‘ଜୟ ଶ୍ରୀରାମ’ ନାରାବାଜି ଉପରେ ଭଡ଼କିଲେ ମମତା: ଚିତ୍କାର କରି କହିଲେ, ଛାଲ ଉତାରିଦେବି
କୋଲକାତା୩୧।୫: ଲୋକ ସଭା ନିର୍ବାଚନରେ ପଶ୍ଚିମବଙ୍ଗରୁ ଅନେକ ଆସନ ହାତରୁ ଚାଲିଯିବା ପରେ ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ରାଲି...
ମଣିଷ ପରି ଦେଖାଯାଉଥିବା କୁକୁର: ସୋସିଆଲ ମିଡିଆରେ ଫଟୋ ଭାଇରାଲ
ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ବିଭିନ୍ନ ପ୍ରଜାତିର କୁକୁର ଦେଖିଛେ, ଯାହାର ନିଜର ଏକ ସ୍ବତନ୍ତ୍ରତା ମଧ୍ୟ ରହିଥାଏ। ହେଲେ ଏମିତି ଏକ କୁକୁର ରହିଛି, ଯାହା ଦେଖିବାକୁ ଅବିକଳ ମଣିଷ ପରି। ନିଜର ଚେହେରା ପାଇଁ ଏହି କୁକୁର ସାରାବିଶ୍ୱରେ...
ଖରାଦିନେ ଥଣ୍ଡା ହେଲେ ଆପଣାନ୍ତୁ ଏହି ଘରୋଇ ଉପାୟ
ଖରାଦିନେ ଥଣ୍ଡା ଧରିବା ଏକ ସାଧାରଣ କଥା। ମାତ୍ର ଖରାଦିନେ ହେଉଥିବା ଥଣ୍ଡା ଶୀତଦିନ ଅପେକ୍ଷା ଅଧିକ କଷ୍ଟଦାୟକ। ଖରାଦିନେ ଥଣ୍ଡାହେଲେ ପେଟ ଖରାପ ହେବା ସହ ଲଗାତର ଛିଙ୍କ ଏବଂ କାଶ ହେବାର ସମ୍ଭାବନା ରହିଥାଏ। ମାତ୍ର କେତୋଟି...
ବସ୍ରୁ ଯାତ୍ରୀଙ୍କ ମୃତଦେହ ଉଦ୍ଧାର
ବଲାଙ୍ଗୀର ଅଫିସ, ୩୧।୫- ବାଲେଶ୍ବରରୁ ବଲାଙ୍ଗୀର ଆସୁଥିବା ଏକ ଯାତ୍ରୀବାହୀ ବସ୍ରୁ ଶୁକ୍ରବାର ସକାଳେ ଜଣେ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣକ ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ହିଡିଗାଁର ରବୀନ୍ଦ୍ର କୁମାର ସାମନ୍ତ...
ଲୋକଙ୍କୁ ସ୍ବଚ୍ଛ ପାଣି ଯୋଗାଉଛନ୍ତି ଦୁଇ ଭଉଣୀ : ୧୭୦ଟି ଜଳ ପ୍ରକଳ୍ପ ପାଇଁ ଦାନ କରିଛନ୍ତି ୧୦ କୋଟି ଟଙ୍କା
ଆପଣ ଯଦି କିଛି ଭଲ କରିବାକୁ ଚାହୁଁଥାନ୍ତି ତେବେ ବୟସର କୌଣସି ଆବଶ୍ୟକତା ପଡ଼ି ନ ଥାଏ। କେବଳ ଅଦମ୍ୟ ଇଚ୍ଛାଶକ୍ତି ଆଗକୁ ବଢ଼ିବାର ପ୍ରେରଣା ଯୋଗାଇ ଥାଏ। ଏମିତି କିଛି କରି ଦେଖାଇଛନ୍ତି ଆମେରିକାର ଟେକ୍ସାସରେ ରହୁଥିବା ଦୁଇ...
ଅମିତ ଶାହଙ୍କ ପରେ କିଏ ହେବ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ: ଏହି ନେତାଙ୍କ ନାଁ ସବୁଠୁ ଆଗରେ
ନୂଆଦିଲ୍ଲୀ, ୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଅମିତ ଶାହ ସ୍ଥାନ ପାଇବା ପରେ ଏବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବ ତାକୁ ଚର୍ଚ୍ଚା ଜୋର ଧରିଛି। ଏସବୁ ଭିତରେ ଭାଜପାର କିଛି ହେବିଓ୍ବେଟ୍ ନେତା ଏହି ପଦ...
