ଛୋଟ ପରଦାରେ ନଜର ଆସିବେ ଗ୍ରେସୀ ସିଂହ
‘ଲଗାନ୍’ ଏବଂ ‘ମୁନ୍ନା ଭାଇ ଏମ୍ବିବିଏସ୍’ ପରି ଫିଲ୍ମରେ ଅଭିନୟ କରିସାରିଥିବା ଅଭିନେତ୍ରୀ ଗ୍ରେସୀ ସିଂହଙ୍କୁ ଏବେ ପୁଣିଥରେ ଛୋଟ ପରଦାରେ ଦେଖିବାକୁ ମିଳିବ। ଗ୍ରେସୀ ୨୦୧୫ରେ ଛୋଟ ପରଦାରୁ ଅଭିନୟରେ କ୍ୟାରିୟର ଆରମ୍ଭ କରିଥିଲେ। ଏଥିରେ ସେ ସନ୍ତୋଷୀ ମା’…
ଧନତେରସରେ ଘରକୁ ଆଣନ୍ତୁ ନାହିଁ ଏସବୁ ଜିନିଷ
ଧନତେରସରେ ବିଭିନ୍ନ ଜିନିଷ କିଣାକିଣି କଲେ ଘରକୁ ଲକ୍ଷ୍ମୀ ଆସିଥାଆନ୍ତି ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଲୋକେ ସୁନାରୂପା କିଣିବାର ବିଧି ରହିଛି। ହେଲେ ଏବେ ଅଧିକାଂଶ ଲୋକେ ସୁନାରୂପା ପରିବର୍ତ୍ତେ ଯେ କୌଣସି ଜିନିଷ ଘରକୁ ଆଣିଲେ ଧନ ଓ…
ବିଜେପୁର ଉପନିର୍ବାଚନ: ମତଦାନରେ ସହଯୋଗ କଲେ ଛାତ୍ର
ବରଗଡ଼ ଅଫିସ/ ବିଜେପୁର,୨୧।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଛାତ୍ରମାନେ ମଧ୍ୟ ଆଗେଇ ଆସିଛନ୍ତି। ସୋମବାର ବିଜେପୁର ସଂକର୍ଷଣ ଏମ୍.ଇ ସ୍କୁଲର ଭୋଟ ଗ୍ରହଣ କେନ୍ଦ୍ରରେ ଏହା ଦେଖିବାକୁ ମିଳିଛି। ଏଠାକୁ ମତଦାନ…
ପ୍ରଶଂସକଙ୍କ ଚପଲ ଫେରାଉଥିବା ଡିକକ୍ଙ୍କ ଭିଡିଓ ଭାଇରାଲ
ରାଞ୍ଚି,୨୧।୧୦- କ୍ରିକେଟ ମ୍ୟାଚ୍ବେଳେ ପ୍ରଶଂସକମାନେ ସୁରକ୍ଷା କର୍ଡନ ଅତିକ୍ରମ କରି ପସନ୍ଦୀୟ ଖେଳାଳିଙ୍କ ପାଦ ଛୁଇଁବା ସହ ସେଲ୍ଫି ନେବା ଘଟଣା ଦେଶରେ ନୂଆ ନୁହେଁ। ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଜଣେ ପ୍ରଶଂସକ…
ଲେଜର ଲାଇଟ୍ରେ ଦୀପାବଳି ପାଳିବେ କେଜରିଓ୍ବାଲ
ନୂଆଦିଲ୍ଲୀ,୨୧।୧୦:ରାଜଧାନୀ ଦିଲ୍ଲୀରେ ଏବେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଏମିତିକି ଲୋକେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜଧାନୀରେ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ କରିବାକୁ ଅନୁରୋଧ କରିଛନ୍ତି ଦିଲ୍ଲୀ…
ଭୋଟ ଗ୍ରହଣ କେନ୍ଦ୍ର ବୁଲିଲେ ରୀତା
ବରଗଡ଼ ଅଫିସ/ବିଜେପୁର,୨୧।୧୦(ଡି.ଏନ୍.ଏ): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ନିଜେ ମତାଧିକାର ସାବ୍ୟସ୍ତ କରି ସାରିବା ପରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ର ବୁଲୁଥିବା ଦେଖିବାକୁ ମିଳିଛି। ବିଜେପୁର ବ୍ଲକ ପଡ଼ା ଗ୍ରାମର ଭୋଟ ଗ୍ରହଣ କେନ୍ଦ୍ରକୁ…
ସାଭରକରଙ୍କୁ ପ୍ରଶଂସା କଲେ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭି
ନୂଆଦିଲ୍ଲୀ,୨୧।୧୦: ସ୍ବାଧୀନତା ସଂଗ୍ରାମୀ ବୀର ସାଭରକରଙ୍କୁ ନେଇ ରାଜନୀତି ଜୋର ଧରିଛି। ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭି ଟୁଇଟ କରି ସାଭରକରଙ୍କ ବାବଦରେ ମତ ରଖିଛନ୍ତି। ସେ କହିଛନ୍ତି, ସାଭରକର ଜଣେ ସ୍ବାଧୀନତା ସଂଗ୍ରାମୀ। ଦଳିତଙ୍କ ନ୍ୟାୟ ପାଇଁ…
୧୪ ହସ୍ପିଟାଲ, ସପିଂ ମଲକୁ ନୋଟିସ
ଭୁବନେଶ୍ୱର, ୨୧।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ୧୪ଟି ହସ୍ପିଟାଲ ଓ ସପିଂ ମଲକୁ ବିଡିଓ ପକ୍ଷରୁ ନୋଟିସ ଜାରି କରାଯାଇଛି। ବିଜ୍ଞପ୍ତି ପରେ ବି ବେଆଇନ ପାର୍କିଂ ଫି’ ଆଦାୟ ଅଭିଯୋଗରେ ଏହି ନୋଟିସ ଜାରି କରାଯାଇଛି। ନିର୍ଦ୍ଧାରିତ ପାର୍କିଂ ଏରିଆକୁ ଖାଲି…
ଏହି ମନ୍ଦିରରେ ସାହାନାଇ ବଜାନ୍ତି ମୁସଲମାନ୍…
ଝାଡ଼ଖଣ୍ଡର ଭାଗଲପୁର ସହର ଉତ୍ତର-ପୂର୍ବରେ ପ୍ରବାହିତ ଗଙ୍ଗା ନଦୀ କୂଳରେ ଅବସ୍ଥିତ ବାବା ବୁଦ୍ଧେଶ୍ୱରନାଥଙ୍କ ମନ୍ଦିରକୁ ବାବା ବୁଢ଼ାନାଥଙ୍କ ମନ୍ଦିର ବୋଲି ଲୋକେ କୁହନ୍ତି । ଏହି ମନ୍ଦିରଟି ଚାରିଶହ ବର୍ଷର ପୁରୁଣା ଏଠାରେ ସାହାନାଇ ବଜାଇଥାନ୍ତି ସ୍ବର୍ଗୀୟ ଝୋଲେଲାହ ଖାଁଙ୍କ…
ପରଦାକୁ ଆସୁଛି ‘ଇଣ୍ଡିଆନ୍-୨’
ସୁପରଷ୍ଟାର କମଲ ହାସନ ନିଜ ଆଗାମୀ ଫିଲ୍ମ ଇଣ୍ଡିଆନ୍-୨କୁ ନେଇ ବ୍ୟସ୍ତ ଅଛନ୍ତି। ପାଖାପାଖି ୪୦ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମର ଶୁଟିଂ ଏବେ ଭୋପାଳରେ ଚାଲିଛି। ଫିଲ୍ମଟି ଆକ୍ସନ ଥ୍ରୀଲର୍ ଉପରେ ଆଧାରିତ ହୋଇଛି। ଫିଲ୍ମରେ ଅଭିନେତା ଅନିଲ…
କାର୍ନି ଶୁଟିଂ ରେଞ୍ଜରେ ଶୁଟରଙ୍କ ମାରପିଟ୍
ନୂଆଦିଲ୍ଲୀ,୨୧।୧୦- ସ୍ଥାନୀୟ କାର୍ନି ସିଂ ଶୁଟିଂ ରେଞ୍ଜଠାରେ ସଭିଙ୍କୁ ଚକିତ କଲାଭଳି ବିପଜ୍ଜନକ ଘଟଣା ଦେଖିବାକୁ ମିଳିଛି। ରବିବାର ଦୁଇ ଶୁଟର ଫାୟରିଂ ପଏଣ୍ଟ ନିକଟରେ ସ୍ପଷ୍ଟ ଦିବାଲୋକରେ ମରାମରି ହୋଇଥିଲେ। ସେମାନେ ହେଲେ ବାବର ଖାଁ ଓ ଯୋଗିନ୍ଦରପାଲ ସିଂ।…
୩ ନକଲି ମାଓବାଦୀ ଗିରଫ : ଦେଶୀ ବନ୍ଧୁକ ସହ ବିଭିନ୍ନ ସାମଗ୍ରୀ ଜବତ
କୋରାପୁଟ,୨୧।୧୦(ସ୍ବ.ପ୍ର.): କୋରାପୁଟ ଜିଲାରେ ଗତ ୩ ବର୍ଷ ଧରି ମାଓବାଦୀଙ୍କ ନାମରେ ଅର୍ଥ ଆଦାୟ ଅଭିଯୋଗରେ ସୋମବାର କାକିରିଗୁମ୍ମା ପୋଲିସ ୩ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ କୋରାପୁଟ ଜିଲା ସେମିଳିଗୁଡ଼ା ଥାନା ଉପରସାହିର ଶୁକଦେବ ମହାନନ୍ଦିଆ(୩୭),…

