Home Left

ପାଖରେ ଥିଲା ମାତ୍ର ୩ ଟଙ୍କା, ୪୦ ହଜାର ଟଙ୍କା ଥିବା ବ୍ୟାଗ୍‌ ପାଇ କ’ଣ କଲେ ଏହି ବ୍ୟକ୍ତି ଜାଣନ୍ତୁ

ପୁଣେ,୪।୧୧: ଆଜି ବି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜ ସଚ୍ଚୋଟପଣିଆ ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିଛନ୍ତି। ସେମିତି ଏକ ସଚ୍ଚୋଟ ହୃହୟର ବ୍ୟକ୍ତି ହେଉଛନ୍ତି ମହାରାଷ୍ଟ୍ରର ୫୪ ବର୍ଷୀୟ ଧାନଜୀ ଜଗଦାଲେ। ତାଙ୍କ ପକେଟରେ ମାତ୍ର ୩…

କେନାଲକୁ ଖସିଲା ସ୍କୁଲ ଭ୍ୟାନ: ୧୧ ଛାତ୍ରୀଛାତ୍ର, ଡ୍ରାଇଭର ଆହତ

ନିମାପଡ଼ା, ୪।୧୧(ଡି.ଏନ୍‌.ଏ.): ପୁରୀ ଜିଲା ଚାରିଛକ ଫାଣ୍ଡି ଅନ୍ତର୍ଗତ ବାହାରେଣ ପଞ୍ଚାୟତ ଓଡ଼ଗୁଆଁ ଗ୍ରାମ ରାସ୍ତାକଡ଼ରେ ସୋମବାର ସକାଳେ ଏକ ସ୍କୁଲ ଭ୍ୟାନ୍‌ ୧୧ ଛାତ୍ରୀଛାତ୍ରଙ୍କୁ ନେଇ ସ୍କୁଲ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାକଡ଼ରେ ଥିବା…

ଏହି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ଭାବେ ମିଳିଥାଏ ସୁନାରୁପା ଅଳଙ୍କାର

ଯେକୌଣସି ମନ୍ଦିରକୁ ଗଲେ ପ୍ରସାଦ ସ୍ବରୂପ ଲଡୁ, ପେଡ଼ା, ଉଖୁଡ଼ା, ଫଳମୂଳ ଇତ୍ୟାଦି ମିଳିଥାଏ। ମାତ୍ର ଭାରତରେ ଏମିତି ଏକ ମନ୍ଦିର ରହିଛି, ଯେଉଁଠି ଭକ୍ତଙ୍କୁ ପ୍ରସାଦ ଭାବେ ସୁନା,ରୁପା ଅଳଙ୍କାର ମିଳିଥାଏ। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏପରି ଭିନ୍ନ…

ରୋନାଲ୍ଡୋଙ୍କ ଦେହରେ ନାହିଁ ଟାଟୁ

ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଟ୍‌ବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ୟ ପ୍ରସିଦ୍ଧ ଖେଳାଳିଙ୍କ ଭଳି ଦେହରେ ଟାଟୁ କରାଇ ନାହାନ୍ତି। ଏହା ପଛର କାରଣ ପ୍ରେରଣା ଦାୟକ। ପର୍ତ୍ତୁଗାଲର ଏହି ଷ୍ଟାର ଖେଳାଳି ନିୟମିତ ବ୍ୟବଧାନରେ ରକ୍ତ ଦାନ କରନ୍ତି। ଏଥିନେଇ…

କେଶରୁ ଜାଣିହେବ ସ୍କିଜୋଫ୍ରେନିଆ ଲକ୍ଷଣ

ସ୍କିଜୋଫ୍ରେନିଆ ହେଉଛି ଏକ ମସ୍ତିଷ୍କଜନିତ ରୋଗ। ଏପରି ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ସ୍ମରଣଶକ୍ତି ପ୍ରଭାବିତ ହୋଇଥାଏ। ମସ୍ତିଷ୍କରେ ହାଇଡ୍ରୋଜେନ ସଲ୍‌ଫାଇଡ୍‌ ଅଧିକ କ୍ଷରଣ ହେଲେ ଏହି ରୋଗର ଆଶଙ୍କା ଅଧିକ ରହିଥାଏ। ଆମେରିକାସ୍ଥିତ ଇଏବିଓ ମଲିକୁଲାର ମେଡିସିନ ସଂସ୍ଥା ଦ୍ୱାରା…

ମ୍ୟୁନିସିପାଲିଟି ଆବର୍ଜନାସ୍ଥଳରେ ମହାପ୍ରସାଦ

ପୁରୀ ଅଫିସ,୪।୧୧ : ପୁରୀ ମ୍ୟୁନିସପାଲିଟି ଆବର୍ଜନାସ୍ଥଳରେ ପଡିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ। ରେଲେୱ ପର୍ଯ୍ୟଟନ ପରିସର ହବିଷିଆଳି ଶିବିରର ଏଭଳି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶିବିରରୁ ବାହାରୁଥିବା ବର୍ଯ୍ୟବସ୍ତୁ ଏକାଠି ରଖିବା ପାଇଁ ପୌର ପ୍ରଶାସନ ପକ୍ଷରୁ…

ମାସ୍କ ପିନ୍ଧି ଫଟୋ ଶେୟାର କଲେ ପ୍ରିୟଙ୍କା: ୟୁଜର୍ସ କହିଲେ ଶାଶୁ ଘରକୁ ପଳାଅ

ନୂଆଦିଲ୍ଲୀ,୪।୧୧: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଦିଲ୍ଲୀରେ ନେଟଫ୍ଲିକ୍ସ ପ୍ରୋଜେକ୍ଟର ‘ଦ ହ୍ବାଇଟ୍‌ ଟାଇଗର’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏବେ ସେଠାରେ ପ୍ରଦୂଷଣର ମାତ୍ରାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି ଏହି ନାୟିକା। ଏହାକୁ ନେଇ ସେ ସୋସିଆଲ…

କଡ଼କଡ଼ଡ଼ୋମା କୋର୍ଟରେ ପୋଲିସଙ୍କୁ ପିଟିଲେ ଆଇନଜୀବୀ

ନୂଆଦିଲ୍ଲୀ,୪।୧୧: ତିସ୍‌ ହଜାରୀ କୋର୍ଟରେ ପୋଲିସ ଏବଂ ଆଇଜୀବୀଙ୍କ ମଧ୍ୟରେ ଉତ୍ତେଜନା ଯୋଗୁ ସୋମବାର ଆଇନଜୀବୀମାନେ ହରତାଳ କରିଛନ୍ତି। ସ୍ଥାନୀୟ କଡ଼କଡ଼ଡ଼ୋମା କୋର୍ଟରେ କେତେକ ଆଇନଜୀବୀ ଜଣେ ପୋଲିସଙ୍କୁ ପିଟିଥିବା ଅଭିଯୋଗ ହୋଇଛି। ଖବର ପାଇ ଉଚ୍ଚ ପୋଲିସ ଅଧିକାରୀ ଘଟଣାସ୍ଥଳରେ…

ଦୁର୍ଗାପୁର ଗ୍ରାମରେ ଶିଆଳ ଆତଙ୍କ: ୨ ଗୁରୁତର

ରସୁଲପୁର, ୪।୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ସୁଜନପୁର ପଞ୍ଚାୟତ ଦୁର୍ଗାପୁର ଗ୍ରାମ ବେହେରା ସାହିରେ ସୋମବାର ସକାଳେ ଶିଆଳ ଆତଙ୍କ ଦେଖାଦେଇଛି। ଏକ ବଣୁଆ ଶିଆଳ ଗାଁ ଭିତରକୁ ପଶିଆସି ୨ ପିଲାଙ୍କୁ ଅତର୍କିତ ଆକ୍ରମଣ କରିଛି। ଉଭୟ ଶିଶୁଙ୍କୁ ଗୁରୁତର ଅବସ୍ଥାରେ…

ଅଡ୍‌ ନମ୍ବର ଗାଡ଼ି ଥିବାରୁ ସାଇକେଲରେ କାର୍ଯ୍ୟାଳୟ ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୪।୧୧: ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଦେଖି ସୋମବାରଠାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ସେଠାରେ ଅଡ୍‌-ଇଭିନ୍‌ ନମ୍ବର ଗାଡି ଚଳାଇବା ନିୟମକୁ ଲାଗୁ କରିଛନ୍ତି। ଏହି କ୍ରମରେ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କର ଅଡ୍‌ ନମ୍ବରର ଗାଡିଥିବାରୁ ନିୟମ ଅନୁଯାୟୀ ସୋମବାର…

ଟାଇପ-୧ ଡାଇବେଟିସ୍‌ ପାଇଁ ରୋଟାଭାଇରସ ଇନ୍‌ଫେକ୍‌ଶନ ଦାୟୀ

ଡାଇବେଟିସ୍‌ ଏବେ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି। ଆମ ଦେଶରେ ଏହି ରୋଗୀଙ୍କ ସଂଖ୍ୟା ଏପରି ବଢ଼ି ଚାଲିଛି ଯେ, ଭାରତକୁ ‘ଡାଇବେଟିସ୍‌ର ରାଜଧାନୀ’ (କ୍ୟାପିଟାଲ ଅଫ୍‌ ଡାଇବେଟିସ୍‌) ଭାବରେ ଅଭିହିତ କରାଯାଉଛି। ସାଧାରଣତଃ ଡାଇବେଟିସ୍‌ ଦୁଇ ପ୍ରକାର :…

କଣ୍ଟେନରରେ ତିଆରି ହୋଇଛି ଘର, ରହିଛି ସମସ୍ତ ପ୍ରକାର ସୁବିଧା

ସାଧାରଣତଃ ଇଟା, ଗୋଡ଼ି, ବାଲି, ସିମେଣ୍ଟରେ ଘର ତିଆରି ହୋଇଥାଏ। କିନ୍ତୁ ଜଣେ ବ୍ୟକ୍ତି ଲୁହା କଣ୍ଟେନରରେ ଘର ନିର୍ମାଣ କରିଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏମିତି ଘର ତିଆରି କରିବାରେ ସଫଳ ହୋଇଛନ୍ତି ଟେକ୍‌ସାସ୍‌ ନିକଟସ୍ଥ ହ୍ୟୁସଟନ୍‌ ସହରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?