ଏହି ୪ଟି ରୋଗରେ ଆକ୍ରାନ୍ତ ଲୋକ କାଜୁଠାରୁ ଦୂରେଇ ରୁହନ୍ତୁ
ଭଲ ସ୍ବାସ୍ଥ୍ୟ ପାଇଁ ଲୋକେ କାଜୁଠୁ ଆରମ୍ଭକରି ଆଲମଣ୍ଡ, ଅଖରୋଟ ଆଦି କେତେ କ’ଣ ଡ୍ରାଏ ଫ୍ରୁଟର୍ସ ଖାଇଥାନ୍ତି। ଏହାବ୍ୟତୀତ କାଜୁକୁ ତରକାରି ଓ ମିଠା ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଇଥାଏ। କେତେକ ମିଠା କେବଳ କାଜୁରେ ହିଁ ପ୍ରସ୍ତୁତି ହୋଇଥାଏ।…
ନିତି ଏହି ଜୁସ୍ରୁ ଅଧାକପ୍ ରଖେ ହାର୍ଟ ଆଟାକ୍ରୁ ଦୂରେଇ…
ସକାଳେ ଅଧାକପ୍ ତରଭୁଜ ଜୁସ୍ ପିଇଲେ ଅନେକ ଲାଭ ମିଳିଥାଏ। ଏଥିରେ ଓମେଗା ୩ ଏସିଡ୍ ପ୍ରଚୁର ପରିମାଣରେ ରହିଥାଏ। ଏହି ଜୁସ୍କୁ ନିୟମିତ ପିଇଲେ ହାର୍ଟ ଆଟାକ୍ରୁ ମୁକ୍ତି ମିଳେ ବୋଲି ଗୁଜରାଟ ଆୟୁର୍ବେଦ ବିଶ୍ୱବିଦ୍ୟାଳୟରେ ନିକଟରେ ହୋଇଥିବା ଏକ…
ଜନସେବା କେନ୍ଦ୍ରକୁ ତାଗିଦ: ନିର୍ଦ୍ଧାରିତ ଦରଠାରୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ
ଚନ୍ଦ୍ରଗିରି,୩୦।୭(ଡି.ଏନ୍.ଏ.): ବାରମ୍ବାର ସରକାରୀ ଦପ୍ତରକୁ ନଯାଇ ସହଜରେ ଏବଂ କମ୍ ଖର୍ଚ୍ଚରେ କିପରି ବିଭିନ୍ନ ସରକାରୀ ପ୍ରମାଣପତ୍ର ପାଇପାରିବେ ସେ ନେଇ ବିଭିନ୍ନ ସ୍ଥାନରେ ଜନସେବା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ମାତ୍ର କେତେକ ଅସାଧୁ କେନ୍ଦ୍ର ପରିଚାଳକ ଏହାର ଅପବ୍ୟବହାର କରୁଛନ୍ତି।…
କାଦୁଅ କରିବା, ଗଜାଧାନ ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ
ସୋରଡ଼ା,୩୦ା୭(ଡି.ଏନ.ଏ.)-ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ, ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ ଓ ରେଜିଲିଏନ୍ସ ପ୍ରକଳ୍ପର ମିଳିତ ପ୍ରଚେଷ୍ଟାରେ ସୋରଡ଼ା ବ୍ଲକ ଲାଠିପଡ଼ା ଗ୍ରାମଠାରେ ଓୟୁଏଟି ବଳଦଟଣା…
କେଳୁଣୀ ମୁହାଁଣ ବନ୍ଦ ଯୋଗୁ ପ୍ରାଚୀ, କାଦୁଆରେ କୃତ୍ରିମ ବନ୍ୟା: ପାଣି ଘେରରେ ୫ ଗାଁ, ରାସ୍ତରେ ୪ଫୁଟର ପାଣି
କାକଟପୁର, ୩୦।୭(ଡି.ଏନ୍.ଏ.)-ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ତଣ୍ଡାହାର ଗ୍ରାମ ନିକଟରେ ରହିଛି କେଳୁଣୀ ମୁହାଁଣ। ଏଠାରେ ପ୍ରାଚୀ ଓ କାଦୁଆ ନଦୀ ସମୁଦ୍ରରେ ମିଶିଛନ୍ତି। ପ୍ରାଚୀ ଓ କାଦୁଆ ନଦୀରେ ବର୍ଷା ଯୋଗୁ ଜଳ ବୃଦ୍ଧି ଏବଂ କେଳୁଣୀ ମୁହାଁଣ ବନ୍ଦ…
କୋହଲି, ଚୟନକର୍ତ୍ତାଙ୍କୁ ନେଇ ଗାଭାସ୍କରଙ୍କ ସହ ମଞ୍ଜରେକରଙ୍କ ଅସହମତି
ନୂଆଦିଲ୍ଲୀ,୩୦।୭(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଚୟନକର୍ତ୍ତାଙ୍କୁ ନେଇ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଓ ପୂର୍ବତନ ବ୍ୟାଟ୍ସମ୍ୟାନ ସଞ୍ଜୟ ମଞ୍ଜରେକର ଭିନ୍ନ ମତ ପୋଷଣ କରିଛନ୍ତି। ଗାଭାସ୍କରଙ୍କ ମତସହ ଏକମତ ନୁହଁ ବୋଲି ମଞ୍ଜରେକର କହିଛନ୍ତି। କୋହଲିଙ୍କୁ ଅଧିନାୟକ…
ବିରଳ ପ୍ରଜାତିର ସାପ ‘ବାମ୍ବପିଟ୍ ଭାଇପର’ ଉଦ୍ଧାର: କାମୁଡିଲେ ଶରୀରରେ ହୁଏ ଫୋଟକା
ଉଦଳା,୩୦ା୭(ଡି.ଏନ୍.ଏ.) – ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ ରାଢୋ ଗ୍ରାମରୁ ସ୍ନେକ ଲାଇଫ୍ ଲାଇନର ସଦସ୍ୟ ମଙ୍ଗଳବାର ଏକ ବିରଳ ପ୍ରଜାତିର ବିଷାକ୍ତ ସାପ ଉଦ୍ଧାର କରିଛନ୍ତି। ଉଦ୍ଧାର ସାପଟିର ନାମ ବାମ୍ବପିଟ୍ ଭାଇପର ବା ଫଟକା ବଡା ସାପ।…
ଗ୍ରାମାଞ୍ଚଳ କ୍ରିକେଟ୍ରଙ୍କୁ ଉତ୍ସାହିତ କରୁଛନ୍ତି ‘ବନମାଳୀ’: ସଫଳ ବ୍ୟାଟ୍ ପ୍ରସ୍ତୁତକାରୀ ହେବା ଲକ୍ଷ୍ୟ
ସାକ୍ଷୀଗୋପାଳ, ୩୦।୭(ଡି.ଏନ୍.ଏ.)-ପିଲାଦିନରୁ ତାଙ୍କର କ୍ରିକେଟ୍ ଖେଳ ପ୍ରତି ଆଗ୍ରହ ରହିଥିଲା। ନଡ଼ିଆ ବାହୁଙ୍ଗା କିମ୍ବା ପତଳା ପଟା ଖଣ୍ଡେ ମିଳିଗଲେ ସେଥିରେ ବ୍ୟାଟିଂ ଆରମ୍ଭ କରିଦେଉଥିଲେ। ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଆବଶ୍ୟକ ବ୍ୟାଟ୍, ବଲ୍ ଆଦି ସରଞ୍ଜାମ…
ବାଘ ଛୁଆର ନାମ ‘ହିମା’
ବେଙ୍ଗାଲୁରୁ: ଭାରତରେ ବାଘ ସଂଖ୍ୟା ବଢିଛି। ଏହା ଖୁସି ଖବର। ଆଉ ଏକ ଖୁସି ଖବର ହେଉଛି, ଏଇ ମାସରେ ୟୁରୋପିଆନ ରେସ୍ରେ ୫ଟି ଗୋଲ୍ଡ ଜିତିଥିବା ଆସାମର ହିମା ଦାସଙ୍କ ନାମରେ ଏକ ମହାବଳ ବାଘ ଛୁଆର ନାମ ରଖାଯାଇଛି।…
ମନୋହରି ଗୋଲ୍ଡ ଚା’ ନିଲାମ : କେଜିକୁ ୫୦,୦୦୦ ଟଙ୍କା
ଚା’ କେଜିକୁ ୫୦,୦୦୦ଟଙ୍କା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି, ହେଲେ କଥାଟି ସତ। ଆସାମର ମନୋହରି ଗୋଲ୍ଡ ଚା’ଦାମ ଏବେ ପୂରା ଆକାଶ ଛୁଇଁଛି। ଏହି ଚା’ର ଦାମ୍ ଗତ ବର୍ଷ ଥିଲା ୩୯,୦୦୦ ଟଙ୍କା। ଅରୁଣାଚଳ ପ୍ରଦେଶର ଡୋନି ପୋଲୋ ଟି…
କମ୍ପ୍ୟୁଟର ଜଣାଇଦେବ ହସ ନକଲି କି ଅସଲି
ଲଣ୍ଡନ: ଗବେଷକମାନେ ଏବେ ଏକ ସଫ୍ଟଓ୍ବେର ବିକାଶ କରିଛନ୍ତି ଯାହା ହସର ମୁଭ୍ମେଣ୍ଟକୁ ସଫ୍ଟଓ୍ବେର ମାଧ୍ୟମରେ ଅନୁଧ୍ୟାନ କରି ତାହା ଅସଲି କି ନକଲି ଜଣାଇଦେବ । ଏ ସମ୍ପର୍କିତ ତଥ୍ୟ ଆଡ୍ଭାନ୍ସଡ ଇଞ୍ଜିନିୟରିଂ ଇନ୍ଫରମେଟିକ୍ସ ଜର୍ନାଲରେ ପ୍ରକାଶ ପାଇଛି। ଏହି…
ଗଙ୍ଗା ଯମୁନା ପାଣିରେ ବ୍ୟାକ୍ଟେରିୟୋଫଗେସ: ମାରାତ୍ମକ ରୋଗ ଉପଶମ କରିପାରିବ
ହିସାର: ଶରୀରରେ ଯେତେବେଳେ ଆଣ୍ଟିବାୟୋଟିକ୍ସ ବିରୋଧରେ ବ୍ୟାକ୍ଟେରିଆ ଲଢିବା ଆରମ୍ଭ କରନ୍ତି ତାହା ଆଉ କାମ କରେନାହିଁ। ଏହାଫଳରେ ରୋଗ ଉପଶମ ହୋଇନଥାଏ। କିନ୍ତୁ ଏବେ ବନାରସ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସର ବୈଜ୍ଞାନିକ ପ୍ରଫେସର ଗୋପାଳ ନାଥ ବ୍ୟାକ୍ଟେରିୟୋଫଗେସ(ଏକ…
Archives


