Home Left

ବିମାନବନ୍ଦରରୁ ଅଧକୋଟି ଟଙ୍କାର ସୁନା ଜବତ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର ପୁଣି ଜଣେ ଯାତ୍ରୀଙ୍କଠାରୁ ୧୩୧୦.୬୫୦ ଗ୍ରାମର ଦୁଇଟି ସୁନା ବିସ୍କୁଟ ଜବତ କରାଯାଇଛି। ଏହି ସୁନା ବିସ୍କୁଟଟି ୯୯ ପ୍ରତିଶତ ଶୁଦ୍ଧ ହୋଇଥିବାବେଳେ ବଜାର ମୂଲ୍ୟ ୫୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ…

ବାଣୀଙ୍କ ବିକିନି ଟପ୍‌କୁ ନେଇ ବିବାଦ

ମୁମ୍ବାଇ: ଭାରତରେ ଆସ୍ଥା ଓ ଧର୍ମର ମହତ୍ତ୍ୱ ଅଧିକ। ଏଣୁ ଏ କ୍ଷେତ୍ରରେ ପ୍ରାୟତଃ ସବୁବେଳେ କିଛି ନା କିଛି ବିବାଦ ଓ ଘଟଣା ଦେଖିବାକୁ ମିଳିଥାଏ। ବି-ଟାଉନ୍‌ ଅଭିନେତ୍ରୀ ବାଣୀ କପୁର ଏ ପରିପ୍ରେକ୍ଷୀରେ ଏବେ ବିବାଦରେ ଫସିଛନ୍ତି। ବାଣୀଙ୍କ…

ଡେଙ୍ଗୁରେ ଆକ୍ରାନ୍ତ ସୁଶାନ୍ତ

ମୁମ୍ବାଇ: ଖୁବ୍‌ କମ୍‌ ଦିନରେ ହିଁ ବଲିଉଡ୍‌ ହିରୋ ସୁଶାନ୍ତ ସିଂ ରାଜପୂତ ନିଜ ଅଭିନୟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଛିଛୋରେ’ ମଧ୍ୟ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଏହାପରେ ‘୫୦ ଡ୍ରିମ୍‌ସ’ ଶେୟାର…

ରାଫାଲ ରାୟର ପୁନର୍ବିଚାର:କାହିଁକି ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫-୧୧:ସୁପ୍ରିମକୋର୍ଟ ରାଫାଲ ରାୟର ପୁନର୍ବିଚାର ପାଇଁ ଦାଏର ପିଟିଶନଗୁଡ଼ିକୁ ଖାରଜ କରିବା ସହ ଏହି ବିବାଦର ଆଇନଗତ ଦିଗ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ୩୬ ଫାଇଟର ଜେଟ୍‌ ଡିଲ୍‌କୁ ନେଇ ତଦନ୍ତ ବା ଏଫ୍‌ଆଇଆର୍‌ ଅନାବଶ୍ୟକ ବୋଲି ତିନିଜଣିଆ ଖଣ୍ଡପୀଠ କହିଛନ୍ତି।…

୨୦୨୦ରେ ଚନ୍ଦ୍ରୟାନ-୩

ବେଙ୍ଗାଲୁରୁ,୧୫-୧୧:ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ର ପୃଷ୍ଠରେ ମୃଦୁ ଅବତରଣ କରାଇବାରେ ବିଫଳ ହୋଇଥିବା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆସନ୍ତାବର୍ଷ ନଭେମ୍ବର ସୁଦ୍ଧା ଏହାର ତୃତୀୟ ସଂସ୍କରଣର ସଫଳ ଅବତରଣ ଲାଗି କାମ ଆରମ୍ଭ କରିଛି। ଏଥିପାଇଁ ଇସ୍ରୋ ପକ୍ଷରୁ…

୪ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ

ଓଡ଼ଗାଁ,୧୫ା୧୧(ସ୍ବ.ପ୍ର.): ୪ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ ।  ପୁଅର ପତ୍ତା ନ ପାଇ ଦୁଃଖ ଓ ଯନ୍ତ୍ରଣାରେ ଦିନ କାଟୁଥିଲେ ପରିବାର ଲୋକେ। ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଆଇଆଇସିଙ୍କ ଉଦ୍ୟମ ଫଳରେ ହଜିଲା ପୁଅକୁ…

ନୟାଗଡ଼ ଜିଲା ଯୋଗାଣ ଅଧିକାରୀ ନିଲମ୍ବିତ

ନୟାଗଡ଼ ଅଫିସ,୧୫।୧୧:  ନୟାଗଡ଼ ଜିଲା ଯୋଗାଣ ଅଧିକାରୀ ବିକ୍ରମ କୁମାର ମାଝିଙ୍କୁ ରାଜ୍ୟ ଖାଦ୍ୟ କମିଶନର ନିଲମ୍ବିତ କରିଛନ୍ତି। ଏଥିସହ ସହକାରୀ ଜିଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ନିଲମ୍ବନର କାରଣ ସ୍ପଷ୍ଟ ହୋଇ ନ ଥିବା…

ଅଲିଭ୍‌ ରିଡ୍‌ଲେ ସୁରକ୍ଷା ଚିନ୍ତା: ମେ’୩୧ ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା

ଭୁବନେଶ୍ୱର, ୧୫-୧୧(ବ୍ୟୁରୋ):ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ସୁରକ୍ଷା ପାଇଁ ସମୁଦ୍ରରୁ ମାଛଧରା ଉପରେ ସରକାର କଟକଣା ଜାରି କରିଛନ୍ତି। ଉପକୂଳଠାରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ପର୍ଯ୍ୟନ୍ତ ଆଗାମୀ ମେ’ ୩୧ ଯାଏ ମାଛ ନ ଧରିବା ଲାଗି ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ…

ଠକେଇ ଅଭିଯୋଗରେ ଶିକ୍ଷୟିତ୍ରୀଙ୍କୁ ୬ ମାସ ଜେଲ

ନୟାଗଡ଼ ଅଫିସ,୧୫।୧୧: ନୟାଗଡ଼ ଏସ୍‌ଡିଜେଏମ୍‌ (ଉପଖଣ୍ଡ ନ୍ୟାୟାଧିକାରୀ) ସଦ୍ୟସ୍ନାତା ପତି ୨୨ ଲକ୍ଷ ୬୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଜଣେ ଶିକ୍ଷୟିତ୍ରୀଙ୍କୁ ୬ ମାସ କାରାଦଣ୍ଡାଦେଶ କରିଛନ୍ତି । ସେ ହେଲେ ଓଡ଼ଗାଁ ବ୍ଲକ ନନ୍ଦିଘୋର ବାଳିକା ଉଚ୍ଚ ବିଦ୍ୟାଳୟର…

ବ୍ରାଜିଲ ରାଷ୍ଟ୍ରପତି ହେବେ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି

ବ୍ରାସିଲିଆ, ୧୫-୧୧(ପି.ଟି.): ୨୦୨୦ ସାଧାରଣତନ୍ତ୍ର ଦିବସରେ ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ବୋଲ୍‌ସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧକୁ ସେ ଗ୍ରହଣ କରିଥିବା ଜଣାପଡ଼ିଛି। ୧୧ତମ ବ୍ରିକ୍ସ ସମିଟ୍‌ ଅବସରରେ ମୋଦି ବୋଲ୍‌ସୋନାରୋଙ୍କ ସହ ବିଭିନ୍ନ ପ୍ରସଙ୍ଗରେ…

୩ ମାସରେ ଏଜିଆର୍‌ ଆଦାୟ ଲାଗି ସରକାରଙ୍କ ଲକ୍ଷ୍ୟ

ନୂଆଦିଲ୍ଲୀ,୧୫-୧୧: ଦେଶର ଟେଲିକମ୍‌ କମ୍ପାନୀଙ୍କଠାରୁ ୩ ମାସ ମଧ୍ୟରେ ଆଡଜଷ୍ଟେଟେଡ ଗ୍ରସ୍‌ ରେଭେନ୍ୟୁ (ଏଜିଆର୍‌) ଦେୟ ବାବଦ ଅର୍ଥ ଆଦାୟ ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଦେୟକୁ କମ୍ପାନୀଗୁଡିକ ୩ ମାସରେ ପ୍ରଦାନ କରନ୍ତୁ ବୋଲି ସରକାର ଚାହୁଁଛନ୍ତି। ଟେଲିକମ୍‌…

ଜିଏସ୍‌ଟି ବାର୍ଷିକ ରିଟର୍ନ ପଇଠ ଅବଧି ବଢିଲା

ନୂଆଦିଲ୍ଲୀ,୧୫-୧୧: କେନ୍ଦ୍ର ସରକାର ଗୁରୁବାର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ର ବାର୍ଷିକ ରିଟର୍ନ ଓ ରିକନସିଲେଶନ ଷ୍ଟେଟମେଣ୍ଟ ଫାଇଲ କରିବାର ଅବଧିକୁ ବଢାଇଛନ୍ତି। ୨୦୧୭-୧୮ ବର୍ଷ ଲାଗି ରିଟର୍ନ ଅବଧି ଡିସେମ୍ବର ୩୧କୁ ବଢିଥିବା ବେଳେ ୨୦୧୮-୧୯ ବର୍ଷ ଲାଗି ଏହାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri