ପୁଣି ମହିଳାଙ୍କୁ କଚାଡି ମାରିଲା ଦନ୍ତା
କଣିହାଁ,୨୯।୧୨(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳୀ ଫରେଷ୍ଟ ସେକ୍ସନରେ ରବିବାର ସକାଳେ ପୁଣି ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତା ମହିଳା ଜଣକ ହେଲେ ବଜ୍ରକୋଟ ଗ୍ରାମ ଡମଯୋଡ଼ି ସାହିର ନୟନୀ ସାହୁ(୫୫)। ସେ ବସ୍ ଯୋଗେ…
ଜମିରେ ନାଗମଣି ଦେଖି ଲୋକଙ୍କ ପୂଜାର୍ଚ୍ଚନା
କର୍ନାଟକ: ଦୁନିଆରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ଦେଖିବାକୁ ମିଳୁଛି। କିଛି ଘଟଣାକୁ ଲୋକେ ଚମତ୍କାର ଆଖ୍ୟା ଦେଇ ପୂଜାର୍ଚ୍ଚନା କରିଥାନ୍ତି। ଏମିତି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି କର୍ନାଟକରେ। କର୍ନାଟକର ଏକ ଗାଁର ଲୋକେ ଚାଷଜମିକୁ…
ହୋଟେଲ ବେଡ୍ରୁମ୍ରେ କଡ଼ ଲେଉଟାଇଲେ ହୁଏ ଏପରି…
ପୃଥିବୀର ବିଭିନ୍ନ ଦେଶ ଦେଶ ମଧ୍ୟରେ ସୀମାରେଖା ଟଣାଯିବା ସମୟରେ ବହୁ ରୋଚକ ଘଟଣାମାନ ଘଟିଛି। ସେପରି କିଛି ଘଟଣା ମଧ୍ୟରୁ ଏକ ନିଆରା ଉଦାହରଣ ପାଲଟିଛି ଫ୍ରାନ୍ସ୍ ଏବଂ ସ୍ବିଜରଲାଣ୍ଡ୍ ସୀମା ମଧ୍ୟରେ ଥିବା ଏକ ବିଳାସପୂର୍ଣ୍ଣ ତାରକା ହୋଟେଲ।…
ବାସ୍ତୁ ଅନୁସାରେ ସଜାନ୍ତୁ ଅଫିସ୍ ଡେସ୍କ
ଅନେକ ଏମିତି ଅଛନ୍ତି, ଯେଉଁମାନେ ନିଜର ଅଫିସ୍ ଡେସ୍କକୁ ସଜାଇ ରଖିବାକୁ ଖୁବ୍ ପସନ୍ଦ କରନ୍ତି। ସେଥିପାଇଁ ସେମାନେ ଡେସ୍କ ଉପରେ ଛୋଟ ଛୋଟ ଇନ୍ଡୋର୍ ପ୍ଲାଣ୍ଟ, ମୂର୍ତ୍ତି ତଥା ଫଟୋ ଆଦି ରଖିଥାନ୍ତି। ଏହା ଦେଖିବାକୁ ସିନା ଭଲ ଲାଗେ,…
ବିଦେଶ ମାଟିରୁ ଟାଣିଆଣିଛି ଗାଁର ମୋହ, ଏବେ ଉନ୍ନତି ପାଇଁ ସମର୍ପିତ କରିଛନ୍ତି ଜୀବନ
ଆଜିକାର ଯୁବପିଢିଙ୍କ ସ୍ବପ୍ନ ଭଲ ପାଠ ପଢି ବିଦେଶରେ ଚାକିରି କରିବେ। ଆଉ ବିଦେଶୀ ଟଙ୍କା ଉପାର୍ଜନ କରି ବିତାଇବେ ଏକ ସୌଖିନ ଓ ବିଳାସମୟ ଜୀବନ। ସେଇଥିପାଇଁ ତ ଗାଁ ଏବେ ଲାଗୁଛି ଖାଁ ଖାଁ। କେବଳ କିଛି ବୟୋଜ୍ୟେଷ୍ଠ…
ସିଡ୍ଲଙ୍କ ଅବସର
ମେଲବୋର୍ନ,୨୯।୧୨- ଭେଟେରାନ ଅଷ୍ଟ୍ରେଲିଆନ ପେସର ପିଟର ସିଡ୍ଲ ରବିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏଥିସହ ଦୀର୍ଘ ୧୧ ବର୍ଷର କ୍ୟାରିୟରର ଶେଷ ହୋଇଛି। ସେ ୬୭ ଟେଷ୍ଟ ଖେଳି ୩୦.୬୬ ହାରରେ ୨୨୧ ଉଇକେଟ ହାତେଇଛନ୍ତି। ଅନ୍ତିମ ଥର…
ହୋଟେଲର ବାର୍ ସୁଇଜରଲ୍ୟାଣ୍ଡ୍ରେ, ବାଥ୍ରୁମ ଫ୍ରାନ୍ସରେ
ବିଶ୍ୱରେ ଏମିତି କିଛି ହୋଟେଲ ରହିଛି, ଯାହା ବିଳାସପୂର୍ଣ୍ଣ ଏବଂ ସୁନ୍ଦର ନିର୍ମାଣ ଶୈଳୀ ଯୋଗୁ ପ୍ରସିଦ୍ଧ। କିନ୍ତୁ ଗୋଟିଏ ହୋଟେଲର ରୁମ୍ ଭିତରେ ବାର୍ ରହିଛି ଗୋଟିଏ ଦେଶରେ ବାଥ୍ରୁମ୍ ରହିଛି ଆଉ ଗୋଟିଏ ଦେଶରେ। ଶୁଣିବାକୁ ଅଡୁଆ ଲାଗୁଥିଲେ…
ଏସ୍ପିଙ୍କ ଭାଇରାଲ ଭିଡିଓକୁ ନେଇ ପ୍ରତିକ୍ରିୟା ଦେଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ,୨୯।୧୨: ମିରଟ ଏସ୍ପିଙ୍କ ଭାଇରାଲ ଭିଡିଓକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନକ୍ଭି। ସେ କହିଛନ୍ତି ଭାଇରାଲ ଭିଡିଓର ଘଟଣା ଯଦି ସତ ତେବେ ତୁରନ୍ତ ଉକ୍ତ ଏସ୍ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ରିବିବାର ନକ୍ଭି…
ଚାଇନା ସରକାର ନିଜ ଇଛା ଅନୁସାରେ ଲେଖିବେ କୋରାନ୍ ଓ ବାଇବେଲ୍
ବେଜିଂ,୨୯।୧୨: ଚାଇନାରେ ଉଇଗର ମୁସଲମାନ୍ ସମ୍ପ୍ରଦାୟ ଉପରେ ନାନା ପ୍ରକାର ନିର୍ଯାତନା ଜାରି ରହିଛି। ଏବେ ଚାଇନା ସରକାର ନିଜ ଇଛା ଅନୁସାରେ ଧର୍ମଗ୍ରନ୍ଥ କୋରାନ୍ ଏବଂ ବାଇବେଲ୍କୁ ଲେଖିବା ପାଇଁ ଯୋଜନା କରିଛନ୍ତି। ଚାଇନାର ସମାଜବାଦୀ ମୂଲ୍ୟବୋଧ ଆଧାରରେ ଏସବୁ…
ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ଗୋବିନ୍ଦା
ଲକ୍ଷ୍ନୌ,୨୯।୧୨: ବଲିଉଡ୍ ଅଭିନେତା ଗୋବିନ୍ଦା ରବିବାର ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ଏହି ସମୟରେ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ୍ କରିଛନ୍ତି। ଏହାସହ ସେ ପ୍ରସିଦ୍ଧ ଗୋରଖନାଥ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରିଛନ୍ତି। ଗୋବିନ୍ଦାଙ୍କ ଗସ୍ତର ସେମିତି…
ଧୋନୀଙ୍କ ପାଇଁ ପାଇଜାମା ମଧ୍ୟ ବିକି ଦେବେ ଶାହରୁଖ ଖାନ୍
ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ କ୍ରିକେଟର ସବୁଠୁ ବଡ଼ ଖେଳାଳି କୁହାଯାଇ ନ ପାରେ। ମାତ୍ର ଅଧିନାୟକଙ୍କ କ୍ଷେତ୍ରରେ ସେ ଶ୍ରେଷ୍ଠ। ତାଙ୍କୁ ଆଇପିଏଲରେ କିଣିବା ପାଇଁ ସମସ୍ତ ଫ୍ରାଞ୍ଚାଇଜ ଆଗଭର। ଏକଦା ଧୋନୀଙ୍କ ସମ୍ପର୍କରେ କୋଲକତା ନାଇଟ୍ ରାଇଡର୍ସ (କେକେଆର)…
ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାର ପର୍ଦ୍ଦାଫାଶ: ୫ ଗିରଫ
କୋଟଗଡ଼,୨୯।୧୨ (ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଗତ ୧୦ ତାରିଖରେ ଗୁଳିକରି ହତ୍ୟା କରାଯାଇଥିଲା। ଏହି ବହୁ ଚର୍ଚ୍ଚିତ ଘଟଣାର ରବିବାର ପୋଲିସ ପର୍ଦ୍ଦାଫାଶ କରିଛି। ଦୁଇ ସୁପାରି କିଲରଙ୍କ ସମେତ ମୁଖ୍ୟ…

