ରାଜପାକ୍ସେଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୧୭।୧୧: ଶ୍ରୀଲଙ୍କାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଗୋତବାୟା ରାଜପାକ୍ସେ ବିଜୟ ଲାଗ କରିଛନ୍ତି। ତାଙ୍କର ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଆମେ ଦୁଇ ଦେଶ ମିଶି ଭ୍ରାତୃସୁଲଭ ଢଙ୍ଗରେ କାମ କରିବା ବୋଲି ମୋଦି କହିଛନ୍ତି। ଶାନ୍ତି…
ବାଲାସାହେବଙ୍କ ପାଇଁ ଆମେ ସବୁ କରିପାରିବୁ: ସଞ୍ଜୟ
ମୁମ୍ବାଇ,୧୭।୧୧: ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଶ୍ରାଦ୍ଧଦିବସ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶିବସେନା ନେତା ସଞ୍ଜୟ ରାଉତ। ଏହାପରେ ସେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ବାଲାସାହେବଙ୍କ ପାଇଁ ଆମେ ସବୁକିଛି କରିପାରିବୁ। ତେବେ ମହାରାଷ୍ଟ୍ରରେ ସରକାର ଗଠନକୁ…
ଏଏଫ୍ସି ‘ପ୍ଲେୟାର ଅଫ୍ ଇୟର ପୁରସ୍କାର’ ଦୌଡ଼ରେ ଆଶାଲତା
ପୁଣେ,୧୭।୧୧ (ପି.ଟି.)- ଭାରତୀୟ ମହିଳା ଫୁଟବଲ ଦଳର ଅଧିନାୟିକା ଆଶାଲତା ଦେବୀ ଏକ ବଡ଼ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ଏସିଆନ ଫୁଟବଲ୍ କନ୍ଫେଡେରେଶନ (ଏଏଫ୍ସି) ‘ପ୍ଲେୟାର ଅଫ୍ ଦି ଇୟର’ ପୁରସ୍କାର ମହିଳା ବର୍ଗ ଲାଗି ତାଙ୍କ ନାମ ନୋମିନେଟ…
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ: ପୋଲିସର ତଦନ୍ତ ଆରମ୍ଭ
କେ.ନୂଆଗାଁ,୧୭।୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା ସାରଙ୍ଗଗଡ଼ ଥାନା ଅନ୍ତର୍ଗତ କେ ନୂଆଗାଁର ପିପିଳପଙ୍ଗାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର ଯୋଗେଶ୍ୱର ପ୍ରଧାନ (୫୦)ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମର କିଛି ଲୋକଙ୍କ ସହ ଯୋଗେଶ୍ୱରଙ୍କ ଗଣ୍ଡଗୋଳ…
ଭିଡ଼ହିଂସାରେ ମୃତ୍ୟୁ ଘଟିବାର ୫ ମାସ ପରେ ଫେରିଲେ ଯୁବକ: କରଜ ନେଇ ଶ୍ରାଦ୍ଧ କରିଥିଲେ ସ୍ତ୍ରୀ
ପାଟନା,୧୭।୧୧: ବିହାରରେ ଜଣେ ଯୁବକ ମୃତ୍ୟୁର ୫ ମାସ ପରେ ଘରକୁ ଫେରିଛନ୍ତି। ତାଙ୍କର ମୃତ୍ୟୁ ଘଟିଥିବାରୁ ସ୍ତ୍ରୀ କରଜ କରି ଶ୍ରାଦ୍ଧ କରିଥିଲେ। ଯୁବକ ଘରକୁ ଫେରିବାରୁ ସ୍ଥାନୀୟ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ନୌବତପୁରର ନିସରାପୁର…
ରାଜପାକ୍ସେଙ୍କୁ ବିଜୟର ଶୁଭେଚ୍ଛା ଜଣାଇଲେ ପ୍ରେମଦାସା
କଲମ୍ବୋ,୧୭।୧୧: ଦିନକୁ ପୂର୍ବରୁ ଶ୍ରୀଲଙ୍କାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀଲଙ୍କା ଶାସକ ଦଳର ପ୍ରାର୍ଥୀ ସାଜିଥ ପ୍ରେମଦାସା ତାଙ୍କ ପ୍ରତିଦ୍ୱନ୍ଦୀ ଗୋତବାୟା ରାଜପାକ୍ସେଙ୍କଠାରୁ ହାରି ଯାଇଛନ୍ତି। ଏହି ପରାଜୟକୁ ସେ ସ୍ବୀକାର କରିବା ସହ କହିଛନ୍ତି ମୁଁ ଜନତାଙ୍କ ନିର୍ଣ୍ଣୟକୁ ସ୍ବୀକାର…
ରଙ୍ଗ ବଦଳାଉଥିବା ଝରଣା
ବିଶ୍ୱରେ ଅନେକ ଝରଣା ଦେଖିଥିବେ। ସାଧାରଣତଃ ଝରଣା ପାଣି ସ୍ବଚ୍ଛ ଆଉ ନିର୍ମଳ। ମାତ୍ର ଏମିତି କିଛି ଝରଣା ରହିଛି ଯାହା ନିଜର ରଙ୍ଗ ବଦଳାଇ ଦେଇଥା’ନ୍ତି। ଆସନ୍ତୁ ଜାଣିବା ଏପରି କିଛି ଅଦ୍ଭୁତ ଝରଣା ସମ୍ପର୍କରେ … କାର୍ଲିଫର୍ଣ୍ଣିଆର ହର୍ସଟେଲ୍…
ଉଗ୍ରରୂପ ନେଲା କୃଷକଙ୍କ ବିରୋଧ ପ୍ରଦର୍ଶନ
ଲକ୍ଷ୍ନୌ,୧୭।୧୧: ଉତ୍ତର ପ୍ରଦେଶ ରାଜ୍ୟ ଔଦ୍ୟୋଗିକ ବିକାଶ ନିଗମର ଟ୍ରାନ୍ସ ଗଙ୍ଗା ସିଟି ପ୍ରୋଜେକ୍ଟ ପାଇଁ ଯେଉଁ ଜମି ଅଧିଗ୍ରହଣ କରାଯାଇଥିଲା ତାକୁ ନେଇ ଉପୁଜିଛି ବିବାଦ। ଜମିର ଉଚିତ ମୂଲ୍ୟ ନ ପାଇଥିବାରୁ କୃଷକମାନେ ରବିବାର ମଧ୍ୟ ସେମାନଙ୍କ ବିରୋଧ…
ସତ୍ୟବାଦୀ ଥାନା ପରିଦର୍ଶନ କଲେ ଗୃହରାଷ୍ଟ୍ର ମନ୍ତ୍ରୀ: ପୋଲିସ ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହେବାକୁ ପରାମର୍ଶ
ସାକ୍ଷୀଗୋପାଳ,୧୭।୧୧(ଡି.ଏନ୍.ଏ): ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଆଧାରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଶନିବାର ସାରେ ଅଚାନକ ପୁରୀ ଜିଲା ସତ୍ୟବାଦୀ ଥାନା ପରିଦର୍ଶନ କରିଛନ୍ତି । ବିଭିନ୍ନ ସମସ୍ୟାରେ ପଡ଼ି ଥାନାକୁ ଆସୁଥିବା ଲୋକଙ୍କୁ ସହଯୋଗ କରିବା ଲକ୍ଷ୍ୟରେ ପୋଲିସ…
କରନଙ୍କୁ ଧନ୍ୟବାଦ ଦେଲେ କେଟି
ମୁମ୍ବାଇ: ଆମେରିକାନ୍ ସିଙ୍ଗର କେଟି ପେରୀ ମୁମ୍ବାଇରେ ପରଫର୍ମ କରିବାକୁ ଭାରତ ଆସିଥିଲେ। ମୁମ୍ବାଇ ପହଞ୍ଚିବା ପରେ ସେ ବହୁ ବଲିଉଡ୍ ସେଲିବ୍ରିଟିଙ୍କ ସହ ମିଶିଥିଲେ। ତେବେ ତାଙ୍କ ଉଦ୍ଦେଶ୍ୟରେ ବଲିଉଡ୍ ନିର୍ଦ୍ଦେଶକ କରନ ଜୋହର ତାଙ୍କ ଘରେ ଗୁରୁବାର ସନ୍ଧ୍ୟାରେ…
ପାଣି: କିଛି କାହାଣୀ
ହିନ୍ଦୁ ଧର୍ମରେ ପାଣି ବା ଜଳକୁ ଅତ୍ୟନ୍ତ ପବିତ୍ର ବୋଲି ମନେ କରାଯାଏ। ପାଣି କେବେ ଅପବିତ୍ର ହୁଏନା। ତା’ ପରିବର୍ତ୍ତେ ପାଣି ହିଁ ସମସ୍ତ ଅପବିତ୍ରକୁ ପବିତ୍ର କରେ। ବିଶ୍ୱାସ ଅଛି ସକାଳେ ଉଠି ନଦୀଜଳରେ ସ୍ନାନ କରି ଭଗବାନ…
୨୦୨୦ ୟୁରୋପିଆନ୍ ଚାମ୍ପିୟନଶିପ୍: ଯୋଗ୍ୟତା ହାସଲ କଲେ ନେଦରଲାଣ୍ଡ୍ସ, ଜର୍ମାନୀ, କ୍ରୋଏସିଆ
ପ୍ୟାରିସ୍,୧୭।୧୧(ଏଏଫ୍ପି): ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ୟୁରୋପ ମହାଦେଶର ସର୍ବବୃହତ୍ ଫୁଟବଲ ଟୁର୍ନାମେଣ୍ଟ ୨୦୨୦ ୟୁରୋପିଆନ ଚାମ୍ପିୟନଶିପ ଖେଳିବାକୁ ଆଉ ୩ଟି ଶକ୍ତିଶାଳୀ ଦେଶ ଯୋଗ୍ୟତା ଅର୍ଜନ କରିଛନ୍ତି। ନେଦରଲାଣ୍ଡ୍ସ, ଜର୍ମାନୀ ଓ ବିଶ୍ୱକପ୍ ଫାଇନାଲିଷ୍ଟ କ୍ରୋଏସିଆ ୟୁରୋ ଟିକେଟ ହାସଲ…

