ବନ କର୍ମଚାରୀଙ୍କୁ ଆକ୍ରମଣ: ୨ ମହିଳା କର୍ମଚାରୀ, ପାରାଷ୍ଟାଫ୍ ଆହତ
ଖୁଣ୍ଟୁଣି,୨୧।୧୦(ଡି.ଏନ୍.ଏ.): କଟକ ଜିଲା ଖୁଣ୍ଟୁଣି ବନାଞ୍ଚଳ ଅନ୍ତର୍ଗତ ମହାଲକ୍ଷ୍ମୀପୁର ଜଙ୍ଗଲରେ ଚୋରା କାଠ, କୋଇଲା ଧରିବାକୁ ଯାଇ ବନ କର୍ମଚାରୀମାନେ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଏ ନେଇ ବନାଞ୍ଚଳ ଅଧିକାରୀ ସୋମବାର ମଧ୍ୟାହ୍ନରେ ଥାନାରେ ଏତଲା ଦେବା ପରେ ପୋଲିସ…
ହଳଦୀରେ ଅପମିଶ୍ରଣ: ମିଲ୍ରେ ପୋଲିସର ଚଢ଼ାଉ
ବଲାଙ୍ଗୀର ଅଫିସ, ୨୧।୧୦: ବଲାଙ୍ଗୀର ସହର ଲିଟେରାରୀ କ୍ଲବ ନିକଟରେ ଥିବା ଏକ ମିଲ୍ରେ ହଳଦୀରେ ଅପମିଶ୍ରଣ କରାଯାଉଥିବା ସୂଚନା ପାଇ ଟାଉନ ଥାନା ପୋଲିସ ସୋମବାର ଚଢ଼ାଉ କରିଛି। ଖୁଦ, ଚାଉଳ ଗୁଣ୍ଡ, ତେଜପତ୍ର, ପଲିଥିନ୍ ପ୍ୟାକେଟ ସମେତ ଅନ୍ୟାନ୍ୟ…
ରେଡ୍ କାର୍ପେଟ୍ରେ ଚାଲି ରାଜକୀୟ ମର୍ଯ୍ୟାଦାରେ ମତଦାନ କଲେ ଭୋଟର: ଗୋଲାପ ଫୁଲରେ କରାଗଲା ସ୍ବାଗତ
ସୋନିପତ୍,୨୧।୧୦: ହରିୟାଣା ବିଧାନସଭା ନିର୍ବାଚନରେ ସୋନିପତ୍ର ଲିଟିଲ୍ ଏଞ୍ଜେଲ୍ ସ୍କୁଲର ୧୦୮ ଏବଂ ୧୦୯ ନମ୍ବର ମଡେଲ୍ ପୋଲିଂ ବୁଥ୍ରେ ଭୋଟର ରେଡ୍ କାର୍ପେଟ୍ରେ ଚାଲି ରାଜକୀୟ ମର୍ଯ୍ୟାଦାରେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଏଠାରେ ଥିବା ସ୍କୁଲ ଶିକ୍ଷାର୍ଥୀ ଭୋଟରଙ୍କୁ…
ବାଂଲାଦେଶରେ ଫ୍ୟାଶନ ପାଲଟିଛି ନାରଙ୍ଗି ରଙ୍ଗର ଦାଢି
ଢାକା,୨୧।୧୦: ବିଭିନ୍ନ ପ୍ରକାର ଷ୍ଟାଇଲକୁ ନେଇ ସାଧାରଣତଃ ଯୁବକ ମାନେ ଫ୍ୟାଶନ କରିଥିବାର ଦେଖିବାକୁ ମିଳେ। ହେଲେ ଏବେ ବାଂଲାଦେଶରେ ବୟସ୍କ ବ୍ୟକ୍ତିମାନେ ନାରଙ୍ଗି ରଙ୍ଗର ଦାଢି ରଖି ଫ୍ୟାଶନ କରୁଥିବା ଦେଖିବାକୁ ମିଳିଛି। ଯାହା ଏବେ ଟ୍ରେଣ୍ଡ ପାଲଟିଛି। ୫୦…
ଫୁଲ, ଚନ୍ଦନ ଦେଇ ମତଦାତାଙ୍କୁ ସ୍ବାଗତ
ବରଗଡ଼ ଅଫିସ/ବିଜେପୁର,୨୧।୧୦(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ଆଦର୍ଶ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ ମତଦାନ ପ୍ରକ୍ରିୟା ଭିନ୍ନ ଆକର୍ଷଣ ପାଲଟିଛି । ଏହି କ୍ରମରେ ବିଜେପୁର ବାଳକ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଭୋଟଗ୍ରହଣ କେନ୍ଦ୍ର ନଂ. ୧୦୫ରେ ବରିଷ୍ଠ, ଦିବ୍ୟାଙ୍ଗ, ଯୁବ ମତଦାତାଙ୍କୁ…
ଜାଣନ୍ତୁ ନାସା କେମିତି କରିଥାଏ ଅନ୍ତରୀକ୍ଷ ଯାନର ନାମକରଣ
କଲମ୍ବିଆ : ନାସା ମହାକାଶକୁ ବିଭିନ୍ନ ନାମରେ ଅନ୍ତରୀକ୍ଷ ଯାନ ପ୍ରେରିତ କରିଥାଏ। ତେବେ ଏହି ଯାନଗୁଡ଼ିକର କିପରି ନାମକରଣ ହୋଇଥାଏ ହୁଏତ ଅଧିକାଂଶ ଲୋକ ଜାଣି ନ ଥିବେ। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ… ଅତୀତ ହେଉ କି…
ପ୍ରଶିକ୍ଷଣ ସମୟରେ ୩ ଆମେରିକା ସେନା ମୃତ
ଓ୍ବାଶିଂଟନ,୨୧।୧୦: ଆମେରିକାର ଜର୍ଜିଆରେ ଚାଲିଥିବା ସେନା ପ୍ରଶିକ୍ଷଣ ସମୟରେ ୩ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ୩ ଜଣ ଆହତ ମଧ୍ୟ ହୋଇଛନ୍ତି। ହେଲେ କେମିତି ଏହି ଘଟଣା ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ…
ତନୁଶ୍ରୀଙ୍କୁ ପ୍ରଶଂସା କଲେ ଅମିତାଭ
ମୁମ୍ବାଇ: ନିକଟରେ ବିଗ୍ ବି ଅମିତାଭ ବଚ୍ଚନ ବଲିଉଡ୍ ନାୟିକା ତନୁଶ୍ରୀ ଦତ୍ତଙ୍କୁ ପ୍ରଶଂସା କରିଥିବା ଦେଖାଯାଇଛି। ଅମିତାଭ ତାଙ୍କ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡପତି’ ମାଧ୍ୟମରେ ତନୁଶ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଘଟଣା ହେଲା ‘କୌନ ବନେଗା କରୋଡପତି’ କାର୍ଯ୍ୟକ୍ରମରେ ଜଣେ…
ଦୀପାବଳି ପରେ ପିସିସି ଗଠନ: ନିରଞ୍ଜନ
ଭୁବନେଶ୍ୱର, ୨୧।୧୦(ବ୍ୟୁରୋ): ଦୀପାବଳି ପରେ ପିସିସି ଗଠନ କରାଯିବ। ଏ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଦୀପାବଳି ପରେ ପିସିସି ଗଠନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯିବ। ଏ ନେଇ ଆସନ୍ତା ୨୪ ତାରିଖ…
ଭୋଟିଂ ସମୟରେ ମୁହାଁମୁହିଁ ହେଲେ ଭାଜପା-କଂଗ୍ରେସ କର୍ମୀ: ଟେକା ପଥର ମାଡ଼
ଚଣ୍ଡିଗଡ଼,୨୧।୧୦: ହରିୟାଣା ବିଧାନସଭା ନିର୍ବାଚନରେ ଭୋଟିଂ ସମୟରେ ଭାଜପା-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୬ ଜଣ ଆହତ ହୋଇଥିବା ପୋଲିସ ପକ୍ଷରୁ ସୂଚନାର ଦିଆଯାଇଛି। ସ୍ଥାନୀୟ ମଓ୍ବୋତ୍ ଅଞ୍ଚଳର ନୁହଁ ଜିଲାରେ ଏଭଳି ଘଟିଛି। ସକାଳ ୮ଟା ୪୫ରେ ଦୁଇ…
ଚା’ ପାନ ସୁଦ୍ଧା ଦକ୍ଷିଣ ଆଫ୍ରିକା ୨୬/୪
ରାଞ୍ଚି,୨୧।୧୦- ଏଠାରେ ଚାଲିଥିବା ତୃତୀୟ ଟେଷ୍ଟରେ ୩ୟ ଦିନ ଚା’ ପାନ ବିରତି ସୁଦ୍ଧା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୪ ଉଇକେଟ ହରାଇ ମାତ୍ର ୨୬ ରନ୍ କରିଛି। ଡିନ ଏଲଗାର ୧୬ ରନ୍ କରି ନଟଆଉଟ ଥିବାବେଳେ ହେନରିଚ…
୩ଶହ କୋଟି କ୍ଳବରେ ସାମିଲ ହେଲା ‘ଓ୍ବାର’
ମୁମ୍ବାଇ: ବଲିଉଡ୍ ମୁଭି ‘ଓ୍ବାର’ ବକ୍ସ ଅଫିସରେ ବେଶ୍ ଭଲ ପ୍ରଦର୍ଶନ କରିଛି। ଫିଲ୍ମଟି ଏବେ ୩ଶହ କୋଟି କ୍ଲବରେ ସାମିଲ ହୋଇଛି। ୨୦୧୯ର ଏହା ସବୁଠାରୁ ବଡ ବ୍ଲକବଷ୍ଟର ଫିଲ୍ମ ବୋଲି କୁହାଯାଉଛି। ଏହି ଆକ୍ସନ ଡ୍ରାମା ଫିଲ୍ମ ‘ଓ୍ବାର’କୁ…

