Home Left

ଭାରତୀୟ ଇଞ୍ଜିନିୟରଙ୍କୁ ମୁକ୍ତ କରିବ ତାଲିବାନ

ନୂଆଦିଲ୍ଲୀ,୭।୧୦: ଆଫଗାନିସ୍ତାନ ବନ୍ଧୁତ୍ୱର ପୁନଃ ସ୍ଥାପନ ପାଇଁ ନିଯୁକ୍ତ ଆମେରିକାର ବିଶେଷ ପ୍ରତିନିଧି ଜାଲମେ ଖଲିଲଜାଦ ଓ ତାଲିବାନ ମଧ୍ୟରେ ଇସଲାମାବାଦରେ ହୋଇଥିବା କଥାବାର୍ତ୍ତାର ପରିଣାମ ଏବେ ଦେଖିବାକୁ ମିଳିଛି। ଏହାର ପରିଣାମ ସ୍ବରୂପ କଏଦୀମାନଙ୍କୁ ଅଦଳବଦଳ କରିବା। ଅର୍ଥାତ୍‌ ଏବେ…

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଏକ ଘରୋଇ ସଂସ୍ଥାରେ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସେ ହେଲେ କେନ୍ଦ୍ରାପଡା ଜିଲା ନରିଲୋ ଗ୍ରାମର ପ୍ରଶାନ୍ତ କୁମାର ନାୟକ(୫୧)। ତାଙ୍କ…

ବିଜ୍ଞାନରେ ବ୍ରେକ୍‌ଥ୍ରୁ ପୁରସ୍କାର

‘ପଦାର୍ଥ ବିଜ୍ଞାନ ପାଇଁ ମିଳିତଭାବେ ୩୪୭ ଜଣ ବୈଜ୍ଞାନିକଙ୍କୁ ଏହି ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯାଇଛି । ସେମାନେ ପ୍ରଥମ ଥର ପାଇଁ ଗୋଟିଏ କୃଷ୍ଣଗର୍ତ୍ତ(ବ୍ଲାକ ହୋଲ)ର ଚିତ୍ର ଉତ୍ତୋଳନ କରିଥିଲେ। କୃଷ୍ଣଗର୍ତ୍ତର ବସ୍ତୁତ୍ୱ ଅତି ବେଶି ହୋଇଥିବାରୁ ଏହାର…

ସାଧୁତା, ସତ୍ୟତାକୁ ନେଇ ଖବର ପରିବେଷଣ ହେବା ଉଚିତ

କଟକ ଅଫିସ,୭।୧୦: ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ଖବରକାଗଜ ସମାଜର ଶତବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ କଟକ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ରବିବାର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଉପରାଷ୍ଟ୍ରପତି…

ଫେରିଗଲେ ଉପରାଷ୍ଟ୍ରପତି: ରାଜଭବନରେ ୩ ଘଣ୍ଟା ବିତାଇଲେ

ଭୁବନେଶ୍ୱର, ୭।୧୦(ବ୍ୟୁରୋ): ଦିନିକିଆ ଓଡିଶା ଗସ୍ତରେ ଆସିଥିବା ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡ଼ୁ ରବିବାର ସନ୍ଧ୍ୟା ୬ଟା ୧୫ରେ ଦିଲ୍ଲୀ ଫେରିଯାଇଛନ୍ତି। ଉପରାଷ୍ଟ୍ରପତି ସ୍ବତନ୍ତ୍ର ବିମାନ ଯୋଗେ ପୂର୍ବାହ୍ନ ପ୍ରାୟ ୧୦ଟା ୧୫ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ଥିଲେ।…

ମତ୍ସ୍ୟଜୀବୀଙ୍କ ଜାଲରେ ସାଙ୍କୁଚ

ମାଧପୁର, ୭।୧୦: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କନ୍ଧପଡା ପଞ୍ଚାୟତ ବେଲଦୁଲା ଗ୍ରାମର ଜଣେ ମତ୍ସ୍ୟଜୀବୀ ରବିବାର ମହାନଦୀରୁ ବିରଳ ପ୍ରଜାତିର ସାଙ୍କୁଚ ମାଛ ଧରିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସନ୍ଧ୍ୟା ୫ଟାରେ ମତ୍ସ୍ୟଜୀବୀ ପତି ଲୋଇ ନଦୀରୁ…

