ଚଳନ୍ତା ଅଟୋ ଉପରେ ପଡ଼ିଲା ଗଛ: ଓ୍ବାର୍ଡସଭ୍ୟା ମୃତ, ଯୁବକ ଗୁରୁତର
ଦାରିଙ୍ଗବାଡ଼ି,୨୪।୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡୁଲୁରୀ ଅଞ୍ଚଳରେ ଗୁରୁବାର ଏକ ଅଘଟଣ ଘଟିଛି। ଗଛ ପଡ଼ିଯିବାରୁ ଅଟୋରେ ଯାଉଥିବା ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ହେଲେ ଉକ୍ତ ବ୍ଲକ…
ଭିଭିଏସ୍ ଲକ୍ଷ୍ମଣଙ୍କ ଟୁଇଟ୍ରେ ଭୁବନେଶ୍ୱରର କମଳଲୋଚନଙ୍କ କଥା: ଜରି ଗୋଟାଳି ସତ୍ତ୍ୱେ ବୁଲା କୁକୁରଙ୍କ ପେଟ ପୋଷୁଥିବାରୁ କଲେ ପ୍ରଶଂସା
ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ରାଜଧାନୀରେ ବୁଲା କୁକୁରଙ୍କୁ ଖାଇବାକୁ ଦେଇ ଚର୍ଚ୍ଚାକୁ ଆସିଛନ୍ତି କମଳଲୋଚନ ବଳିୟାରସିଂ। ଭାରତର ପୂର୍ବତନ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ ଗୁରୁବାର କମଳଙ୍କୁ ନେଇ ଏକ ଟୁଇଟ୍ କରିଛନ୍ତି। କମଳ ହେଉଛନ୍ତି ଜଣେ ଜରି ଗୋଟାଳି। ବିଭିନ୍ନ ସ୍ଥାନ ବୁଲି ପ୍ଲାଷ୍ଟିକ…
ହାରିଗଲେ ଭାଜପାର ଏହିସବୁ ପ୍ରମୁଖ ପ୍ରାର୍ଥୀ
ମୁମ୍ବାଇ/ଚଣ୍ଡିଗଡ,୨୪।୧୦: ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ମହାରାଷ୍ଟ୍ରରେ ଭାଜପା-ଶିବସେନା ମେଣ୍ଟ ସରsକାର ଗଢିବାକୁ ଯାଉଥିବାବେଳେ ହରିୟାଣାରେ ଝୁଲା ବିଧାନସଭା ହୋଇଛି। ଦୁଇ ରାଜ୍ୟର ନିର୍ବାଚନରେ ଭାଜପାର ପ୍ରମୁଖ ପ୍ରାର୍ଥୀ ପରାଜୟର ସାମ୍ନା କରିବାକୁ ପଡିଛି। କ୍ୟାପ୍ଟେନ…
ବର୍ଷାରେ ଭିଜି ରାସ୍ତା ମରାମତି କଲେ ୨ ଯୁବକ
ଆନନ୍ଦପୁର,୨୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ. ଜାତୀୟ ରାଜପଥର ଶାଳପଡ଼ାରୁ ଖପରାଖାଇ ପର୍ଯ୍ୟନ୍ତ ସର୍ଭିସରୋଡ୍ର ଅବସ୍ଥା ବେହାଲ ହୋଇଛି। ଜାତୀୟ ରାଜପଥ ଠିକା ସଂସ୍ଥା ଅଧାପନ୍ତରିଆ ଭାବେ ସର୍ଭିସ୍ ରୋଡ୍ ନିର୍ମାଣକୁ ଛାଡି ଚାଲିଯାଇଥିବା ବେଳେ ରାସ୍ତାର…
ଭର୍ସାଟାଇଲ ଆକ୍ଟର ରଣବୀର
ମୁମ୍ବାଇ: ବଲିଉଡ୍ ନାୟକ ରଣବୀର ସିଂଙ୍କୁ ବହୁମୁଖୀ ପ୍ରତିଭାର କଳାକର ବୋଲି କୁହାଯାଇଥାଏ। କାରଣ ସେ ଭିନ୍ନ ଭିନ୍ନ ଚରିତ୍ରରେ ଭଲ ଅଭିନୟ କରିପାରନ୍ତି। ନିକଟରେ ସେ ୟଶରାଜ ବ୍ୟାନରରେ ଜୟେଶଭାଇ ଜୋରଦାରରେ ଅଭିନୟ କରିବେ ବୋଲି ଜଣାପଡିଛି। ଏବେଠାରୁ ସେ…
ଏମିତି ଶିବଲିଙ୍ଗ ଯାହାର ଚାରିପଟେ ଥରେ ବୁଲିଆସିବାକୁ ଲାଗେ ୧୫ ଦିନ…
ଏପରି ଏକ ଶିବମନ୍ଦିର ଯାହା ମନ୍ଦିର ପାଇଁ ନୁହେଁ ବରଂ ଶିବଲିଙ୍ଗ ଲାଗି ପ୍ରସିଦ୍ଧ ଲାଭ କରିଛି। ଲୋକମାନଙ୍କୁ ଏହି ଶିବଲିଙ୍ଗ ଚାରିପଟେ ପରିକ୍ରମା କରିବାକୁ ପ୍ରାୟ ୧୫ ଦିନ ଲାଗିଥାଏ। ଲୋକେ ଏହି ସ୍ଥାନକୁ ସ୍ବର୍ଗପ୍ରାପ୍ତିର କେନ୍ଦ୍ର ବୋଲି ମାନିଥାନ୍ତି।…
କର୍ତ୍ତାରପୁର କରିଡର: ଭାରତ-ପାକିସ୍ତାନ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ
ନୂଆଦିଲ୍ଲୀ,୨୪।୧୦: ଭାରତ ଓ ପାକିସ୍ତାନ କର୍ତ୍ତାରପୁର କରିଡରକୁ ନେଇ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଉଭୟ ଦେଶର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ ଭାରତୀୟ ଶିଖ ଶ୍ରଦ୍ଧାଳୁଙ୍କ ପାଇଁ ପାକିସ୍ତାନରେ ଥିବା…
ଅଭିନୟ ପାଇଁ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ ଏହି ଅଭିନେତ୍ରୀ
ବଲିଉଡ୍ ଫିଲ୍ମରେ ଅନ୍ତରଙ୍ଗ ମୁହୂର୍ତ୍ତ ଏବଂ ଚୁମ୍ବନ ଦୃଶ୍ୟ କରି ବେଶ୍ ହଇଚଇ ସୃଷ୍ଟି କରିଥିବା ଅଭିନେତ୍ରୀ ହେଲେ ମଲ୍ଲିକା ଶେରାଓ୍ବତ୍। ୨୦୦୩ରେ ଫିଲ୍ମ ‘ଖ୍ବାହିଶ’ରୁ ସେ ବଲିଉଡ୍ରେ କ୍ୟାରିୟର ଆରମ୍ଭ କରିଥିଲେ। ଫିଲ୍ମରେ ମଲ୍ଲିକା ୧୭ଟି ଚୁମ୍ବନ ଦୃଶ୍ୟ ଦେଇ…
ଟି୧୦ ଲିଗ୍: ଖେଳାଳିଙ୍କୁ ଏନ୍ଓସି ଦେବ ନାହିଁ ପିସିବି
କରାଚୀ,୨୪।୧୦- ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବାକୁ ଥିବା ଆବୁଧାବି ଟି୧୦ ଲିଗ୍ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦେଶର ଖେଳାଳିଙ୍କୁ ଏନ୍ଓସି ନ ଦେବାକୁ ନିଷ୍ପତ୍ତି ନେଇଛି। ଖେଳାଳିଙ୍କ କାମର ବୋଝ ହ୍ରାସ ଓ ଘରୋଇ ଟୁର୍ନାମେଣ୍ଟ କୁଇଦ…
ମା’ଙ୍କୁ ସ୍କୁଟରରେ ତୀର୍ଥଯାତ୍ରା ପାଇଁ ନେଉଥିବା ଯୁବକଙ୍କୁ ଉପହାର ମିଳିଲା କାର୍
ନୂଆଦିଲ୍ଲୀ,୨୪।୧୦: କର୍ନାଟକର ଜଣେ ଯୁବକ ତାଙ୍କ ୭୦ ବର୍ଷୀୟା ମାଆଙ୍କୁ ନିଜ ସ୍କୁଟରରେ ବସାଇ ତୀର୍ଥ ଯାତ୍ରା ପାଇଁ ବାହାରିଥିଲେ। ଏହି ମାତୃଭକ୍ତ ଯୁବକଙ୍କ କଥା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରାଙ୍କ କାନରେ ପଡିଥିଲା। ଆଉ ଏହାପରେ…
ନିର୍ବାଚନ ମୈଦାନରେ ଫେଲ୍ ମାରିଲେ ଖେଳାଳି
ଚଣ୍ଡିଗଡ,୨୪।୧୦: ନିର୍ବାଚନ ମୈଦାନରେ ଫେଲ୍ ମାରିଛନ୍ତି ଖେଳାଳି। ହରିୟାଣାର ଦାଦ୍ରୀ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ବବିତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି। ସେହିପରି ଅନ୍ୟତମ କୁସ୍ତି ଖେଳାଳି ତଥା ଅଲମ୍ପିକ୍ସ ପଦକ ବିଜେତା ଯୋଗେଶ୍ୱର ଦଳ…
ବର୍ଷାରେ ବେହାଲ ରାଜଧାନୀ: ରାସ୍ତାରେ କୃତ୍ରିମ ବନ୍ୟାର ଭ୍ରମ, ଜନଜୀବନ ପ୍ରଭାବିତ
ଭୁବନେଶ୍ୱର,୨୪।୧(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍, ପଟିଆ, ଆଚାର୍ଯ୍ୟବିହାର, ଇସ୍କନ ମନ୍ଦିର ଛକ, ରସୁଲଗଡ଼, ଏଜି ଛକ, ଜୟଦେବ ବିହାର, କଳିଙ୍ଗ…
Archives


