କଳିଙ୍ଗ ବ୍ଲାକ ଟାଇଗର୍ସର ଦ୍ୱିତୀୟ ପରାଜୟ
ମୁମ୍ବାଇ,୧୭।୬: ରଗ୍ବୀ ପ୍ରିମିୟର ଲିଗ୍ (ଆର୍ପିଏଲ୍)ରେ ସୋମବାର କଳିଙ୍ଗ ବ୍ଲାକ ଟାଇଗର୍ସ ଏକତରଫା ଭାବେ ୧୦-୩୫ ପଏଣ୍ଟରେ ବେଙ୍ଗାଲୁରୁ ବ୍ରେଭହାଟର୍ସଠାରୁ ପରାସ୍ତ ହୋଇଛି। ଓଡ଼ିଶା ପାଇଁ ଏଥାନ ଟର୍ନର ଓ ଲୁକାସ ଲାକାମ୍ପ ଗୋଟିଏ ଲେଖାଏ ଟ୍ରାଇ କରିଥିଲେ। ବେଙ୍ଗାଲୁରୁ ପକ୍ଷରୁ…
ଭାଙ୍ଗୁଛି ପାକିସ୍ତାନର ଅହଂକାର! ଭାରତକୁ ଚିଠି ଲେଖି ଏମିତି କହିଲାଣି, ଜାଣନ୍ତୁ ଏହାର କାରଣ
ନୂଆଦିଲ୍ଲୀ/ଇସଲାମାବାଦ,୧୭।୬: ପାକିସ୍ତାନ ବର୍ତ୍ତମାନ ଇତିହାସର ସବୁଠାରୁ ଖରାପ ଜଳ ସଙ୍କଟ ଦେଇ ଗତି କରୁଛି। ଏହାର ସବୁଠାରୁ ବଡ଼ କାରଣ ହେଉଛି ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ ଭାରତ ଦ୍ୱାରା ଯୋଗାଇ ଦିଆଯାଇଥିବା ପାଣିରେ ଏକ ବଡ଼ ହ୍ରାସ। ସ୍ଥାନୀୟ ଜଳ…
ମଦ୍ୟପ ଚାଳକଙ୍କ ବାଇକ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ: ସ୍ବାସ୍ଥ୍ୟ କେନ୍ଦ୍ରରେ ଉନ୍ମୁକ୍ତ କାଣ୍ଡ
ପାଟଣା,୧୭।୬(ବୀର କିଶୋର ଦାଶ):ମଦ୍ୟପ ବାଇକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ଧାନବେଣୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି ଧାନବେଣୀ ଗ୍ରାମର ବଳରାମ…
ଗୋବିନ୍ଦାଙ୍କ ସହ ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସୁନିତା: ବଢିଲା ସନ୍ଦେହ
ବଲିଉଡ୍ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ସ୍ତ୍ରୀ ସୁନିତା ଆହୁଜା ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ପୂର୍ବରୁ, ଗୋବିନ୍ଦା ଏବଂ ସୁନିତାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି ଏବଂ ଉଭୟ ଛାଡପତ୍ର ନେବାକୁ ଯୋଜନା କରୁଛନ୍ତି…
ଇରାନକୁ ଲାଗିଲା ବଡ଼ ଝଟ୍କା: ଏବେ କରିପାରିବନି ଏହି କାମ
ଜେରୁଜେଲମ,୧୭।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଅତ୍ୟନ୍ତ ଭୟଙ୍କର ରୂପ ନେଇଛି। G-7 ଶିଖର ସମ୍ମିଳନୀରୁ ଇରାନ ପାଇଁ ଏକ ଚେତାବନୀ ଆସିଛି। ଏଥର G-7 ଶିଖର ସମ୍ମିଳନୀ କାନାଡାରେ ଆୟୋଜିତ ହେଉଛି। G-7 ର ଶୀର୍ଷ ନେତାମାନେ…
ସୁପର ଓଭର୍ରେ ସୁପର୍ ଡ୍ରାମା: T20 ଇତିହାସରେ ପ୍ରଥମଥର ଘଟିଲା ଏମିତି
ଗ୍ଲାସଗୋ,୧୭।୬: ସ୍କଟଲାଣ୍ଡର ଗ୍ଲାସଗୋରେ ଚାଲିଥିବା T20 ଟ୍ରାଇ ସିରିଜ 2025ରେ, କ୍ରିକେଟ ପ୍ରେମୀମାନେ ଏପରି ଏକ ଦୃଶ୍ୟ ଦେଖିବାକୁ ପାଇଥିଲେ, ଯାହା ଏପର୍ଯ୍ୟନ୍ତ କେବଳ କଳ୍ପନାରେ ଥିଲା। ନେପାଳ ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ କ୍ରିକେଟ ଇତିହାସର ପ୍ରଥମ T20…
