Home Left

ଖାଇବା ଆଶାରୁ ଖଡ଼ି ଧରିଲେ ଦିବ୍ୟା

ହାଇଦ୍ରାବାଦ୍‌:ନବେ ଦଶକରେ ଆରମ୍ଭ କରାଯାଇଥିବା ମଧ୍ୟାହ୍ନଭୋଜନ ଯୋଜନାର ପ୍ରଭାବ ପ୍ରମାଣିତ କରିଛି ତେଲେଙ୍ଗାନାର ଏକ ଘଟଣା। ହାଇଦ୍ରାବାଦ୍‌ର ଗୁଡିମଲକାପୁର ସରକାରୀ ସ୍କୁଲ୍‌କୁ ଦିବ୍ୟା ନାମକ ଝିଅଟିଏ ପ୍ରତିିଦିନ ମଧ୍ୟାହ୍ନଭୋଜନ ସମୟରେ ବାସନଟିଏ ଧରି ଆସି ପହଞ୍ଚିଯାଏ। ପିଲାମାନଙ୍କ ସହ ଖାଇବା ଲକ୍ଷ୍ୟ…

ମହାରାଷ୍ଟ୍ରରେ ଏକୁଟିଆ ସରକାର ଗଢିପାରିବୁ ନାହିଁ: ଭାଜପା

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ରାଜନୀତିରେ ପୁଣି ନୂଆମୋଡ ଆସିଛି। ମେଣ୍ଟ ହୋଇ ନିର୍ବାଚନ ଲଢିବା ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଜପା ଏବଂ ଶିବସେନା ମଧ୍ୟରେ ମତପାର୍ଥକ୍ୟ ଦେଖାଯିବାରୁ ଭାରତୀୟ ଜନତା ପାର୍ଟି ମହାରାଷ୍ଟ୍ରରେ ସରକାର ଗଠନ ନ କରିବା ପାଇଁ…

ସାଧୁ-ମହାତ୍ମା ବେଶରେ ବୁଲୁଛନ୍ତି ପାକିସ୍ତାନୀ ଏଜେଣ୍ଟ୍‌, ଚେତାବନୀ ଜାରି କଲା ଭାରତୀୟ ସେନା

ନୂଆଦିଲ୍ଲୀ,୧୦।୧୧: ନକଲି ବାବା ଏବଂ ଆଧ୍ୟାତ୍ମିକ ଗୁରୁଙ୍କଠାରୁ ସାବଧାନ ରହିବାକୁ ଚେତାବନୀ ଜାରି କରିଛି ଭାରତୀୟ ସେନା। ପାକିସ୍ତାନ ଗୋଇନ୍ଦା ଅପରେଟର(ପିଆଇଓ)ମାନେ ସାଧୁ-ମହାତ୍ମା ବେଶରେ ବୁଲୁଛନ୍ତି, ବିଭିନ୍ନ ପ୍ରକାର ଲୋଭନୀୟ କଥା କହି ସେମାନେ ସେନା କର୍ମଚାରୀଙ୍କଠାରୁ ଗୋପନୀୟ ତଥ୍ୟ ହାସଲ…

ଭାରତ-ବାଂଲାଦେଶ ତୃତୀୟ ଟି-୨୦: ପ୍ରଥମେ ବ୍ୟାଟିଂ କରିବ ଭାରତ

ନାଗପୁର,୧୦।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦଳ ବାଂଲାଦେଶ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ସିରିଜ ୧-୧ରେ ବରାବର ଥିବାରୁ ଉଭୟ ଦଳ ପାଇଁ ଏହି…

ପର୍ନ ଷ୍ଟାର୍‌ ଥିଲେ ଏହି ବ୍ୟକ୍ତି, ଏବେ ଅନ୍ତର୍ଜାତୀୟ ମ୍ୟାଚରେ କରୁଛନ୍ତି ଅମ୍ପାୟରିଂ

ଅକଲାଣ୍ଡ,୧୦।୧୧:ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ୫ ଉଇକେଟରେ ବିଜୟ ହାସଲ କରିଥିଲା। ନଭେମ୍ବର ୫ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅମ୍ପାୟରିଂ କରୁଥିବା ଗର୍ଥ ଷ୍ଟିରଟଙ୍କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲା।…

ଶିବସେନାର ସମର୍ଥନ କଂଗ୍ରେସ ପାଇଁ ମାରାତ୍ମକ: ନିରୁପମ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସବୁ ଦଳ ଅଙ୍କ କଷିବାରେ ଲାଗିଛନ୍ତି। ଇତି ମଧ୍ୟରେ ମୁମ୍ବାଇର କଂଗ୍ରେସ ନେତା ସଞ୍ଜୟ ନିରୁପମ ମଧ୍ୟ ମେଣ୍ଟକୁ ନେଇ ବଡ କଥା କହିଛନ୍ତି। ସେ କହିଛନ୍ତି ମହାରାଷ୍ଟ୍ରରେ କଂଗ୍ରେସ-ଏନ୍‌ସିପି ମେଣ୍ଟରେ ସରକାର ଗଢିବା…

କ୍ରିକେଟ ପରେ ଏବେ ଟେନିସରେ ଜଲଓ୍ବା ଦେଖାଇଲେ ଏହି ଖେଳାଳି

ରାଞ୍ଚି,୧୦।୧୧: କ୍ରିକେଟ ମୈଦାନରେ ଅନେକ ଦିନ ଧରି ରାଜ୍‌ କରିବା ପରେ ମହେନ୍ଦ୍ର ସିଂ ଧୋନୀ ଏବେ ଟେନିସ ଜଗତରେ ପାଦ ରଖିଛନ୍ତି। ରାଞ୍ଚିର ଜେଏସସିଏରେ ଚାଲିଥିବା ଟେନିସ୍‌ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ସେ ଦମ୍‌ଦାର୍‌ ବିଜୟ ହାସଲ କରିଛନ୍ତି। ଡବଲ୍ସ…

ଛାତରୁ ଖସି ଜଣଙ୍କ ଜୀବନ ଗଲା

ବ୍ରହ୍ମପୁର ଅଫିସ,୧୦।୧୧: ଗଞ୍ଜାମ ଜିଲା ଟାଉନ୍‌ଥାନା ଅନ୍ତର୍ଗତ ଗାନ୍ଧୀନଗରସ୍ଥିତ ଓଡ଼ିଶା ସେଲ୍ସ ଏକ୍‌ଜିକ୍ୟୁଟିଭ୍‌ ଆସୋସିଏଶନ (ଓସିଆ) ଛାତରୁ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ କଲିକତାର ଟି.ମହମ୍ମଦ(୫୨)ବୋଲି ପୋଲିସ କହିଛି । ରବିବାର ମୃତଦେହ ଜବତ କରି…

ଶିବସେନାର ନୂଆ ପୋଷ୍ଟର ଉଦ୍ଧବ ହେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ସରକାର ଗଠନକୁ ନେଇ ଟଣା ଭିଡା ଚାଲିଥିବା ବେଳେ ଏବେ ଶିବସେନାର ନୂଆ ପୋଷ୍ଟର ଦେଖିବାକୁ ମିଳିଛି। ପ୍ରଥମେ ଭାଜପା-ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ କିଛି ସ୍ଥିର ହୋଇ ପାରି ନ ଥିବା ବେଳେ ଏବେ…

ଇର୍ଷାନ୍ବିତ ହୋଇ ୫-ଟି ବିରୋଧରେ ମନ୍ତବ୍ୟ ଦେଉଛନ୍ତି ଅପରାଜିତା: ସସ୍ମିତ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ସମାଲୋଚନା କରିବା ପ୍ରସଙ୍ଗରେ ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ସେ କହିଛନ୍ତି, ୫-ଟି କାର୍ଯ୍ୟକ୍ରମକୁ ସମାଲୋଚନା କରିବା ପରେ ଲାଗୁଛି ଅପରାଜିତାଙ୍କ ଆଇଡେଣ୍ଟି କ୍ରାଇସିସ୍‌ ହେଲାଣି। ଇର୍ଷାନ୍ବିତ…

ପୁଣି ୫-ଟିକୁ ଅପରାଜିତାଙ୍କ ସମାଲୋଚନା

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ପୁଣି ଥରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ୫-ଟି କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି ଭାଜପା ନେତ୍ରୀ ତଥା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ସମ୍ବଲପୁର ଗସ୍ତ ଅବସରରେ ସମାଲୋଚନା କରି ସେ କହିଛନ୍ତି, ଏହା କୌଣସି ଅଭିନବ ପଦକ୍ଷେପ ନୁହେଁ।…

ଏମ୍‌କେସିଜିରେ ଅଚାନକ ପହଞ୍ଚିଲେ ଜିଲାପାଳ : ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ବ୍ରହ୍ମପୁର ଅଫିସ,୧୦।୧୧: ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ପୂର୍ବାହ୍ନରେ ଅଚାନକ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ପହଞ୍ଚିଥିଲେ। ବିଭିନ୍ନ ଓ୍ବାର୍ଡ ବୁଲିବା ସହ ରୋଗୀଙ୍କ ସହ କଥା ହୋଇଥିଲେ । ଡାକ୍ତରମାନେ ଔଷଧର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri