ମନମୋହିଲା ପାଇକ ସମରକଳା
କଣିହଁ।, ୮।୧୦(ଡି.ଏନ.ଏ.)-କଣିହଁ। ବ୍ଲକର ବିଭିନ୍ନ ଗ୍ରାମରେ ମଙ୍ଗଳବାର ବିଜୟାଦଶମୀ ଓ ଦଶହରା ଉତ୍ସବ ଧୂମ୍ଧାମରେ ପାଳିତ ହୋଇଯାଇଛି। ବଜ୍ରକୋଟ ଗ୍ରାମରେ ଦେବୋତ୍ତର କମିଟି ସଭାପତି ଫକୀରମୋହନ ସାମଲ ପାଇକକଳା ପ୍ରଦର୍ଶନ କରି ସମସ୍ତଙ୍କ ମନୋରଞ୍ଜନ କରିଥିଲେ। ସେହିପରି ଜମାନିଅଁ।, ସାନକାକୁଡ଼ିଆ, କୁଲୁଇ…
ପ୍ରଶଂସକଙ୍କ ତୂଳିରେ ମା’ବାପାଙ୍କ ଫଟୋ ଦେଖି ଭାବବିହ୍ବଳ ହେଲେ ଶାହରୁଖ
ମୁମ୍ବାଇ: ବଲିଉଡ୍ ବାଦ୍ଶାହ ଶାହରୁଖ ଖାନ୍ଙ୍କୁ ଦଶହରା ଉପଲକ୍ଷେ ତାଙ୍କର ଜଣେ ପ୍ରଶଂସକ ଏପରି ଏକ ଉପହାର ଦେଇଛନ୍ତି, ଯାହା ତାଙ୍କୁ ଭାବବିହ୍ବଳ କରିପକାଇଛି। ଉପହାରଟି ହେଉଛି ଶାହରୁଖଙ୍କ ମା’ବାପାଙ୍କ ଫଟୋ। ଏହାକୁ ପ୍ରଶଂସକଜଣଙ୍କ ନିଜ ତୂଳିରେ ତିଆରି କରିଛନ୍ତି। ମଙ୍ଗଳବାର…
୧୦୭ ଫୁଟର ରାବଣରେ ଅଗ୍ନି ସଂଯୋଗ କଲେ ମୋଦି
ନୂଆଦିଲ୍ଲୀ,୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିଲ୍ଲୀର ଦ୍ୱାରକା ଶ୍ରୀରାମଲିଳା କମିଟି ମଞ୍ଚରେ ରାବଣ ଦେହରେ ଅଗ୍ନିସଂଯୋଗ କରିଛନ୍ତି । ୧୦୭ ଫୁଟର ରାବଣକୁ ମୋଦି ଦହନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ଭାଜପା ଅଧ୍ୟକ୍ଷ ମନୋଜ ତିଓ୍ବାରୀ ଏବଂ ପଶ୍ଚିମ…
ଆଇଏଏଫ୍ ଦିବସ ପରେଡ୍ରେ ସଚିନ
ହିନଡନ, ୮।୧୦(ପି.ଟି.): ଦେଶର ପ୍ରଥମ କ୍ରୀଡ଼ାବିତ୍ ଭାବେ ଇଣ୍ଡିଆନ ଏୟାର ଫୋର୍ସ (ଆଇଏଏଫ୍) ଗ୍ରୁପ କ୍ୟାପଟେନ ପଦବୀ ପାଇଥିବା କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ମଙ୍ଗଳବାର ଏଠାରେ ଅନୁଷ୍ଠିତ ୮୭ତମ ବାୟୁସେନା ଦିବସରେ ଯୋଗଦେଇଛନ୍ତି। ତାଙ୍କୁ ୨୦୧୦ରେ ଗ୍ରୁପ କ୍ୟାପଟେନ ର଼୍ୟାଙ୍କ…
ବିଶ୍ୱ ମହିଳା ବକ୍ସିଂ: କ୍ୱାର୍ଟରରେ ମେରୀକମ୍
ଉଲାନ-ଉଡେ(ରୁଷିଆ),୮।୧୦(ପି.ଟି.): ଛ’ ଥର ବିଶ୍ୱ ଚାମ୍ପିୟନ ମହିଳା ବକ୍ସର ଏମ୍.ସି. ମେରୀକମ୍ ଏଠାରେ ଚାଲିଥିବା ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ପ୍ରି-କ୍ୱାର୍ଟର ଫାଇନାଲର କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲରେ ଥାଇଲାଣ୍ଡର ଜୁଟାମସ ଜିଟପଙ୍ଗଙ୍କୁ ୫-୦…
ଟି୨୦ରେ ସର୍ବାଧିକ ଥର ୦ କରିବାର ରେକର୍ଡ
ଅନ୍ତର୍ଜାତୀୟ କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ଟି୨୦ରେ କିଛି ଅଲୋଡ଼ା ରେକର୍ଡ ରହିଛି। ସେଗୁଡ଼ିକ ମଧ୍ୟରୁ ସବୁଠୁ ଅଧିକ ଥର ଶୂନ୍ୟ(୦)ରେ ଆଉଟ୍ ହେବାର ରେକର୍ଡ ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲ ଓ ଶ୍ରୀଲଙ୍କା ପୂର୍ବତନ ବ୍ୟାଟ୍ସମ୍ୟାନ ତିଲକରତ୍ନେ ଦିଲଶାନଙ୍କ ନାମରେ…
