Home Left

ଟୁଇଟରରେ ପୋଲାର୍ଡ ଅନ୍‌ଫଲୋ କରିବାରୁ ରାଗିଲେ ରୋହିତ

ନୂଆଦିଲ୍ଲୀ,୨୯।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଦଳ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଅଧିନାୟକ ରୋହିତ ଶର୍ମାଙ୍କୁ ଟୁଇଟରରେ ଅନ୍‌ଫଲୋ କରି ଚର୍ଚ୍ଚାକୁ ଆସିଥିଲେ ଓ୍ବେଷ୍ଟଇଣ୍ଡିଜ ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ କିରନ ପୋଲାର୍ଡ। ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟି୨୦…

ସୁହାନାଙ୍କୁ ପ୍ରଶଂସା କଲେ ଅନନ୍ୟା

ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା କେବେ ବଲିଉଡ୍‌ରେ ଏଣ୍ଟ୍ରି ମାରିବେ ତାଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି। ସୁହାନାଙ୍କ ଡେବ୍ୟୁ ଶର୍ଟ ଫିଲ୍ମ ‘ଦ ଗ୍ରେ ପାର୍ଟ ଅଫ ବ୍ଲୁ’ ଇତିମଧ୍ୟରେ ରିଲିଜ ହେବାପରେ ଏହି ଚର୍ଚ୍ଚା ଆହୁରି ବଢିଛି। ତାଙ୍କ…

୪୭ ଟଙ୍କାରେ ଦେଖିପାରିବେ ଇଣ୍ଟରନ୍ୟାଶ୍‌ନାଲ କ୍ରିକେଟ ମ୍ୟାଚ୍‌

ଇସଲାମାବାଦ,୨୯।୧୧: ଦିନକୁ ଦିନ ପାକିସ୍ତାନର ଆର୍ଥିିକ ଅବସ୍ଥା ବିଗିଡିବାରେ ଲାଗିଛି। ଋଣ ବୋଝ ଯୋଗୁ ପାକିସ୍ତାନ ସରକାର ଏବେ ଚିନ୍ତାରେ ଅଛନ୍ତି। କେବଳ ପାକିସ୍ତାନ ସରକାର ନୁହେଁ, ଏହାର କ୍ରିକେଟ ବୋର୍ଡ ମଧ୍ୟ ଦେବାଳିଆ ହେବାରେ ଲାଗିଛି। ଶ୍ରୀଲଙ୍କା କ୍ରିକେଟରଙ୍କ ଉପରକୁ…

ପଞ୍ଚାୟତର ନିର୍ଦ୍ଦେଶକ୍ରମେ ଯୁବକଙ୍କୁ ଚପଲରେ ପିଟିଲେ ମହିଳା: ଭିଡିଓ ଭାଇରାଲ

ପାଟନା,୨୯।୧୧: ବିହାରର ବୈଶାଳୀ ଜିଲାରେ ପଞ୍ଚାୟତର ନିର୍ଦ୍ଦେଶକ୍ରମେ ଜଣେ ମହିଳା ଯୁବକଙ୍କୁ ଚପଲରେ ପିଟିବା ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହା ଦେଶରି ଥାନା ଅଞ୍ଚଳର ମୁରୌତପୁର ଗାଁର ବୋଲି ଜଣାପଡିଛି। ଭିଡିଓରେ ଦେଖିବାକୁ ମିଳିଛି କେତେଜଣଙ୍କ କହିବା…

୨ଜଣଙ୍କୁ କଚାଡ଼ି ମାରିଲା ହାତୀ

ସୁନ୍ଦରଗଡ଼,୨୯।୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ସିଆଲଯୋର ଗ୍ରାମର ଚାଷୀ ଗୋବିନ୍ଦ ସା(୫୦) ଗୁରୁବାର ବିଳମ୍ବିତ ରାତିରେ ଧାନବିଲରୁ ହାତୀ ଘଉଡ଼ାଉ ଥିବାବେଳେ ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଦେଇଛି। ସେହିପରି ବିଶ୍ରା ରେଞ୍ଜ ଅନ୍ତର୍ଗତ ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ଗେଟିଟାଙ୍ଗରଠାରେ…

ମୋ ପୁଅ, ଝିଅଙ୍କ ଟୁଇଟର ଆକାଉଣ୍ଟ ନାହିଁ: ସଚିନ ତେନ୍ଦୁଲକର

ମୁମ୍ବାଇ,୨୯।୧୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ନିଜ ପୁଅ, ଝିଅଙ୍କୁ ନେଇ ବେଶ୍‌ ସତର୍କ। ନିକଟରେ ପୁଅ ଅର୍ଜୁନ ଏବଂ ଝିଅ ସାରା ଫେକ୍‌ ଆକାଉଣ୍ଟକୁ ନେଇ ବେଶ୍‌ ଚିନ୍ତିତ ଅଛନ୍ତି ତେନ୍ଦୁଲକର। ଟୁଇଟରରେ ଅର୍ଜୁନଙ୍କ ନକଲି…

ପ୍ରମିଳାଙ୍କ ତାତ୍ସଲ୍ୟ: କହିଲେ ‘କିଏ କାହା ବନ୍ଧୁବାନ୍ଧବଙ୍କୁ ନେଇ ଯିବା ବେଳେ କ’ଣ ଭାଜପାକୁ ପଚାରିବେ’

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସହ ମହିଳା ଯିବା ପ୍ରସଙ୍ଗରେ କ୍ଲିନ୍‌ଚିଟ୍‌ ମିଳିବାକୁ ନେଇ ଭାଜପା ସରକାରଙ୍କୁ କଟାକ୍ଷ କରିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। କିଏ କାହା…

ପର୍ଯ୍ୟଟନ ମନ୍ତ୍ରୀଙ୍କୁ କ୍ଲିନ୍‌ଚିଟ୍‌ ମିଳିବା ପ୍ରସଙ୍ଗରେ ବର୍ଷିଲା ଭାଜପା: ପ୍ରମାଣ ଥିବା ସତ୍ତ୍ୱେ ଚ୍ୟାଲେଞ୍ଜ କରିବାକୁ ଦିଆଗଲା ନାହିଁ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଦୁଇଜଣ ମହିଳାଙ୍କୁ ସରକାରୀ ଅର୍ଥରେ ସାଙ୍ଗରେ ନେଇଥିବା ଅଭିଯୋଗ ହୋଇଥିଲା। ହେଲେ ଗୁରୁବାର ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିବୃତି ରଖି ତାଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ।…

ଆଶ୍ୱସ୍ତ ହେଲେ ସଲମାନ

ନୂଆଦିଲ୍ଲୀ,୨୯।୧୧: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ଗତବର୍ଷ ସଲମାନଙ୍କ ନାଁରେ ଏକ ମାମଲା କରାଯାଇଥିଲା। ଗତବର୍ଷ ସେ ଫିିଲ୍ମ ‘ଲଭ ୟାତ୍ରୀ’ ନିର୍ମାଣ କରିଥିବା ବେଳେ ଏଥିରେ ସେ ଧାର୍ମିକ ଭାବନାକୁ କଠୋର ଆଘାତ ପହଞ୍ଚାଇଥିଲେ ବୋଲି…

୩ ଦଫା ଦାବିରେ ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ: ଯାନବାହନ ଚଳାଚଳ ଠପ୍‌

କଣ୍ଟାମାଳ,୨୯।୧୧(ଡି.ଏନ୍‌.ଏ.): ୩ ଦଫା ଦାବିରେ ବୌଦ୍ଧ ଜିଲା କଣ୍ଟାମାଳ ୧୨ ଘଣ୍ଟିଆ ବନ୍ଦ ଡାକରା ଶୁକ୍ରବାର ସକାଳୁ ଆରମ୍ଭ ହୋଇଛି। ତେଲନଦୀ ଉପରେ କଣ୍ଟାମାଳ-ତରଭା ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ, କଣ୍ଟାମାଳ ପଞ୍ଚାୟତକୁ ଏନ୍‌ଏସ୍‌ସି ମାନ୍ୟତା ଓ କଣ୍ଟାମାଳ ବ୍ଲକକୁ ସବ୍‌ଡିଭିଜନ…

ଡଷ୍ଟବିନ୍‌ରୁ ମିଳିଲା ନରକଙ୍କାଳ, ଲୋକେ ଆତଙ୍କିତ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ସ୍ଥାନୀୟ ଆଇଆର୍‌ସି ଭିଲେଜ୍‌ ହାଇସ୍କୁଲ ପଛପଟେ ଥିବା ଏକ ଡଷ୍ଟବିନରୁ ଶୁକ୍ରବାର ନରକଙ୍କାଳ ଉଦ୍ଧାର କରାଯାଇଛି। ଜଣେ ସଫେଇ କର୍ମଚାରୀ ସକାଳେ ଡଷ୍ଟବିନ୍‌ ସଫା କରୁଥିବା ବେଳେ ପଲିଥିନରେ ବନ୍ଧା ଅବସ୍ଥାରେ କଙ୍କାଳ ଦେଖିବାକୁ ପାଇଥିଲେ। ଖବର ପାଇ ନୟାପଲ୍ଲୀ…

କଂଗ୍ରେସ ପାଖରେ ମୁଣ୍ଡ ନୁଆଁଇ ପାରନ୍ତି ଉଦ୍ଧବ

ମୁମ୍ବାଇ,୨୯।୧୧: ବହୁ ବାଦବିବାଦ ପରେ ଶେଷରେ ମହାରାଷ୍ଟ୍ରରେ ଶିବସେନା ଭାରତୀୟ ଜନତା ପାର୍ଟି(ଭାଜପା)ଠାରୁ ଅଲଗା ହୋଇ ସରକାର ଗଠନ କରିଛି। ଆଉ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚନ ନ ଲଢି ପଦ ସମ୍ଭାଳିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଏବେ ଶିବସେନା, କଂଗ୍ରେସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri