Home Left

ବକ୍ସିଂ ମ୍ୟାଚ୍‌ ପରେ କୋମାରେ ୟୁଏସ୍‌ ବକ୍ସର

ଲସ୍‌ ଏଞ୍ଜେଲସ,୧୪।୧୦(ଏଏଫ୍‌ପି)- ଆମେରିକୀୟ ବକ୍ସର ପାଟ୍ରିକ ଡେ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଶନିବାର ରାତିରେ ଶିକାଗୋ ଓ୍ବନଷ୍ଟ୍ରଷ୍ଟ ଏରିନାଠାରେ ଅନୁଷ୍ଠିତ ଚାର୍ଲସ କନଓ୍ବେଲଙ୍କ ବିପକ୍ଷ ସୁପର ଓ୍ବେଲ୍ଟରଓ୍ବେଟ ନକ୍‌ଆଉଟ୍‌ ମ୍ୟାଚ୍‌ ପରେ ସେ କୋମାକୁ ଚାଲିଯାଇଛନ୍ତି। ୨୭ ବର୍ଷୀୟ…

ସ୍ତ୍ରୀଙ୍କ ସ୍ମୃତିରେ ଦୁର୍ଘଟଣା ଘଟିଥିବା ସ୍ଥାନରେ ମନ୍ଦିର ନିର୍ମାଣ କଲେ ସ୍ବାମୀ

ଜୟପୁର,୧୪।୧୦: ଦୁଇ ମାସ ପୂର୍ବରୁ ରାଜସ୍ଥାନ ସିକର ଜିଲାର ଫତେହପୁରରେ ଏକ ସଡ଼କ ଦୁର୍ଘଟଣାରେ ହରିୟାଣାର ଜିତେନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କ(୫୪) ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସ୍ତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ଦୁର୍ଘଟଣା ଘଟିଥିବା ସ୍ଥାନରେ ଜିତେନ୍ଦ୍ର ଏକ ମନ୍ଦିର…

ଦାଦାବଟିକୁ କେନ୍ଦ୍ରକରି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ

ବ୍ରହ୍ମପୁର ଅଫିସ,୧୪।୧୦: ଗଞ୍ଜାମ ଜିଲା ବଡ଼ବଜାରର ଝରଣାନଗରରେ ରବିବାର ରାତିରେ ୨ ଜଣ ଅପରାଧୀ ଦାଦାବଟି ମାଗିବା ସହ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଆହତ ଯୁବକ ଜଣଙ୍କ ରାଧାକାନ୍ତ ସାହିର ତୋଫାନ ଗୌଡ଼ ଓରଫ କାମିନୀ (୨୨)। ଏନେଇ…

ସଫ୍ଟଓ୍ବେର ଚିହ୍ନଟ କରିବ ଫୁସ୍‌ଫୁସ୍‌ କ୍ୟାନ୍‌ସର

ଏଣିକି ଫୁସ୍‌ଫୁସ୍‌ କ୍ୟାନ୍‌ସରକୁ ସହଜରେ ଚିହ୍ନଟ କରିହେବ। ଦୀର୍ଘବର୍ଷର ଗବେଷଣା ପରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର କ୍ୟାନ୍‌ସର ବିଶେଷଜ୍ଞମାନେ ଏଥିରେ ସଫଳ ହୋଇଛନ୍ତି। ସେମାନେ ଏପରି ଏକ ସଫ୍ଟଓ୍ବେର ପ୍ରସ୍ତୁତ କରିଛନ୍ତି, ଯାହାକୁ ବ୍ୟବହାର କରି ଫୁସ୍‌ଫୁସ୍‌ କ୍ୟାନ୍‌ସର ସମ୍ପର୍କରେ ସୂଚନା ମିଳିପାରିବ।…

ବିଭିନ୍ନ ଦାବିରେ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଚାଷୀ

ବିଜେପୁର,୧୪।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ୭ ଦିନ ଥିବା ବେଳେ ୪ ଦଫା ଦାବି ନେଇ ବ୍ଲକ କୃଷକ ସଂଗଠନ ପକ୍ଷରୁ ସୋମବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଏସିଏଫ୍‌ ଓ ଓ୍ବାସିଏଫ୍‌ ଉଚ୍ଛେଦ, ୨୦୧୮ର…

ଆକ୍ସନ, ଥ୍ରିଲର ଓ ରୋମାନ୍ସ ନେଇ ଆସିବ ‘ଖୁଦାହାଫିଜ’

ମୁମ୍ବାଇ: ବଲିଉଡ୍‌ର ‘କମାଣ୍ଡୋ’ ହିରୋ ବିଦ୍ୟୁତ ଜାନଓ୍ବାଲଙ୍କ ଅଭିନୀତ ଫିଲ୍ମ ‘ଖୁଦାହାଫିଜ’ର ଶୁଟିଂ ଆରମ୍ଭ ହୋଇଯାଇଛି। ଉଜ୍‌ବେକିସ୍ତାନରେ ଏହାର ଶୁଟିଂ ଆରମ୍ଭ ହେବା ନେଇ ଖବର ଆସିଛି। ଫାରୁକ କବିରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ବର୍ଷ ରିଲିଜ୍‌ ହେବାର ଯୋଜନା…

