ବିହାର ଜେଲ୍ରେ ଛଟ୍ ପର୍ବର ଆସର
ପାଟନା,୧।୧୧: ବିହାରୀ ସମ୍ପ୍ରଦାୟର ମୁଖ୍ୟ ପର୍ବ କୁହାଯାଉଥିବା ଛଟ୍ ପାଇଁ ଏବେଠାରୁ ଗଁାରୁ ସହର ସଜେଇ ହେଲାଣି। ବିହାରର ଗଳି କନ୍ଦି ଠାରୁ ଆରମ୍ଭ କରି ଏଠାକାର ଜେଲ୍ରେ ଛଟି ମା’ଙ୍କ ଗୀତ ଗୁଞ୍ଜରି ଉଠିଲାଣି। ଜେଲ୍ରେ ଭକ୍ତିମୟ ପରିବେଶ ସୃଷ୍ଟି…
ପ୍ୟାକ୍ସ ଦୁର୍ନୀତି ତଦନ୍ତ ଦାବି: ଜିଲାପାଳଙ୍କ ଅଫିସ ସମ୍ମୁଖରେ ଚାଷୀଙ୍କ ଅନଶନ
ବରଗଡ଼ ଅଫିସ, ୧।୧୧: ବରଗଡ଼ ଜିଲା ଝାରବନ୍ଧ ଥାନା ଡଭା ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ରେ ବିଗତ ବର୍ଷରେ ଧାନ କିଣାବିକାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଚାଷୀମାନେ ବାରମ୍ବାର ପ୍ରଶାସନକୁ ଜଣାଇବା…
କିରଣ ବେଦୀଙ୍କୁ ରାକ୍ଷସ ବୋଲି କହିଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ
ପୁଡୁଚେରୀ,୧।୧୧: ଯେବେଠାରୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭାବେ ଭି. ନାରାୟଣସ୍ବାମୀ ଶାସନ ଭାର ଗ୍ରହଣ କଲେଣି ସେବେଠାରୁ ପୁଡୁଚେରୀ ଉପରାଜ୍ୟପାଳ ଥିବା କିରଣ ବେଦୀଙ୍କ ସହ ତାଙ୍କର ତୁତୁମେମେ ଲାଗି ରହିଛି। ଗୁରୁବାର ଲୌହମାନବୀ ତଥା ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା…
ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା: ପୁଅକୁ ମାରିଦେଇଥିବା ଅଭିଯୋଗ ଆଣିଲା ପରିବାର
ଚନ୍ଦାହାଣ୍ଡି, ୧।୧୧(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଫଟକିଗ୍ରାମ ନିକଟସ୍ଥ ଏକ ମହୁଲ ଗଛରେ ରଶି ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ସେମାନେ ହେଲେ ଉକ୍ତ ଗ୍ରାମର ନୂର୍ତ୍ତନ ନାୟକ(୨୬) ଓ ପ୍ରେମିକା ସବନମ୍ ବେଗମ(୧୯)। ଝିଅଘର ଲୋକେ…
କେବିସି ମଞ୍ଚରେ ‘ଦୌଡ଼ରାଣୀ’: ଆଜି ହଟ୍ ସିଟ୍ରେ ନଜର ଆସିବେ ଦୂତୀ, ହିମା
ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଶୋ’ କୌନ୍ ବନେଗା କରୋଡପତି(କେବିସି)ରେ ନଜର ଆସିବେ ଦୌଡ଼ରାଣୀ ଦୂତି ଚାନ୍ଦ ଏବଂ ହିମା ଦାସ। ସୋନି ଚ୍ୟାନେଲର ଆଧିକାରୀକ ଟୁଇଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦିଆଯାଇଛି। ଶୁକ୍ରବାର ପ୍ରସାରିତ ହେବାକୁ ଥିବା କର୍ମବୀର ଏପିସୋଡ୍ରେ…
ବୋଲର ଗୋଇଠା ମାରିବାରୁ ପାକିସ୍ତାନ ବ୍ୟାଟ୍ସମ୍ୟାନ ମାରିବାକୁ ବ୍ୟାଟ ଉଠାଇଥିଲେ
କ୍ରିକେଟରେ ବହୁ ବାର ଖେଳାଳିଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳେ। ବେଳେବେଳେ ଖେଳାଳିମାନେ ବାକ୍ ଯୁଦ୍ଧରୁ ଆଗକୁ ବଢ଼ିଯାଆନ୍ତି। ସେହିଭଳି ଏକ ଘଟଣା ୧୯୮୧ ଫେବୃୟାରୀରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍ରେ ଦେଖିବାକୁ ମିଳିଥିଲା। ଦୁଇ…
ବାଲିଯାତ୍ରାକୁ ମିଳିବ ସରକାରୀ ମାନ୍ୟତା
ଭୁବନେଶ୍ୱର,୧।୧୧(ବ୍ୟୁରୋ): କଟକ ବାଲିଯାତ୍ରାକୁ ସରକାରୀ ମାନ୍ୟତା ଦିଆଯିବ। ଏହାକୁ ରାଜ୍ୟସ୍ତରୀୟ ପର୍ବ ଭାବେ ପାଳନ କରାଯି। ସରକାରଙ୍କ ନଗର ଉନ୍ନୟନ, ସଂସ୍କୃତ ବିଭାଗ ପକ୍ଷରୁ ଆର୍ଥିକ ସହଯୋଗ ମଧ୍ୟ କରାଯିବ ବୋଲି ଶୁକ୍ରବାର ଏକ ପ୍ରସ୍ତୁତି ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ…
ପ୍ରେମ ବିବାହକୁ ନା, ଦ୍ୱିତୀୟ ବିବାହକୁ ମିଳିବ ପ୍ରୋତ୍ସାହନ: କର୍ନାଟକ ସରକାର
ବେଙ୍ଗାଲୁରୁ,୨।୧୧: ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ନେତୃତ୍ୱାଧିନ କର୍ନାଟକ ସରକାର ଏବେ ସାମୁହିକ ବିବାହର ଆୟୋଜନ କରିବାକୁ ଯାଉଛନ୍ତି। ଏହା ବର୍ଷକୁ ୨ ଥର ଆୟୋଜନ କରାଯିବ। ହେଲେ ଯେଉଁମାନେ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଏଥିରେ ଗ୍ରହଣ କରାଯିବ ନାହିଁ…
ପ୍ରଦୁଷଣ ପାଇଁ ଦିଲ୍ଲୀରେ ଜରୁରୀ ଘୋଷଣା: ଛଟ୍ରେ ଫୁଟାଯିବନି ବାଣ
ନୂଆଦିଲ୍ଲୀ,୧।୧୧: ଦିଲ୍ଲୀ-ଏନ୍ସିଆରରେ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ଶୁକବ୍ରାର ଜନସାଧାରଣଙ୍କ ସ୍ବାସ୍ଥ୍ୟଗତ କାରଣକୁ ନଜରରେ ରଖି ଏକ ଜରୁରୀ ଘୋଷଣା କରିଛନ୍ତି। ଏଥିସହ ନଭେମ୍ବର ୫ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କେବଳ ସେତିକି ନୁହେଁ ଛଟ୍ ପୂଜାରେ ବାଣ…
ସାଇକେଲ ଚୋରି: ୫ ନାବାଳକ କୋର୍ଟ ଚାଲାଣ
ନିମାପଡ଼ା, ୧।୧୧(ଡି.ଏନ୍.ଏ.): ପୁରୀ ଜିଲା ନିମାପଡ଼ାର ବିଭିନ୍ନ କୋଚିଙ୍ଗ୍ ଓ ଟ୍ୟୁସନ ସେଣ୍ଟର ସମ୍ମୁଖରୁ ମାସକ ମଧ୍ୟରେ ଅନେକ ସାଇକେଲ ଚୋରି ହୋଇଥିବାନେଇ ଗତ ଗୁରୁବାର ଏକାଧିକ ବ୍ୟକ୍ତି ନିମାପଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଗୁରୁବାର ରାତିରେ ଅଣ୍ଢିଆ ସାହି…
‘ବ୍ରହ୍ମାସ୍ତ୍ର’ରେ ଶାହାରୁଖ୍ଙ୍କ ଏଣ୍ଟ୍ରି
ଦୀର୍ଘଦିନ ଧରି ଶାହାରୁଖ ଖାଁଙ୍କୁ ଫ୍ୟାନ୍ମାନେ ସିଲ୍ଭର ସ୍କ୍ରିନ୍ରେ ଦେଖିନାହାନ୍ତି। ସେ ଶେଷଥର ପାଇଁ ଆନନ୍ଦ ଏଲ୍ ରାୟଙ୍କ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ। ଏହା ପରେ ଶାହାରୁଖ୍ ନିର୍ଦ୍ଦେଶକ ଏଟ୍ଲିଙ୍କ ସହିତ ଫିଲ୍ମ ‘ସନ୍କୀ’ରେ ନଜର ଆସିପାରନ୍ତି ବୋଲି ଖବର ଶୁଣିବାକୁ…
ଭାରତୀୟ କ୍ରିକେଟ ଦଳର ସଙ୍କଟମୋଚକ ଥିଲେ ଏହି ବ୍ୟାଟ୍ସମ୍ୟାନ୍
ଭାରତୀୟ କ୍ରିକେଟ ଦଳର ଭେରି ଭେରି ସ୍ପେଶାଲ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ଆଜି ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୪ ମସିହା ନଭେମ୍ବର ୧ ତାରିଖରେ ସେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପୂରା ନାମ ହେଉଛି ଭାଙ୍ଗିପୁରପୁ ଭେଙ୍କଟ ସାଇ…
Archives