ଝାରସୁଗୁଡ଼ାରେ ଲଜ୍ଜା: ପିଜୁଳି ଖାଇବାକୁ ଡାକି ନେଇ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ
ଝାରସୁଗୁଡା ଅଫିସ/ଲଖନପୁର,(ଡି.ଏନ.ଏ)- ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଧୀନ ଏକ ଗ୍ରାମର ଜନୈକା ୭ ବର୍ଷର ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ ଗତ ସୋମବାର ବଳାତ୍କାର କରିଥିବା ନେଇ ପୀଡିତାଙ୍କ ପରିବାରଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ବ୍ରଜରାଜନଗର…
ବିଦାୟ ନେଲେ ମା’
ଆରଡ଼ି, ୮ା୧୦( ଡି.ଏନ୍.ଏ.)- ଭଦ୍ରକ ଜିଲା ଆରଡ଼ି ନିକଟସ୍ଥ ସାନ ଓଳଗ ଓ ବଡ଼ ଓଳଗ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ମା’ ଦୁର୍ଗତି ନାଶିନୀଙ୍କୁ ବିଦାୟ ଦିଆଯାଇଛି। ବିଦାୟ ବେଳେ ମା’ ଙ୍କୁ ଶୋଭାଯାତ୍ରାରେ ନିଆଯାଇଥିଲା। ପାରମ୍ପରିକ ରୀତିରେ ଗାଁର ଯୁବକମାନେ…
ହାର୍ଦ୍ଦିକଙ୍କୁ ସମାଲୋଚନା
ନୂଆଦିଲ୍ଲୀ,୮।୧୦: ପୂର୍ବତନ ପେସର ଜାହିର ଖାନ ସୋମବାର ୪୧ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ତାଙ୍କୁ ସାଥୀ ଖେଳାଳି ଓ ବର୍ତ୍ତମାନ ଖେଳାଳିମାନେ ଶୁଭେଚ୍ଛା ଦେଇଥିଲେ। ଶୁଭେଚ୍ଛୁଙ୍କ ତାଲିକାରେ ରହିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସେ ଏକ ଭିଡିଓ ପୋଷ୍ଟ କରିଥିଲେ,…
ମହାନଦୀ ମୁହାଣରେ ବୁଡ଼ିଲା ଟ୍ରଲର: ୩ ମତ୍ସ୍ୟଜୀବୀ ନିଖୋଜ, ୨ ଉଦ୍ଧାର
ପାରାଦୀପ,୮ା୧୦(ସ୍ବ.ପ୍ର.)- ସମୁଦ୍ରରୁ ମାଛଧରି ଫେରୁ୍ଥିବା ଏକ ଟ୍ରଲର ମହାନଦୀ ମୁହାଣରେ ମଙ୍ଗଳବାର ବୁଡ଼ିଯାଇଛି। ସେଥିରେ ଥିବା ୫ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ସେହି ମୁହାଣ ଅଞ୍ଚଳରେ ଅନ୍ୟ…
ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼
ଭଣ୍ଡାରିପୋଖରୀ,୮ା୧୦ (ଡି.ଏନ୍.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ କୁଣ୍ଡସାହି ଦୁର୍ଗାମଣ୍ଡପରେ ଜଗଜ୍ଜନନୀ ମା ଦୁର୍ଗାଙ୍କ ଦଶହରା ପୂଜା ଅନୁଷ୍ଠିତ ହୋଇଛି। ଏଥିପାଇଁ ପୂଜାମଣ୍ଡପରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ୯୦ ବର୍ଷରେ ପଦାର୍ପଣ କରିଥିବା ଏହି ପୂଜା…
ରାବଣରେ ଅଗ୍ନି ସଂଯୋଗ କରିବେ ମୋଦି
ନୂଆଦିଲ୍ଲୀ,୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଲାଲକିଲ୍ଲା ବାହାରେ ଦ୍ୱାରକା ଶ୍ରୀରାମଲିଳା କମିଟିର ମଞ୍ଚରେ ରାବଣ ଦେହରେ ଅଗ୍ନି ସଂଯୋଗ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ସହ ଏହି ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସନ୍ଧ୍ୟା ପ୍ରାୟ…
Archives


