ରାଜସ୍ଥାନରୁ କୋଣାର୍କ ବୁଲି ଆସିଥିଲେ: ବସ୍ ଉପରୁ ପଡ଼ି ଯାତ୍ରୀ ମୃତ
ଗୋପ, ୨୦।୯(ଡି.ଏନ.ଏ): ପୁରୀ ଜିଲା ଗୋପ-କୋଣାର୍କ ରାସ୍ତାର ଦଶବାଟିଆ ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଯାତ୍ରୀବାହୀ ବସ୍ ୁପରୁ ପଡ଼ି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭଜନଲାଲ ସେନି (୪୫)। ତାଙ୍କର ଘର ରାଜସ୍ଥାନ ଅଞ୍ଚଳରେ ବୋଲି ଜଣାପଡ଼ିଛି। ପ୍ରକାଶ…
ବାଲାକୋଟରେ କୌଣସି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇ ନାହିଁ: ଥରୁର
ନୂଆଦିଲ୍ଲୀ,୨୦।୯: କଂଗ୍ରେସ ନେତା ଶଶି ଥରୁର ପୁଣି ଏକ ବିବାଦୀୟ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ସେ କହିଛନ୍ତି ପାକିସ୍ତାନର ବାଲାକୋଟରେ କୌଣସି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇ ନାହିଁ। ତେବେ ପାକିସ୍ତାନର ବାଲାକୋଟରେ ଭାରତ ପକ୍ଷରୁ ଯେଉଁ ବିମାନ ଆକ୍ରମଣ କରାଯାଇଥିଲା…
ବେକାରୀ ସମସ୍ୟାକୁ ନେଇ ଭିନ୍ନ ଢଙ୍ଗରେ ବିରୋଧ ପ୍ରଦର୍ଶନ
ବେଙ୍ଗାଲୁରୁ,୨୦।୯: କର୍ନାଟକରେ ନ୍ୟାଶନାଲ ଷ୍ଟୁଡେଣ୍ଟସ୍ ୟୁନିୟନ ଅଫ୍ ଇଣ୍ଡିଆ(ଏନ୍ଏସ୍ୟୁଆଇ)ଦ୍ୱାରା ଭିନ୍ନ ଢଙ୍ଗରେ ବିରୋଧ ପ୍ରଦର୍ଶନ କରାଯାଇଛି। ଏହି ବିରୋଧ ପ୍ରଦର୍ଶନ ସମୟରେ ଛାତ୍ରମାନେ ବସ୍ ଷ୍ଟାଣ୍ଡରେ ଫଳ ବିକିବା ସହ ଜୋତା ପଲିସ୍ କରିଛନ୍ତି। ଦେଶରେ ବେକାରୀ ସମସ୍ୟା ଓ ଅଟୋମୋବାଇଲ…
ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନ ଉଡ଼ାଣ ସାମୟିକ ବନ୍ଦ
ଭୁବନେଶ୍ୱର, ୨୦।୯(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବ୍ୟାଙ୍କକକୁ ଉଡ଼ାଣ ସାମୟିକ ବନ୍ଦ କରାଯିବ। ଏ ନେଇ ଭୁବନେଶ୍ୱର ବିମାନବନ୍ଦରର କର୍ତ୍ତୃପକ୍ଷଙ୍କୁ ଏୟାର ଏସିଆ ପକ୍ଷରୁ ଚିଠି ଲେଖି ଜଣାଯାଇଥିବା ସୂଚନା ମିଳିଛି। ଆସନ୍ତା ୨୫ ତାରିଖ ବେଳକୁ ଏହି ଉଡ଼ାଣ…
କ୍ୟାନ୍ସର ପୀଡ଼ିତାଙ୍କ ବିଶ୍ୱ ରେକର୍ଡ
ଲଣ୍ଡନ: ଜୀବନରେ ଅସମ୍ଭବ ବୋଲି କିଛି ନାହିଁ। ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁକିଛି ସମ୍ଭବ। କାରଣ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ହୋଇ, ସେଥିରୁ ମୁକୁଳି, ପୁଣି ନିଜ ଜୀବନର ଲକ୍ଷ୍ୟ ପୂରଣ କରିବା ଭଳି ଏକ…
ରୋମାଞ୍ଚକ ଆଶେସ୍
ଦୀର୍ଘ ୪୭ ବର୍ଷ ପରେ ହାଇପ୍ରୋଫାଇଲ ଆଶେସ ସିରିଜ ଅମୀମାଂସିତ ଭାବେ ଶେଷ ହୋଇଛି। ଏଥର ଆଶେସ ଅସାଧାରଣ ପ୍ରଦର୍ଶନ ପାଇଁ ନୁହଁ ବରଂ ରୋମାଞ୍ଚ ପାଇଁ ପ୍ରଶଂସକଙ୍କ ମନରେ ରହିବ। ତେବେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍ ସ୍ମିଥ୍ ଓ ଅଲରାଉଣ୍ଡର…
ଗୋଟିଏ ଲଟେରୀ ଟିକେଟ ଚମକାଇଲା ୬ଜଣଙ୍କ ଭାଗ୍ୟ
ଥିରୁଭାନନ୍ତପୁରମ୍,୨୦।୯: ଏକ ବମ୍ପର ଲଟେରୀ ୬ଜଣଙ୍କ ଭାଗ୍ୟ ବଦଳାଇଛି। ପୁରସ୍କାରରେ ଜିତିଛନ୍ତି ଏମାନେ ୧୨ କୋଟି ଟଙ୍କା। ଏହି ଘଟଣା ଦେଖିବାକୁ ମିଳିଛି କେରଳର କୋରୁଙ୍ଗାପାଲୀରେ। ଗୁରୁବାର ଓନାମ୍ ବମ୍ପର ଲଟେରୀର ଘୋଷଣା କରାଯାଇଥିଲା। ଲଟେରୀର ପ୍ରଥମ ପୁରସ୍କାର ରାଶିରେ କୋଲ୍ଲମର…
ଏଥର ଦୋହାରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍
ଅଲିମ୍ପିକ୍ସ ପରେ ବିଶ୍ୱ ଆଥଲେଟିକ ଚାମ୍ପିୟନଶିପ୍ ଦ୍ୱିତୀୟ ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭର ମାନ୍ୟତା ପାଇଛି। ଏହି ମେଗା ଇଭେଣ୍ଟର ୧୭ତମ ସଂସ୍କରଣ ଏଥର କାତାର ରାଜଧାନୀ ଦୋହାରେ ଆୟୋଜନ ହେବ ସେପ୍ଟେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଏହା ଅକ୍ଟୋବର ୬…
ଏଠି ହିନ୍ଦୁ ମୁସ୍ଲିମ ମିଶି ତିଆରି କରିବେ ଗୋ-ଚିକିତ୍ସାଳୟ
ଖଣ୍ଡଓ୍ବା,୨୦।୯: ହିନ୍ଦୁ-ମୁସଲମାନଙ୍କୁ ନେଇ ରାଜନୀତି ଚାଲିଥିବା ବେଳେ ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ଦେଖିବାକୁ ମିଳିବ ଏହାର ଏକ ଭିନ୍ନ ଉଦାହରଣ। ଏଠାରେ ଏମାନେ ଏକାଠି ମିଶି ଏକ ଗୋ-ଚିକିତ୍ସାଳୟ ପ୍ରତିଷ୍ଠା କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏମାନେ ଏହି ଚିକିତ୍ସାଳକୁ ଆଧୁନିକ ଢଙ୍ଗରେ…
କଟକ ବିଏସ୍ଏନ୍ଏଲ୍ ଅଫିସରେ ଅଗ୍ନିକାଣ୍ଡ
କଟକ ଅଫିସ, ୨୦।୯: ସ୍ଥାନୀୟ ବଜ୍ରକବାଟୀ ରୋଡ଼ସ୍ଥିତ ବିଏସ୍ଏନ୍ଏଲ୍ ଅଫିସରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଏସ୍ଏନ୍ଏଲ୍ ଅଫିସର ଚତୁର୍ଥ ମହଲାରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା…
ସାର୍କ ମୁହଁରୁ ବ୍ୟକ୍ତିଙ୍କୁ ବଞ୍ଚାଇଲା ଡ୍ରୋନ୍, ଦେଖନ୍ତୁ ଛାତିଥରା ଦୃଶ୍ୟ
ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତି ସମୁଦ୍ରରେ ମନ ଆନନ୍ଦରେ ବୋଟିଂ କରୁଥିଲେ। କିନ୍ତୁ ସେ ଜାଣି ନ ଥିଲେ ମୃତ୍ୟୁ ତାଙ୍କ ପଛେ ପଛେ ଘୂରି ବୁଲୁଛି। ସୌଭାଗ୍ୟ ବଶତଃ ସେ ଏଥିରୁ ବଞ୍ଚି ଯାଇଛନ୍ତି। ଗୋଟିଏ ଡ୍ରୋନ୍ କ୍ୟାମେରା ହିଁ ଏହି…
ସନ୍ତାନ ପାଇଁ ନୁଡଲ୍ସରେ ଘର ତିଆରିକଲେ ବାପା
ଆମେ ସମସ୍ତେ ନୁଡଲ୍ସକୁ କେବଳ ଖାଦ୍ୟ ରୂପେ ବ୍ୟବହାର କରିଥାଉ। ମାତ୍ର ଚାଇନାର ଜଣେ ବ୍ୟକ୍ତି ଏହାର ବ୍ୟବହାର କରି କିଛି ଭିନ୍ନ ଦେଖାଇଛନ୍ତି। ଖୁବ୍ଶୀଘ୍ର ବାପା ହେବାକୁ ଯାଉଥିବା ଝାଙ୍ଗ ନାମକ ଜଣେ ବ୍ୟକ୍ତି ନୁଡଲ୍ସ ସାହାଯ୍ୟରେ ନିଜର ଆଗାମୀ…
Archives