କୋଇଲା ସଙ୍କଟ : ବନ୍ଦ ହେଲା ଓପିଜିସିର ୨ୟ ୟୁନିଟ୍‌, ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ

ଝାରସୁଗୁଡ଼ା ଅଫିସ/ଲଖନପୁର, ୧୪/୧୯(ଡି.ଏନ.ଏ.): ଝାରସୁଗୁଡ଼ା ଜିଲା ବନହରପାଲିସ୍ଥିତ ଓଡ଼ିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ(ଓପିଜିସି)ର ଇବ୍‌ ତାପଜ ବିଦ୍ୟୁତ୍‌ କେନ୍ଦ୍ରର ୨ୟ ୟୁନିଟ୍‌କୁ କମ୍ପାନୀ କର୍ତ୍ତୃପକ୍ଷ ଗତ ରବିବାର ରାତି ୧୨ଟା ୧୭ ମିନିଟରୁ ବନ୍ଦ କରିଦେଇଛନ୍ତି। ଏକ ମାସ ହେବ କୋଇଲା…

ରାସ୍ତା ପାର୍ଶ୍ୱକୁ ଓଲଟିଲା ହାଇଓ୍ବା: ଡ୍ରାଇଭର ଫେରାର

ବନ୍ତ,୧୪।୧୦(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ-ଆଗରପଡ଼ା ରାସ୍ତାର ବଧିଗଡ଼ିଆ ତାରିଣୀ ଛକଠାରେ ସୋମବାର ଏକ ମେଟାଲ ବୋଝେଇ ହାଇଓ୍ବା ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଛି । ଉକ୍ତ ଗାଡ଼ି ଆଗରପଡ଼ା ଆଡୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ…

ସ୍ବତନ୍ତ୍ର ଅଧିନାୟକଙ୍କ ତାଲିକାରେ କୋହଲି

ନୂଆଦିଲ୍ଲୀ,୧୪।୧୦- ଅଧିନାୟକ ଭାବେ ବିରାଟ କୋହଲିଙ୍କ ୫୦ତମ ଟେଷ୍ଟ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। କେବଳ ୨୫୪ ରନ୍‌ର ଅପରାଜିତ ଇନିଂସ, ତାହା ନୁହେଁ ସେ ଅଷ୍ଟ୍ରେଲିଆ ଷ୍ଟିଭ ଓ୍ବ ଏବଂ ରିକି ପଣ୍ଟିଂଙ୍କ ଭଳି ଅଧିନାୟକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଦକ୍ଷିଣ…

ଦାୟିତ୍ୱ ନେଲେ ଦେଶର ପ୍ରଥମ ଦୃଷ୍ଟିହୀନ ମହିଳା ଆଇଏଏସ୍‌ ଅଫିସର

ଥିରୁଭାନନ୍ତପୁରମ,୧୪।୧୦: ଦେଶର ପ୍ରଥମ ଦୃଷ୍ଟିହୀନ ମହିଳା ଆଇଏଏସ୍‌ ଅଫିସର ପ୍ରାଞ୍ଜଳ ପାଟିଲ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ମହାରାଷ୍ଟ୍ର ଉଲ୍ଲାସନଗର ନିବାସି ପ୍ରାଞ୍ଜଳ କେରଳ କ୍ୟାଡରରେ ନିଯୁକ୍ତ ହେବାରେ ପ୍ରଥମ ଦୃଷ୍ଟିହୀନ ମହିଳା ଆଇଏଏସ୍‌ ଅଫିସର। ଏବେ ସେ ଥିରୁଭାନନ୍ତପୁରମର ସବ୍‌…

ମଠ ପରିସରରେ ଟିଫିନ ବୋମା ବିସ୍ଫୋରଣ, ମହିଳା ଗୁରୁତର

ପୁରୀ ଅଫିସ,୧୪।୧୦: ପୁରୀ ଜିଲା ବ୍ରହ୍ମଗିରି ଥାନା ଅଧୀନ ଖଜୁରିଆରେ ସୋମବାର ପୂର୍ବାହ୍ନରେ ଟିଫିନ ବୋମା ବିସ୍ଫୋରଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର କୁନ୍ତଳା ପରିଡା(୫୭)। ଚିକିତ୍ସା ପାଇଁ ତାଙ୍କୁ ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି…

ଦୁର୍ବ୍ୟବହାରର ପ୍ରତିବାଦ କରିବାରୁ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ

ବୈଶିଙ୍ଗା,୧୪।୧୦(ଡି.ଏନ୍‌.ଏ.) : ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଛୁରୁଣୀ ଗ୍ରାମରେ ଝୁନି ଦେହୁରୀ (୨୫) ନାମକ ଜଣେ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ଏହି ଗ୍ରାମର ସନିଆ ନାମକ ଜଣେ ବ୍ୟକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?