ରାତିଅଧିଆ ପେଣ୍ଡାଲ ବୁଲା

ଭୁବନେଶ୍ୱର,୭।୧୦(ବ୍ୟୁରୋ) : ରାଜଧାନୀର ବିଭିନ୍ନ ସ୍ଥାନରେ ଚଳିତବର୍ଷ ଛୋଟବଡ଼ ୧୭୧ ମେଢ଼ ହୋଇଥିବାବେଳେ ଅଧିକାଂଶ ପୂଜାମଣ୍ଡପର ତୋରଣ ନିଆରା ଥିମ୍‌ରେ ତିଆରି ହୋଇଛି। ସେଥିମଧ୍ୟରୁ ନୟାପଲ୍ଲୀ, ଶହୀଦନଗର, ଝାରପଡ଼ା, ଷ୍ଟେଶନବଜାର ଓ ରସୁଲଗଡ଼ ପୂଜାମଣ୍ଡପ ତୋରଣର କ୍ରେଜ୍‌ ଟିକେ ଅଧିକ ରହିଛି।…

ବାୟୋ ଡିଗ୍ରେଡେବଲ୍‌ ବୋତଲରେ ଆସିବ ରେଲ୍‌ ନୀର୍‌

ଭୁବନେଶ୍ୱର, ୭।୧୦: (ବ୍ୟୁରୋ): ଟ୍ରେନ୍‌ ଓ ଷ୍ଟେଶନରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ନିଷିଦ୍ଧ କରିବା ସହ ବିକଳ୍ପ ପଦକ୍ଷେପ ନେଇଛି ଭାରତୀୟ ରେଳପଥ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ରେଳପଥକୁ…

କୁମ୍ଭୀର ଆକ୍ରମଣରେ ଜଣେ ଗୁରୁତର

କେନ୍ଦ୍ରାପଡା ଅଫିସ, ୭।୧୦: କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁରସ୍ଥିତ ବିରୂପା ନଦୀ ପଠାରେ ରବିବାର କୁମ୍ଭୀର ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଆହତ ଜଣକ ହେଲେ ଏହି ବ୍ଲକ ଅନ୍ତର୍ଗତ ହାବଳି ଗ୍ରାମର ସର୍ବେଶ୍ୱର ଜେନା। କୁମ୍ଭୀର ଆକ୍ରମଣରେ ସର୍ବେଶ୍ୱରଙ୍କ ଶରୀରର ବିଭିନ୍ନ…

ଅଣ୍ଟା ଯନ୍ତ୍ରଣାର ଘରୋଇ ଉପଚାର

-ବସିବା ସମୟରେ ଏପରି ବସନ୍ତୁ ଯେମିତି ଆପଣଙ୍କୁ ଆରାମ ଲାଗିବା ସହ ଅଣ୍ଟା ଉପରେ ଚାପ ପଡ଼ିବ ନାହିଁ। -ଉଠିବା ସମୟରେ ସତର୍କତାର ସହ ଉଠନ୍ତୁ। ଯଦି ଟିକେ ଏପଟ ସେପଟ ହୋଇଗଲା ତେବେ ଅଣ୍ଟା ଉପରେ ପ୍ରେସର ପଡ଼ିବା ସହ…

୩୯ତମ ବିଶ୍ୱ କବି ସମ୍ମିଳନୀ ଉଦ୍‌ଯାପିତ: ଦୟା କବିତାର ମୂଳମନ୍ତ୍ର

ଭୁବନେଶ୍ୱର,  ୭।୧୦(ବ୍ୟୁରୋ): ଦୟା ହେଉଛି ଜୀବନର ସବୁଠାରୁ ବଡ଼ ବିଚାର। ଦୟା କବିତାର ମୂଳମନ୍ତ୍ର। ଯେବେ ଦୟା କବିତା ଦ୍ୱାରା ପ୍ରସାରିତ ହୋଇଥାଏ, ସେତେବେଳେ କବିତା ବିଶ୍ୱରେ ପରିବର୍ତ୍ତନ ଆଣିପାରିଥାଏ। ଦୟା ଆମ ସମସ୍ତଙ୍କ ମଧ୍ୟରେ ରହିଛି, କିନ୍ତୁ ଆମେ ଏହାକୁ…

ହୃଦ୍‌ରୋଗ

”ଶରୀରରେ ଚର୍ବି ଜମିଲେ ଓଜନ ବଢ଼େ । ଓଜନ ବଢ଼ିଲେ ଜାତ ହୁଏ ପୃଥୁଳତା ବା ମେଦବହୁଳତା। ଚର୍ବି ଉପାଦାନ ରକ୍ତନଳୀ ଭିତରେ ଜମିଯାଇ ରକ୍ତନଳୀର ରନ୍ଧ୍ରକୁ ସଂକୁଚିତ କରିଦିଏ। ଫଳରେ ରକ୍ତ ସରବରାହ ବ୍ୟାହତ ହୋଇ ଜାତ ହୁଏ ହୃଦ୍‌ରୋଗ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri