Home Left

ସାଇନପଡ଼ା ସମିତି ସଭ୍ୟ ନିର୍ବାଚନ: ବଳରାମ ମଲିକ ନିନ୍ଦ୍ୱନ୍ଦରେ ନିର୍ବାଚିତ

କ.ନୂଆଗାଁ, ୪।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାଇନପଡ଼ା ସମିତି ସଭ୍ୟ ଭାବେ ବିଜେଡି ସମର୍ଥୀତ ପ୍ରାର୍ଥୀ ବଳରାମ ମଲିକ ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ସୂଚନାଯୋଗ୍ୟ, ଉକ୍ତ ପଞ୍ଚାୟତର ସମିତିସଭ୍ୟ ଚକ୍ରମଣି କହଁର ବିଧାୟକଭାବେ ନିର୍ବାଚିତ ହେବାରୁ ଉକ୍ତ ପଦବୀରୁ ଇସ୍ତଫା…

‘ଅନ୍ଦାଜ ଅପ୍‌ନା ଅପ୍‌ନା’କୁ ପୂରଣ ହେଲା ୨୫ ବର୍ଷ

ମୁମ୍ବାଇ: ବଲିଉଡ୍‌ କମେଡି ଫିଲ୍ମ ‘ଅନ୍ଦାଜ ଅପ୍‌ନା ଅପ୍‌ନା’କୁ ୨୫ ବର୍ଷ ପୂରଣ ହୋଇଛି। ନଭେମ୍ବର ୪, ୧୯୯୪ ରେ ପରଦାକୁ ଆସିଥିଲା ଏହି କମେଡି ଫିଲ୍ମ। ରାଜ କୁମାର ସନ୍ତୋଷିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଥିଲେ ଆମିର…

ଭାରତ,ବାଂଲାଦେଶ ଦଳକୁ ଧନ୍ୟବାଦ ଦେଲେ ବିସିସିଆଇ ସଭାପତି

ନୂଆଦିଲ୍ଲୀ,୪।୧୧(ପି.ଟି.)- ଦେଶର ରାଜଧାନୀରେ ଅତ୍ୟଧିକ ପ୍ରଦୂଷଣ ସତ୍ତ୍ୱେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳିଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ସୋମବାର ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ବାଂଲାଦେଶ ଦଳକୁ ଧନ୍ୟବାଦ ଜଣାଇଛନ୍ତି। ଦିଲ୍ଲୀ ସରକାର…

ମୃତ ପ୍ରେମିକଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ପ୍ରେମିକା

ଆଲିଗଡ,୪।୧୧: ଉତ୍ତର ପ୍ରଦେଶ ଆଲିଗଡର ତେରୋଲିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାକାର ଜଣେ ବିଧବା ମହିଳା ଏବେ ତାଙ୍କ ମୃତ ପ୍ରେମିକଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ମହିଳା ଜଣକ ବିବାହ କରିଥିବା ବେଳେ ୩ ବର୍ଷ ପୂର୍ବେ ତାଙ୍କ…

ଶ୍ରୀମନ୍ଦିରରେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ନିର୍ଦ୍ଦେଶ

ଭୁବନେଶ୍ୱର, ୪।୧୧(ବ୍ୟୁରୋ): ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲାର ମଧ୍ୟବର୍ତ୍ତୀକାଳୀନ ରାୟ ପ୍ରକାଶ ପାଇଛି। ଜଷ୍ଟିଶ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ସୁପ୍ରିମକୋର୍ଟ ୨୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ଜାରି ହୋଇଥିବା ନିର୍ଦ୍ଦେଶଗୁଡିକ ମଧ୍ୟରେ ଶ୍ରୀମନ୍ଦିର ଲାଗି ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି,…

କଠୋର ହେଲେ ସୁପ୍ରିମକୋର୍ଟ: ମାଗିଲେ ନଡ଼ା ଜଳାଉଥିବା ଲୋକଙ୍କ ତାଲିକା

ନୂଆଦିଲ୍ଲୀ,୪।୧୧: ରାଜଧାନୀରେ ଭୟଙ୍କର ରୂପ ନେଉଛି ପ୍ରଦୂଷଣ। ଏହି ମାମଲାରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସୋମବାର ଦିଲ୍ଲୀରେ ବ୍ୟାପୁଥିବା ପ୍ରଦୂଷଣ ଉପରେ ସୁପ୍ରିମକୋର୍ଟ ଟିପ୍ପଣି ରଖି କେନ୍ଦ୍ର ଓ ରାଜ୍ୟସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ପ୍ରତିବର୍ଷ ଦିଲ୍ଲୀରେ…

ପାକିସ୍ତାନ ରେଳମନ୍ତ୍ରୀ କହିଲେ ଜଳଖିଆରେ ନିଆଁ ଲାଗିଲେ ଏହା ଫାଟିଯାଏ

ଇସ୍‌ଲାମାବାଦ,୪।୧୧: ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ପୁଣିଥରେ ନିଜର ଓଲଟା-ସିଧା କଥାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଛନ୍ତି। ନିକଟରେ ପାକିସ୍ତାନରେ ହୋଇଥିବା ରେଲ ଦୁର୍ଘଟଣାକୁ ଦେଇ ସେ ଏମିତି ଏକ ହାସ୍ୟାସ୍ପଦ ବୟାନ ଦେଇଛନ୍ତି। ନାୟଲା ଇନାୟତ ନାମକ ପାକିସ୍ତାନର…

ଯବାନଙ୍କ ପାଖରେ ୫୧ ଡିଗ୍ରୀ

ଜୟପୁର,୪।୧୧: ଜମ୍ମୁ-କଶ୍ମୀର, ଆସାମ, ପଞ୍ଜାବ ଆଦି ସୀମାରେ ମୁତୟନ ହୋଇଥିବା ଜଣେ ଭାରତୀୟ ଯବାନଙ୍କ ପାଠପଢ଼ିବା ପ୍ରତି ଥିବା ଆଗ୍ରହ ଏବେ ଲୋକଲୋଚନକୁ ଆସିଛି। ରାଜସ୍ଥାନର ଦଶରଥ ସିଂ ସେନାରେ ନିଯୁକ୍ତି ହୋଇ ମଧ୍ୟ ପାଠ ପଢ଼ାରେ ୫୧ ଡିଗ୍ରୀ ହାସଲ…

ଅଡ୍‌-ଇଭିନ୍‌ ନମ୍ବର ନିୟମ ନ ମାନିବାରୁ କଟିଲା ଭାଜପା ନେତାଙ୍କ ଚାଲାଣ

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରାକୁ କମ୍‌ କରିବାକୁ ଯାଇ ସରକାରଙ୍କ ତରଫରୁ ଅଡ-ଇଭିନ ନମ୍ବରର ଗାଡି ଗଡିବା ଆରମ୍ଭ କରିଛି। ସୋମବାର ଇଭିନ୍‌ ନମ୍ବରର ଗାଡି ଚାଲୁଥିବା ବେଳେ ଭାଜପା ନେତା ବିଜୟ ଗୋୟଲ କିନ୍ତୁ ତାଙ୍କ ଅଡ୍‌ ନମ୍ବର…

୫୦ ଅଣ୍ଡା ଖାଇବାକୁ ଲାଗିଥିଲା ସର୍ତ୍ତ: ୪୨ଖାଇବା ପରେ ମୃତ୍ୟୁ

ଜୋନପୁର,୪।୧୧: ବେଳେବେଳେ ଥଟ୍ଟାରେ ଲାଗିଥିବା ସର୍ତ୍ତ ମୃତ୍ୟୁର କାରଣ ହୋଇଥାଏ। ଅଣ୍ଡା ଓ ମଦରେ ସର୍ତ୍ତ ଲଗାଇ ଜଣେ ବ୍ୟକ୍ତି ମୃତ୍ୟୁମୁଖକୁ ଠେଲି ହୋଇଯାଇଥିବା ଜଣାପଡ଼ିଛି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଜୋନପୁରରେ। ସୂଚନାଯୋଗ୍ୟ, ଶାହଗଞ୍ଜ କୋତଓ୍ବାଲି ଅଞ୍ଚଳର…

ରୋହିତଙ୍କ ରେକର୍ଡ

ନୂଆଦିଲ୍ଲୀ,୪।୧୧- ଭାରତୀୟ ଦଳର କାମଚଳା ଅଧିନାୟକ ରୋହିତ ଶର୍ମା ଟି୨୦ ଫର୍ମାଟରେ ସର୍ବାଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ ହେବାର ରେକର୍ଡର ଅଧିକାରୀ ହୋଇଛନ୍ତି। ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚ୍‌ ପୂର୍ବରୁ ରୋହିତ ସର୍ବାଧିକ…

ବିଭିନ୍ନ ଦାବିନେଇ ଅଙ୍ଗନଓ୍ବାଡି ମହିଳା କର୍ମୀଙ୍କ ଧାରଣା: ଦାବି ପୂରଣ ନ ହେଲେ ଦିଲ୍ଲୀରେ ଆନ୍ଦୋଳନ ପାଇଁ ଚେତାବନୀ

ଯାଜପୁର ଟାଉନ, ୪।୧୧(ଡି.ଏନ୍‌.ଏ.): ୧୪ ଦଫା ଦାବିନେଇ ଭାରତ ମଜଦ୍ଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍‌ ଓଡ଼ିଶା ଅଙ୍ଗନୱାଡି ମହିଳା କର୍ମୀଙ୍କ ପକ୍ଷରୁ ସୋମବାର ଯାଜପୁର ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯାଇଛି। । କର୍ମଚାରୀଙ୍କ ମାସିକ ବେତନ ୧୮ହଜାର, ଅବସରକାଳୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?