ପ୍ରେମିକଙ୍କ ପାଇଁ ନୁହେଁ, ଏହି ବ୍ୟକ୍ତି ପାଇଁ ହନିମୁନ୍ରେ ସ୍ବାମୀଙ୍କୁ ମାରିଥିଲେ ସୋନମ! ଆଶ୍ଚର୍ଯ୍ୟଜନକ ଖୁଲାସା
ଇନ୍ଦୋର,୧୭।୬: ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲା ଏବେ ଚର୍ଚ୍ଚାରେ ରହିଛି। ତାଙ୍କ ପତ୍ନୀ ସମେତ ପାଞ୍ଚ ଜଣ ଅଭିଯୁକ୍ତ ବର୍ତ୍ତମାନ ୮ ଦିନିଆ ପୋଲିସ ରିମାଣ୍ଡରେ ଅଛନ୍ତି। ସେମାନେ ମଧ୍ୟ ସେମାନଙ୍କର ଅପରାଧ ସ୍ବୀକାର କରିଛନ୍ତି। ଏବେ କେବଳ ଦଣ୍ଡ…
କାମୁଡ଼ିଥିଲା ଭାଲୁ : ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ପ୍ରାଧିକରଣ ସଚିବ
ନୂଆପଡ଼ା,୧୭।୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଅବସ୍ଥିତ ସୋସେଙ୍ଗ ଗାଁର ଅମୂଳ ମାଝି ଓ ଦିପଚନ ମାଝି ଜାଳେଣି କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇ ଜିଲା ମୁଖ୍ୟ…
ମଣ୍ଡିରୁ ଉଠୁନି ଧାନ, ଧାରଣାରେ ଚାଷୀ
ନୂଆପଡ଼ା,୧୭।୬ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ସାରାବଙ୍ଗ ପ୍ରାଥମିକ କୃଷି ସମବାୟ ସମିତି ଅଧୀନସ୍ଥ ସାରାବଙ୍ଗ, ଖୁଟମନ ଭେରା ଓ ମୋହରାଡିହି ମଣ୍ଡିରୁ ସପ୍ତାହରୁ ଊର୍ଦ୍ଧ୍ୱ ହେବ ମିଲର୍ସ ଧାନ ଉଠାଉନାହାନ୍ତି। ଏହାର ପ୍ରତିବାଦରେ ସୋମବାର ଶତାଧିକ ଚାଷୀ ଜିଲା…
ବଙ୍ଗୋପସାଗରରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି: ୨୪ ଘଣ୍ଟାରେ ଆହୁରି…
ଭୁବନେଶ୍ୱର,୧୭।୬: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି। ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି। ଉତ୍ତରପଶ୍ଚିମ ବଙ୍ଗୋପସାଗର…
ଇରାନକୁ ଧୋକା ଦେଲା ପାକିସ୍ତାନ: ସଂସଦରେ କହୁ କହୁ କହିଲେ ବୈଦେଶିକ ମନ୍ତ୍ରୀ
ଇସଲାମାବାଦ୍,୧୭।୬: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଡାର ଏକ ଭାଇରାଲ ଭିଡିଓକୁ ମିଥ୍ୟା ଏବଂ କପୋଳକଳ୍ପିତ ବୋଲି କହିଛନ୍ତି। ପାକିସ୍ତାନ ଇରାନକୁ ପ୍ରତିଶ୍ରୁତି ଦେଇଛି ଯେ ଯଦି ଇସ୍ରାଏଲ ଇରାନ ଉପରେ ପରମାଣୁ ଆକ୍ରମଣ କରେ, ତେବେ ପାକିସ୍ତାନ ମଧ୍ୟ ଇସ୍ରାଏଲ…
ଜର୍ମାନୀ ଗଲା ନୂଆପଡ଼ା ଆମ୍ବ
ନୂଆପଡ଼ା,୧୭।୬ (ମକାରୁ ବେମାଲ): ନୂଆପଡ଼ା ଜିଲାର ସୁସ୍ବାଦୁ ଆମ୍ରପଲ୍ଲୀ ଆମ୍ବ ସୋମବାର ସୁଦୁର ଜର୍ମାନୀ ଅଭିମୁଖେ ପଠାଯାଇଛି। ଜିଲା ଉଦ୍ୟାନ କୃଷି ବିଭାଗଙ୍କ ସହଯୋଗିତାରେ ବୋଡେନ ବ୍ଲକ ଡୁର୍କାମୁଣ୍ଡା ଗାଁର ମା’ ଠାକୁରାଣୀ ଉତ୍ପାଦକ ଗୋଷ୍ଠୀ ଏହି ଆମ୍ବ ଉତ୍ପାଦନ କରିଛନ୍ତି।…
Archives


