Home Left

ଏନ୍‌ଡିଏରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ପାରନ୍ତି ପାଓ୍ବାର

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ର ମହାଭାରତର ଅଭେଦ୍ୟ ଦୁର୍ଗକୁ ପଶିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ ବୋଲି କୁହାଯାଉଛି। ଗୋଟିଏ ପଟେ ଏନ୍‌ସିପି ନେତା ଅଜିତ ପାଓ୍ବାର ଭାରତୀୟ ଜନତା ପାର୍ଟି(ଭାଜପା) ସହ ମିଶି ସରକାର ଗଢୁଥିବା ବେଳେ ଅନ୍ୟପଟେ ଏନ୍‌ସିପି ମୁଖ୍ୟ ଏହାକୁ…

ଶୋଇଥିବା ଅବସ୍ଥାରେ ଭୁଶୁଡ଼ିଲା ଝିକର ଛପରଘର: ଜଣେ ଗୁରୁତର

ଦିଗପହଣ୍ଡି,୨୪।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ ଗାଁ ପଞ୍ଚାୟତ ବାରିତଳା ଗ୍ରାମର ସନ୍ତୋଷ ଗୌଡଙ୍କ ଝିକର ଛପରଘର ରବିବାର ଭୋର ସମୟରେ ଭୁଶୁଡିପଡ଼ିଛି। ଏହା ତାଙ୍କ ସ୍ତ୍ରୀ ସୁଜାତାଙ୍କ ଉପରେ ପଡ଼ିବା ଯୋଗୁ ସେ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର…

ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାସ ଯୋଶୀଙ୍କ ପରଲୋକ

ଭୋପାଳ,୨୪।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାସ ଚନ୍ଦ୍ର ଯୋଶୀଙ୍କର ରବିବାର ୯୦ ବର୍ଷ ବୟସରେ ପରଲୋକ ହୋଇଛି। ସେ ମଧ୍ୟପ୍ରଦେଶର ୯ମ ମୁଖ୍ୟମନ୍ତ୍ରୀ ଭାବେ ଜୁନ୍‌ ୧୯୭୭ରୁ ଜାନୁୟାରୀ ୧୯୭୮ (୬ମାସ) ପାଇଁ କାର୍ଯ୍ୟଭାର…

ପାକିସ୍ତାନକୁ ପିଓକେ ବଦଳରେ ଟମାଟୋ ଦେବାକୁ ଅଫର୍‌ ଦେଲେ କୃଷକ

ନୂଆଦିଲ୍ଲୀ,୨୪।୧୧: ପାକିସ୍ତାନରେ ଏବେ ଟମାଟୋ ଦର ଆକାଶ ଛୁଆଁ ହୋଇଛି। ଏବେ ସେଠାରେ ଟମାଟୋ କିଲୋ ପିଛା ଦର ୪ଶହ ଟଙ୍କାରେ ପହଞ୍ଚିଛି। ଏତିକି ବେଳେ ଭାରତର କୃଷକ ପାକିସ୍ତାନକୁ ଟମାଟୋ ଦେବାପାଇଁ କିଛି ଅଫର୍‌ ଦେଇଛନ୍ତି। ଏମାନେ କହିଛନ୍ତି ପାକ୍‌…

ରାସ୍ତାରେ ଖେଳୁଥିବା ବେଳେ ଶିଶୁପୁତ୍ରଙ୍କ ଉପରେ ମାଡ଼ିଗଲା ଟ୍ରକ୍‌: ଡ୍ରାଇଭରଙ୍କୁ ଧରି ଛେଚିଲେ ଲୋକେ

ହାଟଡିହୀ, ୨୪।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଷଡ଼ଙ୍ଗ ପଞ୍ଚାୟତ ନଶିର୍‌ପୁରଠାରେ ରବିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲିବୋଝେଇ ଟ୍ରକ ଚଢ଼ିଯିବାରୁ ଜଣେ ଦୁଇବର୍ଷର ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅମୂଲ୍ୟ ଦାସଙ୍କ ରୋହନ।…

ମହାରାଷ୍ଟ୍ରରେ ହେବ ଭାଜପା ବିନାଶର ଆରମ୍ଭ: ସଞ୍ଜୟ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ର ମହାଭାରତ ଏବେ କାଠଗଡାରେ। ଏତିକିବେଳେ ବହୁମତ ନେଇ ସରକାର ଗଠନ କରିବାକୁ ଠିଆ ହୋଇଥିବା ଶିବସେନାକୁ ଏକ ପ୍ରକାର ଶକ୍ତ ଧକ୍କା ଲାଗିଛି। ଏହାକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି।…

ଥଣ୍ଡାରୁ ସୁରକ୍ଷା ପାଇଁ ଅଯୋଧ୍ୟାରେ ଗାଈଗୋରୁ ପିନ୍ଧିବେ କୋଟ୍‌

ଅଯୋଧ୍ୟା,୨୪।୧୧: ପ୍ରବଳ ଥଣ୍ଡାରୁ ଗାଈଗୋରୁଙ୍କୁ ସୁରକ୍ଷା ଦେବା ପାଇଁ ଅଯୋଧ୍ୟା ନଗର ନିଗମ ପକ୍ଷରୁ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଅନ୍ତର୍ଗତ ଏଠାରେ ଥିବା ଗାଈଗୋରୁଙ୍କୁ କୋଟ୍‌ ପିନ୍ଧିବାକୁ ଦିଆଯିବ। ନିଗମ ପକ୍ଷରୁ ସ୍ଥାନୀୟ ସାଧୁସନ୍ଥ ଏବଂ ଜନସାଧାରଣଙ୍କ ସହିତ…

ସୁପ୍ରିମକୋର୍ଟ ରାୟ ପୂର୍ବରୁ ଭୂଜବଳ କହିଲେ ମହାରାଷ୍ଟ୍ରରେ ହେବ ଶିବସେନା, ଏନ୍‌ସିପି, କଂଗ୍ରେସ ସରକାର

ମୁମ୍ବାଇ,୨୪।୧୧:ମହାରାଷ୍ଟ୍ର ରାଜନୀତି ଉପରେ ଏବେ ସମସ୍ତଙ୍କ ନଜର। ଏହାକୁ ନେଇ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନର ଶୁଣାଣି ରବିବାର ହେବା ପୂର୍ବରୁ ଭିନ୍ନ ଭିନ୍ନ ଦଳ ଭିନ୍ନ ମତ ଦେଉଛନ୍ତି। ରବିବାର ଏନ୍‌ସିପି ନେତା ଛଗନ ଭୂଜବଳ କହିଛନ୍ତି ଏନ୍‌ସିପିର ୪୯-୫୦ ବିଧାୟକ…

ଏନ୍‌ସିପି ବିଧାୟକ ନିଖୋଜ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଭାଜପାରୁ ଦେବେନ୍ଦ୍ର ଫଡନବିସ ଦ୍ୱିତୀୟ ଥର ଲାଗି ଶପଥ ଗ୍ରହଣ କଲେ ସତ। ହେଲେ ଏପର୍ଯ୍ୟନ୍ତ ସଂଖ୍ୟା ଗରିଷ୍ଠତାକୁ ନେଇ ତାଙ୍କ ମନରୁ ଭୟ ଦୂର ହୋଇନାହିଁ। ଏବେ ତା’ର ମୁଖ୍ୟ ସହଯୋଗୀ ଏନ୍‌ସିପି ଉପରେ…

ସମ୍ପର୍କକୁ ମଜଭୁତ କରେ ଉପହାର

ସମ୍ପର୍କକୁ ବି ମଜବୁତ କରିଥାଏ ଉପହାର। ତେବେ ଏହି ଉପହାର କିଭଳି ହେବା ଆବଶ୍ୟକ ଜାଣନ୍ତୁ ସେ ସମ୍ପର୍କରେ କିଛି କଥା.. ବନ୍ଧୁଙ୍କୁ ଖୁସିରେ ଦେଖିବାକୁ ଚାହୁଁଥିଲେ, ଏମିତି କିଛି ଉପହାର ଦିଅନ୍ତୁ, ଯାହା ସୃଜନଶୀଳ ହୋଇଥିବ। ପର୍ସନାଲାଇଜ୍‌ଡ କଫି ମଗ୍‌…

ସ୍ବାସ୍ଥ୍ୟ ପାଇଁ ହିତକର ସାଇକେଲିଂ

ଯାତାୟାତ ଲାଗି ସାଇକେଲ ସ୍ବାସ୍ଥ୍ୟ ପାଇଁ ହିତକର । ଆଜିକାଲିର ଲାଇଫ୍‌ ଷ୍ଟାଇଲ୍‌ ଓ ଖାଦ୍ୟପେୟ ଦିନକୁ ଦିନ ଲୋକଙ୍କୁ ରୁଗ୍ଣ କରିଦେଉଛି। ଅଧିକ ଫ୍ୟାଟ୍‌ ଜାତୀୟ ଖାଦ୍ୟ ସାଙ୍ଗକୁ ବ୍ୟାୟାମର ଅଭାବ ଓ ଅଫିସ୍‌ରେ ବସି ରହି କାମ କରିବା…

ଯାହାର ରାଜ୍ୟପାଳ ତାହାର ସରକାର: ଅଖିଳେଶ ଯାଦବ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ର ରାଜନୀତିରେ ଅଚାନକ ରାତିକ ମଧ୍ୟରେ ରାଜନୈତିକ ସମୀକରଣ ବଦଳି ଯାଇଛି। ପୁଣିଥରେ ଦେବେନ୍ଦ୍ର ଫଡ଼ନବିସ ମୁଖ୍ୟମନ୍ତ୍ରୀ ଡୋର ଧରିଛନ୍ତି। ଏହାକୁ ନେଇ ସମାଜବାଦୀ ପାର୍ଟି ନେତା ତଥା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭାଜପାକୁ କଡ଼ା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri