‘କଲ୍ ହୋ ନା ହୋ’କୁ ପୂରଣ ହେଲା ୧୬ ବର୍ଷ
ମୁମ୍ବାଇ: ନିଖିଲ ଆଡଭାନୀଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ୍ ଡ୍ରାମା ଫିଲ୍ମ ‘କଲ୍ ହୋ ନା ହୋ’କୁ ପୂରଣ ହୋଇଛି ୧୬ ବର୍ଷ। ଏହି ଉପଲକ୍ଷେ ବଲିଉଡ୍ ନିର୍ଦ୍ଦେଶକ କରନ ଜୋହର ଫିଲ୍ମ ପ୍ରତି ଥିବା ତାଙ୍କ ଭଲ ପାଇବାକୁ ସୋସିଆଲ ମିଡିଆରେ ଶେୟାର…
ଫ୍ଲୋରାଇଡ୍ ଯୋଗୁ ବଢ଼ିପାରୁନି ଏହି ଗାଁଲୋକଙ୍କ ଆୟୁଷ
ଏଭଳି ଏକ ଗାଁ ଅଛି, ଯେଉଁଠାରେ ଲୋକ ଦୀର୍ଘାୟୁ ହୋଇ ନ ଥାନ୍ତି। ତାଙ୍କର ଜୀବନକାଳ ବହୁତ୍ କମ୍। ସେଠାରେ ପରିସ୍ଥିତି ଏଭଳି ହୋଇଛି ଯେ, ଶେଷରେ ସରକାର ଏଠାକାର ଲୋକଙ୍କୁ ଗାଁ ଛାଡିବାକୁ ପରାମର୍ଶ ଦେଇଛନ୍ତି। ଏହି ଦୃଶ୍ୟ ଦେଖିବାକୁ…
ସିର୍ଜାପାଲି ସମିତି ସଭ୍ୟ ଉପନିର୍ବାଚନ: ଚୌଧୁରୀ ଭୁଏ ବିଜୟୀ
କେସିଙ୍ଗା,୨୮।୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ସିର୍ଜାପାଲି ପଞ୍ଚାୟତରେ ହୋଇଥିବା ସମିତି ସଭ୍ୟ ନିର୍ବାଚନ ଫଳାଫଳ ଗୁରୁବାର ପ୍ରକାଶ ପାଇଛି। ଆଜି ସକାଳେ ଭୋଟ ଗଣତି ବ୍ଲକର ସଭାଗୃହରେ ଆରମ୍ଭ ହୋଇଥିଲା। ଏଥିରେ ସିର୍ଜାପାଲିର ଚୌଧୁରୀ ଭୁଏ ୮୦୬ ଖଣ୍ଡ ଭୋଟ…
କାନୁନ୍ଗୋ ବୋଲି ଓଡ଼ିଆ ଭାବନ୍ତି
ଏକାଧାରରେ ଜଣେ ପ୍ଲେବ୍ୟାକ୍ ସିଙ୍ଗର୍, କମ୍ପୋଜର୍, ଆକ୍ଟର ଏବଂ ଏଣ୍ଟରପ୍ରିନିୟୋର୍। ନିଜ ପାର୍ଟି ନମ୍ବର୍ ଓ ର଼୍ୟାପ୍ ସଙ୍ଗ୍ ପାଇଁ ରାତାରାତ ୟୁଥ୍ ସେନ୍ସେସନ୍ ପାଲଟିଥିବା ଅର୍ଜୁନ ପାର୍ଟି ଗୀତକୁ ପାର୍ଟି ଆନ୍ଥେମ୍ କରିବାରେ ଉସ୍ତାଦ୍। ‘ବାକି ବାତେଁ ପିନେ ବାଦ୍’ରେ…
ଆୟୁଷ୍ମାନଙ୍କୁ ପ୍ରଶଂସା କଲେ ତାହିରା
ମୁମ୍ବାଇ: ବଲିଉଡ୍ ନାୟକ ଆୟୁଷ୍ମାନ ଖୁରାନାଙ୍କୁ ତାଙ୍କ ପତ୍ନୀ ତାହିରା ଖୁବ୍ ପ୍ରଶଂସା କରିଛନ୍ତି। ନିକଟରେ ସେ ଏକ ପ୍ରମୋଶନାଲ ପ୍ରେସ କନଫରେନ୍ସରେ ଯୋଗ ଦେବା ଅବସରରେ ଏପରି କହିଛନ୍ତି। ସେଠାରେ ସେ ବ୍ରେଷ୍ଟ କ୍ୟାନସର ଉପରେ ଆଲୋଚନା କରୁଥିଲେ। ଏଥିରେ…
କାମ କରୁନି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଶୌଚାଳୟ: ଡାଇପର ପିନ୍ଧୁଛନ୍ତି ମହାକାଶ ଯାତ୍ରୀ
ଓ୍ବାଶିଂଟନ,୨୮।୧୧: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଶୌଚାଳୟ କାମ କରୁନି। ଫଳରେ ମହାକାଶ ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନେ ଏବେ ଡାଇପର ପିନ୍ଧୁଛନ୍ତି। ଏହି କେନ୍ଦ୍ରରେ ଥିବା ଆମେରିକା ଶୌଚାଳୟରେ ବର୍ଜ୍ୟବସ୍ତୁ ଜମା ହୋଇ ଆଉ କାମ କରୁ ନ…
ଟି-ଶାର୍ଟକୁ ନେଇ ଚର୍ଚ୍ଚାରେ ଅକ୍ଷୟ
ମୁମ୍ବାଇ: ବଲିଉଡ୍ର ସବୁଠାରୁ ବ୍ୟସ୍ତ ଷ୍ଟାର୍ ଭାବେ ସୁପର୍ଷ୍ଟାର୍ ଅକ୍ଷୟ କୁମାର ପରିଚିତ। ତାଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ରିଲିଜ୍ ହେଉଥିବାବେଳେ ଏଥିପାଇଁ ସେ ଲଗାତର ଶୁଟିଂରେ ବ୍ୟସ୍ତ ମଧ୍ୟ ରୁହନ୍ତି। ଏକାସମୟରେ ସେ ୨-୩ଟି ଫିଲ୍ମ ଶୁଟିଂ କରିଥାନ୍ତି।…
ଡିସେମ୍ବର ପହିଲାରୁ କଡ଼ାକଡ଼ି ହେବ ଯାନବାହନ ଯାଞ୍ଚ: ବିଧାନସଭାରେ କୋହଳ ଅବଧିକୁ ଆଉ ତିନି ମାସ ବଢ଼ାଇବାକୁ ଦାବି
ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ସମଗ୍ର ଦେଶରେ ସଂଶୋଧିତ ମୋଟର ଯାନ ଆଇନ ୨୦୧୯ ଲାଗୁ ହୋଇଛି। ସେପ୍ଟେମ୍ବର ପହିଲାରୁ ଏହି ଆଇନ ରାଜ୍ୟରେ ଲାଗୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରାଯାଇନାହିଁ। ଡ୍ରାଇଭିଂ ଲାଇସେନ୍ସ , ପଲ୍ୟୁଶନ ଅଣ୍ଡର କଣ୍ଟ୍ରୋଲ(ପିୟୁସି) ଏବଂ ଅନ୍ୟାନ୍ୟ…
କଲରାଡୋରେ ପ୍ରବଳ ବରଫପାତ: ୫୦ ଲକ୍ଷ ଲୋକ ପ୍ରଭାବିତ
ଡେନଭର,୨୮।୧୧: ଆମେରିକାର ପଶ୍ଚିମଭାଗ କଲରାଡୋର ରାଜଧାନୀ ଡେନଭର ଓ ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ବରଫପାତ ଓ ବରଫଝଡ଼ରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସେଠାରେ ଆୟୋଜିତ ଥାଙ୍କସ୍ ଗିଭିଙ୍ଗ ଡେ ଅବସରରେ ଅନେକ ଲୋକ ଲଙ୍ଗ୍ ଡ୍ରାଇଭରେ ଯିବା ଅବା…
ବ ଲି ଉ ଡ୍ ହା ଲ ଚା ଲ
*ନୂଆ ସିନେମା ‘ସତ୍ତେ ପେ ସତ୍ତା’ରେ ଅନୁଷ୍କା ଶର୍ମା ଜଣେ ଶିକ୍ଷୟିତ୍ରୀ ଭୂମିକାରେ ଅଭିନୟ କରିବେ। *‘ବଣ୍ଟି ଔର ବବଲି’ ସିକୁଏଲ୍ କାଷ୍ଟିଂରୁ ଅଭିଷେକ ବଚ୍ଚନ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ସୈଫ ଅଲ୍ଲୀ ଖଁାଙ୍କୁ ସାଇନ୍ କରାଯାଇଛି। ପ୍ରଥମେ ଏହି…
ବୁଲବୁଲ ଉଜାଡିଦେଲା ୪ ଏକର ଫସଲ: ନୂରୁଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ
ରାଜନଗର,୨୮।୧୧(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ନୂରୁଗାଁ ଗ୍ରାମର ଜଣେ ଚାଷୀ ବିଷପିଇ ଆତ୍ମହତ୍ୟା କରିଥିବା ଗୁରୁବାର ପରିବାରଲୋକେ ଅଭିଯୋଗ କରିଛନ୍ତି। ସେ ହେଲେ ରାମଚନ୍ଦ୍ର ବାରିକ(୮୦)। ରାମଚନ୍ଦ୍ର ୪ ଏକର ଜମିରେ ଭାଗ ଚାଷ କରିବା ସହ ଋଣ କରିଥିଲେ।…
ଜ୍ୟାକ୍ କାଲିସ୍ ଗୋଟିଏ ପାର୍ଶ୍ୱ ନିଶ କାଟି ଛାଡିଲେ ଫଟୋ, କାରଣ ଜାଣିଲେ କରିବେ ସଲାମ୍
ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ୍ କାଲିଲ ନିଜ ସୋସିଆଲ ଆକାଉଣ୍ଟରେ ଏକ ଫଟୋ ଛାଡିଛନ୍ତି। ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। ଏହି ଫଟୋରେ ସେ ଗୋଟିଏ ପାର୍ଶ୍ୱ ନିଶ କାଟିଥିବା ଦେଖାଯାଉଛି। କିନ୍ତୁ ଏହା ପଛରେ ଏକ…

