Home Left

ସଚେତନତା ଆଗରେ ଭାରିପଡୁଛି ଅନ୍ଧ ବିଶ୍ୱାସ: ଗୁଣିଗାରେଡି ସନ୍ଦେହରେ ବଳି ପଡୁଛି ନିରୀହ ଜୀବନ

ଭବାନୀପାଟଣା,୭ା୬(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଏମିତି କିଛି ଅଞ୍ଚଳ ଅଛି ଯେଉଁଠି ଆଜି ବି ଲୋକେ ଗୁଣିଗାରେଡି ଉପରେ ବିଶ୍ବାସ କରୁଛନ୍ତି। ଏପରିକି ଏହି ଅନ୍ଧ ବିଶ୍ବାସ ନିରୀହ ଲୋକଙ୍କ ଜୀବନ ମଧ୍ୟ ନେଇଯାଉଛି। ଅନ୍ଧବିଶ୍ୱାସ ରୋକିବାକୁ ବିଭିନ୍ନ ସମୟରେ ସଚେତନତା…

ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଧାନ ସଂଗ୍ରହ: ଚାଷୀ ହେଉଛନ୍ତି ହଟହଟା

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର):ସମ୍ବଲପୁର ଜିଲାରେ ଅତ୍ୟନ୍ତ ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଧାନ ସଂଗ୍ରହ। ଧାନ ସଂଗ୍ରହ ପାଇଁ ଜିଲାରେ ପ୍ରଥମ ପର୍ଯ୍ୟାୟରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ପୂରଣ ଦ୍ୱାର ଦେଶରେ। ଫଳରେ ବର୍ତ୍ତମାନ ଘୋର ଅଭାବି ବିକ୍ରିର ଶିକାର ଚାଷୀଙ୍କୁ ବ୍ୟାପକ ହଟହଟା…

ବିସିଏ ସେମିଷ୍ଟର ପରୀକ୍ଷାରେ ବିକାଶର ସଫଳତା: ଶ୍ରେଷ୍ଠ ୧୦ ତାଲିକାରେ ବିଶ୍ୱବିଦ୍ୟାଳୟର ୨୫ ଛାତ୍ରୀଛାତ୍ର

ବରଗଡ଼,୭।୬(ପ୍ରେମାନନ୍ଦ ଖମାରୀ):ଚଳିତବର୍ଷର ବିସିଏ ଷଷ୍ଠ ସେମିଷ୍ଟର-୨୦୨୫ ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ବରଗଡ଼ସ୍ଥିତ ବିକାଶ ସ୍କୁଲ ଅଫ୍‌ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟ କଲେଜର ବିସିଏ ବିଭାଗର ୨୫ଜଣ ଛାତ୍ରୀଛାତ୍ର ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଦଶ ତାଲିକାରେ ସ୍ଥାନ ପାଇଛନ୍ତି। ଉକ୍ତ ଶିକ୍ଷାନୁଷ୍ଠାନର ଭୂପେଶ ପାଣିଗ୍ରାହୀ ଏବଂ ସ୍ବସ୍ତି…

ବର୍ଷକରେ ୧୩.୫ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗୃହୀତ

ଭୁବନେଶ୍ୱର,୭।୬: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିନ୍ଦଲ ଷ୍ଟେନ୍‌ଲେସ୍‌ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ‘ସୁଇଚ୍‌ ଟୁ ଷ୍ଟେନ୍‌ଲେସ୍‌ କ୍ୟାମ୍ପେନ୍‌’ର ଶୁଭାରମ୍ଭ କରାଯାଇଛି। ସେହିଭଳି ଏହି ବର୍ଷ କମ୍ପାନୀ…

ଉଠାଦୋକାନୀଙ୍କୁ ଉଚ୍ଛେଦ, ଥିଲାବାଲାଙ୍କୁ ନା: ପୋଲିସ ସହ ମୁହାଁମୁହିଁ

ବରଗଡ଼,୭।୬(ପ୍ରେମାନନ୍ଦ ଖମାରୀ):ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ବରଗଡ଼ ସବୁବେଳେ ଚର୍ଚ୍ଚାର ବିଷୟ ହୋଇ ପଡୁଛି। କେବଳ ଡାକବାଜି ଯନ୍ତ୍ରରେ ସୂଚନା ଦେଇ ଏଠାରେ ଗରୀବ ଲୋକଙ୍କୁ ଉଚ୍ଛେଦ କରାଯାଉଛି। ମାତ୍ର ଥିଲାବାଲାଙ୍କ ଜବରଦଖଲକୁ ବିଭାଗୀୟ ଅଧିକାରୀଙ୍କ ହାତ ପାଉ ନାହିଁ। ଏଭଳିସ୍ଥଳେ…

ପାର୍କକୁ ଆସ ବୋଲି ପ୍ରେମିକା ଡାକିଲେ, ଲୁଚିଥିବା ବାପା-ଭାଇ ପିଟି ପିଟି ମାରିଦେଲେ; ରକ୍ତରଞ୍ଜିତ ହେଲା…

ଲକ୍ଷ୍ନୌ,୬।୬: ଉତ୍ତରପ୍ରଦେଶର ବସ୍ତି ଜିଲାର ୱାଲଟରଗଞ୍ଜ ଥାନା ଅଞ୍ଚଳର ପାଦ୍ରି ଗାଁରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମିକକୁ ତାଙ୍କ ପ୍ରେମିକାର ବାପା ଏବଂ ଭାଇ ପିଟି ପିଟି ହତ୍ୟା କରିଛନ୍ତି। ପ୍ରେମିକା ତାଙ୍କ ପ୍ରେମିକକୁ ରାତିରେ…

ଅବିଶ୍ୱସନୀୟ! ୬ ବର୍ଷର ଝିଅ ଆତଙ୍କବାଦୀ, ସେନା ମୁଖ୍ୟଙ୍କୁ ହତ୍ୟା ଅଭିଯୋଗରେ ଗିରଫ

ୟାଙ୍ଗନ,୬।୬: ମିଆଁମାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୬ ବର୍ଷର ଝିଅକୁ ଆତଙ୍କବାଦୀ ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୋଗ ହୋଇଛି ଯେ ଏହି ଝିଅଟି ସେହି ସଂଗଠନ ସହିତ ଜଡିତ, ଯିଏ ନିକଟରେ ଜଣେ ଅବସରପ୍ରାପ୍ତ ସେନା…

ବିକଶିତ କୃଷି ସଂକଳ୍ପ ଅଭିଯାନ

କର୍ଲାମୁଣ୍ଡା,୬ା୬ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ରେଙ୍ଗାଲି ଓ ଗଜବାହାଲଠାରେ କୃଷି ବିଭାଗ ପକ୍ଷରୁ ଶୁକ୍ରବାର ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ରେଙ୍ଗାଲିଠାରେ ଆୟୋଜିତ ସଭାରେ ଆତ୍ମା ଅଧ୍ୟକ୍ଷ ଗୌର କିଶୋର ରଣା, ରିଞ୍ଜା ସରପଞ୍ଚ…

ମା’ଙ୍କ କୋଳରେ ଶୋଇଥିଲେ କୁନି ଝିଅ: କାମୁଡ଼ି ଦେଲା ନାଗ, ପରେ…

ଦିଗପହଣ୍ଡି,୬।୬(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ନାରାୟଣପୁର ଗ୍ରାମର ଅଷ୍ଟମୀ ପ୍ରିୟା ଗୌଡ଼ ନାମ୍ନୀ ଶିଶୁକନ୍ୟା ସାପ କାମୁଡାରେ ମୃତ୍ୟୁବରଣ କରିଛନ୍ତି। ଶୁକ୍ରବାର ସକାଳେ ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍‌ଆଇ ଜଗବନ୍ଧୁ ବାର୍ଲା ବମକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ମୃତଦେହ ଜବତ…

 ପୁଣି ବିଜେଡିକୁ  ଆଉ ଏକ ଶକ୍ତଧକ୍କା: କଂଗ୍ରେସରେ ମିଶିଲେ ଦୁଇ ବ୍ଲକ ଯୁବ ବିଜେଡ଼ି ସଭାପତି

ଭଞ୍ଜନଗର,୬।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଜେଡିକୁ ଶୁକ୍ରବାର ପୁଣି ଆଉ ଏକ ଶକ୍ତଧକ୍କା ଲାଗିଛି। ପୂର୍ବତନ ଭଞ୍ଜନଗର ବ୍ଲକ ଯୁବ ବିଜେଡ଼ି ସଭାପତି ତଥା ପୂର୍ବତନ ସରପଞ୍ଚ କୁଲୁ ଭୂୟାଁ ଏବଂ ଦଳର ବର୍ତ୍ତମାନର ବ୍ଲକ ଯୁବ ବିଜେଡ଼ି ସଭାପତି…

ମାସକୁ କେତେ ଦରମା ପାଆନ୍ତି ଏଲନ ମସ୍କ, ଟ୍ରମ୍ପଙ୍କ ସରକାରରୁ ଇସ୍ତଫା ଦେଲେ ବି…

ନୂଆଦିଲ୍ଲୀ,୬।୬: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନ୍ୟତମ ତଥା ଟେସଲା ଓ ସ୍ପେସଏକ୍ସର ମାଲିକ ଏଲନ ମସ୍କ ୨୦୨୩ ଏବଂ ୨୦୨୪ ମସିହାରେ ଟେସଲାରୁ କୌଣସି ଦରମା, ବୋନସ କିମ୍ବା ଷ୍ଟକ ଆୱାର୍ଡ ଗ୍ରହଣ କରି ନ ଥିଲେ। ଏହା…

ନ୍ୟୁଜିଲାଣ୍ଡକୁ ମିଳିଲା ୩ ଫର୍ମାଟର ମୁଖ୍ୟ କୋଚ୍‌, ଜାଣନ୍ତୁ…

ଓ୍ବେଲିଂଟନ,୬ା୬: ନ୍ୟୁଜିଲାଣ୍ଡ ପୁରୁଷ କ୍ରିକେଟ ଦଳର ସମସ୍ତ ତିନୋଟି ଫର୍ମାଟର ମୁଖ୍ୟ କୋଚ୍‌ ହୋଇଛନ୍ତି ବବ୍‌ ଓ୍ବାଲ୍ଟର। ଗ୍ୟାରି ଷ୍ଟେଡ୍‌ଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ଓ୍ବାଲ୍ଟର ୨୦୨୩ ଜାନୁଆରୀରୁ ଚଳିତବର୍ଷ ଏପ୍ରିଲ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଦିନିକିଆ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri