Home Left

ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ଚିନ୍ତା: ଅସ୍ତରଙ୍ଗ ଦେବୀମୁହାଁଣରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ମାଛଧରା ବନ୍ଦ

କାକଟପୁର,୧।୧୧(ଡି.ଏନ୍‌.ଏ.): ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ଶୁକ୍ରବାରଠାରୁ ଅସ୍ତରଙ୍ଗ ଦେବୀମୁହାଁଣଠାରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ମାଛ ଧରା ଉପରେ ସରକାର କଟକଣା ଜାରି କରିଛନ୍ତି। ନଭେମ୍ବର ୧ରୁ ମେ’ ୩୦ ତାରିଖ ପର୍ଯ୍ୟନ୍ତ ମାଛଧରା ଉପରେ ଏହି ନିଷିଧାଦେଶ…

ଚକିତ କଲା ଜର୍ଜ ବେଲିଙ୍କ ନୂଆ ବ୍ୟାଟିଂ ଷ୍ଟାନ୍ସ

ହାବର୍ଟ,୧।୧୧- ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଜର୍ଜ ବେଲି ପୁଣି ଥରେ ବ୍ୟାଟିଂ ଷ୍ଟାନ୍ସରେ ପ୍ରୟୋଗ କରିଛନ୍ତି। ଅଷ୍ଟ୍ରେଲିଆର ଘରୋଇ କ୍ରିକେଟ ଶେଫିଲ୍ଡ ଶିଲ୍ଡ ଟୁର୍ନାମେଣ୍ଟରେ ଟାସ୍‌ମାନିଆ ଓ ଭିକ୍ଟୋରିଆ ମଧ୍ୟରେ ହାବର୍ଟଠାରେ ଅନୁଷ୍ଠିତ ମ୍ୟାଚ୍‌ରେ ଭେଟେରାନ ବ୍ୟାଟ୍ସମ୍ୟାନ ବେଲିଙ୍କ ଅସାଧାରଣ ବ୍ୟାଟିଂ…

ଏକାସାଙ୍ଗରେ ୯୦୦ରୁ ଅଧିକ ଲୋକ କରିଥିଲେ ଆତ୍ମହତ୍ୟା

ଆମେରିକା : ବେଳେବେଳେ ଏମିତି ଖବର ଶୁଣିବାକୁ ମିଳିଥାଏ, ଗୋଟିଏ ପରିବାରର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ଏକାସାଙ୍ଗରେ ୯୦୦ରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ତଥାପି ସତ। ଏମିତି ଏକ ଘଟଣା ୧୯୭୮ ମସିହାରେ…

ମାଛ ଚୋରି କରିବାକୁ ଆସି ଶିକ୍ଷକଙ୍କୁ ହତ୍ୟା: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ଦେବଗଡ଼,୧।୧୧(ଡି.ଏନ୍‌.ଏ.): ଦେବଗଡ଼ ଜିଲା କଂସର ଫାଣ୍ଡି ଅନ୍ତର୍ଗତ ପାଳୁଣୀପଡ଼ା ଗ୍ରାମରେ ଗୁରୁବାର ରାତିରେ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେ ହେଲେ ଆଶୁତୋଷ ପଟେଲ। ମିଳିଥିବା ସୂଚନା ଅନୁଯାୟୀ, ଆଶୁତୋଷ ଘରଠାରୁ ଅଳ୍ପ ଦୂରରେ ଥିବା ନିଜ ପୋଖରୀରେ…

ପିତାଙ୍କ ନାଁ ମଧ୍ୟପ୍ରଦେଶ, ପୁଅ ଭୋପାଳ

ଭୋପାଳ,୧।୧୧: ଆଜି ମଧ୍ୟପ୍ରଦେଶ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି ଅବସରରେ ଜଣେ ବ୍ୟକ୍ତିଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ନାମ ହେଉଛି ମଧ୍ୟପ୍ରଦେଶ ସିଂ। ଡାବୁଆର ଶାସକୀୟ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟରତ ମଧ୍ୟପ୍ରଦେଶ ନିଜ…

ଜାଣନ୍ତି ଟ୍ରେନ୍‌ ବଗିରେ ଲାଗିଥିବା ଝରକା କାହିଁକି ହୋଇଥାଏ ଭିନ୍ନ

ଭାରତୀୟ ଟ୍ରେନ୍‌ ଏସିଆ ମହାଦେଶର ସବୁଠୁ ବଡ଼ ନେଟ୍‌ଓ୍ବାର୍କ। ପ୍ରତିଦିନ ୧୩ ହଜାରରୁ ଅଧିକ ଯାତ୍ରୀ ଟ୍ରେନ୍‌ରେ ଯାତାୟାତ କରିଥାନ୍ତି। କିନ୍ତୁ କେବେ ଧ୍ୟାନ ଦେଇଛନ୍ତି କି, ବଗିର ଗେଟ୍‌ ନିକଟରେ ଥିବା ଝରକା କାହିଁକି ଭିନ୍ନ ଧରଣର ହୋଇଥାଏ। ଯଦି…

ଉପବାସରେ ବସିଲେ ବିଜୟ ଗୋଏଲ

ନୂଆଦିଲ୍ଲୀ,୧।୧୧: ଦୀପାବଳି ପରେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଗମ୍ଭୀର ରୂପ ଧାରଣ କରିଛି। ଏହାକୁ ନେଇ ବିରୋଧୀ ଭାଜପା କେଜିରଓ୍ବାଲ ସରକାରଙ୍କୁ ଘେରିଛି। ଶୁକ୍ରବାର ଭାଜପା ନେତା ତଥା ରାଜ୍ୟସଭା ଏମ୍‌ପି ବିଜୟ ଗୋଏଲ ପ୍ରଦୂଷଣକୁ ନେଇ ଉପବାସରେ ବସିଛନ୍ତି। ନିଜ…

ୟେମେନରେ ୨୦୧୫ରୁ ନିହତ ହେଲେଣି ଲକ୍ଷେ

କାଇରୋ,୧।୧୧:ୟେମେନରେ ଲାଗିରହିଥିବା ଗୃହଯୁଦ୍ଧରେ ୨୦୧୫ରୁ ବର୍ତ୍ତମାନ ସୁଦ୍ଧା ଲକ୍ଷେରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଲେଣି। ଏଥିରେ ୧୨ ହଜାରରୁ ଅଧିକ ସାଧାରଣ ଲୋକଙ୍କ ଜୀବନ ଯାଇଥିବା ଆର୍ମଡ୍‌ କନ୍‌ଫ୍ଲିକ୍ଟ ଲୋକେଶନ ଆଣ୍ଡ ଇଭେଣ୍ଟ ଡାଟା ପ୍ରୋଜେକ୍ଟ (ଏସିଏଲ୍‌ଇଡି) ରିପୋର୍ଟରେ କୁହାଯାଇଛି। ୨୦୧୪ରେ…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶିବସେନାର ହିଁ ହେବ:ସଞ୍ଜୟ ରାଓ୍ବତ

ମୁମ୍ବାଇ,୧।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଭାଜପା ଏବଂ ସହଯୋଗୀ ଶିବସେନା ମଧ୍ୟରେ ଟଣାଓଟରା ଲାଗିରହିଛି। ଶୁକ୍ରବାର ଶିବସେନା ମୁଖ୍ୟପାତ୍ର ସଞ୍ଜୟ ରାଓ୍ବତ ପୁଣି ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶିବସେନାର ହିଁ ହେବ। ରାଜ୍ୟରେ…

ସ୍କୁଲ ପିଲାଙ୍କୁ ମାସ୍କ ବାଣ୍ଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧।୧୧: ଦିଲ୍ଲୀ ପ୍ରଦ୍ୟୁଷଣକୁ ନେଇ ରାଜନୀତି ବୟାନବାଜି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦିଲ୍ଲୀରେ ପ୍ରଦ୍ୟୁଷଣ ପାଇଁ ହରିୟାଣା ଓ ପଞ୍ଜାବ ସରକାରଙ୍କୁ ଦାୟି କରିଛନ୍ତି। ପଞ୍ଜାବ ଓ ହରିୟାଣାରେ ନଡ଼ାଗୁଡିକୁ ପୋଡୁଥିବାରୁ ଦିଲ୍ଲୀରେ ପ୍ରଦ୍ୟୁଷଣ ହେଉଛି ବୋଲି କେଜରିିଓ୍ବାଲ…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ କୃଷକ

ପୁଣେ,୧।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଭାଜପା ଏବଂ ଶିବସେନା ମଧ୍ୟରେ ଛକାପଞ୍ଝା ଲାଗିଛି। ଏସବୁ ଭିତରେ ବିଡ ଜିଲାର ଜଣେ ଚାଷୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଇଛା ପ୍ରକାଶ କରିଛନ୍ତି। ତାଙ୍କ ନାମ ଶ୍ରୀକାନ୍ତ। ଏ ନେଇ ସେ ମହାରାଷ୍ଚ୍ର…

ଦୁଇଟି ଗାଡ଼ିରେ ନିଆଁ ଲଗାଇଲେ ଆତଙ୍କବାଦୀ

ଶ୍ରୀନଗର,୧।୧୧: ଜମ୍ମୁ-କଶ୍ମୀର କୁଲଗାମ ଜିଲାରେ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ଶୁକ୍ରବାର ସକାଳେ ବୋନିଗମ ଗଁ। ନିକଟରେ ଦୁଇଟି ଗାଡିରେ କିଛି ଆତଙ୍କବାଦୀ ନିଆଁ ଲଗାଇଦେଇଛନ୍ତି। ନିଆଁ ଲଗାଯାଇଥିବା ଗାଡି ମଧ୍ୟରୁ ଗୋଟିଏ ଗାଡ଼ି କୁଲଗାମ ଭାଜପାର ସାଧାରଣ ସମ୍ପାଦକଙ୍କ ବୋଲି ଜଣାପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?