Home Left

ତେଲ ନଦୀ ପୋଲ ଉପରେ ପ୍ରବାହିତ ହେଲା ବର୍ଷାଜଳ: ଜନଜୀବନ ବେହାଲ

ପାଟଣା,୧୯ା୬(ବୀରକିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଦାମା ହୁଦା ପଞ୍ଚାୟତ କୁମୁଳା ବାହାଳିର ତେଲ ନଦୀ ପୋଲ ଉପରେ ବର୍ଷା ପାଣି ଗୁରୁବାର ପ୍ରବାହିତ ହୋଇଛି। ଫଳରେ ସାହାରପଡ଼ା ବ୍ଲକ ଦାମାହୁଦା ଅଞ୍ଚଳରୁ…

ସ୍ବାମୀଙ୍କ ମୃତ୍ୟୁରେ ଭାଙ୍ଗିପଡ଼ିଛନ୍ତି କରିସ୍ମା: ଶେଷବିଦାୟ ଦେବାକୁ ବାହାରିଲେ

ବଲିଉଡ୍‌ ଅଭିନେତ୍ରୀ କରିସ୍ମା କୁପରଙ୍କ ପୂର୍ବତନ ସ୍ବାମୀ ତଥା ଶିଳ୍ପପତି ସଞ୍ଜୟ କପୁରଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ନଜର ଆସିଛନ୍ତି। ଗୁରୁବାର ସେ ତାଙ୍କ ପିଲା ସମାଇରା ଏବଂ କିୟାନଙ୍କ ସହ ମୁମ୍ବାଇର ଏକ ଘରୋଇ ବିମାନବନ୍ଦରରେ…

ଇରାନର କାଉଣ୍ଟର ଆଟାକ, ମିଶାଇଲ ମାଡ଼ରେ ଧ୍ୱଂସ ହେଲା ୧ହଜାର ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ଦୁବଇ,୧୯।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏବେ ତୀବ୍ର ହେବାରେ ଲାଗିଛି। ଇସ୍ରାଏଲର ଆକ୍ରମଣ ପରେ, ଇରାନ ଏହାର ପ୍ରତିଶୋଧକୁ ଆହୁରି ଭୟଙ୍କର କରିଛି। ଇରାନ ଅନେକ ବାଲିଷ୍ଟିକ କ୍ଷେପଣାସ୍ତ୍ର ସାହାଯ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି। ଏହା ଇସ୍ରାଏଲର…

କିଏ ସେ ବିଟ୍ଟୁ? ରାଜାଙ୍କୁ ଧୋକା ଦେଇ ଯାହା ସହ ଘଣ୍ଟା ଘଣ୍ଟା ଗପୁଥିଲେ ସୋନମ, ହେଲା ସାଂଘାତିକ ଖୁଲାସା

ଇନ୍ଦୋର,୧୯।୬: ରାଜା ରଘୁବଂଶୀ ହତ୍ୟା ମାମଲାର ଖୋଳତାଡ଼ କରିବା ବେଳେ ମେଘାଳୟ ପୋଲିସକୁ ଏକ ଆଶ୍ଚର୍ଯ୍ୟଜନକ ସୂଚନା ମିଳିଛି। ସୋନମ ସଞ୍ଜୟ ବର୍ମା ନାମକ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିଲେ। ସେ ୨୧ ଦିନରେ ସଞ୍ଜୟ ବର୍ମାଙ୍କ ସହ ୨୩୨…

ସ୍କୁଲ ବନ୍ଦ ନିଷ୍ପତ୍ତି ନେଇ ଆସିଲା ବଡ଼ ଅପ୍‌ଡେଟ୍‌ : ଗଣଶିକ୍ଷା ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯।୬: ରାଜ୍ୟର ବିଭିନ୍ନ ଜିଲାକୁ ଝାଡ଼ାବାନ୍ତି ବ୍ୟାପୁଛି। ଝାଡ଼ାବାନ୍ତି ବ୍ୟାପୁଥିବା ଅଞ୍ଚଳରେ ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ଜିଲାପାଳ। ଡାଇରିଆ ସ୍ଥିତି ଅଣାୟତ ଥିଲେ ସ୍କୁଲ ବନ୍ଦ ରହିବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ୫୮ଦିନ…

ବିମାନ ବନ୍ଦର ନିକଟରେ ବିମାନ ସୁରକ୍ଷା ହେବ କଡ଼ାକଡ଼ି, ଭଙ୍ଗା ହେବ ଘର ନିୟମ ନ ମାନିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୯।୬: ଜୁନ ୧୨ରେ ଅହମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣା ପରେ, ବିମାନ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବା ନିର୍ମାଣକୁ ନିୟନ୍ତ୍ରଣ କରିବା ପାଇଁ ବୁଧବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନୂତନ ନିୟମ ଜାରି କରିଛି। ସରକାରୀ ଗେଜେଟରେ…

ଇରାନ ଉପରେ ବଡ଼ ସାଇବର ଆଟାକ୍‌ କଲା ଇସ୍ରାଏଲ୍‌: ଟିଭିରେ ଚାଲିଲା ଏମିତି ଭିଡିଓ, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଜେରୁଜେଲମ,୧୯।୬: ଯୁଦ୍ଧ ସମୟରେ ଇସ୍ରାଏଲୀ ସେନା ଇରାନରେ ଆକ୍ରମଣ କରୁଛି। ସାମରିକ ଯୁଦ୍ଧ ସହିତ, ଇସ୍ରାଏଲ ଅନ୍ୟାନ୍ୟ ମୋର୍ଚ୍ଚାରେ ମଧ୍ୟ ଇରାନକୁ ପରାସ୍ତ କରୁଛି। ଇସ୍ରାଏଲ ଇରାନ ଉପରେ ଏକ ବଡ଼ ସାଇବର ଆକ୍ରମଣ କରିଛି। ସାଇବର ଆକ୍ରମଣ କରିବା ସମୟରେ,…

ଅନ୍ୟ ଜାତିରେ ଝିଅ ବିବାହ କରିବାରୁ ଶୁଦ୍ଧି ହେଲେ ପରିବାରର ୪୦ ସଦସ୍ୟ, ସମସ୍ତେ ଲଣ୍ଡା ହୋଇ…

ଭୁବନେଶ୍ୱର ,୧୯ା୬: ରାୟଗଡ଼ା ଜିଲା କାଶୀପୁର ବ୍ଲକ ବର୍ତ୍ତମାନ ଖଣିଜ ସମ୍ପଦକୁ ନେଇ ବିଶ୍ୱ ଦରବାରରେ ପରିଚିତ। ହେଲେ ଜାତି ପ୍ରଥାକୁ ନେଇ ଏହି ଗାଁରେ ଦେଖାଦେଇଛି ଏକ ଭିନ୍ନ ଚିତ୍ର। ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଝିଅ ଜଣେ ଅନୁସୂଚିତ…

ଆମେରିକାରେ ପାଠ ପଢିବାକୁ ସ୍ବପ୍ନ ଦେଖୁଥିବା ପିଲାଙ୍କ ପାଇଁ ଖୁସି ଖବର

ଓ୍ବାଶିଂଟନ,୧୯।୬: ଆମେରିକାରେ ପଢିବାକୁ ସ୍ବପ୍ନ ଦେଖୁଥିବା ଛାତ୍ରମାନଙ୍କ ପାଇଁ ଖୁସି ଖବର ଆସିଛି। ଆମେରିକା ଛାତ୍ର ଭିସା ଉପରୁ ପ୍ରତିବନ୍ଧକ ଉଠାଇ ଦେଇଛି। ଏହାର ଅର୍ଥ ହେଉଛି ଏବେ ଛାତ୍ରମାନେ ଆମେରିକା ଯାଇ ପଢିପାରିବେ। କିନ୍ତୁ ଟ୍ରମ୍ପ ପ୍ରଶାସନ ଏଥିପାଇଁ ଏକ…

ଯୁକ୍ତ ୨ କଲେଜ ଟପ୍ପରଙ୍କୁ ସମ୍ବର୍ଦ୍ଧନା: ଅଧ୍ୟାପକଙ୍କୁ ମନେପକାଇ 

ଭଞ୍ଜନଗର,୧୯।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଚଳିତ ବର୍ଷ ଯୁକ୍ତ ୨ କଳା, ବାଣିଜ୍ୟ ଏବଂ ବିଜ୍ଞାନ କଲେଜ ଟପ୍ପରଙ୍କୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି। ସେମାନେ ହେଲେ କଳାରେ ଆଶିଷ  କୁମାର  ସାହୁ,  ବାଣିଜ୍ୟରେ …

ସଚିନଙ୍କୁ ରୋକିଥିଲା ପୋଲିସ୍‌: ପଛରେ ରହିଛି ଏମିତି କାରଣ

ଲିଡ୍ସ,୧୯।୬: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ଜୁନ ୨୦ରୁ ଲିଡ୍ସର ହେଡିଙ୍ଗଲି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ ସଚିନ ତେନ୍ଦୁଲକର ଏକ ବଡ଼ ଗୁମର ଖୋଲିଛନ୍ତି। ତାଙ୍କୁ ଲିଡ୍ସ ଯାଉଥିବା ସମୟରେ ପୋଲିସ…

ଆମେରିକାର ବଡ଼ ଚାଲ୍‌; ରାତି ଅଧରେ ନେଲା ଚମକାଇବା ଭଳି ନିଷ୍ପତ୍ତି

ନୂଆଦିଲ୍ଲୀ,୧୯।୬: ବିଶ୍ୱର ଦୁଇ ବଡ଼ ଦେଶ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଯୁଦ୍ଧ ସ୍ଥିତି ବିଶ୍ୱ ବଜାରରେ ଚିନ୍ତାର ଲହରୀ ସୃଷ୍ଟି କରିଛି। ମଧ୍ୟପ୍ରାଚ୍ୟରେ ପରିସ୍ଥିତି ବିସ୍ଫୋରକ ରହିଛି । ଅଶୋଧିତ ତୈଳ, ସୁନା ଏବଂ ଡଲାରର ମୂଲ୍ୟରେ ଉତ୍ଥାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri