ସାମସଙ୍ଗ ଆଣିଲା ନୂଆ ଗାଲାକ୍ସି ନୋଟ ୧୦
ମୁମ୍ବାଇ, ୨୯-୮: ସାମସଙ୍ଗ ପକ୍ଷରୁ ନୂଆ ଗାଲାକ୍ସି ନୋଟ ୧୦ ଏବଂ ୧୦ ପ୍ଲସ ସ୍ମାର୍ଟଫୋନ ବଜାରକୁ ଆସିଛି। ଯୁବବର୍ଗଙ୍କ ଚାହିଦାକୁ ଧ୍ୟାନରେ ରଖି କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଛି। ନୂଆ ସ୍ମାର୍ଟଫୋନରେ ଆକର୍ଷଣୀୟ ଡିଜାଇନ, ଶକ୍ତିଶାଳୀ ପରଫରମାନ୍ସ, ଏବଂ…
ହାତୀ ଆକ୍ରମଣରେ ଯୁବକ ଗୁରୁତର
ସଜନାଗଡ଼, ୨୯।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଥିବା କୁଲଡ଼ିହା ଅଭୟାରଣ୍ୟରେ ହାତୀଙ୍କ ଉପତ୍ାତ ଦିନକୁ ଦିନ ବଢ଼ି ଚାଲିଛି। କେତେବେଳେ ଚାଷଜମିର କ୍ଷତି କରୁଛନ୍ତି ତ, କେତେବେଳେ ବାଡ଼ି ଘରେ ପଶି କଦଳୀ ଗଛ, ବାଉଁଶବୁଦାରେ ଖାଇବା ସହ ଅନ୍ଧାର ରାତିର…
ପୋଖରୀରୁ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ
ତିହିଡ଼ି, ୨୯।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ସନ୍ଥପୁରା ଗ୍ରାମର ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଗୁରୁବାର ପୋଖରୀରୁ ଉଦ୍ଧାର କରାଯାଇଛି। ମୃତ ଛାତ୍ର ହେଲେ ମିନାହାକ କାଦ୍ରି। ସେ ବୁଧବାର ସନ୍ଧ୍ୟାଠାରୁ…
ବ୍ଲକେଜ୍ ହଟାଇବ ରୋବୋଟିକ ଥ୍ରେଡ୍
ଓ୍ବାଶିଂଟନ: ମାସାଚ୍ୟୁସେଟସ ଇନ୍ଷ୍ଟିଚ୍ୟୁଟସ ଅଫ୍ ଟେକନୋଲୋଜି(ଏମ୍ଆଇଟି)ର ଗବେଷକମାନେ ବିକାଶ କରିଛନ୍ତି ଏକ ରୋବୋଟିକ ଥ୍ରେଡ୍। ଏହା ଚୁମ୍ବକୀୟ ଶକ୍ତି ଦ୍ୱାରା ସଞ୍ଚାଳିତ ହୋଇପାରୁଛି। ଏହା ଅତି ସରୁ ଓ କ୍ଷୁଦ୍ର ବ୍ଲଡ୍ ଭେସେଲସ୍ ବା ରକ୍ତ ବାହିକା ମଧ୍ୟରେ ଗତି କରି…
୭୦ରୁ୯୦ ପ୍ରତିଶତ ଭାରତୀୟଙ୍କର ଭିଟାମିନ ଡି’ ଅଭାବ
ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ୭୦ ରୁ ୯୦ ପ୍ରତିଶତ ଭାରତୀୟଙ୍କଠାରେ ଭିଟାମିନ୍ ଡି’ଅଭାବ ରହିଛି। ଏହି କାରଣରୁ ସେମାନେ ଟାଇପ୍-୨ ଡାଇବେଟିସ୍ ଓ ଉଚ୍ଚରକ୍ତଚାପର ଶିକାର ହେଉଛନ୍ତି ବୋଲି କହିଛନ୍ତି ଶୁଶ୍ରୂଷା ହସ୍ପିଟାଲ, ମୁମ୍ବାଇର ଚିକିତ୍ସକ ପି.ଜି ତଲଓ୍ବାର ।…
ଟ୍ୟୁମର ସେଲ୍ ନଷ୍ଟ କରିବ ସାଇଟୋଫୋନ୍
ଯନ୍ତ୍ରର ନାଁ ସାଇଟୋଫୋନ୍। ଆମେରିକାର ଅର୍କାନସାସ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହାକୁ ପ୍ରସ୍ତୁତ କରିଛନ୍ତି। ଶରୀରରେ ଟ୍ୟୁମର ସେଲ୍ ବ୍ୟାପିବାରେ ଏହା ବାଧା ଦେଉଛି। ଏମିତି କି ସେଲ୍କୁ ନଷ୍ଟ କରିପାରୁଛି। ରକ୍ତରେ ଟ୍ୟୁମର ସେଲ୍କୁ ଠାବ କରାଯିବା ପାଇଁ ଏବେ ବ୍ୟବହାର…
କଥାରୁ ମୁହଁର ଆକୃତି ଜାଣି ହେଉଛି
ମାସାଚ୍ୟୁସେଟସ୍ ଇନ୍ଷ୍ଟିଚ୍ୟୁଟ୍ସ ଅଫ୍ ଟେକ୍ନୋଲୋଜି(ଏମ୍ଆଇଟି)ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍ ଆର୍ଟିଫିସିିଆଲ ଇଣ୍ଟେଲିଜେନ୍ସି ଲାବୋରେଟୋରି (ସିଏସ୍ଏଆଇଏଲ୍)ଏକ ଆର୍ଟିଫସିିଆଲ କେବୁଲ ବିକାଶ କରିଛି। ଏହାଦ୍ୱାରା ବ୍ୟକ୍ତିର ସ୍ବରର ଅଡିଓ କ୍ଲିପ୍ରୁ ମୁହଁର ଆକୃତି ଜଣାପଡୁଛି। ଏହି ତଥ୍ୟ ପ୍ରି-ପ୍ରିଣ୍ଟ୍ ସର୍ଭର୍ ରିର୍ପୋର୍ଟରେ ପ୍ରକାଶ ପାଇଛି।…
କୋହଲି ହୋଇପାରନ୍ତି ଦେଶର ସବୁଠୁ ସଫଳ ଅଧିନାୟକ
କିଙ୍ଗ୍ଷ୍ଟନ(ଜାମାଇକା),୨୯।୮- ବିରାଟ କୋହଲି କ୍ରିକେଟର ଲମ୍ବା ଫର୍ମାଟରେ ଭାରତର ସବୁଠୁ ସଫଳତମ ଅଧିନାୟକ ହେବାରୁ ମାତ୍ର ଆଉ ଗୋଟିଏ ପାଦ ଦୂରରେ ଅଛନ୍ତି। ଏଠାରେ ଶୁକ୍ରବାରଠାରୁ ଖେଳାଯିବାକୁ ଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଭାରତ ଜିତିବାକୁ ସକ୍ଷମ ହେଲେ…
ପରିପକ୍ୱ ହୋଇପାରିବେ ନାହିଁ ଆଫ୍ରିଦୀ: ଗମ୍ଭୀର
ନୂଆଦିଲ୍ଲୀ,୨୯।୮: ଜମ୍ମୁ-କଶ୍ମୀର ଭାଇଙ୍କ ନିମନ୍ତେ ପାକିସ୍ତାନ ବାସୀଙ୍କ ସହ ଏକତା ଦେଖାଇବା ପାଇଁ ଲାଇନ ଅଫ୍ କଣ୍ଟ୍ରୋଲ (ଏଲ୍ଓସି) ଗସ୍ତ କରିବା ପାଇଁ ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦୀ ମନ୍ତବ୍ୟ ଦେଇଥିଲେ। ଏହାକୁ ଆଫ୍ରିଦୀ ଓ ପୂର୍ବତନ ଭାରତୀୟ ଓପନର ତଥା…
ଭୂତମେଳା
ଉତ୍ତର ପ୍ରଦେଶ ମିର୍ଜାପୁର ଅହୋରାହ ଥାନା ଅଞ୍ଚଳରେ ବରହି ଗାଁରେ ଦେଖିବାକୁ ମିଳେ ଏକ ଅଜବ ମେଳା। ସ୍ଥାନୀୟ ଲୋକେ ଏହାକୁ ଭୂତଙ୍କ ମେଳା ବୋଲି କୁହନ୍ତି। କାରଣ ଏଠାକୁ ବେଶୀ ଭୂତ ପ୍ରେତ ଆସିଥାଆନ୍ତି ବୋଲି ଏହି ମେଳାର ନାମ…
ନିଜ ପାଇଁ ବର ଖୋଜୁଛନ୍ତି ଏହି ଯୁବତୀ, ମନପସନ୍ଦର ସାଥୀ ମିଳିଲେ ତାଙ୍କୁ ଦେବେ ୬୫ କୋଟି ଟଙ୍କା
ମନପସନ୍ଦର ଜୀବନସାଥୀଟିଏ ପାଇବାକୁ ସମସ୍ତଙ୍କର ସ୍ବପ୍ନ ଥାଏ। ବିବାହ ପ୍ରସଙ୍ଗରେ ଝିଅ ହେଉ କି ପୁଅ କାହାକୁ ଏଥିରେ ତରବରିଆ ପଦକ୍ଷେପ ନେବା ଉଚିତ୍ ନୁହେଁ। ଏମିତିରେ ରୁଷିଆର ମଡେଲ୍ ଆନ୍ନା ନିଜ ପସନ୍ଦର ପୁଅ ସହ ବିବାହ ରଚିବାକୁ ଆଗ୍ରହ…
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀଙ୍କ ସହ ୟୁନିସେଫ୍ ମୁଖ୍ୟକ୍ଷେତ୍ର ଅଧିକାରୀଙ୍କ ଆଲୋଚନା
ଭୁବନେଶ୍ୱର,୨୯।୮(ବ୍ୟୁରୋ): ୟୁନିସେଫ୍ର ମୁଖ୍ୟ କ୍ଷେତ୍ର ଅଧିକାରୀ ମୋନିକା ନେଲ୍ସେନ୍ ଗୁରୁବାର ସଚିବାଳୟଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ନବ କିଶୋର ଦାସଙ୍କ ସହିତ ଆଲୋଚନା କରିଛନ୍ତି। ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ, କାର୍ଯ୍ୟକାରୀ ହେଉଥିବା ସମ୍ପୂର୍ଣ୍ଣା ଯୋଜନା ଓ…
Archives


