ଓଡ଼ିଶାର କୁନି ତାରକା: ଯିଏ ପାଲଟିଛନ୍ତି ଅନ୍ୟ ପାଇଁ ଆଦର୍ଶ
ପିଲା ହେଉଛନ୍ତି ପ୍ରଜାପତି ପରି। ମନ ସେମାନଙ୍କର ଚାହେଁ ଉଡ଼ି ବୁଲିବାକୁ, ଆଉ ଛୁଇଁବାକୁ ଦୂର ଦିଗ୍ବଳୟ। ବେଳେବେଳେ ସେଇ ଝୁଙ୍କ୍ରେ ସେମାନେ ନିଜର ସମସ୍ତ ଶକ୍ତି ଓ ବୁଦ୍ଧି ଲଗାଇଦିଅନ୍ତି। ଆଉ ପହଞ୍ଚିଯାଆନ୍ତି ଶୀର୍ଷରେ। ପାଲଟିଯାଆନ୍ତି ଅନ୍ୟମାନଙ୍କ ପାଇଁ ଆଦର୍ଶ।…
ମୁନିଗୁଡ଼ା ଅଞ୍ଚଳରେ ମାଓବାଦୀ ପୋଷ୍ଟର, ବ୍ୟାନର: ଲୋକେ ଭୟଭୀତ
ମୁନିଗୁଡା,୧୦।୧୧(ଡି.ଏନ୍.ଏ.): ରାୟଗଡା ଜିଲା ମୁନିଗୁଡା ବ୍ଲକ ତଥା ଅମ୍ବାଦଳା ଥାନା ଅନ୍ତର୍ଗତ ବିଜାବଣ୍ଡଳି ଗ୍ରାମ ଛକ ନିକଟରେ ରବିବାର ମାଓବାଦୀ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖାଯାଇଛି। ଉକ୍ତ ବ୍ୟାନର ଓ ପୋଷ୍ଟରଟି ବଂଶଧାର ଘୁମୁସୁରା ନାଗାବଳି ଡିଭିଜନ କମିଟି ସିପିଆଇ(ମାଓବାଦୀ…
ଆସନ୍ତା ବର୍ଷ ନିର୍ମାଣ ହେବ ରାମ ମନ୍ଦିର: ସମ୍ପୂର୍ଣ୍ଣ ହେବାକୁ ଲାଗିପାରେ ୫ ବର୍ଷ
ନୂଆଦିଲ୍ଲୀ,୧୦।୧୧: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଏବେ ସମସ୍ତଙ୍କ ନଜର କେବେ ଓ କେମିତି ନିର୍ମାଣ ହେବ ଅଯୋଧ୍ୟାରେ ରାମ ମନ୍ଦିର। ତେବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୦ରେ ଏହାର…
୫-ଟି ପ୍ରଭାବ: ଦେଢବର୍ଷ ପରେ ନିଯୁକ୍ତି ପାଇଁ ପରୀକ୍ଷା; ୨୪ ଘଣ୍ଟାରେ ବାହାରିଲା ପରୀକ୍ଷାଫଳ
ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ପଞ୍ଚାୟତିରାଜ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଓଡ଼ିଶା ଲାଇଭ୍ଲି ହୁଡ୍ ମିଶନ (ଓଏଲ୍ଏମ୍) ପାଇଁ ଜିଲା ଓ ବ୍ଲକ୍ ସ୍ତରୀୟ ସହାୟକ ପଦବୀ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଗତ ୧୮ ମାସ ହେବ ବନ୍ଦ ଥିବା…
ଭିନ୍ନ ମୋଡ ନେଲା ରାଜା ଧରଣୀଧର ସ୍କୁଲ ଛାତ୍ର ମୃତ୍ୟୁ ଘଟଣା: ଶିକ୍ଷକଙ୍କ ନିର୍ଯାତନା ସହି ନ ପାରି ମୃତ୍ୟୁ ଅଭିଯୋଗ
ବଣାଇ,୧୦।୧୧(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ରାଜା ଧରଣୀଧର ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ମୁରଲୀଧର ଭୂମିଜ(୧୫)ଙ୍କ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଇଛି। ଶିକ୍ଷକ ନିର୍ଯାତନା ସହି ନ ପାରି ତାଙ୍କ ମୃତ୍ୟୁ ଘଟିଥିବା ଶୁକ୍ରବାର ସନ୍ଧ୍ୟାରେ ବଣାଇ ଥାନାରେ ପରିବାର…
ଅଯୋଧ୍ୟା ବିବାଦର ଇତିହାସ
ନୂଆଦିଲ୍ଲୀ,୧୦ା୧୧: ଅଯୋଧ୍ୟାରେ ୨.୭୭ ଏକର ଜମିକୁ ନେଇ ବହୁ ଦଶନ୍ଧି ଧରି ବିବାଦ ଲାଗିରହିଛି। ଏହି ମାମଲା ଅନେକ ବର୍ଷ ଧରି ଏକ ରାଜନୈତିକ, ଐତିହାସିକ ତଥା ସାମାଜିକ-ଧର୍ମୀୟ ବିତର୍କ ହୋଇ ରହିଆସିଛି। ବାବ୍ରୀ ମସ୍ଜିଦ ନିର୍ମାଣ ହୋଇଥିବା ଉକ୍ତ ସ୍ଥାନ…
ଅନୁଚ୍ଛେଦ ୧୪୨ କ’ଣ
ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ସମ୍ବିଧାନର ଅନୁଚ୍ଛେଦ ୧୪୨ ଅନୁଯାୟୀ କେତେକ ରାୟ ଶୁଣାଇବା ସହ ୨.୭୭ ଏକର ବିବାଦୀୟ ଜମି ହସ୍ତାନ୍ତର ଲାଗି ଗଠନ ହେବାକୁ ଥିବା ଟ୍ରଷ୍ଟରେ ନିର୍ମୋହୀ ଆଖଡ଼ା ସଦସ୍ୟଙ୍କୁ ସାମିଲ କରିବା ଲାଗି ପରାମର୍ଶ…
୧ ଲକ୍ଷ ଟନ୍ ପିଆଜ ଆମଦାନି କରିବେ ସରକାର
ନୂଆଦିଲ୍ଲୀ,୧୦-୧୧:ଖୁଚୁରା ବଜାରରେ ପିଆଜ ଦର ୧୦୦ ଟଙ୍କା ଛୁଇଁଛି। ପିଆଜ ଖାଉଟିଙ୍କ ଲାଗି ଆକାଶ ଛୁଁଆ ହୋଇ ରହିଥିବା ବେଳେ ଏହାର ଦର କମୁନାହିଁ। ଦର ନିୟନ୍ତ୍ରଣ କରିବା ଲାଗି ସରକାର ୧ ଲକ୍ଷ ଟନ୍ ପିଆଜ ଆମଦାନି କରିବା ନେଇ…
ଧରିତ୍ରୀ ପ୍ରଭାବ: ନିରୀହ ଲୋକଙ୍କୁ ପୋଲିସର ମାଡ଼ ଘଟଣାରେ କ୍ଷତିପୂରଣ ଲାଗି ଏନ୍ଏଚ୍ଆର୍ସିର ନିର୍ଦ୍ଦେଶ
ପୁରୁଷୋତ୍ତମପୁର, ୧୦।୧୧ (ଡି.ଏନ.ଏ.): ଜାତୀୟ ମାନବାଧିକାର କମିଶନ ପୋଲିସ ମାଡରେ ଆହତ ୭ ଜଣଙ୍କୁ ୨୫ହଜାର ଲେଖାଏ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ପାଇବାକୁ ଥିବା ବ୍ୟକ୍ତିହେଲେ କୁମାରୀର ଅଧିକାରୀ ବେହେରା, ପୁରୁଷୋତ୍ତମପୁର ମେନ୍ରୋଡ୍ର ଗଣପତି ସାହୁ, ମହେଶ୍ୱର ମହାନ୍ତି,…
ମଧ୍ୟସ୍ଥଙ୍କ ଚୁକ୍ତିରେ ନାହିଁ ସବୁ ପକ୍ଷଙ୍କ ସ୍ବାକ୍ଷର
ନୂଆଦିଲ୍ଲୀ,୧୦ା୧୧(ପି.ଟି.): ରାମ ଜନ୍ମଭୂମି-ବାବ୍ରୀ ମସ୍ଜିଦ ଜମି ବିବାଦର ସମାଧାନ ପାଇଁ କେତେକ ପକ୍ଷ ମଧ୍ୟସ୍ଥତା ଲାଗି ରାଜି ହୋଇଥିଲେ ହେଁ ଏହା ସର୍ତ୍ତମୂଳକ ଥିଲା। ଏହାକୁ ମାନିବା କୌଣସି ପକ୍ଷ ପାଇଁ ବାଧ୍ୟତାମୂଳକ ନୁହେଁ ବୋଲି ଅଯୋଧ୍ୟା ରାୟ ପ୍ରକାଶ ବେଳେ…
୪୦ ଦିନିଆ ଶୁଣାଣି ସୁପ୍ରିମକୋର୍ଟ ଇତିହାସରେ ଦ୍ୱିତୀୟ ଦୀର୍ଘତମ
ନୂଆଦିଲ୍ଲୀ,୧୦ା୧୧(ପି.ଟି.): ଦୀର୍ଘ ଦଶନ୍ଧିର ମନ୍ଦିର-ମସ୍ଜିଦ ଜମି ବିବାଦ ମାମଲା ଉଭୟ ରାଜନୈତିକ ଓ ଧର୍ମୀୟ ଦୃଷ୍ଟିରୁ ସମ୍ବେଦନଶୀଳ ହୋଇଥିଲାବେଳେ ସୁପ୍ରିମକୋର୍ଟରେ କ୍ରମାଗତ ୪୦ ଦିନ ଧରି ଏହାର ଶୁଣାଣି ହୋଇଥିଲା। ସର୍ବୋଚ୍ଚ ଅଦାଲତ ଇତିହାସରେ ଏହା ଦ୍ୱିତୀୟ ଦୀର୍ଘତମ ଶୁଣାଣି। ୨.୭୭…
ବାବ୍ରୀ ମସ୍ଜିଦ ଭଙ୍ଗ ଆଇନର ଉଲ୍ଲଂଘନ
ନୂଆଦିଲ୍ଲୀ,୧୦ା୧୧: ଦୀର୍ଘବର୍ଷର ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଶନିବାର ଐତିହାସିକ ରାୟ ପ୍ରଦାନ କରିଛନ୍ତି। ବିବାଦୀୟ ଜମି ଉପରେ ରାମ ମନ୍ଦିର ନିର୍ମାଣ ପାଇଁ ଅଦାଲତ ଅନୁମତି ଦେବା ସହ ମୁସଲମାନ ପକ୍ଷଙ୍କୁ ମସ୍ଜିଦ ନିର୍ମାଣ ଲାଗି ଅନ୍ୟତ୍ର ୫…