ଶାଲଓ୍ବାର କମିଜ୍ ଉପରେ ବ୍ଲେଜର ପିନ୍ଧି ଲୋକହସା ହେଲେ ପାକ୍ କ୍ୟାପଟେନ୍
ବକିଂଘମ୍,୩୧।୫: ପାକିସ୍ତାନ କିକ୍ରେଟ ଟିମ୍ର କ୍ୟାପଟେନ ସରଫରାଜ ଅହମ୍ମଦ ବକିଂଘମ୍ ପ୍ୟାଲେସରେ ମହାରାଣୀଙ୍କୁ ପାରମ୍ପରିକ ପୋଷାକ ପିନ୍ଧି ଭେଟିବାକୁ ଯାଇଥିଲେ। ଏହି ପୋଷାକ ପାଇଁ ତାଙ୍କୁ ଏବେ ଟ୍ରୋଲ ହେବାକୁ ପଡ଼ିଛି। ସୂଚନାଯୋଗ୍ୟ ଆଇସିସ ଓ୍ବାଲ୍ଡ କପ୍ ସମାରୋହ ପୂର୍ବରୁ...
ଟେଲି ପରଦାରେ ବେବୋଙ୍କ ଡେବ୍ୟୁ: ‘ଡିଆଇଡି-୭’ରେ ଆସିବେ ନଜର
ମୁମ୍ବାଇ: ବଡ଼ ପରଦାର କଳାକାରମାନେ ଏବେ ଟେଲି ପରଦା ପ୍ରେମରେ। ଧାରାବାହିକ, ଓ୍ବେବ୍ସିରିଜ୍ ପରେ ବିଭିନ୍ନ ରିଆଲିଟି ଶୋ’ମାନଙ୍କରେ ବଡ଼ ବଡ଼ ଅଭିନେତା ତଥା ଅଭିନେତ୍ରୀମାନଙ୍କୁ ଦେଖିବାକୁ ମିଳୁଛି। ଏହି କ୍ରମରେ ବଲିଉଡ୍ ଡିଭା କରିନା କପୁର ଖାନ୍ ଟେଲି...
ଆଜି କ୍ୟାବିନେଟର ପ୍ରଥମ ବୈଠକ: ହୋଇପାରେ ବିଭାଗ ବଣ୍ଟା
ନୂଆଦିଲ୍ଲୀ, ୩୧।୫: ଲୋକ ସଭା ନିର୍ବାଚନରେ ଭାଜପାର ଐତିହାସିକ ବିଜୟ ପରେ ଲଗାତାର ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୭ ଜଣ ସଦସ୍ୟ ସ୍ଥାନ ପାଇଥିଲାବେଳେ ଏମାନଙ୍କ ମଧ୍ୟରେ ୨୪...
ଗୋଛା ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା: କର୍ତ୍ତବ୍ୟରେ ଅବହେଳା ଲାଗି ନିଲମ୍ବିତ ହେଲେ ଫରେଷ୍ଟର, ଫରେଷ୍ଟଗାର୍ଡ
ନୟାଗଡ଼ ଅଫିସ,୩୧।୫: ନୟାଗଡ଼ ଜିଲା ପଞ୍ଚରିଡ଼ା ବନାଞ୍ଚଳ ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ୨ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ପଞ୍ଚରିଡ଼ା ଫରେଷ୍ଟର କୈଳାସ ପ୍ରଧାନ ଓ ଗୋଛା ଫରେଷ୍ଟଗାର୍ଡ ବିଶ୍ୱଜିତ୍ ସାମନ୍ତରାୟ। ଉଭୟ କର୍ତ୍ତବ୍ୟରେ...
ଶପଥଗ୍ରହଣ ସମାରୋହ ପରେ ଭିଡ଼ରେ ଫସିଥିଲେ ଆଶା ଭୋସଲେ, ସାହାଯ୍ୟ କରିଥିବାରୁ ସ୍ମୃତିଙ୍କୁ ଦେଲେ ଧନ୍ୟବାଦ
ମୁମ୍ବାଇ: କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉଦାର ସ୍ବଭାବକୁ ନେଇ ଚର୍ଚ୍ଚା। ସେ ବି ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ଟୁଇଟ୍ ପରେ। ଗୁରୁବାର ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳ ଶପଥଗ୍ରହଣ ଉତ୍ସବ ରାଷ୍ଟ୍ରପତି ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା।...
ବିଶ୍ୱ ତମାଖୁ ନିିରୋଧ ଦିବସ
ମେ ୩୧ରେ ବିଶ୍ୱ ତମାଖୁ ନିିରୋଧ ଦିବସ ପାଳନ କରାଯାଉଛି। ତମାଖୁ ସେବନ କରି ବିଶେଷକରି ଫୁସଫୁସ ଜନିତ ରୋଗ ଏବଂ କ୍ୟାନସର ପରି ମହାମାରୀର ଶିକାର ହେଉଛନ୍ତି ଲୋକେ। ପ୍ରତିବର୍ଷ ଦେଶରେ ଧୂମପାନ ଯୋଗୁ ଲକ୍ଷାଧିକ ଲୋକ ମୃତ୍ୟୁମୁଖରେ...
Archives


