Home Left

ଭାସମାନ ଗ୍ରାମ

ପୋର୍ଟୋ-ନୋଭୋ: ପଶ୍ଚିମ ଆଫ୍ରିକୀୟ ଦେଶ ବେନିନ୍‌ରେ ଏପରି ଏକ ଗ୍ରାମ ରହିଛି, ଯାହା ନିଜର ଅନନ୍ୟ ଗଠନ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଦକ୍ଷିଣ ବେନିନ୍‌ର ବନ୍ଦର ସହର କୋଟୋନୁ ନିକଟରେ ଥିବା ନୋକୋଉ ହ୍ରଦର ମଧ୍ୟଭାଗରେ ଏହି ଗ୍ରାମ ଅବସ୍ଥିତ।…

ବାଲୋଚିସ୍ତାନ ଲିବରେସନ ଆର୍ମୀକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ,୧୨ା୮: ଆମେରିକା ସୋମବାର ବାଲୋଚିସ୍ତାନ ଲିବରେସନ ଆର୍ମୀ (ବିଏଲଏ) ଏବଂ ଏହାର ସହଯୋଗୀ ମଜିଦ ବ୍ରିଗେଡ଼କୁ ବିଦେଶୀ ଆତଙ୍କବାଦୀ ସଂଗଠନ (ଏଫଟିଓ) ଭାବେ ଘୋଷଣା କରିଛି। ମଜିଦ ବ୍ରିଗେଡ଼କୁ ମଧ୍ୟ ବିଏଲଏର ପୂର୍ବ ନିର୍ଦ୍ଦିଷ୍ଟ ବିଶ୍ୱବ୍ୟାପୀ ଆତଙ୍କବାଦୀ (ଏସଡିଜିଟି) ସଂଗଠନ ଘୋଷଣା…

ଏସିଆ କପର ପ୍ରକୃତ ବାଦଶାହା କିଏ, କୋହଲି ନା ବାବର ଆଜମ? ରେକର୍ଡ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୧୨।୮: ଏସିଆ କପ ୨୦୨୫ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଏହି ଟୁର୍ନାମେଣ୍ଟ ୯ ସେପ୍ଟେମ୍ବରରୁ UAEରେ ଆରମ୍ଭ ହେବ ଏବଂ ୧୪ ସେପ୍ଟେମ୍ବରରେ କ୍ରିକେଟ ପ୍ରଶଂସକମାନେ ସବୁଠାରୁ ବଡ଼ ରୋମାଞ୍ଚକର ମ୍ୟାଚ, ଭାରତ ବନାମ ପାକିସ୍ତାନ ଦେଖିବାକୁ ପାଇବେ। ଏଥର…

ନାବାଳିକାଙ୍କ ଆତ୍ମାହୁତି ଘଟଣା: କାମଦେଲାନି ସରକାରୀ କଟକଣା

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବାଲେଶ୍ୱର ଏଫ୍‌.ଏମ୍‌ ସ୍ବୟଂସାଶିତ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣା ପରେ ରାଜ୍ୟ ସରକାର ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ଉପରେ କଟକଣା ଜାରି କରିଥିଲେ। ମାତ୍ର ସରକାରଙ୍କ ଏହି କଟକଣା ସଠିକ୍‌ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ସୋମବାର ବରଗଡ଼…

୫ ବର୍ଷରେ ମରିଛନ୍ତି ୪୦୫, ମାରିଛନ୍ତି ୬୨୪

ଭୁବନେଶ୍ୱର,୧୨ା୮(ରବିନାରାୟଣ ଜେନା):ମଣିଷ ଏକ ସାମାଜିକ ପ୍ରାଣୀ, ଯିଏକି ସମାଜ ଭିତରେ ରୁହେ। ହାତୀ ଏକ ବନ୍ୟପ୍ରାଣୀ, ଯାହାର ବାସସ୍ଥାନ ଜଙ୍ଗଲ। କିନ୍ତୁ ପରିସ୍ଥିତି ଏବେ ଏ ଦୁହିଙ୍କ ଭିତରେ ଶତ୍ରୁତା ସୃଷ୍ଟି କରିଛି। ଜନସଂଖ୍ୟା ବୃଦ୍ଧି ହେଉ କିମ୍ବା ମଣିଷର ଜୀବନଶୈଳୀରେ…

ଏକା ବଂଶରେ ପ୍ରେମ କରିବାରୁ ପ୍ରେମୀ ଯୁଗଳଙ୍କୁ ବଳଦ ଦଣ୍ଡ

ବନ୍ଧୁଗଁା,୧୨।୮ (ବେଣୁଧର ଲାବାଲା): ପରମ୍ପରା ଆଗରେ ପ୍ରଶାସନର ଜନ ସଚେତନତା ପଛରେ ପଡ଼ିଛି। ଏପରି ଅମାନବୀୟ କାର୍ଯ୍ୟକଳାପକୁ ରୋକିବାକୁ ସରକାରୀ ସ୍ତରରେ ଚେଷ୍ଟା ଚାଲିଥିବା ବେଳେ କମୁନି ଅନ୍ଧବିଶ୍ୱାସ। କିଛି ଦିନ ତଳେ ରାୟଗଡ଼ା ଜିଲାର କଞ୍ଜାମଯୋଡ଼ି ଓ କୋରାପୁଟ ଜିଲା…

କେବେ ପୂରଣ ହେବ ମୁଖ୍ୟମନ୍ତ୍ରୀଙ୍କ ୩୧ ନିର୍ଦ୍ଦେଶନାମା: ସଚିବଙ୍କୁ ମୁଖ୍ୟ ସଚିବଙ୍କ ତାଗିଦ

ଭୁବନେଶ୍ୱର,୧୨ା୮(ରବିନାରାୟଣ ଜେନା):୨୦୩୬ ମସିହା ସୁଦ୍ଧା ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଗଣିତ ହେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହାକୁ ପୂରଣ କରିବା ପାଇଁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହିତ ଦିନରାତି ଉଦ୍ୟମ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ…

ବିବାହ କରିବାକୁ ଯାଉଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ, ୮ ବର୍ଷ ପରେ ପ୍ରେମିକାଙ୍କ ସହ କଲେ ନିର୍ବନ୍ଧ

ନୂଆଦିଲ୍ଲୀ,୧୨।୮: ବିଶ୍ୱ ପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ୫ ସନ୍ତାନର ବାପା ରୋନାଲ୍ଡୋଙ୍କ ସାଥୀ ଜର୍ଜିନା ରଡ୍ରିଗ୍ସ ଇନଷ୍ଟାଗ୍ରାମରେ ଏପରି ଏକ ପୋଷ୍ଟ କରିଛନ୍ତି, ଯାହା ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି। ପ୍ରକୃତରେ,…

ଭାରତକୁ ଗାତରେ ପକାଇବାକୁ ଭାବିଥିଲା ପାକିସ୍ତାନ, ଶେଷରେ ନିଜେ ପଡ଼ିଲା, ଜାଣନ୍ତୁ କିପରି

ଇସଲାମାବାଦ,୧୧।୮: ଭାରତୀୟ ବିମାନ ସେବା ପାଇଁ ଆକାଶ ମାର୍ଗ ବନ୍ଦ କରିବା ପାଇଁ ପାକିସ୍ତାନର ବିମାନବନ୍ଦର କର୍ତ୍ତୃପକ୍ଷ ଭାରୀ ମୂଲ୍ୟ ଦେଉଛି। ମାତ୍ର ଦୁଇ ମାସ ମଧ୍ୟରେ ପାକିସ୍ତାନକୁ ୪.୧ ବିଲିୟନ ଟଙ୍କା (୧୨୭ କୋଟି ଭାରତୀୟ ଟଙ୍କା) କ୍ଷତି ସହିବାକୁ…

କପିଲ ଶର୍ମାଙ୍କ ସୁରକ୍ଷା ବଢାଇଲା ପୋଲିସ: ସଲମାନଙ୍କ ସହ ବନ୍ଧୁତା ପଡ଼ିଲା ମହଙ୍ଗା

ମୁମ୍ବାଇ: କପିଲ ଶର୍ମାଙ୍କ କାଫେ ଉପରେ ଆକ୍ରମଣ ପରେ, ମୁମ୍ବାଇ ପୋଲିସ ସତର୍କ ହୋଇଯାଇଛି। ପୋଲିସ ହାସ୍ୟ ଅଭିନେତାଙ୍କ ସୁରକ୍ଷା ବୃଦ୍ଧି କରିଛି। କପିଲଙ୍କ ରେଷ୍ଟୁରାଣ୍ଟରେ ଶେଷ ଥର ପାଇଁ ୮ ଅଗଷ୍ଟରେ ଆକ୍ରମଣ ହୋଇଥିଲା, ଯାହା ଗୋଟିଏ ମାସ ମଧ୍ୟରେ…

ବାଂଲାଦେଶରୁ ଝୋଟ ଜାତୀୟ ଦ୍ରବ୍ୟ ଆମଦାନୀ ଉପରେ ବ୍ୟାନ ଲଗାଇଲା ଭାରତ

ନୂଆଦିଲ୍ଲୀ,୧୧ା୮: ଭାରତ ଓ ବାଂଲାଦେଶ ମଧ୍ୟରେ ତିକ୍ତ ସମ୍ପର୍କ ମଧ୍ୟରେ ଭାରତ ସୋମବାର ବାଂଲାଦେଶରୁ ଝୋଟ ଜାତୀୟ ଦ୍ରବ୍ୟ ଓ ଦଉଡ଼ି ଆମଦାନୀ ଉପରେ ସମସ୍ତ ସ୍ଥଳପଥ ମାର୍ଗରେ ତୁରନ୍ତ ନିଷେଧାଜ୍ଞା ଜାରି କରିଛି। ତେବେ, ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (DGFT)ର…

ଚଉଷଠି ଯୋଗିନୀ ମନ୍ଦିର ପାଇଁ ୮୮ କୋଟି ଟଙ୍କା ଘୋଷଣା କଲେ ସରକାର, ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେବ

ଭୁବନେଶ୍ୱର,୧୧ା୮: ଓଡ଼ିଶାର ବଲାଙ୍ଗିର ଜିଲାର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ରାଣୀପୁର ଝରିଆଲରେ ଅବସ୍ଥିତ ଐତିହାସିକ ଚଉଷଠି ଯୋଗିନୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri