ଅଡି ପାଗଳ କୋହଲି
ବିଳାସପୂର୍ଣ୍ଣ କାର ପ୍ରେମରେ ଭାରତୀୟ କ୍ରିକେଟରଙ୍କ ପଡ଼ିବା କିଛି ନୂଆ ଖବର ନୁହେଁ। କିନ୍ତୁ ଅଧିନାୟକ ବିରାଟ କୋହଲି ଅଡି କାର ପାଇଁ ପାଗଳ ପ୍ରାୟ। କିନ୍ତୁ ଅଧିନାୟକ ବିରାଟ କୋହଲି ଅଡି କାର ପାଇଁ ପାଗଳ ପ୍ରାୟ। ତାଙ୍କ ଗ୍ୟାରେଜରେ…
ଏହି ଦେଶରେ ବାପା ହେଲେ ପୁରୁଷଙ୍କୁ ମିଳିଥାଏ ସର୍ବାଧିକ ଛୁଟି
ସାଧାରଣତଃ ପିଲା ଜନ୍ମ ଦେଲେ କାର୍ଯ୍ୟସ୍ଥଳରେ ମା’ଙ୍କୁ ଛୁଟି ମିଳିଥାଏ। ମାତ୍ର କେଉଁଠି ବାପାଙ୍କୁ ଛୁଟି ମିଳୁଥିବାର ଶୁଣିଛନ୍ତି। ଆଜ୍ଞା ହଁ, ଏମିତି ଏକ ଦେଶ ହେଉଛି ଜାପାନ। ଯେଉଁଠି ସନ୍ତାନ ଜନ୍ମ ହେଲେ ବାପାଙ୍କୁ କାର୍ଯ୍ୟସ୍ଥଳରେ ସର୍ବାଧିକ ଛୁଟି ମିଳିଥାଏ।…
ଦୁର୍ଦ୍ଦାନ୍ତ ଅପରାଧି ଗୁଗୁ ଖୁଣ୍ଟିଆ ଗିରଫ
କଟକ ଅଫିସ, ୧୩।୧୧: ମଧୁପାଟଣା ପୋଲିସ ମଙ୍ଗଳବାର ଜଣେ ପେସାଦାର ଅପରାଧୀଙ୍କୁ ଗିରଫ କରିଛି। ସେ ହେଲେ କଟକ ଜିଲା ତିନିଘରିଆ ଅଞ୍ଚଳର ଗୁଗୁ ଓରଫ ଶୁଭାଶିଷ ଖୁଣ୍ଟିଆ। ପୂର୍ବରୁ ଗୁଗୁଙ୍କ ନାମରେ ହତ୍ୟା ଧମକ, ଟେଣ୍ଡର ଫିକ୍ସିଂ, ଦାଦାବଟି, ଲୁଟ…
ଦୀପକ ଚହରଙ୍କ ବୋଲିଂ ଦେଖି ଏମିତି କହିଲେ ତାଙ୍କ ଭଉଣୀ
ନୂଆଦିଲ୍ଲୀ,୧୩।୧୧: ନିର୍ଣ୍ଣାୟକ ଟି-୨୦ରେ ବାଂଲାଦେଶ ବ୍ୟାଟିଂ ଲାଇନଅପ୍ ଛିନଛତ୍ର କରି ଦେଇଥିବା ଟିମ ଇଣ୍ଡିଆର ଦ୍ରୁତ ବୋଲିର ଦୀପକ ଚହର ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଉକ୍ତ ମ୍ୟାଚ୍ରେ ଦୀପକ କେବଳ ଭଲ ବୋଲିଂ କରି ନ ଥିଲେ ବରଂ…
ଓ୍ବାଇଡ୍ ଯୋଗୁ ହ୍ୟାଟ୍ରିକରୁ ବଞ୍ଚିତ ହେଲେ ଦୀପକ
ନୂଆଦିଲ୍ଲୀ,୧୩।୧୧- ୨୭ ବର୍ଷୀୟ ଭାରତୀୟ ମଧ୍ୟଗତିର ବୋଲର ଦୀପକ ଚହର ୩ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ହ୍ୟାଟ୍ରିକ ଉଇକେଟ ହାସଲ କରିବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି। ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ମଙ୍ଗଳବାର ବିଦର୍ଭ ବିପକ୍ଷ ମ୍ୟାଚ୍ରେ…
ଏମିତି ବିବାହ ବାର୍ଷିକୀ ପାଳନ କରିବେ ଦୀପ୍ବୀର
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଏବଂ ରଣବୀର ସିଂ ନଭେମ୍ବର ୧୪ରେ ପ୍ରଥମ ବିବାହ ବାର୍ଷିକୀ ପାଳନ କରିବେ। ୨୦୧୮ରେ ଉଭୟଙ୍କ ବିବାହ ଖୁବ୍ ଆଡମ୍ବରରେ ଇଟାଲୀରେ ହୋଇଥିଲା। ପ୍ରଥମ ବିବାହ ବାର୍ଷିକୀକୁ ମନେରଖିବା ପାଇଁ ପରିବାର ସହ ସମୟ ବିତାଇବେ…
ଆଜିର ଦିନରେ ଓଡିଆଇ କ୍ରିକେଟରେ ସର୍ବାଧିକ ରନ୍ କରିଥିଲେ ରୋହିତ
ନୂଆଦିଲ୍ଲୀ,୧୩।୧୧- ହିଟ୍ମ୍ୟାନ ଭାବେ ପରିଚିତ ଭାରତୀୟ ଓପନର ରୋହିତ ଶର୍ମା ଆଜକୁ ଠିକ୍ ୫ ବର୍ଷ ତଳେ ଅର୍ଥାତ୍ ୨୦୧୪ ନଭେମ୍ବର ୧୩ ତାରିଖରେ ଅନ୍ତର୍ଜାତୀୟ ଦିନିକିଆ (ଓଡିଆଇ) କ୍ରିକେଟର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। କଲିକତାସ୍ଥିତ ଐତିହାସିକ ଇଡେନ୍ ଗାର୍ଡେନ୍ସଠାରେ…
ଦରମା ନ ମିଳିବାରୁ ଅଭିନବ ପ୍ରତିବାଦ: କାର୍ଯ୍ୟାଳୟ ଭିତରେ ଅଳିଆ ଫିଙ୍ଗିଲେ ସଫେଇ କର୍ମଚାରୀ
ବାରିପଦା ଅଫିସ,୧୩।୧୧: ବାରିପଦା ପୌର ପରିଷଦର ସଫେଇ କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀମାନେ ମଙ୍ଗଳବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ବୁଧବାର ସକାଳେ ପୌର କାର୍ଯ୍ୟାଳୟ ଭିତରେ ଅଳିଆ ଫିଙ୍ଗି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ଦରମା ପ୍ରଦାନ ଦାବିରେ ଏହି ଆନ୍ଦୋଳନ…
ଫିଲ୍ମରୁ ଦୂରେଇଲେ ଅମିତାଭ୍ ବଚ୍ଚନ୍
ମୁମ୍ବାଇ: ଯିଏ ବଲିଉଡ୍ର ଫ୍ୟାନ୍, ସେ ବିଗ୍ ବି ଅମିତାଭ୍ ବଚ୍ଚନ୍ଙ୍କ ଫ୍ୟାନ୍ ହୋଇଥିବ ନିଶ୍ଚୟ। ଏଣୁ ଆମ ସମସ୍ତଙ୍କ ପାଇଁ ଏକ ଦୁଃଖ ଖବର। ଦଶନ୍ଧି ଦଶନ୍ଧି ଧରି ନିଜ ଅଭିନୟ ଆଉ ବ୍ୟକ୍ତିତ୍ୱ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଘର…
ବିଶ୍ୱ ଦୟା ଦିବସ: ଜୀବନକୁ ସ୍ପର୍ଶ କରେ ଦୟା
ଦୟା ଜୀବନକୁ ବଦଳାଇଦିଏ। ଏହା ଆନନ୍ଦର ଅଗ୍ରଦୂତ। ଯେଉଁମାନେ ଦୟାର ଅଲୌକିକତା ଅନୁଭବ କରିଛନ୍ତି ସେମାନେ ସବୁବେଳେ ଦୟାଳୁ। ଦୟା ଭାବ ମାନବ ଜୀବନର ଏକ ମୌଳିକ ଅଂଶ। ଏହା ଜାତି, ଧର୍ମ,ସମ୍ପ୍ରଦାୟ, ଲିଙ୍ଗଗତ ପାର୍ଥକ୍ୟ ତଥା ରାଜନୀତିର ବାଦ ବିବାଦକୁ…
ଇସ୍ରାଏଲ୍ ବୋମାମାଡ଼ରେ ପାଲେଷ୍ଟାଇନ୍ ଆତଙ୍କବାଦୀ ମୁଖ୍ୟ ବାହା ଅବୁ ନିହତ
ଗାଜା,୧୩।୧୧: ଇସ୍ରାଏଲ୍ ବୋମାମାଡ଼ରେ ପାଲେଷ୍ଟାଇନ୍ ଆତଙ୍କବାଦୀ ମୁଖ୍ୟ ବାହା ଅବୁ ଅଲ୍-ଅଟ୍ଟା ନିହତ ହୋଇଛନ୍ତି। ଗାଜା ଅଞ୍ଚଳରେ ଇସ୍ରାଏଲ୍ ମିଳିତ ସୈନ୍ୟ ବାହିନୀ ପକ୍ଷରୁ ପ୍ରବଳ ବୋମାମାଡ଼ କରାଯାଇଥିଲା। ବୋମାମାଡ଼ରେ ବାହା ଅବୁ ଏବଂ ତାଙ୍କ ସ୍ତ୍ରୀଙ୍କ ସହିତ ୧୦ ଜଣଙ୍କ…
୧୮ବର୍ଷ ପରେ ଚପଲ ପିନ୍ଧିବେ ଦେବଦାସ
କିଶନଗଞ୍ଜ,୧୩।୧୧: ବିହାରର କିଶନଗଞ୍ଜର ଦେବଦାସ ଏବେ ୧୮ ବର୍ଷ ପରେ ଚପଲ ପିନ୍ଧିବେ। ରାମମନ୍ଦିର ନିର୍ମାଣ ନହେଲେ ସେ ଚପଲ ପିନ୍ଧିବେନି ବୋଲି ୨୦୦୧ରେ ଶପଥ ନେଇଥିଲେ। ସେହିଦିନଠାରୁ ସେ ବିନା ଚପଲରେ ଯିବା ଆସିବା କରୁଥିଲେ। ଏବେ ସୁପ୍ରିମ୍କୋର୍ଟଙ୍କ ରାୟ…

