ପ୍ରଳୟର ନିକଟତର
ବିପଜ୍ଜନକ ପ୍ରଯୁକ୍ତି ମାଧ୍ୟମରେ ମଣିଷ କେତେ ଶୀଘ୍ର ପୃଥିବୀକୁ ଧ୍ୱଂସ କରିବା ପାଇଁ ଯାଉଛି ସେ ସମ୍ପର୍କରେ ସତର୍କ କରିଦିଏ ଡୁମ୍ସଡେ କ୍ଲକ୍ ବା ପ୍ରଳୟ ଘଡ଼ି। ମଧ୍ୟରାତ୍ର(ବୈଶ୍ୱିକ ମହାବିନାଶ) ଆଉ କେତେ ସମୟ ବାକି ଅଛି ତାହାକୁ ବିଶେଷଜ୍ଞମାନେ ଏହି…
ଡାର୍କ ପାଟର୍ନ କ’ଣ? ଯେଉଁଥିରୁ ଇ-କମର୍ସ ପ୍ଲାଟ୍ଫର୍ମ ମୁକ୍ତ ହେବାକୁ ‘ସିସିପିଏ’ ଜାରି କଲା ଆଡ୍ଭାଇଜରି…
ନୂଆଦିଲ୍ଲୀ, ୮।୬: କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) ପକ୍ଷରୁ ସମସ୍ତ ଇ-କମର୍ସ ପ୍ଲାଟ୍ଫର୍ମଗୁଡ଼ିକୁ ବିଭ୍ରାନ୍ତିକର ଏବଂ ଅନୁଚିତ ବାଣିଜ୍ୟ ଅଭ୍ୟାସରେ ଲିପ୍ତ ନ ରହିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଶନିବାର ଖାଉଟି ବ୍ୟାପାର, ଖାଦ୍ୟ…
ୟୁକେରେ ପହଞ୍ଚିଲା ଟିମ୍ ଇଣ୍ଡିଆ
ଲଣ୍ଡନ,୭ା୬: ଆସନ୍ତା ୨୦ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ଟିମ୍ ଇଣ୍ଡିଆ ଶନିବାର ୟୁକେରେ ପହଞ୍ଚିଛି। ଏହି ଟେଷ୍ଟ ସିରିଜ ସହ ଉଭୟ ଦଳ ୨୦୨୫-୨୭ ଆଇସିସି ଓ୍ବାଲର୍ଡ ଟେଷ୍ଟ ଚାମ୍ପିୟନଶିପ୍…
ମହାପ୍ରଭୁଙ୍କ ଲାଗି ଖୋଲାଯିବ ଡିଜିଟାଲ ହୁଣ୍ଡି: UPI ଜରିଆରେ…
ଭୁବନେଶ୍ୱର,୭।୬: ପୁରୀ ଜଗନ୍ନାଥ ମନ୍ଦିରର ଦାନ ପ୍ରକ୍ରିୟାକୁ ଆଧୁନିକୀକରଣ କରାଯିବ। ଏନେଇ ସମର୍ପଣ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ଥିବା ବ୍ୟାଙ୍କର ବିଭିନ୍ନ ଶାଖାରେ ଡିଜିଟାଲ ହୁଣ୍ଡି ସ୍ଥାପନ ବ୍ୟବସ୍ଥା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାକୁ କାର୍ଯ୍ୟକାରୀ କରିବାକୁ…
୬ ମହଲାରୁ ପଡ଼ି ଚାଲିଗଲା ଶ୍ରମିକଙ୍କ ଜୀବନ
କଟକ,୭।୬: ଶୈଳବାଳା ମହିଳା ମହାବିଦ୍ୟାଳୟର କ୍ୟାମ୍ପସ ନିର୍ମାଣ ବେଳେ ଶନିବାର ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ୬ ମହଲା କୋଠାରୁ ଖସି ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଶ୍ରମିକ ଜଣକ ବାହାର ରାଜ୍ୟର ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସୁବର୍ଣ୍ଣପୁରରେ ହେବ ୪ ନଦୀଗର୍ଭ ଜଳାଶୟ
ସୋନପୁର,୭ା୬(ମୃତ୍ୟୁଞ୍ଜୟ ଶତପଥୀ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ସୁବର୍ଣ୍ଣପୁରଠାରେ ପ୍ରାୟ ୩୨୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପ୍ରକଳ୍ପ ମୂଲ୍ୟର ୫୬ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୮୦ କୋଟି ଟଙ୍କା ମୂଲ୍ୟର…
ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ଅଧ୍ୟକ୍ଷ ଦାୟିତ୍ୱ ନେଲେ ମହେନ୍ଦ୍ର
ନୂଆଦିଲ୍ଲୀ,୭ା୬ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ (ଇଏସି-ପିଏମ୍)ର ନୂଆ ଅଧ୍ୟକ୍ଷ ଭାବେ ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଭେଲପମେଣ୍ଟ ରିସର୍ଚ୍ଚର ପୂର୍ବତନ କୁଳପତି ଏସ୍. ମହେନ୍ଦ୍ର ଦେବ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରି ଅତିରିକ୍ତ ଭାବେ…
ଅପମାନିତ ହେଲା ପାକିସ୍ତାନ! ଆମେରିକା ସାଂସଦ କହିଲେ ପ୍ରଥମେ ‘ଜୈଶ-ଏ-ମହମ୍ମଦ ଉପରେ ଆକ୍ସନ ନିଅ’
ଓ୍ବାଶିଂଟନ,୭।୬: ଅପରେଶନ ସିନ୍ଦୂର ପରେ, ଭାରତ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ପର୍ଦ୍ଦାଫାସ କରିବା ପାଇଁ ବିଦେଶରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ପଠାଇଥିଲା। ଏହାକୁ ନକଲ କରି, ପାକିସ୍ତାନ ବିଲାୱଲ ଭୁଟ୍ଟୋଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଧ୍ୟ ଆମେରିକାକୁ ପଠାଇଥିଲା,…
ନାବାଳିକାଙ୍କୁ ଘରୁ ଉଠାଇନେଲେ ସନିଆ, ଏବେ ଝିଅଙ୍କ ବାପା…
ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଅଧିନ ଏକ ଗାଁର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ସେହି ଗାଁର ସନିଆ ନାୟକ ଅପହରଣ କରି କେଉଁଆଡ଼େ ନେଇଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପା ଏନେଇ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ପ୍ରଶାନ୍ତ…
ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚି ଯୁବକ ବଖାଣିଲେ ହତ୍ୟାର ଲୋମ ଟାଙ୍କୁରା କାହାଣୀ
ବେଙ୍ଗାଲୁରୁ,୭।୬: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରୁ ଏକ ଅତ୍ୟନ୍ତ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଆଙ୍କେଲ ଅଞ୍ଚଳରେ ରହୁଥିବା ଜଣେ ୨୮ବର୍ଷୀୟ ଯୁବକ ତାଙ୍କ ପତ୍ନୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରି ତାଙ୍କ ମୁଣ୍ଡ କାଟି ଦେଇଥିଲେ। କେବଳ ଏତିକି ନୁହେଁ,…
ଯୁବକଙ୍କୁ ସ୍କୁଲ ନିକଟରେ ଅଟକାଇ ଲୁହାଛଡ଼ରେ ପିଟିଲେ
ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ରାଜପୁର ଗାଁର ସୁଶାନ୍ତ ବିଷୋୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ପୂର୍ବ ଶତ୍ରୁତାରୁ ସୁଶାନ୍ତଙ୍କୁ ତାଙ୍କ ପଡ଼ୋଶୀ ବାହାନ ସ୍ବାଇଁ ଏବଂ ତୋଫାନ ସ୍ବାଇଁ ଦୁଇଭାଇ ଶୁକ୍ରବାର ସନ୍ଧ୍ୟାରେ ଗାଁ…
ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିଗିଡ଼ିଲା ସ୍ବାସ୍ଥ୍ୟାବସ୍ଥା, ନିଆଗଲା ହସ୍ପିଟାଲ
ନୂଆଦିଲ୍ଲୀ,୭।୬: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ। ସିମଲାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ଶନିବାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲ (IGMC) କୁ ନିଆଯାଇଥିଲା। ସେଠାରେ ତାଙ୍କର…
Archives


