Home Left

ବ୍ରହ୍ମପୁରରେ ବନ୍ଦ ରହିଲା ବ୍ୟାଙ୍କ

ବ୍ରହ୍ମପୁର ଅଫିସ୍‌,୨୨ା୧୦- ରାଷ୍ଟ୍ରାୟାତ୍ତ ବ୍ୟାଙ୍କଗୁଡ଼ିକର ମିଶ୍ରଣ ପାଇଁ କେନ୍ଦ୍ର ସରକାର ଘୋଷଣା କରିବା ପରଠୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ବ୍ୟାଙ୍କ କର୍ମଚାରୀଙ୍କର ବିଭିନ୍ନ ୟୁନିୟନ୍‌ ଏହି ନିଷ୍ପତ୍ତିକୁ ଦୃଢ଼ବିରୋଧ କରିବା ସହ ପ୍ରତ୍ୟାହାର ପାଇଁ ଦାବି କରୁଛନ୍ତି। ଏହି…

ଲାଲ କରିଡର ମାଟିରୁ ଲାଲ ଟମାଟୋର ସ୍ବାଦ: ୩ ଜିଲାର ଚାଷୀଙ୍କୁ ସମୃଦ୍ଧିର ବାଟ ବତାଇଛି ସୋଢ଼ ପଞ୍ଚାୟତ

ଦେବଗଡ଼, ୨୨।୧୦: ପାହାଡ଼ ପର୍ବତ ଘେରା ଦେବଗଡ଼ ଜିଲାର ଉପାନ୍ତ ତିଳେଇବଣି ବ୍ଲକ ସୋଡ଼ ଗ୍ରାମପଞ୍ଚାୟତ। ଦିନେ ଏହି ପଞ୍ଚାୟତ ମାଓବାଦୀମାନଙ୍କ ମୁଖ୍ୟ ଆଡ୍ଡାସ୍ଥଳ ଥିଲା। ଲାଲ କରିଡର ରୂପେ ପରିଚିତ ଏହି ଅଞ୍ଚଳ ୨୦୦୦ ମସିହା ବେଳକୁ ଜିଲା ଓ…

ବିନୋଦଙ୍କ ପ୍ରତି ଆକ୍ରୋଶ ନ ଥିଲା: ଇଦୁଲ୍‌ଜୀ

ମୁମ୍ବାଇ,୨୨ା୧୦ (ପି.ଟି.)-ଦୀର୍ଘ ୩୩ମାସ ଧରି ଭାରତୀୟ କ୍ରିକେଟ ପରିଚାଳନା ଦାୟିତ୍ୱରେ ରହିଥିବା ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି (ସିଓଏ)ର ଅନ୍ତିମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଏକ ଖବରଦାତା ସମ୍ମିଳନୀରେ ସିଓଏର ଅନ୍ୟତମ ସଦସ୍ୟା ଡାଏନା ଇଦୁଲ୍‌ଜୀ…

ରାଜସ୍ଥାନ ପରେ ଏବେ ଉତ୍ତରପ୍ରଦେଶରେ ଟିକସମୁକ୍ତ ହେଲା ‘ସାଣ୍ଢ କି ଆଖ୍‌’

ମୁମ୍ବାଇ: ଶୁକ୍ରବାର ପରଦାକୁ ଆସିବ ତାପସୀ ପନ୍ନୁ- ଭୂମି ପେଡନେକର ଅଭିନୀତ ଫିଲ୍ମ ‘ସାଣ୍ଢ କି ଆଖ୍‌’। ମହିଳା ସଶକ୍ତିକରଣ ବିଷୟବସ୍ତୁ ଉପରେ ଆଧାରିତ ଏହି ଫିଲ୍ମଟିକୁ ସମାଲୋଚକମାନେ ପ୍ରଶଂସା କରୁଛନ୍ତି। ପୂର୍ବରୁ ଫିଲ୍ମଟିକୁ ରାଜସ୍ଥାନରେ କରମୁକ୍ତ(ଟ୍ୟାକ୍ସ ଫ୍ରି) କରାଯାଇଥିବା ବେଳେ…

ସୋସିଆଲ ମିଡିଆରେ ଅପପ୍ରଚାର କରୁଥିବା ଅଭିଯୋଗ, ପୁରୀଘାଟ ଥାନାରେ ଅନୁଭବଙ୍କ ନାମରେ ଏତଲା ଦେଲେ ମଞ୍ଜିତ

କଟକ ଅଫିସ,୨୨।୧୦: କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ଏବଂ ଛାତ୍ର ବିଜେଡି ଉପସଭାପତି ମଞ୍ଜିତ ଦାସଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଅନୁଭବଙ୍କ ନାମରେ କଟକ ପୁରୀଘାଟ ଥାନାରେ ମଙ୍ଗଳବାର ମାନହାନୀ ଅଭିଯୋଗ କରିଛନ୍ତି ମଞ୍ଜିତ।…

ମାଓବାଦୀଙ୍କ ନାମରେ ଠିକାଦାରଙ୍କୁ ୨୫ ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗ: ନାରାୟଣପାଟଣାରୁ ୩ ନକଲି ମାଓବାଦୀ ଗିରଫ

କୋରାପୁଟ/ନାରାୟଣପାଟଣା,୨୨।୧୦(ସ୍ବ.ପ୍ର/ଡି.ଏନ୍‌.ଏ.): କୋରାପୁଟ ଜିଲା ନାରାୟଣପାଟଣା ଅଞ୍ଚଳରୁ ମଙ୍ଗଳବାର ୩ ଜଣ ନକଲି ମାଓବାଦୀଙ୍କୁ କରାଯାଇଛି। ନାରାୟଣପାଟଣା ଅଞ୍ଚଳରେ ବହୁ ଠିକାଦାରଙ୍କଠାରୁ ମାଓବାଦୀଙ୍କ ନାମରେ ଅର୍ଥ ଆଦାୟ କରୁଥିବା ଅଭିଯୋଗରେ ଏମାନଙ୍କୁ ନାରାୟଣପାଟଣା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା…

ନନ୍ଦନକାନନ ଆସିଲା ଆନାକୋଣ୍ଡା

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ଗୋଟିଏ ପଟେ ବନ୍ୟଜନ୍ତୁଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାରେ ରହୁଥିବା ନନ୍ଦନକାନନକୁ ମଙ୍ଗଳବାର ପୁଣି ନୂତନ ଅତିଥି ଆସିଛନ୍ତି। ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କରୁ ନନ୍ଦନକାନନ ଆସିଛି ହଳଦିଆ ଆନାକୋଣ୍ଡା। ଏଥିରେ ୪ଟି ଅଣ୍ଡିରା ଥିବା ବେଳେ ୪ଟି ମାଇ ରହିଛିି। ଏଥିସହ…

ଏହି କ୍ରିକେଟରଙ୍କ ଭାଇ ବି କ୍ରିକେଟରେ ଜଲଓ୍ବା ଦେଖାଇବାକୁ ଯାଉଛନ୍ତି

କୋଲକାତା,୨୨।୧୦: ଭାରତୀୟ ଦଳର ପେସ୍‌ ବୋଲର ମହମ୍ମଦ ସାମି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। ସାମିଙ୍କ ପରି ତାଙ୍କ ସାନ ଭାଇ ମହମ୍ମଦ କୈଫ ମଧ୍ୟ କ୍ରିକେଟରେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢି…

କେବଳ ଖାଦ୍ୟକୁ ସ୍ବାଦିଷ୍ଟ ନୁହେଁ ବରଂ ଦୃଷ୍ଟି ଶକ୍ତିକୁ ବି ବଢ଼ାଇଥାଏ ଟୋମାଟୋ

ଆଜିକାଲି ଦୈନନ୍ଦିନ ଜୀବନରେ ଲୋକମାନେ କାର୍ଯ୍ୟବ୍ୟସ୍ତ ରହୁଥିବା ବେଳେ ଫିଟ୍‌ ରହିବା ଜରୁରୀ ହୋଇପଡ଼ିଛି। ଭଲ ସ୍ବାସ୍ଥ୍ୟ ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଖାଇଥାନ୍ତି। ହେଲେ ଭିନ୍ନ ଭିନ୍ନ ପନିପରିବା ଓ ଫଳର ନିଜର ସ୍ବତନ୍ତ୍ର…

ବଲିଉଡ୍‌ ସେଲିବ୍ରିଟିଙ୍କ ଘରେ ଦୀପାବଳି ସେଲିବ୍ରେଶନ

ମୁମ୍ବାଇ: ଦେଶର ପ୍ରମୁଖ ପର୍ବ ମଧ୍ୟରେ ଆଲୋକର ପର୍ବ ଦୀପାବଳି ଅନ୍ୟତମ। ଅଧର୍ମ ଉପରେ ଧର୍ମର ଜୟ ଓ ଅସତ୍ୟ ଉପରେ ସତ୍ୟର ଜୟକୁ ଦୀପାବଳି ଭାବେ ପାଳନ କରାଯାଏ। ଏଥିପାଇଁ ଗଁ।ରୁ ସହର ସବୁ ଉତ୍ସବମୁଖର ହୋଇଉଠେ। ଘରେ ଘରେ…

ଯେଉଁଠି ଚାଲେ ଭୂତଙ୍କ କୋର୍ଟ

ଦୁନିଆରେ ଅନେକ ପ୍ରକାରର କୋର୍ଟ ଦେଖିଥିବେ। ଯେଉଁଠାରେ ମଣିଷଙ୍କ ଉପରେ ମାମଲା ଚାଲେ ଏବଂ ଦଣ୍ଡବିଧାନ କରାଯାଏ। ଏଠାରେ କିନ୍ତୁ ଯେଉଁ କୋର୍ଟ ବିଷୟରେ ଆଲୋଚନା କରାଯାଉଛି, ତାହା ଦୁନିଆର ସବୁଠୁ ନିଆରା କୋର୍ଟ। କାରଣ ଏଠାରେ ମଣିଷ ନୁହଁନ୍ତି ବରଂ…

ମହିପୁର ବନାଞ୍ଚଳରୁ ବିପୁଳ ପରିମାଣର ଶାଳକାଠ ଜବତ

ନୂଆଗାଁ, ୨୨।୧୦(ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ମହିତମା ଫରେଷ୍ଟ ସେକ୍ସନ ଅଧୀନ ନୂଆଗାଁ ଭାଲିଆପଦର ଗ୍ରାମ ନିକଟରୁ ବୁଧବାର ବନ ବିଭାଗ ବିପୁଳ ପରିମାଣର ଶାଳ କାଠ ଜବତ କରିଛି। ପ୍ରକାଶ ଯେ, ଭାଲିଆପଦର ନିକଟରୁ ବିଶାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?