦିଲ୍ଲୀ। ଶହେ ବର୍ଷର ପରମ୍ପରାକୁ ଭାଙ୍ଗିଛି। ପ୍ରଦୂଷଣକୁ ରୋକିବା ପାଇଁ କୌଣସି ମୂର୍ତ୍ତିକୁ ଯମୁନାରେ ବିସର୍ଜନ ହେବାକୁ ଦିଆଯାଇନାହିଁ। ଏହାର ପ୍ରତିଟି ଘାଟରେ ପୋଲିସ ଜଗି ରହିବା ସହ ସେଠାକୁ ବିସର୍ଜନ…
ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା, କୁଡ଼ିଆରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର
ବଣାଇଁ,୯।୧୦(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଲହୁଣିପଡ଼ା ଥାନା କୁଳିପୋଷ ଗ୍ରାମ ସଲଗ୍ନ ଶାଗୁଳିହୁଡ଼ି, ଖଡ଼ିଆମୁଣ୍ଡା ଜଙ୍ଗଲରେ ରହୁଥିବା ଜଣେ ବୃଦ୍ଧଙ୍କୁ ମଙ୍ଗଳବାର ରାତିରେ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଖଇରୁ ନାୟକ ଓରଫ ନିଳାଦ୍ରୀ(୬୫)। ସେ ଝଡ଼ାଫୁଙ୍କା…
ମର୍ନିଂଓ୍ବାକ୍ ବେଳେ ଅଜଣା ଗାଡ଼ି ଧକ୍କାରେ କ୍ରଶର ମ୍ୟାନେଜର ମୃତ
ବରଗଡ଼ ଅଫିସ,୯।୧୦: ବରଗଡ଼-ସୋହେଲା ରାସ୍ତାର ସାଉନ୍ତପୁର ନିକଟରେ ବୁଧବାର ଭୋର ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ କ୍ରଶର ମାଲିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବରଗଡ଼ ଜିଲା ତାଲଶ୍ରୀଗିଡ଼ା ନିବାସୀ ରଜତ ଷଡଙ୍ଗୀ। ପ୍ରକାଶ ଯେ, ରଜତ ସାଉନ୍ତପୁରରେ…
୨ ରୋଗୀଙ୍କୁ ସହାୟତାର ହାତ ବଢ଼ାଇଲେ କୋରାପୁଟ ସହକାରୀ ଜିଲାପାଳ
କୋରୁକୋଣ୍ଡା, ୯।୧୦(ଡି.ଏନ୍.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଗୁରୁବାର କୋରାପୁଟ ସହକାରୀ ଜିଲାପାଳ ଆଲୋକ କୁମାର ଅନୁଗୁଳିଆ ଗସ୍ତ କରିଥିଲେ। ଏହି ଅବସରରେ ଆର୍ଥିକ ଦୁର୍ବଳତା ଯୋଗୁ ଚିକିତ୍ସା ହୋଇପାରୁ ନ ଥିବା ୨ ରୋଗୀଙ୍କ ବିଷୟରେ ସହକାରୀ…
କନ୍ଧପଡ଼ାରେ ଦଶହରା: ପୂଜାରେ ଯୋଗଦାନ ପାଇଁ ୬ଜଣ ସମ୍ମାନିତ
ମାଧପୁର, ୯।୧୦(ଡି.ଏନ୍.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡାରେ ମା’ ଦୁର୍ଗାଙ୍କ ୪୮ତମ ଦଶହରା ଉତ୍ସବ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି। ଅଷ୍ଟମୀରେ ଆଠମଲ୍ଲିକର ଯୁବରାଜ ତଥା ଭାଜପା ଯୁବନେତା ପରେଶ ଦେଓ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ଉତ୍ସବକୁ ଉଦ୍ଘାଟନ…
ଅଭିନନ୍ଦନଙ୍କୁ ଦେଖି ସଚିନ ତେନ୍ଦୁଲକରଙ୍କ ଲୋମ ଟାଙ୍କୁରି ଉଠିଲା
ଗାଜିଆବାଦ,୯।୧୦:ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ସୋମବାର ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଗାଜିଆବାଦରେ ହିଣ୍ଡୋନ ଏୟାର ବେସ୍ରେ ପହଞ୍ଚିଥିଲେ। ଏହି ଅବସରରେ ପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ମଧ୍ୟ ନିଜ ଯୁଦ୍ଧ କୌଶଳ…
ପୋଲିସ ବାବୁଙ୍କ ମୁଣ୍ଡରୁ ଉକୁଣି ବାଛୁଚି ମାଙ୍କଡ଼: ଭିଡିଓ ଭାଇରାଲ
ଲକ୍ଷ୍ନୌ,୯।୧୦: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଏକ ମାଙ୍କଡ଼ ଜଣେ ପୋଲିସ ଇନ୍ସପେକ୍ଟରଙ୍କ ମୁଣ୍ଡରୁ ଉକୁଣି ବାଛୁଚି। ଏହା ଉତ୍ତର ପ୍ରଦେଶର ପିଲିଭିତ ଜିଲାର ବୋଲି ଜଣାପଡିଛି। ଇନ୍ସପେକ୍ଟର ଜଣଙ୍କ ପୋଲିସ…
କଂଗ୍ରେସ ନିକଟରେ ନା ଅଛି ନେତା ନା ନୀତି ନା କୌଣସି ଉଦ୍ଦେଶ୍ୟ: ଭାଜପା
ନୂଆଦିଲ୍ଲୀ,୯।୧୦: କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ଦଳର ବିଜୟକୁ ନେଇ ଯେଉଁ ବୟାନ ଦେଲେ ଏବେ ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଟୁଇଟ୍ କରି ଭାଜପା କହିଛି କଂଗ୍ରେସ ନିକଟରେ ନା ଅଛନ୍ତି କେହି ନେତା ନା ନୀତି…
ମୁମ୍ବାଇ ଲୋକାଲ୍ ଟ୍ରେନ୍ରେ ନିଆଁ
ମୁମ୍ବାଇ,୯।୧୦: ମୁମ୍ବାଇର ଏକ ଲୋକାଲ୍ ଟ୍ରେନ୍ରେ ବୁଧବାର ସକାଳେ ନିଆଁ ଲାଗି ଯାଇଥିବା ଜଣାପଡିଛି। ପନବେଲ ଯାଉଥିବା ଏହି ଟ୍ରେନ୍ରେ ଓ୍ବାସି ରେଲଓ୍ବେ ଷ୍ଟେଶନରେ ନିଆ ଲାଗିଥିବା ଜଣାପଡିଥିଲା। ଏହାପରେ ତୁରନ୍ତ ଟ୍ରେନ୍କୁ ଓ ସମ୍ପୂର୍ଣ୍ଣ ଷ୍ଟେଶନକୁ ଖାଲି କରାଯାଇଥିବାରୁ ଏକ…

