ପୁସ୍ତକ ‘ଦି ଆବ୍ସେଣ୍ଟ ଡାଇଲଗ୍’ରେ ଯୁକ୍ତି: ସଶସ୍ତ୍ର ବଳର ନେତୃତ୍ୱ ନେବାରେ ସକ୍ଷମ ନ ଥିଲେ ନେହେରୁ
ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସଶସ୍ତ୍ର ବଳର ନେତୃତ୍ୱ ନେବାକୁ ସକ୍ଷମ ନ ଥିଲେ ଅଥବା ତାକୁ ଦକ୍ଷତାର ପରିଚଳାନା କରି ନ ଥିଲେ ବୋଲି ଏକ ନୂଆ ପୁସ୍ତକରେ ଯୁକ୍ତି ବଢ଼ାଯାଇଛି। ଅଙ୍କିତ ମୁଖାର୍ଜୀଙ୍କ ଲିଖିତ ପୁସ୍ତକ…
ସନି@୬୩: ଆଜି ବି ଦର୍ଶକଙ୍କ ପାଇଁ ଅଭୁଲା ତାଙ୍କ ଡାଏଲଗ୍
ନିଜର ଆକ୍ସନ୍ ଅନ୍ଦାଜ, ଡାଏଲଗ୍ ପାଇଁ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିଣି ପାରିଥିବା ଅନ୍ୟତମ ବଲିଉଡ୍ ଅଭିନେତା ହେଉଛନ୍ତି ସନି ଦେଓଲ। ଅକ୍ଟୋବର ୧୯ରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତାଙ୍କର ଆଜି ହେଉଛି ୬୩ତମ ଜନ୍ମଦିନ। ଆକ୍ସନ୍ ଏବଂ ରୋମାଣ୍ଟିକ୍…
ଗଲ୍ଫର ମ୍ୟାଟ ଏଭେରୀ ୩ ମାସ ବାସନ୍ଦ
ନ୍ୟୁୟର୍କ,୧୯।୧୦- ଆମେରିକୀୟ ଷ୍ଟାର ଗଲ୍ଫର ମାଟ୍ ଏଭେରୀ ଡ୍ରଗ୍ ପଲିସି ଉଲ୍ଲଂଘନ କରି ୩ ମାସ ବାସନ୍ଦ ହୋଇଛନ୍ତି। ଦୁଇଥର ପିଜିଏ ଟୁର ବିଜେତା ୩୫ ବର୍ଷୀୟ ଏଭେରୀ କାନ୍ନାବିସ୍ ନାମକ ଏକ ଔଷଧ ସେବନ କରି ସେ ଆଚରଣବିଧୀ ଉଲ୍ଲଂଘନ…
ଦୀପାବଳି ପାଇଁ ଲାଗେ ଗଧ ହାଟ: ଦାମ୍ ଲକ୍ଷେ ଟଙ୍କା
ଚିତ୍ରକୂଟ,୧୯।୧୦: ପ୍ରଭୁ ଶ୍ରୀରାମଙ୍କ ତପସ୍ୟା ସ୍ଥଳ ଚିତ୍ରକୂଟରେ ଦୀପାବଳି ଅବସରରେ ୩ ଦିନ ପାଇଁ ମନ୍ଦାକିନୀ ନଦୀ କୂଳରେ ଲାଗେ ଐତିହାସିକ ଗଧ ହାଟ। ଏଠାକୁ ଆସୁଥିବା ଗଧମାନଙ୍କର ନାଁ କୌଣସି ଫିଲ୍ମ ଷ୍ଟାର ଅବା ରାଜନେତାଙ୍କ ନାମ ଅନୁସାରେ ରଖାଯାଇଥାଏ।…
ବିବିସି ୧୦୦ ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା
ଲଣ୍ଡନ: ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି ପକ୍ଷରୁ ୨୦୧୯ ପାଇଁ ପ୍ରକାଶିତ ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ଓଡ଼ିଶାର କଟକ ଜିଲାର ସୁସ୍ମିତା ମହାନ୍ତି। ସ୍ପେସ୍ ରିସର୍ଚ୍ଚ ଓ ସ୍ପେସ୍ ସାଇନ୍ସ କ୍ଷେତ୍ରରେ ଜଣେ ପରିଚିତ ଚେହେରା…
ବଜାରକୁ ଆସିଲା ‘ଇଟ୍ କପ୍’
ହାଇଦ୍ରାବାଦ: ଦେଶବ୍ୟାପୀ ପ୍ଲାଷ୍ଟିକ୍ ବ୍ୟାନ୍ ହେବା ପରେ ପରିବେଶ ଉପଯୋଗୀ ବିଭିନ୍ନ ସାମଗ୍ରୀ ବଜାରରେ ଦେଖିବାକୁ ମିଳୁଛି। ବଜାରରେ ଏଭଳି ସାମଗ୍ରୀର ଚାହିଦା ମଧ୍ୟ ବଢ଼ୁଛି। ଏହାଭିତରେ ହାଇଦ୍ରାବାଦ୍ର ଏକ କମ୍ପାନୀ ଏଭଳି ଏକ କପ୍ ତିଆରି କରିଛି, ଯେଉଁଥିରେ ଥଣ୍ଡା…
କାନ୍ଥ ପଡ଼ି ୨ଜଣଙ୍କ ଜୀବନ ଗଲା
ବଅଁରପାଳ,୧୯।୧୦(ଡି.ଏନ୍.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ଗଣେଶବଜାର ନିକଟରେ କାନ୍ଥ ପଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ବୃନ୍ଦାବନପୁର ଗ୍ରାମର ଦୀପୁ ପରିଡ଼ା ଏବଂ ଅନ୍ୟଜଣେ ତପନ ନାୟକ ବୋଲି ଜଣାପଡ଼ିଛି। ଉଭୟ ଗୋପୀ ସାହୁଙ୍କ ଘରେ ପାଇପ କାମ କରୁଥିଲେ।…
ଆଫଗାନ ସେନା ଆକ୍ରମଣରେ ୧୬ ଆତଙ୍କବାଦୀ ନିହତ
କାବୁଲ,୧୯।୧୦: ଗତ ୨୪ ଘଣ୍ଟା ମଧ୍ୟରେ ଆଫଗାନିସ୍ତାନ ସେନାର ଅପରେଶନ ସମୟରେ ୧୬ ତାଲିବାନ ଓ ଆଇଏସ୍ ଆତଙ୍କବାଦୀ ନିହତ ହୋଇଥିବା ଶନିବାର ସୂଚନା ମିଳିଛି। ଖାମା ପ୍ରେସର ସୂଚନା ଅନୁଯାୟୀ ଏହି ଅପରେଶନ ସମୟରେ ଆଫଗାନ ସ୍ପେଶାଲ ଫୋର୍ସ ୮…
ହଷ୍ଟେଲରୁ ଖାଦ୍ୟ ଚୋରି: ଛାତ୍ରଙ୍କୁ ୨୦ ହଜାର ଜରିମାନା
ଲକ୍ଷ୍ନୌ : ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ଘଟିଛି ଅଜବ ଘଟଣା। ଭୋକରେ ଥିବା ଜଣେ ଛାତ୍ର ହଷ୍ଟେଲରୁ ଖାଦ୍ୟ ଚୋରିକରି ଖାଇବାରୁ ତାଙ୍କୁ ୨୦ ହଜାର ଟଙ୍କା ଜରିମାନା ଲଗାଯାଇଛି। ବି.ଏ. ଦ୍ୱିତୀୟ ବର୍ଷରେ ପଢ଼ୁଥିବା ଆୟୁଷ ସିଂ ନାମକ ଛାତ୍ରଙ୍କୁ ଏଭଳି…
୨ ବର୍ଷ ପରେ ସେମିରେ ମରେ
ଆଣ୍ଟରେପ(ବେଲଜିୟମ), ୧୯।୧୦(ଏଏଫ୍ପି)- ପୂର୍ବତନ ୧ ନମ୍ବର ଖେଳାଳି ବ୍ରିଟେନ ଆଣ୍ଡି ମରେ ପ୍ରଥମଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୭ ଫ୍ରେଞ୍ଚ୍ ଓପନ୍ରେ ସେ ଶେଷଥର ପାଇଁ ସେମିଫାଇନାଲକୁ ଉଠିଥିଲେ। ୩୨ ବର୍ଷୀୟ ମରେ ୟୁରୋପିଆନ ଓପନ୍ ଟେନିସ୍ ଟୁର୍ନାମେଣ୍ଟରେ ୯୨…
ଦୀପାବଳିରେ ରିଲିଜ ହେବ ତିନୋଟି ବଡ଼ ଫିଲ୍ମ, ଅକ୍ଷୟ-ରାଜକୁମାରଙ୍କ ମଧ୍ୟରେ ହୋଇପାରେ ଟକ୍କର
ମୁମ୍ବାଇ: ଚଳିତ ବର୍ଷ ଦୀପାବଳିରେ ରିଲିଜ ହେବାକୁ ଯାଉଛି ବଲିଉଡ୍ର ତିନୋଟି ବଡ଼ ଫିଲ୍ମ। ଏଥିରେ ରହିଛି। ଅକ୍ଷୟ କୁମାରଙ୍କ ‘ହାଉସ୍ଫୁଲ-୪’, ତାପସୀ ପନ୍ନୁ-ଭୂମି ପେଡନେକର ଅଭିନୀତ ‘ସାଣ୍ଢ କି ଆନ୍ଖ’ ଏବଂ ରାଜକୁମାର ରାଓ ଅଭିନୀତ ‘ମେଡ ଇନ୍ ଚାଇନା’।…
କାର୍ତ୍ତିକ-ସାରାଙ୍କ ବ୍ରେକ୍ଅପ୍
ମୁମ୍ବାଇ: ବଲିଉଡ୍ ଷ୍ଟାର୍ ସାରା ଅଲି ଖାନ୍ ଏବଂ କାର୍ତ୍ତିକ ଆର୍ୟନ୍ଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖ ଖବର। ବଲିଉଡ୍ର ଏହି କ୍ୟୁଟ୍ ଲଭ୍-ବାର୍ଡଙ୍କ ବ୍ରେକ୍ଅପ୍ ହୋଇଯାଇଥିବା ଶୁଣାଯାଉଛି। ବ୍ୟସ୍ତତା ଓ ସମୟ ଅଭାବ କାରଣରୁ ଏମାନଙ୍କ ବ୍ରେକ୍ଅପ୍ ହୋଇଯାଇଥିବା ଜଣାପଡ଼ିଛି।…
Archives


